ଅନ୍ତର୍ଜାତୀୟ

ଆଣ୍ଟାର୍କଟିକା ମୋର !: କାହିଁକି ଦାବି କରୁଛି ଇରାନ…

ତେହେରାନ,୧୮।୨ : ଇରାନ ଦାବି କରିଛି ଆଣ୍ଟାର୍କଟିକା ମୋର। ନୌସେନାର ମୁଖ୍ୟ କମାଣ୍ଡର ରିୟର ଆଡମିରାଲ ଶାହରାମ ଇରାନୀ ସେପ୍ଟେମ୍ବରରେ କହିଥିଲେ ଦକ୍ଷିଣ ଗୋଲାର୍ଦ୍ଧରେ ତେହେରାନର ସମ୍ପତ୍ତି ଅଧିକାର ରହିଛି। ଇରାନୀଙ୍କ କହିବାନୁସାରେ, ତାଙ୍କର ଯୋଜନା ହେଉଛି ତାଙ୍କ ଦେଶର ପତାକା…

ଓ୍ବାର୍କ ଫ୍ରମ ହୋମ୍‌ ନୁହେଁ, ଏବେ ଓ୍ବାର୍କ ଫ୍ରମ୍‌ ଅଫିସ: ଗୁଗଲ ସମେତ ୭ ବଡ଼ କମ୍ପାନୀ ଜାରି କଲେ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୧୮।୨ : କରୋନା ମହାମାରୀ ସଙ୍କଟ ପରେ, ଅନେକ ବଡ କମ୍ପାନୀ କିଛି କଠୋର ପଦକ୍ଷେପ ନେଇଥିଲେ ଯେଉଁଥିରେ କର୍ମଚାରୀମାନଙ୍କୁ ଘରୁ କାମ(ଓ୍ବାର୍କ ଫ୍ରମ ହୋମ୍‌) କରିବାକୁ କୁହାଯାଇଥିଲା, କିନ୍ତୁ ବର୍ତ୍ତମାନ ମହାମାରୀର ଆଶଙ୍କା କମିଥିବାରୁ ଅନେକ ବୈଷୟିକ ପ୍ରତିଷ୍ଠାନ ପୁଣି…

ଭାରତରେ ବୃଦ୍ଧି ପାଉଛି ଗଣତନ୍ତ୍ର, ଚାଇନା-ପାକିସ୍ତାନରେ ଏକଛତ୍ରବାଦ…

ଜେନେଭା,୧୮।୨ : ଗଣତନ୍ତ୍ର ସୂଚକାଙ୍କରେ ବ୍ୟାପକ ହ୍ରାସ ଘଟି ପାକିସ୍ତାନ ଏକଛତ୍ରବାଦୀ ଶାସନ ଦେଶ ବର୍ଗରେ ପହଞ୍ଚିଥିବାବେଳେ ଚାଇନା ଆହୁରି ପଛରେ ରହିଛି। ୧୬୭ ଟି ଦେଶ ତାଲିକାରେ ୪୧ ତମ ମାନ୍ୟତା ପାଇ ତ୍ରୁଟିପୂର୍ଣ୍ଣ ଗଣତାନ୍ତ୍ରିକ ଦେଶ ବର୍ଗରେ ଭାରତ…

ଖୁସି ଖବର: ବିକାଶ ଲକ୍ଷ୍ୟରେ ଭାରତର ଅଗ୍ରଗତି, ଦେଶରେ ଦୁର୍ନୀତି କମିଛି, ବିଦ୍ୟୁତ ପହଞ୍ଚିଛି ପ୍ରତ୍ୟେକ ଘରେ…

ଜେନେଭା,୧୮।୨ : ୧୭ ଟି ଏସଡିଜି ଲକ୍ଷ୍ୟ ସହ ଜଡିତ ୮୫ ପାରାମିଟରରେ ଭାରତର ପ୍ରଦର୍ଶନ ଉନ୍ନତ ହୋଇଥିବାବେଳେ ୨୭ଟିରେ ପ୍ରଗତି ଦୁର୍ବଳ ହୋଇଛି। ୩୬ ଟି କ୍ଷେତ୍ରରେ ପ୍ରଗତି ଖରାପ ହୋଇଛି। ମିଳିତ ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ଆୟୋଗ…

ଏହି ଦେଶକୁ ସଙ୍କଟରୁ ବାହାର କରିବ ଭାରତ, ସୃଷ୍ଟିହେବ ବଡ଼ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ ,୧୭।୨: ଭାରତର ଜନସଂଖ୍ୟା ବର୍ତ୍ତମାନ ଦେଶ ପାଇଁ ଏକ ବଡ଼ ଶକ୍ତି ପାଲଟିଛି। ସମଗ୍ର ବିଶ୍ୱ ପାଇଁ ଭାରତର ଶ୍ରମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ସାରା ବିଶ୍ୱରେ ଭାରତୀୟ ଶ୍ରମିକଙ୍କ ଚାହିଦା ବୃଦ୍ଧି ପାଉଛି। ଇସ୍ରାଏଲ ଏବଂ ଇଟାଲୀ ପରେ,…

ଔଷଧ ପ୍ରସ୍ତୁତ କରିବା ପାଇଁ ପ୍ରତିବର୍ଷ ଜୀବନ ହରାଉଛନ୍ତି ଲକ୍ଷାଧିକ ଗଧ

ନୂଆଦିଲ୍ଲୀ ,୧୭।୨: ଔଷଧୀୟ ବ୍ୟବହାର ଉଦ୍ଦେଶ୍ୟରେ ଗଧ ଚର୍ମର ଲାଭଜନକ କାରବାର ପାଇଁ ପୃଥିବୀର ବିଭିନ୍ନ ସ୍ଥାନରେ ଗଧ ଚୋରିର ଏକ ଭୟାବହ ଧାରା ବଢ଼ିବାରେ ଲାଗିଛି। ବର୍ତମାନ ମଧ୍ୟ ଅନେକ ଦେଶରେ ଲୋକେ ସେମାନଙ୍କର ଜୀବିକା ନିର୍ବାହ ପାଇଁ ସେମାନଙ୍କର…

ବିସ୍ଫୋରଣରେ ଉଡ଼ିଗଲା ଘର: ଜଣେ ଅଗ୍ନିଶମ କର୍ମଚାରୀ ମୃତ, ୧୧ ଆହତ

ଓ୍ବାଶିଂଟନ,୧୭ା୨: ଭର୍ଜିନିଆର ଏକ ଘର ବିସ୍ଫୋରଣରେ ସମ୍ପୂର୍ଣ୍ଣ ଉଡ଼ିଯାଇଛି। ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବାକୁ ଭିତରକୁ ପଶିଥିବା ବେଳେ ଜଣେ କର୍ମଚାରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଏହି ଅଗ୍ନିକାଣ୍ଡରେ ୧୧ ଜଣ ଆହତ ହୋଇଛନ୍ତି। ଶୁକ୍ରବାର ରାତିରେ ଆମେରିକାର ଷ୍ଟର୍ଲିଙ୍ଗର ଏକ…

ମୁଁ ଶତ୍ରୁମାନଙ୍କୁ କେବେ ବି କ୍ଷମା କରେ ନାହିଁ: ପୁଟିନଙ୍କ ସହ ଯିଏ କରିଛନ୍ତି ଶତ୍ରୂତା ତାଙ୍କର ହୋଇଛି ମୃତ୍ୟୁ !…

ମସ୍କୋ,୧୭।୨ : ମୁଁ ମୋର ଶତ୍ରୁମାନଙ୍କୁ କେବେବି କ୍ଷମା କରେ ନାହିଁ । ଏହି ଉକ୍ତି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ ସମ୍ପୂର୍ଣ୍ଣ ଫିଟ ଅଟେ। ପୁଟିନଙ୍କ ବିଷୟରେ କୁହାଯାଇଛି ସେ ନିଜ ପ୍ରତିପକ୍ଷଙ୍କୁ କଦାପି କ୍ଷମା କରନ୍ତି ନାହିଁ।…

ଫେବୃଆରୀରେ ରେକର୍ଡ ଭାଙ୍ଗିବ ଖରା, ବୈଜ୍ଞାନିକ ଦେଲେ ସତର୍କ ସୂଚନା

ଲଣ୍ଡନ,୧୭ା୨: ଫେବୃଆରୀରେ ସବୁଠୁ ଅଧିକ ଗରମ ହେବ। ପାଣିପାଗ ବିଜ୍ଞାନୀମାନେ କହିଛନ୍ତି, ଫେବୃଆରୀରେ ସମସ୍ତ ପୁରୁଣା ଉତ୍ତାପ ରେକର୍ଡ ଭାଙ୍ଗିପାରେ। ଏଥିପାଇଁ ସେମାନେ ମନୁଷ୍ୟକୃତ ଗ୍ଲୋବାଲ ଓ୍ବାର୍ମିଂକୁ ଦାୟୀ କରିଛନ୍ତି, ଯେଉଁଥିପାଇଁ ପୃଥିବୀରେ ତଥା ସମୁଦ୍ରରେ ତାପମାତ୍ରା ବୃଦ୍ଧି ପାଉଛି। ଏକ…

ଆଖିରୁ ଶୁଖୁନି ଲୁହ, କାନ୍ଦି କାନ୍ଦି ନଭଲନିଙ୍କ ପତ୍ନୀ କହିଲେ ପୁଟିନଙ୍କୁ ଏହାର ଦଣ୍ଡ ନିଶ୍ଚିତ ମିଳିବ

ମସ୍କୋ,୧୭।୨: ରୁଷିଆରେ ରାଷ୍ଟ୍ରପତି ପୁଟିନଙ୍କ ପ୍ରତିଦ୍ୱନ୍ଦ୍ୱୀ ଆଲେକ୍ସି ନଭଲନିଙ୍କ କାରାଗାରରେ ମୃତ୍ୟୁ ଖବର ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ବର୍ତ୍ତମାନ ତାଙ୍କ ପତ୍ନୀ ୟୁଲିଆ ନଭଲନୟା କହିଛନ୍ତି ଯେ ଯଦି ନଭଲନିଙ୍କ ମୃତ୍ୟୁ ଖବର ସତ ତେବେ ପୁଟିନ ଏବଂ…

ଭୂକମ୍ପ ଝଟକାରେ ଥରିଲା ମ୍ୟାନମାର

ଓ୍ବାଶିଂଟନ,୧୭।୨: ମ୍ୟାନମାରରେ ଶନିବାର ସକାଳ ୯ଟା ୨୫ରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ରେ ମାପ କରାଯାଇଥିଲା, ଭୂକମ୍ପ ଅନୁଭୂତ ହେବା ମାତ୍ରେ ଲୋକମାନେ ଘରୁ ବାହାରି ଆସିଥିଲେ। ତେବେ ଭୂକମ୍ପର ତୀବ୍ରତା ହେତୁ ବର୍ତ୍ତମାନ ଜୀବନ…

ନଭଲନିଙ୍କ ମୃତ୍ୟୁକୁ ନେଇ କ୍ରୋଧ ପ୍ରକାଶ କଲେ ବାଇଡେନ, କହିଲେ ତାଙ୍କ ମୃତ୍ୟୁ ପାଇଁ ପୁଟିନ ଦାୟୀ

ଓ୍ବାଶିଂଟନ,୧୭।୨: ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଜଣେ ସମାଲୋଚକ ବିରୋଧୀ ଦଳର ନେତା ଆଲେକ୍ସି ନଭଲନିଙ୍କ ମୃତ୍ୟୁ ହୋଇଛି। ଉଗ୍ରବାଦ ଅଭିଯୋଗରେ ନଭଲନି ୧୯ ବର୍ଷ କାରାଦଣ୍ଡ ଭୋଗୁଥିଲେ, ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?