‘ପୃଥିବୀର ଫୁସଫୁସ’ ବଞ୍ଚାଇବାରେ ନିୟୋଜିତ ବ୍ରାଜିଲ ସରକାର: ଗତ ମାସ ତୁଳନାରେ ଜଙ୍ଗଲ ନଷ୍ଟ ହେବା ୬୬ ପ୍ରତିଶତରୁ ଅଧିକ ହ୍ରାସ…
ବ୍ରାସିଲିଆ,୬।୯: ବିଶ୍ୱର ବୃହତ୍ତମ ଚିରହରିତ ଜଙ୍ଗଲ, ଘନ ଏବଂ ବୃହତ ଜଙ୍ଗଲ ମଧ୍ୟରୁ ଗୋଟିଏ ବ୍ରାଜିଲରେ ଅବସ୍ଥିତ । ଆମାଜନ ଜଙ୍ଗଲରୁ ଏକ ବହୁତ ଭଲ ଖବର ମିଳିଛି, ଯାହାକୁ ପୃଥିବୀର ଫୁସଫୁସ ଆମାଜନ ରେନଫରେଷ୍ଟ କୁହାଯାଏ । ଆମାଜନ...
ପ୍ରଧାନମନ୍ତ୍ରୀ କିଶିଦାଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଜଣେ ବ୍ୟକ୍ତି ଦୋଷୀ ସାବ୍ୟସ୍ତ
ଟୋକିଓ,୬।୯: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ଉପରେ ହୋଇଥିବା ଆକ୍ରମଣରେ ଜଣେ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ବୁଧବାର ଜାପାନର ଓକିଲମାନେ ଏପ୍ରିଲରେ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ଉପରେ ହୋଇଥିବା ବିସ୍ଫୋରକ ଆକ୍ରମଣ ଘଟଣାରେ ୨୪ ବର୍ଷ ବୟସ୍କା ବ୍ୟକ୍ତିଙ୍କୁ...
ବାଇଡେନଙ୍କ କୋଭିଡ୍ ରିପୋର୍ଟ ଆସିଲା ନେଗେଟିଭ୍, ଜି-୨୦ ବୈଠକରେ ହେବେ ସାମିଲ
ଓ୍ବାଶିଂଟନ୍,୬।୯: ସେପ୍ଟେମ୍ବର ୯-୧୦ରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଜି -୨୦ ସମ୍ମିଳନୀରେ ଭାଗ ନେବାକୁ ଭାରତ ଗସ୍ତ କରିବେ। ଏହାପୂର୍ବରୁ ମଙ୍ଗଳବାର...
ଇସ୍ରାଏଲରେ ଆମେରିକାର ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ ହେଲେ ଜ୍ୟାକ ଲ୍ୟୁ
ଓ୍ବାଶିଂଟନ୍,୬।୯: ଆମେରିକାର ପୂର୍ବତନ ଟ୍ରେଜେରୀ ସଚିବ ଜ୍ୟାକ ଲ୍ୟୁଙ୍କୁ ଇସ୍ରାଏଲରେ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ ହୋଇଛନ୍ତି। ମଙ୍ଗଳବାର ରାଷ୍ଟ୍ରପତି ଜୋ ବାଇଡେନ ଏହି ଘୋଷଣା କରିଛନ୍ତି। ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖା ସମୟରେ ବାଇଡେନ ଏହି...
ସହରରେ ବନ୍ୟା ପରିସ୍ଥିତି, ଗଲାଣି ୨୨ ଜୀବନ
ବ୍ରାସିଲିଆ,୬।୯: ବ୍ରାଜିଲରେ ଗତ କିଛି ଦିନ ହେବ ସାଇକ୍ଲୋନିକ ବର୍ଷା ହେତୁ ଜନଜୀବନ ବ୍ୟାହତ ହୋଇଛି। ଦେଶରେ ପ୍ରବଳ ବର୍ଷା ହେତୁ ୨୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସହରଗୁଡ଼ିକ ବନ୍ୟା ପରିସ୍ଥିତିରେ ସୃଷ୍ଟି ହୋଇଛି। ଦକ୍ଷିଣ ବ୍ରାଜିଲକୁ ସାଇକ୍ଲୋନିକ ଝଡ ପ୍ରଭାବିତ...
ୟୁଏସ୍ କ୍ୟାପିଟଲ ଆକ୍ରମଣରେ ବ୍ୟକ୍ତିଙ୍କୁ ୨୨ ବର୍ଷ ଦଣ୍ଡାଦେଶ, ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଉପରେ ରହିଛି ଗୁରୁତର ଅଭିଯୋଗ
ଓ୍ବାଶିଂଟନ୍,୬।୯: ଦକ୍ଷିଣପନ୍ଥୀ ପ୍ରାଉଡ ବଏଜ୍ ଗ୍ରୁପ୍ର ଜଣେ ପୂର୍ବତନ ନେତାଙ୍କୁ ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ଦ୍ୱାରା ଜାନୁୟାରୀ ୬, ୨୦୨୧ରେ ଆମେରିକାର କ୍ୟାପିଟଲ ଉପରେ ଆକ୍ରମଣରେ ତାଙ୍କର ହାତ ଥିବା ନେଇ ୨୨ ବର୍ଷ କାରାଦଣ୍ଡରେ ଦଣ୍ଡିତ...
୨୦୨୬ରେ ଏସିଆନର ନେତୃତ୍ୱ ନେବନି ମ୍ୟାନମାର୍, ଫିଲିପାଇନ୍ସ କରିବ ଅଧ୍ୟକ୍ଷତା
ନାଫିଦ୍ୱ, ୬।୯: ଏସୀୟ କୂଟନୀତିଜ୍ଞଙ୍କ ଅନୁଯାୟୀ ଦକ୍ଷିଣ ପୂର୍ବ ଏସୀୟ ନେତାମାନେ ନିଷ୍ପତ୍ତି ନେଇଛନ୍ତି ଯେ ମ୍ୟାନମାର୍୨୦୨୬ରେ ସେମାନଙ୍କର ଆଞ୍ଚଳିକ ବ୍ଲକର ନେତୃତ୍ୱ କରିବନାହିଁ। ଏହା ମ୍ୟାନମାର୍ର ସାମରିକ ଶାସନର ହିଂସାତ୍ମକ ଭାବେ ଶାସକ ଉପରେ ଦଖଲ କରିବା ପରେ...
ପାକିସ୍ତାନରେ ଅର୍ଥନୈତିକ ସଙ୍କଟ: ୫୦ ବ୍ୟବସାୟୀଙ୍କ ସହିତ ବୈଠକ କଲେ ସେନା ମୁଖ୍ୟ…
ଇସଲାମାବାଦ,୫।୯ : ପାକିସ୍ତାନରେ ଅର୍ଥନୈତିକ ସଙ୍କଟ ଜାରି ରହିଛି। ଏନେଇ ସେନା ମୁଖ୍ୟ ଅସୀମ ମୁନିର ବ୍ୟବସାୟ ଗୋଷ୍ଠୀ ସହିତ ବୈଠକ କରିଛନ୍ତି। ନଗଦ ଅର୍ଥରାଶି ଦେଶକୁ କୋଟି କୋଟି ଡଲାର ବିଦେଶୀ ପୁଞ୍ଜି ବିନିଯୋଗ ଆଣିବା ପାଇଁ ସେ...
ପ୍ରତିବର୍ଷ ପୃଥିବୀ ଠାରୁ ଦୂରେଇ ଯାଉଛି ଜହ୍ନମାମୁଁ: ବୈଜ୍ଞାନିକଙ୍କ ଦାବି
ଓ୍ବାଶିଂଟନ୍,୫।୯: ଚନ୍ଦ୍ର ଆମ ଠାରୁ ଦୂର ନୁହେଁ। ଚନ୍ଦ୍ରାୟାନ ୩ର ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ ପରେ ଭାରତ ଏହାକୁ ପ୍ରମାଣ କରି ଦେଖାଇଛି। ପୂର୍ବରୁ ପୃଥିବୀଠାରୁ ଲକ୍ଷ ଲକ୍ଷ କିଲୋମିଟର ଦୂରରେ ଥିବା ଚନ୍ଦ୍ର ବିଷୟରେ ଜାଣିବା କୌତୁହଳର ବିଷୟ...
‘ଇଣ୍ଡିଆ ବନାମ ଭାରତ’ ବିବାଦକୁ ନେଇ ପ୍ରତିକ୍ରିୟା ରଖିଲା ପାକିସ୍ତାନୀ ମିଡିଆ, ମୋଦିରାଜରେ ହୋଇଛି କେବଳ ନାମ ପରିବର୍ତ୍ତନ…
ଇସଲାମବାଦ/ନୂଆଦିଲ୍ଲୀ, ୫।୯: ଇଣ୍ଡିଆ ବନାମ ଭାରତକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ତେବେ ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ପାକିସ୍ତାନୀ ଗଣମାଧ୍ୟମ ମଧ୍ୟ ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେଇଛି। ଭାରତ ନାମ ବ୍ୟବହାର କରି ଧର୍ମ ଆଧାରରେ...
ଭାରତୀୟ ବଂଶୋଦ୍ଭବ ପୋଲିସ ଅଧିକାରୀଙ୍କ ନାମରେ ରଖାଗଲା ଆମେରିକାରେ ଏକ ରାଜପଥର ନାମ, ଗୁଳିମାଡରେ ହୋଇଥିଲା ମୃତ୍ୟୁ
ଓ୍ବାଶିଂଟନ୍,୫।୯: ଆମେରିକାର କାଲିଫର୍ନିଆ ରାଜ୍ୟରେ ଏକ ରାଜପଥର ନାମ ପରିବର୍ତ୍ତନ କରାଯାଇ ସ୍ବର୍ଗତ ଭାରତୀୟ ବଂଶୋଦ୍ଭବ ପୋଲିସ ଅଧିକାରୀ ରୋନିଲ ସିଂଙ୍କ ନାମରେ ନାମିତ କରାଯାଇଛି। ୨୦୧୮ରେ, ୩୩ ବର୍ଷିୟ ରୋନିଲଙ୍କୁ ଜଣେ ଅବୈଧ ପ୍ରବାସୀ ବ୍ୟକ୍ତି ଗୁଳି କରି...
ପ୍ୟାରିସ ଲକ୍ଷ୍ୟ ପୂରଣ କରିବା ପାଇଁ ଜଳବାୟୁ ନୀତି ନୁହେଁ ପର୍ଯ୍ୟାପ୍ତ: ଲାନସେଟ ରିପୋର୍ଟ…
ପ୍ୟାରିସ,୫।୯ : ଏକ ଅଧ୍ୟୟନ ଦାବି କରିଛି ପ୍ୟାରିସର ଲକ୍ଷ୍ୟ ପୂରଣ ପାଇଁ ବର୍ତ୍ତମାନର ଜଳବାୟୁ ନୀତି ପର୍ଯ୍ୟାପ୍ତ ନୁହେଁ। ଏଥିରେ କୁହାଯାଇଛି ଉଚ୍ଚ ଆୟକାରୀ ଦେଶମାନଙ୍କରେ ସବୁଜ ଅଭିବୃଦ୍ଧି ପାଇଁ ପ୍ରୟାସ ପ୍ୟାରିସ ଚୁକ୍ତିନାମାର ଜଳବାୟୁ ଲକ୍ଷ୍ୟ ପୂରଣ...
Archives


