ଅନ୍ତର୍ଜାତୀୟ

ଆଉ କୁକୁର ମାଂସ ଖାଇବନି ଦକ୍ଷିଣ କୋରିଆ

ସିଓଲ,୧୮ା୧୧: ଦକ୍ଷିଣ କୋରିଆ ଆଉ କୁକୁର ମାଂସ ନ ଖାଇବା ପାଇଁ ନିଷ୍ପତ୍ତି ନେଇଛି। ଏହି ମାଂସ ନ ଖାଇବାକୁ ବାରଣ କରିବା ଏବଂ ପଶୁ ଅଧିକାର ବିଷୟରେ ସଚେତନତା ମଧ୍ୟରେ ପ୍ରାଚୀନ ରୀତିନୀତି ଉପରେ ବିବାଦର ଅନ୍ତ ଘଟାଇବା ପାଇଁ…

ହେବନି ଭାରତ-ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ! ଧମକ ଦେଲେ ପନ୍ନୁ

ନୂଆଦିଲ୍ଲୀ,୧୮।୧୧: ନିଜ୍ଜର ହତ୍ୟା ମାମଲାରେ ଖଲିସ୍ତାନୀ ସମର୍ଥକ ଭାରତକୁ ଲଗାତାର ଧମକ ଦେଉଛନ୍ତି। ଏୟାର ଇଣ୍ଡିଆକୁ ନେଇ ଭିଡିଓ ଜାରି କରିବା ପରେ ଶିଖ୍‌ ଫର ଜଷ୍ଟିସର ଖଲିସ୍ତାନୀ ସଂଗଠନ ମୁଖ୍ୟ ଗୁରୁପନ୍ତଓ୍ବନ୍ତ ସିଂ ପନ୍ନୁ ଆଇସିସି ବିଶ୍ୱକପକୁ ନେଇ ଧମକ…

ହସ୍ପିଟାଲ ଖାଲି କରିବାକୁ ୧ ଘଣ୍ଟାର ସମୟ ଦେଲା ଇସ୍ରାଏଲ

ଜେରୁଜେଲମ,୧୮।୧୧: ଗାଜାର ଅଲ-ଶିଫା ହସ୍ପିଟାଲର ଜଣେ ଡାକ୍ତର କହିଛନ୍ତି ଯେ, ଇସ୍ରାଏଲ ସେମାନଙ୍କୁ ହସ୍ପିଟାଲ ଛାଡିବାକୁ ଏକ ଘଣ୍ଟା ସମୟ ଦେଇଛି। ନ୍ୟୁଜ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ , ଅଲ-ଶିଫା ହସ୍ପିଟାଲରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କୁ ଅଲ-ରସିଦ ଷ୍ଟିଟ୍‌ରୁ…

ଗର୍ଭପାତ ଉପରେ ଲାଗିଥିବା ପ୍ରତିବନ୍ଧକକୁ ନେଇ ଉଠିଲା ବିବାଦ

ଓ୍ବାଶିଂଟନ,୧୮।୧୧: ଆମେରିକାର ରାଷ୍ଟ୍ରପତି ପଦର ଦାବିଦାର ନିକ୍କି ହେଲି ଗର୍ଭଧାରଣର ୬ସପ୍ତାହ ପରେ ଗର୍ଭପାତ ଉପରେ ପ୍ରତିବନ୍ଧକ ଲଗାଇବାକୁ ସମର୍ଥନ କରିଛନ୍ତି। ଏହା ଉପରେ ବାଇଡେନ-ହାରିସ ପ୍ରଚାର ଅଭିଯାନ ହେଲିଙ୍କୁ ଗର୍ଭପାତ ବିରୋଧୀ ଚରମପନ୍ଥୀ ବୋଲି କହିଛନ୍ତି। ଶୁକ୍ରବାର ହେଲିଙ୍କୁ ପଚରାଯାଇଥିଲା,…

ଏଲନ ମସ୍କଙ୍କ ବିରୋଧରେ ଅଭିଯୋଗ

ଓ୍ବାଶିଂଟନ,୧୮।୧୧: ହ୍ବାଇଟ ହାଉସ ଶୁକ୍ରବାର ଏକ ବିବୃତ୍ତି ଜାରି କରି ଏଲନ ମସ୍କଙ୍କ ମନ୍ତବ୍ୟକୁ ନିନ୍ଦା କରିଛି ଯେଉଁଥିରେ ମସ୍କ ବିରୋଧୀ ଥିଓରୀକୁ ଏକ ଷଡଯନ୍ତ୍ର ବୋଲି ବିବେଚନା କରିଛି। ହ୍ବାଇଟ ହାଉସ କହିଛି ଯେ ଏଲୋନ ମସ୍କ ବିରୋଧୀ ଘୃଣାକୁ…

ମହିଳା, ଯୁବତୀଙ୍କୁ ବଳାତ୍କାର କରି ହତ୍ୟା କରୁଛି ହମାସ, ଯାଞ୍ଚ ଆରମ୍ଭ କଲା ଇସ୍ରାଏଲ ପୋଲିସ

ତେଲ ଆଭିବ,୧୮।୧୧: ଇସ୍ରାଏଲ ପୋଲିସ ହମାସ ଦ୍ୱାରା ହୋଇଥିବା ଯୌନ ହିଂସା ମାମଲାର ତଦନ୍ତ କରୁଛି। ଅକ୍ଟୋବର ୭ରେ ହମାସ ହଠାତ୍‌ ଇସ୍ରାଏଲ ଉପରେ ଆକ୍ରମଣ କଲା। ଏହି ସମୟ ମଧ୍ୟରେ ଅନେକ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକଙ୍କୁ…

ଆମାଜନ ଆଲେକ୍ସାର ଶହ ଶହ କର୍ମଚାରୀଙ୍କର ଯିବ ଚାକିରି, ଆମେରିକା,କାନାଡା, ଭାରତରେ ପଡିବ ପ୍ରଭାବ

ନ୍ୟୁୟର୍କ,୧୮।୧୧: ଇ-କମର୍ସ କମ୍ପାନୀ ଆମାଜନ ଏହାର ଆଲେକ୍ସା ଡିଭିଜନରେ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ତାଜା କାର୍ଯ୍ୟ ମଧ୍ୟରେ ଆମାଜନ ଏହି ନିଷ୍ପତ୍ତି ନେଇଛି। ଆମାଜନର ଆଲେକ୍ସା ଏବଂ ଫାୟାର ଟିଭିର ଉପାଧ୍ୟକ୍ଷ ଡୋନିଏଲ ରୋଶ କର୍ମଚାରୀମାନଙ୍କୁ…

ଆରବ ଦେଶ ସହ ମିଶି ଗାଜା ଉପରେ ଶାସନ କରିପାରେ ଇସ୍ରାଏଲ, ୟୁଏନ୍‌ରେ ଇସ୍ରାଏଲର କୂଟନୀତିଜ୍ଞଙ୍କ ସଙ୍କେତ

ଜେରୁଜେଲମ,୧୮।୧୧: ମିଳିତ ଜାତିସଂଘରେ ଇସ୍ରାଏଲର କୂଟନୀତିଜ୍ଞ କହିଛନ୍ତି ଯେ, ହମାସକୁ ହଟାଇବା ଏବଂ ଗାଜା ଷ୍ଟ୍ରିପରେ ଅପରେଶନ ଶେଷ ହେବା ପରେ ଇସ୍ରାଏଲ ଆରବ ଦେଶ ସହ ମିଶି ଗାଜାର ଭବିଷ୍ୟତ ବିଷୟରେ ଆଲୋଚନା କରିବ। ଗଣମାଧ୍ୟମକୁ ସୂଚନା ଦେଇ ଇସ୍ରାଏଲର…

ଦକ୍ଷିଣ ଫିଲିପାଇନ୍ସରେ ଭୂକମ୍ପ ଝଟକା

ମାନିଲା,୧୮।୧୧: ଦକ୍ଷିଣ ଫିଲିପାଇନ୍ସରେ ଶନିବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ୬.୭ ରେକର୍ଡ କରାଯାଇଛି। ଆସୋସିଏଟେଡ ପ୍ରେସ୍‌ ରିପୋର୍ଟ ଅନୁଯାୟୀ ଭୂକମ୍ପ ଯୋଗୁଁ ମଲ୍‌ର ଛାତ ଭୁଶୁଡି ପଡିଛି। ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଫିଲିପାଇନ୍ସର…

ଆତ୍ମୀୟଙ୍କ ସନ୍ଧାନରେ ନୟାନ୍ତ

ଗାଜା ସିଟି/ଜେରୁଜେଲମ୍‌,୧୮ା୧୧: ଇସ୍ରାଏଲର ହମାସ୍‌ ବିରୋଧୀ ଯୁଦ୍ଧକୁ ୫ ସପ୍ତାହରୁ ଅଧିକ ସମୟ ବିତିଯାଇଥିବାବେଳେ ରାସ୍ତାଘାଟ, ହସ୍ପିଟାଲ ସବୁକିଛି ପାଲଟିଯାଇଛି ଶ୍ମଶାନ। ଇସ୍ରାଏଲର ମିଶାଇଲ ମାଡ଼ରେ ନିହତ ହୋଇଥିବା ଅନେକ ହଜାର ପାଲେଷ୍ଟିନୀୟଙ୍କ ମୃତଦେହ ପୋତି ହୋଇରହିଛି। ଗାଜା ଷ୍ଟ୍ରିପ୍‌ର ବିସ୍ତୃତ ଭଗ୍ନାବଶେଷ…

କୋଡ ନାମ-ଚାଇନା ଟାଉନ, ଚାଇନା ହ୍ବାଇଟ! ଚାଇନାର ଏହି ଡ୍ରଗ୍ସରେ ଆମେରିକାରେ ଗଲା ୭୦ ହଜାର ଲୋକଙ୍କ ଜୀବନ

ଓ୍ବାଶିଂଟନ,୧୮।୧୧: ଫେଣ୍ଟାନିଲ ନାମକ ଡ୍ରଗ୍ସ ଉତ୍ପାଦନ ବନ୍ଦ କରିବାକୁ ଚାଇନା ପଦକ୍ଷେପ ନେବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସୂଚନା ଦେଇଛନ୍ତି। ଫେଣ୍ଟାନିଲ ହେଉଛି ଏକ ସିନ୍ଥେଟିକ ଓପିଓଏଡ, ଯାହା ଗତ ବର୍ଷ ୭୦ହଜାର ଲୋକଙ୍କୁ ମୃତ୍ୟୁ ମୁହଁକୁ ଠେଲି…

ଇସ୍ତଫା ଦେଲେ ଓପନ ଏଆଇର ସିଇଓ

ଓ୍ବାଶିଂଟନ,୧୮।୧୧: ଚାଟ ଜିପିଟିର ନିର୍ମାତା ଓପନ ଏଆଇରୁ ଏକ ବଡ଼ ଖବର ଆସିଛି। ବିଦେଶୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଥିବା ସୋମ ଅଲ୍ଟମ୍ୟାନ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କମ୍ପାନୀ ଏକ ବ୍ଲଗରେ ପ୍ରକାଶ କରିଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri