ଅନ୍ତର୍ଜାତୀୟ

୫ ବର୍ଷ ପରେ ପ୍ରେମିକଙ୍କୁ ଦେଖି ବିମାନବନ୍ଦରରେ ଡ୍ୟାନ୍ସ କଲେ ପ୍ରେମିକା, ଭାଇରାଲ ହେଉଛି ଭିଡିଓ

ଓଟାଓ୍ବା,୯ା୧୧: କୁହାଯାଏ, ପ୍ରେମରେ ଥିବା ଲୋକମାନେ ପ୍ରାୟତଃ ନିଜ ସାଥୀମାନଙ୍କ ପ୍ରତି ଭଲ ପାଇବା ପ୍ରକାଶ କରିବା ପାଇଁ ଅନନ୍ୟ ଉପାୟ ଖୋଜିଥାନ୍ତି। ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖିବାକୁ ମିଳିଥାଏ, ଯେଉଁଥିରେ ପ୍ରେମିକା ହୁଅନ୍ତୁ କି ପ୍ରେମିକ ନିଜ ସାଥୀଙ୍କୁ…

୩୩ ଦିନରେ ୧୨ ହଜାର ଲୋକଙ୍କ ମୃତ୍ୟୁ, ଚାରିଆଡେ ମୃତଦେହ ଗଦା…

ଜେରୁଜେଲମ,୯।୧୧ : କ୍ରମାଗତ ୩୩ ଦିନ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଅକ୍ଟୋବର ୭ରେ ହମାସ ଦ୍ୱାରା ହୋଇଥିବା ଆକ୍ରମଣ ପରଠାରୁ ଇସ୍ରାଏଲ ସେନା ଗାଜା ଷ୍ଟ୍ରିପରେ ଆକ୍ରମଣ କରିଆସୁଛି। ଯେଉଁ କାରଣରୁ ସାଧାରଣ ଲୋକ ମଧ୍ୟ…

ଭାରତୀୟଙ୍କ ସହ ଦୀପାବଳି ପାଳିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ପାର୍ଲାମେଣ୍ଟ ହିଲ୍‌ରେ ଉଡିଲା ଓମ୍‌ ଥିବା ପତାକା

ଅଟାଓ୍ବା, ୯।୧୧: ଭାରତ-କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ମଧ୍ୟରେ ପରିସ୍ଥିତି ସୁଧାର ଆସିନାହିଁ। କିନ୍ତୁ କାନାଡାରେ ଏକ ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଟାଓ୍ବାର ପାର୍ଲାମେଣ୍ଟ ହିଲ୍‌ରେ ପ୍ରବାସୀ ଭାରତୀୟଙ୍କ ସହ ଦୀପ ଜାଳି ଦୀପାବଳି…

ନୀତୀଶ କୁମାରଙ୍କ ବୟାନକୁ ବିଦେଶରେ ନିନ୍ଦା, ଇସ୍ତଫା ଦାବିକଲେ ଆମେରିକା ଗାୟିକା

ଓ୍ବାଶିଂଟନ୍‌,୯।୧୧:ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ବିବାଦୀୟ ବୟାନକୁ ନେଇ ସମାଲୋଚନାର ଶିକାର ହୋଇଛନ୍ତି। କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ତାଙ୍କର ଏହି ମନ୍ତବ୍ୟକୁ ନେଇ ନିନ୍ଦା କରାଯାଉଛି। ଆଫ୍ରିକା-ଆମେରିକା ଅଭିନେତ୍ରୀ ମ୍ୟାରି ମିଲବେନ ମଧ୍ୟ ନୀତୀଶଙ୍କୁ ଟାର୍ଗେଟ କରିଛନ୍ତି।…

ଇନଷ୍ଟାଗ୍ରାମରେ ପିଲାଙ୍କୁ ଯୌନ ଶୋଷଣ, ଜାଣି ଅଜଣା ହେଉଛି ମେଟା, ପୂର୍ବତନ କର୍ମଚାରୀ ଆମେରିକାର ସିନେଟ ସମ୍ମୁଖରେ କଲେ ପ୍ରକାଶ…

ଓ୍ବାଶିଂଟନ,୯।୧୧ : ଇନଷ୍ଟାଗ୍ରାମରେ ପିଲାମାନଙ୍କୁ ଶୋଷଣ କରାଯାଉଛି। ୧୩ ରୁ ୧୫ ବର୍ଷ ବୟସର ପିଲାଙ୍କୁ ଯୌନ ଶୋଷଣ ପାଇଁ ପ୍ରୟାସ କରାଯାଉଛି। ପ୍ରମୁଖ ସୋସିଆଲ ମିଡିଆ କମ୍ପାନୀ ମେଟାର ଜଣେ ପୂର୍ବତନ କର୍ମଚାରୀ ଆମେରିକାର ସିନେଟରେ ଶପଥ ଗ୍ରହଣ କରି…

ନରମିଲେ ନେତାନ୍ୟାହୁ: ଯୁଦ୍ଧ ବନ୍ଦ

ଗାଜା,୯।୧୧: ଗାଜା ଷ୍ଟ୍ରିପରେ ଲଗାତାର ଆକ୍ରମଣ ଭିତରେ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ କିଛି ଦିନ ପାଇଁ ଯୁଦ୍ଧ ବିରତି ନିଷ୍ପତ୍ତି ହୋଇଛି। ଏହି ସମୟରେ ହମାସ ବନ୍ଦୀଙ୍କୁ ମୁକ୍ତ କରିବା ସହ ଗାଜାରେ ଅସ୍ତାୟୀ ଆକ୍ରମଣ ରୋକିବା ପାଇଁ କତାରର…

ରୁଷୀୟ କଳାକାରଙ୍କୁ ୮ ବର୍ଷ ଜେଲ

ମସ୍କୋ,୯ା୧୧: ମସ୍କୋର ୟୁକ୍ରେନ୍‌ ଯୁଦ୍ଧକୁ ବିରୋଧ କରିଥିବା ଜଣେ ରୁଷୀୟ କଳାକାରଙ୍କୁ ବୁଧବାର ୮ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି। ୩୩ ବର୍ଷୀୟା ରୁଷୀୟ କଳାକାର ତଥା ମ୍ୟୁଜିସିଆନ୍‌ ଆଲେକ୍‌ଜାଣ୍ଡ୍ରା (ସାଶା) ସ୍କୋଚିଲେଙ୍କୋ ୨୦୨୨ ମାର୍ଚ୍ଚ ୩୧ରେ ଯୁଦ୍ଧ ବିରୋଧୀ ବିକ୍ଷୋଭ…

ସିରିଆରେ ଦ୍ୱିତୀୟ ଥର ଏୟାରଷ୍ଟ୍ରାଇକ କଲା ଆମେରିକା, ୯ମୃତ

ଡାମାସକସ,୯।୧୧: ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଥମି ନ ଥିବାବେଳେ ପୂର୍ବ ସିରିଆରେ ଆମେରିକାରେ ସୈନ୍ୟ ଆକ୍ରମଣ କରିଛନ୍ତି । ୟୁଏସର ଏୟାରଷ୍ଟ୍ରାଇକରେ ଇରାନ ସମର୍ଥିତ ଗୋଷ୍ଠୀର ୯ ଜଣଙ୍କ ମୃତ୍ୟୁ ଘଟିଛି । ଇରାନ ସମର୍ଥିତ ମିଲିସିଆ ପକ୍ଷରୁ ବ୍ୟବହାର କରାଯାଉଥିବା…

ଅଷ୍ଟମ ଶ୍ରେଶୀ ଛାତ୍ରଙ୍କ ସହ ଶାରୀରିକ ସମ୍ପର୍କ ରଖି ଶିକ୍ଷୟିତ୍ରୀ ଗିରଫ

ନ୍ୟୁୟର୍କ,୯।୧୧: ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଅଷ୍ଟମ ଶ୍ରେଶୀ ଛାତ୍ରଙ୍କ ସହ ଶାରୀରିକ ସମ୍ପର୍କ ରଖି ଶିକ୍ଷୟିତ୍ରୀ ଗିରଫ ହୋଇଛନ୍ତି। ଶିକ୍ଷୟିତ୍ରୀ ଜଣଙ୍କ ୮ ବର୍ଷ ପୂର୍ବେ ଅଷ୍ଟମ ଶ୍ରେଣୀର ଛାତ୍ରଙ୍କ ସହ ଯୌନ ସମ୍ପର୍କ ରଖିଥିବା…

ଶିକ୍ଷକଙ୍କୁ ହତ୍ୟା ଧମକ, ପୂରା ସ୍କୁଲ ଖାଲି କଲା ପୋଲିସ

ବର୍ଲିନ,୮ା୧୧: ବୁଧବାର ଜର୍ମାନ ପୋଲିସ ହାମ୍‌ବର୍ଗର ଏକ ସ୍କୁଲ (ବ୍ଲାନ୍‌କେନିସ ହାଇସ୍କୁଲ)ରୁ ଛାତ୍ରୀଛାତ୍ରଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିଛି। ଦୁଇଜଣ ଛାତ୍ର କ୍ଲାସ୍‌ରୁମ୍‌ରେ ବନ୍ଧୁକ ସାହାଯ୍ୟରେ ହତ୍ୟା କରିବାକୁ ଜଣେ ଶିକ୍ଷକଙ୍କୁ ଧମକ ଦେଇଥିଲେ। ଅଧିକାରୀମାନେ ସ୍କୁଲରେ ଖୋଜାଖୋଜି କରିବା ସହିତ…

ଦକ୍ଷିଣ କୋରିଆକୁ ଚେତାବନୀ ଦେଲା ଉତ୍ତର କୋରିଆ

ସିଓଲ,୮ା୧୧: ଉତ୍ତର କୋରିଆ ଦକ୍ଷିଣ କୋରିଆକୁ କଡ଼ା ସମାଲୋଚନା କରିବା ସହ ଚେତାବନୀ ମଧ୍ୟ ଦେଇଛି। ଏହା ବିରୋଧରେ ବେସରକାରୀ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ପଠାଯାଇଥିବା ପ୍ରଚାର ସାମଗ୍ରୀ ଉପରେ ନିଷେଧାଦେଶ ଜାରି କରାଯାଇଛି। ଉତ୍ତର କୋରିଆ ଏହା ମଧ୍ୟ କହିଛି ଯେ,…

ଇସ୍ରାଏଲ ବିରୋଧରେ ଏକାଠି ହେଲେ ୫୭ ଇସଲାମିକ ରାଷ୍ଟ୍ର

ରିୟାଦ୍ଦ,୮।୧୧: ଇସ୍ରାଏଲ ଓ ହମାସ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଯୁଦ୍ଧରେ ଏକାଠି ହୋଇଛନ୍ତି ଅନେକ ଇସଲାମିକ ରାଷ୍ଟ୍ର। ଏପର୍ଯ୍ୟନ୍ତ ଚୁପଥିବା ସାଉଦି ଆରବ ଇସଲାମିକ ସହଯୋଗ ସଂଗଠନ(ଓଆଇସି)ରେ ସାମିଲ ୫୭ଟି ଦେଶର ବୈଠକ ଡକାଇଛି। ବୈଠକରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri