ଅନ୍ତର୍ଜାତୀୟ

ମହିଳାଙ୍କ ଛାତିରେ ଅଟୋଗ୍ରାଫ ଦେଲେ ଟ୍ରମ୍ଫ, ଭିଡିଓ ଭାଇରାଲ ପରେ ଉଠିଲା ବିବାଦ

ଓ୍ବାଶିଂଟନ,୨୨।୯: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଏବେ କିଛି ନା କିଛି କାରଣକୁ ନେଇ ରହୁଛନ୍ତି ଚର୍ଚ୍ଚାରେ। ଏଥର ବି ସେ ଏମିତି କିଛି କରିଛନ୍ତି ଯାହା ବିବାଦ ସୃଷ୍ଟି କରିଛି। ସୂଚନା ଅନୁସାରେ ଟ୍ରମ୍ପ ଆମେରିକାର ଲୋଭାରେ ନିଜର ନିର୍ବାଚନ ପ୍ରଚାର…

କାନାଡାରେ ଘୃଣା ପାଇଁ କୌଣସି ସ୍ଥାନ ନାହିଁ, ହିନ୍ଦୁଙ୍କୁ ମିଳୁଥିବା ଧମକକୁ ନେଇ କହିଲା ସୁରକ୍ଷା ବିଭାଗ

ଟରଣ୍ଟୋ,୨୨।୯: ଭାରତ ଓ କାନାଡା ମଧ୍ୟରେ କୁଟନୈତିକ ସମ୍ପର୍କକୁ ନେଇ ଉତ୍ତେଜନା ଲାଗିରହିଛି। ଏହାରି ଭିତରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ହିନ୍ଦୁମାନଙ୍କୁ ଧମକ ଦିଆଯାଉଛି ଓ ସେମାନଙ୍କୁ ଦେଶ ଛାଡିବାକୁ କୁହାଯାଉଛି। ଏହି ଭିଡିଓରେ କାନାଡା କହିଛି…

ଭାରତ, ଜାପାନ ସମେତ ୪ ଦେଶ ୟୁଏନଏସସି ସୁଧାର ଉପରେ କଲେ ଗୁରୁତ୍ୱାରୋପ

ନୁୟର୍କ,୨୨।୯: ମିଳିତ ଜାତିସଂଘ ମହାସଭା(ୟୁଏନଜିଏ)ର ୭୮ତମ ଅଧିବେଶନରେ ଜି -୪ଦେଶର ବୈଦେଶିକ ମନ୍ତ୍ରୀମାନଙ୍କର ସେପ୍ଟେମ୍ବର ୨୧ରେ ସାକ୍ଷାତ ହୋଇଛି। ଏହି ସମୟ ମଧ୍ୟରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସସି)ରେ ସୁଧାରକୁ ନେଇ ଆଲୋଚନା ହୋଇଛି। ଜି -୪ର ଯେଉଁ ନେତାଙ୍କ ମଧ୍ୟରେ…

ପ୍ରମାଣ ଦେବାରେ ବିଫଳ କାନାଡା

ନୂଆଦିଲ୍ଲୀ/ଅଟାଓ୍ବା,୨୨।୯: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟାରେ ଭାରତ ସମ୍ପୃକ୍ତ ବୋଲି କାନାଡା ଅଭିଯୋଗ କରିଛି। ତେବେ କାନାଡା ଏହି ମାମଲାରେ ଆବଶ୍ୟକ ପ୍ରମାଣ ଯୋଗାଇବାରେ ବିଫଳ ହୋଇଛି। ଏସବୁ ମଧ୍ୟରେ କାନାଡାର କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ,…

ତାଇୱାନକୁ ନିଜର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ପୁଣି ଦର୍ଶାଇଲା ଚାଇନା

ବେଜିଂ,୨୨।୯: ଚାଇନା ପୁଣିଥରେ ତାଇୱାନ ଉପରେ ନିଜର ଦାବି ରଖିଛି। ଚାଇନା ତାଇୱାନକୁ ଏହାର ଅଂଶ ଭାବରେ ଘୋଷଣା କରି ଏହାକୁ ନିଜର ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି କହିଛି। ମିଳିତ ଜାତିସଂଘର ସାଧାରଣ ସଭାରେ ଏକ ଅଧିବେଶନକୁ ସମ୍ବୋଧିତ କରି ଚାଇନା…

ଇରାନ ସଂସଦର ନୂଆ ଆଦେଶ, ହିଜାବ ନ ପିନ୍ଧିଲେ ହେବ ୧୦ ବର୍ଷ ଜେଲ

ଇରାନ,୨୨।୯: ଇରାନର ମହିଳାମାନଙ୍କ ପାଇଁ ନୂଆ ଆଦେଶ। ହିଜାବ ନ ପିନ୍ଧିଲେ ୧୦ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ। କେବଳ ଏତିକି ନୁହେଁ, ଏହି ନିୟମ ବର୍ତ୍ତମାନ ପୁରୁଷମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ। ଯେଉଁ ପୁରୁଷମାନେ ବିନା ହିଜାବରେ…

ଭାରତ ସହିତ ବିବାଦ ମଧ୍ୟରେ କାନାଡାକୁ ମିଳିଲା ଆମେରିକା ସମର୍ଥନ

ଓ୍ବାଶିଂଟନ୍‌,୨୨।୯: ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ଦିନକୁ ଦିନ ଗଭୀର ହେବାରେ ଲାଗିଛି। ବର୍ତ୍ତମାନ ଆମେରିକା ମଧ୍ୟ ପରୋକ୍ଷରେ କାନାଡାକୁ ଦୃଢ ଭାବରେ ସମର୍ଥନ କରିଛି। ଏହି ସମୟରେ ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା ବିବାଦରେ…

ପୁଣି ଅଡୁଆରେ ଇମ୍ରାନ୍‌, ବୁଶ୍‌ରା ବିବିଙ୍କ ସହ ବିବାହ ମାମଲାରେ କୋର୍ଟ ଜାରି କଲେ ସମନ

ଇସଲାମାବାଦ,୨୨।୯: ଇସଲାମାବାଦର ଏକ କୋର୍ଟ ଗୁରୁବାର ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ସମନ ପଠାଇଛନ୍ତି। ବୁଶ୍‌ରା ବିବିଙ୍କ ସହ ତାଙ୍କର ଅଣ ଇସଲାମିକ ବିବାହ ସମ୍ପର୍କିତ ମାମଲାରେ ଏହି ସମନ ପଠାଯାଇଥିବା ଜଣାପଡିଛି। ୨୫ ସେପ୍ଟେମ୍ବରରେ ହାଜ ହେବା ପାଇଁ…

ୟୁକ୍ରେନକୁ ୧୨୮ ମିଲିୟନ ଆମେରିକୀୟ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଯୋଗାଇବ ଆମେରିକା

କିଭ୍‌,୨୨।୯: ୧୯ ମାସ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହେବାର ନାଁ ନେଉନାହିଁ। ଏହି ସମୟରେ ୟୁକ୍ରେନ ପୁଣିଥରେ ଆମେରିକାର ସାମରିକ ସହାୟତା ପାଇଛି। ନୂତନ ସୁରକ୍ଷା ସହାୟତାର ଅଧୀନରେ ଆମେରିକା ୟୁକ୍ରେନକୁ ୧୨୮ ମିଲିୟନ…

୪୦ ଛାତ୍ରଙ୍କୁ ନେଇ ଯାଉଥିବା ବସ୍‌ ଦୁର୍ଘଯଣାଗ୍ରସ୍ତ, ୨ ମୃତ, ଅନେକ ଆହତ

ଓ୍ବାଶିଂଟନ୍‌,୨୨।୯: ଆମେରିକାର ନ୍ୟୁୟର୍କ ସିଟିରେ ଏକ ବସ୍‌ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଛାତ୍ର ଆହତ ହୋଇଛନ୍ତି। ସିଏନଏନ ନ୍ୟୁୟର୍କ ଗଭର୍ନର କ୍ୟାଥି ହୋଚୁଲଙ୍କ ଉଦ୍ଦେଶ୍ୟରେ କହିଛି ଯେ, ୪୦ ଛାତ୍ରଙ୍କୁ ନେଇ ଯାଉଥିବା ବସ୍‌ ନ୍ୟୁ…

କାନାଡାର ଅଭିଯୋଗକୁ ନେଇ ଟେନସନରେ ଆମେରିକା

ଓ୍ବାଶିଂଟନ୍‌,୨୨।୯: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟା ମାମଲାରେ କାନାଡା ଭାରତର ଷଡଯନ୍ତ୍ର ବୋଲି ଅଭିଯୋଗ କରିଛି। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି ଯେ, ନିଜାର ହତ୍ୟାରେ ଭାରତୀୟ ଏଜେଣ୍ଟମାନେ ଜଡିତ ଥିବାର ସନ୍ଦେହ ରହିଛି। ତେଣୁ ଏହି…

ଆମେରିକା ଗସ୍ତ ମୋ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ଜେଲେନସ୍କି

ଓ୍ବାଶିଂଟନ୍‌,୨୨।୯: ଆଜିକାଲି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକା ଗସ୍ତରେ ଅଛନ୍ତି। ଜେଲେନସ୍କି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଥିଲେ। ଜେଲେନସ୍କି ଏବଂ ତାଙ୍କ ସ୍ତ୍ରୀ ଓଲେନା ଜେଲେନସ୍କା ହ୍ବାଇଟ ହାଉସରେ ପହଞ୍ଚିଥିଲେ। ଏଠାରେ ଜୋ ବାଇଡେନ ଏବଂ ଜିଲ ବାଇଡେନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri