ଅନ୍ତର୍ଜାତୀୟ

ଇସ୍ରାଏଲରେ ପହଞ୍ଚିଲେ ଋଷି ସୁନକ

ଲଣ୍ଡନ,୧୯ା୧୦: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଗୁରୁବାର ଇସ୍ରାଏଲରେ ପହଞ୍ଚି ହମାସ୍‌ ସହ ଦେଶର ଯୁଦ୍ଧ ବିଷୟରେ ଆଲୋଚନା କରିଛନ୍ତି। ପୂର୍ବରୁ ଟୁଇଟର ଭାବେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘X’ ରେ ସୁନକ ଲେଖିଛନ୍ତି, ମୁଁ ଇସ୍ରାଏଲରେ ଅଛି, ଦୁଃଖରେ…

ମଙ୍ଗଳ ଗ୍ରହରେ ଅନୁଭୂତ ହେଲା ସବୁଠାରୁ ଶକ୍ତିଶାଳୀ ଭୂକମ୍ପ

ଓ୍ବାଶିଂଟନ୍‌,୧୯।୧୦: ଭୂକମ୍ପ! ଏହି ନାଁ ଶୁଣିଲେ ସମସ୍ତଙ୍କ ମନରେ ଛନକା ପଶେ। ନିକଟରେ ଆଫଗାନିସ୍ତାନରେ ଭୂକମ୍ପ କିପରି ପ୍ରଳୟ ରଚିଥିଲା ଆପଣ ନିଶ୍ଚେ ଜାଣିଥିବେ। ଯେଉଁଥିରେ ହଜାର ହଜାର ନିରୀହ ଲୋକଙ୍କ ଅକାଳରେ ଜୀବନ ଯାଇଛି। ତେବେ କେବଳ ଆଫଗାନିସ୍ତାନ ନୁହେଁ…

ଡାଇବେଟିସ ଚିହ୍ନଟ ହେବ ସହଜ,ମାତ୍ର ଗୋଟିଏ ଶବ୍ଦ ଉଚ୍ଚାରଣ କଲେ ଜଣାପଡିବ…

ଓ୍ବାଶିଂଟନ,୧୯।୧୦ : ଅଗାମୀ ଦିନରେ ଡାଇବେଟିସ ଚିହ୍ନଟ କରିବା ସହଜ ହେବ। କେବଳ ଗୋଟିଏ ଶବ୍ଦ ଉଚ୍ଚାରଣ କଲେ ଜଣେ ବ୍ୟକ୍ତି ଡାଇବେଟିସରେ ପୀଡିତ କି ନାହିଁ ତାହା ଜାଣିବା ମାତ୍ର କିଛି ସେକେଣ୍ଡ ମଧ୍ୟରେ ହୋଇ ପାରିବ। ଘରେ ବସି…

ହିଜବୁଲ୍ଲ ଅସ୍ତିତ୍ୱକୁ ନଷ୍ଟ କରିବା ପାଇଁ ଆଇଡିଏଫ ନେଇଛି ପଣ: ଲେବାନନର ଲଞ୍ଚିଂ ପ୍ୟାଡରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌

ଜେରୁଜେଲମ,୧୯।୧୦: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଦୀର୍ଘ ୧୩ଦିନ ଧରି ଜାରି ରହିଛି। ବୁଧବାର ଲେବାନନ ପରିସରରେ ହିଜବୁଲ୍ଲ ଆତଙ୍କବାଦୀ ସଂଗଠନ ମିଲିଟାରି ଟାର୍ଗେଟ ଉପରେ ଇସ୍ରାଏଲ ସେନା ବିମାନ ଆକ୍ରମଣ କରିଥିଲା। ତେବେ ଏହି ଆକ୍ରମଣ ଜାରି ରହିଛି। ହିଜବୁଲ୍ଲ…

ଆମ୍ବ, ତରଭୁଜ ଆଉ ଦେଖିବାକୁ ମିଳିବନି, କମୁଛି ପରାଗ ସଙ୍ଗମ, ଭାରତ ପାଇଁ ସଙ୍କଟ…

ଲଣ୍ଡନ,୧୯।୧୦ : ଜଳବାୟୁ ପରିବର୍ତ୍ତନ ଏବଂ ଚାଷ ଜମି ବ୍ୟବହାରରେ ପରିବର୍ତ୍ତନ ଯୋଗୁ ପରାଗ ସଙ୍ଗମରେ ସହାୟତା କରୁଥିବା କୀଟପତଙ୍ଗଙ୍କ ସଂଖ୍ୟା ୬୧.୧ ପ୍ରତିଶତ ହ୍ରାସ ପାଇଛି। ଏହି କାରଣରୁ ଆମ୍ବ, ତରଭୁଜ, କଫି ଏବଂ କୋକୋ ଭଳି ଟ୍ରପିକାଲ ଫସଲ…

ଇରାକର ମିଳିତ ସୈନ୍ୟବାହିନୀଙ୍କ ତିନୋଟି ଡ୍ରୋନକୁ ନଷ୍ଟ କଲା ଆମେରକାର ସେଣ୍ଟକମ

ଓ୍ବାଶିଂଟନ୍‌,୧୯।୧୦: ଇରାକରେ ଆମେରିକା ସୈନ୍ୟଙ୍କୁ ଟାର୍ଗେଟ କରୁଥିବା ତିନୋଟି ଡ୍ରୋନକୁ ନଷ୍ଟ କରାଯାଇଛି। ଏନେଇ ଆମେରିକାର ସେଣ୍ଟ୍ରାଲ କମାଣ୍ଡ (CENTCOM) ସୂଚନା ଦେଇଛି। ପଶ୍ଚିମ ଇରାକରେ ଆମେରିକାର ସୈନ୍ୟମାନେ ଏହି ଡ୍ରୋନ ସହିତ ଲଢୁଥିବାବେଳେ ମିଳିତ ସୈନ୍ୟବାହିନୀ ସାମାନ୍ୟ ଆହତ ହୋଇଛନ୍ତି।…

ଗାଜାକୁ ଜରୁରୀକାଳୀନ ସୁବିଧା ପହଞ୍ଚାଇବ ଆମେରିକା

ଗାଜା,୧୯।୧୦: ଇସ୍ରାଏଲ-ହାମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଗତ ୧୩ଦିନ ଧରି ଗାଜା ଷ୍ଟ୍ରିପ ରଣକ୍ଷେତ୍ରରେ ପରିଣତ ହୋଇଛ। ଇସ୍ରାଏଲ ଗାଜାରେ ଜରୁରୀକାଳୀନ ସୁବିଧା ପହଞ୍ଚାଇବାକୁ କଟକଣା ଲଗାଇଛି। ଏହି କାରଣରୁ ବିଦ୍ୟୁତ, ଇନ୍ଧନ, ଖାଦ୍ୟସାମଗ୍ରୀ ଓ ଜଳ…

ପାଠ ପଢ଼ାଉଛନ୍ତି ଏଆଇ ଶିକ୍ଷକ, ୨୦୨୭ ସୁଦ୍ଧା ବିଦ୍ୟାଳୟରେ ରହିବନି ଶିକ୍ଷକଙ୍କ ଆବଶ୍ୟକତା…

ଲଣ୍ଡନ,୧୯।୧୦: ବ୍ରିଟିଶ ବୋର୍ଡିଂ ସ୍କୁଲ କୋଟେସମୋର ଅବିଗେଲ ବେଲିଙ୍କୁ ଏହାର ନୂତନ ପ୍ରଧାନ ଶିକ୍ଷକ ଭାବରେ ନିଯୁକ୍ତ କରିଛି। ବେଲିଙ୍କ ବିଷୟରେ ବିଶେଷ କଥା ହେଉଛି ସେ ଜଣେ ମଣିଷ ନୁହଁନ୍ତି ବରଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟେକ୍ନୋଲୋଜି ଉପରେ ଆଧାରିତ…

ଭିଟୋ ପ୍ରୟୋଗକଲା ଆମେରିକା

ଜାତିସଂଘ,୧୯ା୧୦: ଇସ୍ରାଏଲ୍‌ରେ ହମାସ୍‌ ଆକ୍ରମଣ ଏବଂ ସାଧାରଣ ନାଗରିକଙ୍କ ଉପରେ ହିଂସାକୁ ନିନ୍ଦାକରି ତଥା ଗାଜାର ପାଲେଷ୍ଟିନୀୟମାନଙ୍କ ଲାଗି ମାନବୀୟ ସହାୟତା ଯୋଗାଇଦେବାକୁ ନିବେଦନ କରି ଜାତିସଂଘ ପକ୍ଷରୁ ଅଣାଯାଇଥିବା ପ୍ରସ୍ତାବ ଉପରେ ବୁଧବାର ଆମେରିକା ଭିଟୋ ପ୍ରୟୋଗ କରିଛି। ଜାତିସଂଘ…

ପାଲେଷ୍ଟିନୀୟଙ୍କ ପାଇଁ ୨.୫ କୋଟି ଦାନକଲେ ମାଲାଲା

ଓ୍ବାଶିଂଟନ, ୧୯।୧୦: ଗାଜାର ଅଲ୍‌-ଅହଲି ହସ୍ପିଟାଲରେ ଆକ୍ରମଣକୁ ନେଇ ଅଭିଯୋଗ, ପ୍ରତିଅଭିଯୋଗ ଲାଗିରହିଥିବାବେଳେ ଏହା ଭୟାବହ ଘଟଣା ବୋଲି ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ମାଲାଲା ୟୁସୁଫ୍‌ଜାଇ କହିବା ସହ ଏହାର ଦୃଢ଼ ନିନ୍ଦା କରିଛନ୍ତି। ଗାଜାକୁ ମାନବୀୟ ସହାୟତା ଯୋଗାଇଦେବା…

ଡାକ୍ତରଖାନା କାନ୍ଥରେ ରକ୍ତର ଛିଟା, ବହୁ ଲୋକଙ୍କ ହାତଗୋଡ ନାହିଁ, ପଡି ରହିଛି ମୁଣ୍ଡ ନ ଥିବା ମୃତଦେହ…

ଜେରୁଜେଲମ, ୧୯।୧୦: ଗାଜାର ଅଲ-ଅହଲି ଡାକ୍ତରଖାନା ଉପରେ ଆକ୍ରମଣ ପରେ ଏହା ପରିସରରେ ମୃତଦେହ ଏଣେତେଣେ ପଡ଼ିଥିବାର ଦେଖିବାକୁ ମିଳିଛି। ଆହତ ଲୋକମାନେ ଯନ୍ତ୍ରଣାରେ ଚିତ୍କାର କରୁଛନ୍ତି। କାହାର ହାତ ନାହିଁ, କାହାର ଗୋଠ ନାହିଁ। ଦେହ ସାରା ଖଣ୍ଡିଆ ଖାବରା।…

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଲେ ବାଇଡେନ୍‌

ତେଲ ଅଭିବ,୧୮।୧୦: ଗାଜାର ଏକ ପ୍ରମୁଖ ଡାକ୍ତରଖାନାରେ ବିସ୍ଫୋରଣ ପରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଆହୁରି ତୀବ୍ରତର ହୋଇଛି। ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତେଲ ଅଭିବରେ ପହଞ୍ଚିଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ବାଇଡେନଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri