ଅନ୍ତର୍ଜାତୀୟ

ବ୍ରାଜିଲ ରାଷ୍ଟ୍ରପତିଙ୍କର ହେବ ହିପ ସର୍ଜରୀ, ତିନି ସପ୍ତାହ ଘରେ ରହି କରିବେ କାମ

ସାଓ ପାଓଲୋ,୨୬।୯: ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲାେ ଦା ସିଲ୍‌ଭାଙ୍କର ଚଳିତ ସପ୍ତାହରେ ହିପ ସର୍ଜରୀ କରାଯିବ। ସର୍ଜରୀ ପାଇଁ ପାଖାପାଖି ୩ ସପ୍ତାହ ପର୍ଯ୍ୟନ୍ତ ସେ ନିଜ ଘରେ ରହି କାମ କରିବେ। ମଙ୍ଗଳବାରରୁ ସେ ହସ୍ପିଟାଲ ଯିବେ…

କଶ୍ମୀର ଦଖଲ ବିରୋଧରେ ଜେନେଭାରେ ବିରୋଧ: ପାକିସ୍ତାନ ଗୋ-ବ୍ୟାକ୍‌ ସ୍ଲୋଗାନ୍‌

ଜେନେଭା,୨୬।୯: ମିଳିତ ଜାତିସଂଘ ମାନବ ଅଧିକାର ପରିଷଦର ୫୪ତମ ଅଧିବେଶନ ଜେନେଭାରେ ଚାଲିଛି। ଏହି ସମୟରେ ୟୁନାଇଟେଡ କଶ୍ମୀର ପିପୁଲ୍ସ ନ୍ୟାଶନାଲ ପାର୍ଟି (ୟୁକେପିଏନପି)ର ରାଜନୈତିକ କର୍ମୀମାନେ ଏଠାରେ ପ୍ରଦର୍ଶନ କରିଥିଲେ। ପିଓକେ କର୍ମୀମାନେ ପାକିସ୍ତାନ ଗୋ-ବ୍ୟାକ୍‌ ସ୍ଲୋଗାନ ଦେଇଥିଲେ। ୟୁନାଇଟେଡ…

ଆମେରିକାର ରାଷ୍ଟ୍ରପତିଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ନିକ୍କି ହାଲି

ଓ୍ବାଶିଂଟନ,୨୬।୯: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ନିକ୍କି ହେଲି ରାଷ୍ଟ୍ରପତି ଜୋ ବାଇଡେନଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ବାଇଡେନ୍‌ ଆମେରିକାକୁ କମ୍ୟୁନିଷ୍ଟ ଚାଇନା ଉପରେ ଅଧିକ ନିର୍ଭରଶୀଳ କରିଦେଇଛନ୍ତି। ମୁଁ ସାହସର…

୩ ବର୍ଷ ପରେ ବିଦେଶୀଙ୍କ ପାଇଁ ସୀମା ଖୋଲିଲା ଉତ୍ତର କୋରିଆ

ବେଜିଂ, ୨୬।୯ : କୋଭିଡ୍‌-୧୯ ମହାମାରୀ ଯୋଗୁ ଦୀର୍ଘ ୩ ବର୍ଷ ଧରି ନିଜ ସୀମାକୁ ବିଦେଶୀମାନଙ୍କ ପାଇଁ ବନ୍ଦ ରଖିଥିବା ଉତ୍ତର କୋରିଆ ସୋମବାର ତାହାକୁ ଖୋଲିଛି। ଚାଇନାର ସରକାରୀ ଗଣମାଧ୍ୟମ ପକ୍ଷରୁ ଏହି ସୂଚନା ଦିଆଯାଇଛି। କୋଭିଡ୍‌ ବିଶ୍ୱବ୍ୟାପୀ…

ଭାରତ ଉପରେ ଟ୍ରୁଡୋଙ୍କ ଅଭିଯୋଗ ମାମଲା: କାନାଡାକୁ ଦୋଷ ଦେଲା ଶ୍ରୀଲଙ୍କା

କଲମ୍ବୋ,୨୬।୯: ଖଲିସ୍ତର ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ସଂପର୍କରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତର ସମ୍ପୃକ୍ତି ନେଇ କରିଥିବା ଅଭିଯୋଗକୁ ଶ୍ରୀଲଙ୍କା ଖଣ୍ଡନ କରିଛି। ଶ୍ରୀଲଙ୍କା କାନାଡାକୁ ସିଧାସଳଖ ସମାଲୋଚନା କରିଛି ଏବଂ ଏହାକୁ ଆତଙ୍କବାଦୀଙ୍କ ପାଇଁ ଏକ…

ଏସ୍‌ଡିଜେ ଆଡ଼କୁ ଭାରତର ଯାତ୍ରା ଏକ ପ୍ରେରଣାଦାୟୀ ଦୃଷ୍ଟାନ୍ତ: କାମ୍ବୋଜ

ନ୍ୟୁୟର୍କ, ୨୬।୯:ଭାରତ ଅଧ୍ୟକ୍ଷତାରେ ଜି୨୦ ସମ୍ମିଳନୀ ଆୟୋଜନ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜେ) ହାସଲ ଦିଗରେ ବେଶ୍‌ ସହାୟକ ହୋଇ ଏକ ପ୍ରେରଣାଦାୟୀ ଦୃଷ୍ଟାନ୍ତ ସୃଷ୍ଟି କରିଛି ବୋଲି ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କାମ୍ବୋଜ କହିଛନ୍ତି। ଜାତିସଂଘ ସାଧାରଣ…

ନାଜି ନେତାଙ୍କୁ ସମ୍ମାନିତ କରି ଅଡୁଆରେ ଟ୍ରୁଡୋ

ଓ୍ବାଶିଂଟନ,୨୬ା୯: ଖଲିସ୍ତାନୀ ଆତଙ୍କବାଦୀଙ୍କ ହତ୍ୟା ସହ ଭାରୀୟ ଏଜେଣ୍ଟର ସମ୍ପୃକ୍ତି ଥିବା ଅଭିଯୋଗ ଆଣି କୂଟନୈତିକ ତିକ୍ତତା ସୃଷ୍ଟି କରିଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଶୁକ୍ରବାର ୟୁକ୍ରେନ୍‌ର ନାଜି ନେତାଙ୍କୁ ସମ୍ମାନିତ କରି ଅଡୁଆରେ ପଡ଼ିଛନ୍ତି। ଏହି ନେତା ଜଣକ…

ଖଲିସ୍ତାନୀ ଗୋଷ୍ଠୀର ବିରୋଧ ଘୋଷଣା ପରେ ଭାରତୀୟ ଉଚ୍ଚ ଆୟୋଗ ଅଫିସ୍‌ ବାହାରେ କଡ଼ା ସୁରକ୍ଷା

ଅଟାଓ୍ବା,୨୬।୯: ଖଲିସ୍ତାନୀ ଗୋଷ୍ଠୀ ଶିଖ ଫର ଜଷ୍ଟିସ (ଏସ୍‌ଏଫ୍‌ଜି)ର ବିରୋଧ ଘୋଷଣା ପରେ କାନାଡାର ଅଟାଓ୍ବା, ଟରଣ୍ଟୋ ଏବଂ ଭାନକୋଭରରେ ଥିବା ଭାରତୀୟ ଉଚ୍ଚ ଆୟୋଗ ଅଫିସ୍‌ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏସ୍‌ଏଫ୍‌ଜି ଡେଥ ଟୁ ଇଣ୍ଡିଆ –…

ଗଲ୍ଫ ବଲ୍‌ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ମୋଟା ଅଙ୍କର ଜରିମାନା

ତାଇପେ,୨୫ା୯: ସୋମବାର ତାଇଓ୍ବାନ କର୍ତ୍ତୃପକ୍ଷ ଏକ ଗଲ୍ଫ ବଲ୍‌ ନିର୍ମାତାଙ୍କ ପ୍ରତି ୨.୪ ନିୟୁତ ତଥା ନୂଆ ତାଇଓ୍ବାନ ୭୫୦୦୦ ଡଲାର ଜରିମାନା କରିଛନ୍ତି। ବିପଜ୍ଜନକ ସାମଗ୍ରୀର ଆଇନଗତ ସୀମା ତଥା ଅନ୍ୟାନ୍ୟ ଉଲ୍ଲଂଘନର ୩୦ ଗୁଣ ସଂରକ୍ଷଣ କରିଥିବାରୁ ଆପରାଧିକ…

ଲଣ୍ଡନ ହସ୍ପିଟାଲରେ ଭାରତୀୟ ବଂଶୋଭବଙ୍କ ମୃତ୍ୟୁ

ଲଣ୍ଡନ,୨୫ା୯: ଲଣ୍ଡନର ଏକ ଡାକ୍ତରଖାନାରେ ଜଣେ ଭାରତୀୟ ବଂଶୋଭବଙ୍କର ମୃତ୍ୟୁ ଘଟିଛି। ଏନେଇ ପିତା ବ୍ରିଟେନରେ ‘ରୋଗୀଙ୍କ ଅଧିକାର’ ପାଇଁ ପ୍ରଚାର କରିଛନ୍ତି। ଭାରତୀୟ ବଂଶୋଭବ ଜୟ ପଟେଲ ଏଥିପାଇଁ ଏକ ନୂତନ ଦାନ ଆରମ୍ଭ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଜୟ…

ଜେଲରେ ଇମ୍ରାନ୍‌ଙ୍କୁ ମିଳିବ ଉଚ୍ଚସ୍ତରୀୟ ସୁରକ୍ଷା

ଇସଲାମାବାଦ,୨୫।୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ପଞ୍ଜାବ ପ୍ରଦେଶର ଅଟକ ଜେଲରୁ ରାୱଲପିଣ୍ଡିର ଗୈରିଶନ ସହରର ଉଚ୍ଚ-ସୁରକ୍ଷା ଆଦିଆଲା ଜେଲକୁ ସ୍ଥାନାନ୍ତର କରିବାକୁ ସର୍ବୋଚ୍ଚ ଅଦାଲତ ସୋମବାର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟରେ ତେହେରିକ-ଇ-ଇସଲାମ ଦଳ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ହାଇ-ସୁରକ୍ଷା…

ଥାଇଲାଣ୍ଡକୁ ଆସିଲେ ଚାଇନା ପର୍ଯ୍ୟଟକ

ବ୍ୟାଙ୍କକ୍‌,୨୫ା୯: ଚାଇନାରୁ ଯାତ୍ରୀଙ୍କୁ ଆକର୍ଷିତ କରିବା ପାଇଁ ଥାଇ ସରକାର ଭିଜା ମୁକ୍ତ ପ୍ରବେଶ କାର୍ଯ୍ୟକ୍ରମ ଚଳାଉଛନ୍ତି। ଏକ ନୂତନ ଭିଜାମୁକ୍ତ ପ୍ରବେଶ କାର୍ଯ୍ୟକ୍ରମ ଅଧୀନରେ ସୋମବାର ବ୍ୟାଙ୍କକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶତାଧିକ ଚାଇନା ପର୍ଯ୍ୟଟକଙ୍କୁ ସ୍ବାଗତ କରାଯାଇଛି। ଜଣେ ଅଧିକାରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri