‘ଭାରତ ବର୍ଜନ’ ପ୍ରଚାରକୁ ସମାଲୋଚନା କଲେ ପ୍ରଧାନମନ୍ତ୍ରୀ ହାସିନା
ଢାକା,୧ା୪: ଶେଖ୍ ହାସିନା ପୁନର୍ବାର ବାଂଲାଦେଶ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପରେ ଅନ୍ଲାଇନରେ ଭାରତ ବିରୋଧୀ ମାନସିକତା ବଢ଼ିଛି। ସେଠାରେ ଭାରତୀୟ ସାମଗ୍ରୀ ବର୍ଜନ ଲାଗି ପ୍ରଚାର ଜୋର୍ ଧରିଥିବାବେଳେ କେତେଜଣ ବିରୋଧୀ ନେତା ଏହାକୁ ସମର୍ଥନ କରୁଛନ୍ତି। ପ୍ରଧାନମନ୍ତ୍ରୀ ହାସିନା…
ସ୍ତ୍ରୀଙ୍କୁ ଛାତ ଉପରୁ ତଳକୁ ଫୋପାଡି ଦେଲେ ସ୍ବାମୀ: ପଛରେ କାରଣ ଥିଲା ଏମିତି
ପ୍ରତିଦିନ ରୋଷେଇ କଲାବେଳେ ଖାଦ୍ୟ ଭଲ ବା ଖରାପ ହେବା ଏକ ସାଧାରଣ କଥା। ଏହି କଥାକୁ ନେଇ ଜଣଙ୍କୁ ହତ୍ୟା କରାଯିବା ନିହାତି ଆଶ୍ଚର୍ଯ୍ୟର କଥା। କିନ୍ତୁ ଏମିତି ଏକ ଲୋକଟାଙ୍କୁରା ଘଟଣା ଘଟିଛି ପାକିସ୍ତାନରେ। ଏଠାରେ ଜଣେ ବ୍ୟକ୍ତି…
ପାକିସ୍ତାନରେ ବଢିଛି ଆତଙ୍କବାଦୀ ଘଟଣା, ବର୍ଷ ଆରମ୍ଭରେ ୨୪୫ ଆକ୍ରମଣ, ୪୦୦ରୁ ଅଧିକ ମୃତ
ଇସଲାମାବାଦ,୧।୪: ପାକିସ୍ତାନରେ ବଢୁଥିବା ଆତଙ୍କବାଦୀ ଘଟଣା ସମ୍ପର୍କରେ ଥିଙ୍କ ଟେକର ରିପୋର୍ଟ ପ୍ରକାଶ ପାଇଛି। ଥିଙ୍କ ଟେକର ରିପୋର୍ଟ ଅନୁଯାୟୀ, ୨୦୨୪ର ପ୍ରଥମ ତିନି ମାସରେ ପାକିସ୍ତାନରେ ଆତଙ୍କବାଦୀ ଘଟଣା ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ, ୨୦୨୪ର ପ୍ରଥମ ୩ମାସରେ ପାକିସ୍ତାନରେ…
ଦୁଃଖ ପ୍ରକାଶ କରିବାକୁ ମୋ ପାଖେ ଶବ୍ଦ ନାହିଁ, କାହିଁକି ଏମିତି କହିଲେ ଡବ୍ଲ୍ୟୁଏଚ୍ଓ ମୁଖ୍ୟ
ଜେନେଭା,୧।୪: ଇସ୍ରାଏଲର ସେନା ଗାଜାର ଏକ ହସ୍ପିଟାଲ ଉପରେ ଏୟାର ଷ୍ଟ୍ରାଇକ କରିଛି। ଏହି ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲ ଆକ୍ରମଣ ମଧ୍ୟରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ ଗେବ୍ରେୟେସସ୍ ଗାଜାର ଅଲ-ଶିଫା ହସ୍ପିଟାଲ ଉପରେ ଆକ୍ରମଣ…
ଆସିଲା ବ୍ରିଟେନ୍ ପ୍ରାକ୍ ନିର୍ବାଚନୀ ସର୍ଭେ: କେଉଁ ଦଳକୁ କେତେ ଆସନ
ଲଣ୍ଡନ,୩୧ା୩: ଚଳିତ ବର୍ଷ ଶେଷ ଭାଗରେ ବ୍ରିଟେନ୍ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଶାସକ କଞ୍ଜରଭେଟିଭ୍ ପାର୍ଟି ବଡ଼ ପରାଜୟର ସମ୍ମୁଖୀନ ହେବା ନେଇ ତଥାକଥିତ ମେଗା ନିର୍ବାଚନୀ ସର୍ଭେ ରିପୋର୍ଟରେ ସୂଚନା ଦିଆଯାଇଛି। ଏପରିକି ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ…
ଆଗାମୀ ସାଧାରଣ ନିର୍ବାଚନରେ ନିଜ ଆସନ ବଞ୍ଚାଇ ପାରିବେ ନାହିଁ ଋଷି ସୁନକ!
ଲଣ୍ଡନ,୩୧।୩: ବର୍ଷର ଶେଷ ଛଅ ମାସରେ ବ୍ରିଟେନରେ ସାଧାରଣ ନିର୍ବାଚନ ହୋଇପାରେ। ପ୍ରଧାନମନ୍ତ୍ରୀ ଋଷି ସୁନକ ନିଜେ ଏହା ସୂଚନା ଦେଇଛନ୍ତି। ଗତ କିଛି ମାସ ମଧ୍ୟରେ, ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକ ମେ’ରେ ନିର୍ବାଚନକୁ ଏଡ଼ାଇ ଦେଇଥିଲେ ଏବଂ ଚଳିତ…
କୌଣସି ସରକାରୀ କାର୍ଯ୍ୟକ୍ରମରେ ବ୍ୟବହାର ହେବ ନାହିଁ ରେଡ କାର୍ପେଟ
ଇସଲାମାବାଦ,୩୧।୩: ପାକିସ୍ତାନର ଆର୍ଥିକ ସଙ୍କଟ କାହାଠାରୁ ଲୁଚି ନାହିଁ। ପ୍ରତିଦିନ ସେ ଦାରିଦ୍ର୍ୟର ଯନ୍ତ୍ରଣା ବର୍ଣ୍ଣନା କରି ଆଇଏମଏଫ ସାମ୍ନାରେ ହାତ ପାତୁଛି। ବର୍ତ୍ତମାନ ପଡୋଶୀ ଦେଶ ଏତେ ଖରାପ ସମୟରେ ପହଞ୍ଚିଛି ଯେ ସରକାରୀ କାର୍ଯ୍ୟକ୍ରମରେ ବ୍ୟବହୃତ ରେଡ କାର୍ପେଟକୁ…
ଟ୍ରମ୍ପଙ୍କ ଭିଡିଓକୁ ନେଇ ବିବାଦ, ଭର୍ତ୍ସନା କଲେ ବାଇଡେନ
ଓ୍ବାଶିଂଟନ,୩୧ା୩: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶେୟାର କରିଥିବା ଏକ ଭିଡିଓକୁ ନେଇ ଏବେ ବିବାଦ ଦେଖାଦେଇଛି। ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଫଟୋ କରିଥିବା ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ…
କାର୍ ବୋମା ବିସ୍ଫୋରଣ: ୮ ଜଣଙ୍କ ଜୀବନ ଗଲା, ୨୦ରୁ ଊର୍ଦ୍ଧ୍ୱ ଆହତ
ଦାମସକସ୍,୩୧ା୩: ଉତ୍ତର ସିରିଆର ଏକ ବଜାରରେ ରବିବାର ସକାଳେ ଉତ୍ତର ସିରିଆର ଏକକାର୍ ବୋମା ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏହି ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆଲେପ୍ପୋ ପ୍ରଦେଶର ଆଜାଜର ଏକ…
‘ଇଣ୍ଡିଆ ଜିନ୍ଦାବାଦ’ ନାରା ଦେଲେ ପାକିସ୍ତାନ ନାଗରିକ
ନୂଆଦିଲ୍ଲୀ,୩୧।୩: ‘ଇଣ୍ଡିଆ ଜିନ୍ଦାବାଦ’ ନାରା ଦେଲେ ପାକିସ୍ତାନ ନାଗରିକ। ଆରବ ସାଗରରେ ସୋମାଲିଆ ଲୁଟେରାଙ୍କ କବଳରୁ ମୁକ୍ତ ହେବା ପରେ ଭାରତୀୟ ନୌସେନାଙ୍କୁ କୃତଜ୍ଞତା ଜଣାଇଛନ୍ତି ଅପହରଣ ହୋଇଥିବା ଜାହାଜର ପାକିସ୍ତାନୀ କ୍ରୁ। ଭାରତୀୟ ନୌସେନା ପାଇଁ ସେମାନଙ୍କର ଜୀବନ ବଞ୍ଚି…
ମହାକାଶରେ ଭାରତ ଯାହା କରୁଛି ତାହା ଚମକାଇବା ଭଳି, ଇସ୍ରୋକୁ ପ୍ରଶଂସା କଲା ୟୁରୋପୀୟ ମହାକାଶ ଏଜେନ୍ସି
ପ୍ୟାରିସ,୩୦।୩: ୟୁରୋପୀୟ ସ୍ପେସ ଏଜେନ୍ସି (ଇଏସଏ)ର ମହାନିର୍ଦ୍ଦେଶକ ଜୋସେଫ ଐସବ୍ୟାକର୍ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) କୁ ପ୍ରଶଂସା କରିଛନ୍ତି। ସମ୍ପ୍ରତି ସଫଳ ପ୍ରକ୍ଷେପଣ ପାଇଁ ସେ ଇସ୍ରୋକୁ ପ୍ରଶଂସା କରିଥିଲେ। ଐସବ୍ୟାକର କହିଛନ୍ତି ଯେ ମହାକାଶରେ ଏବଂ ବିଶେଷ…
ଏବେ ଆମକୁ କେହି ଅଟକାଇ ପାରିବେ ନାହିଁ, ଟ୍ରାନ୍ସଜେଣ୍ଡରଙ୍କ ପାଇଁ ଖୋଲିଲା ପ୍ରଥମ ମସଜିଦ
ଢାକା,୩୦।୩: ପବିତ୍ର ରମଜାନ ମାସରେ ବାଂଲାଦେଶର ଢାକାରେ ଟ୍ରାନ୍ସଜେଣ୍ଡର ବା ତୃତୀୟ ଲିଙ୍ଗ ସମ୍ପ୍ରଦାୟ ପାଇଁ ଏକ ମସଜିଦ ଖୋଲାଯାଇଛି। ବ୍ରହ୍ମପୁତ୍ର ନଦୀରେ ମ୍ୟାମନସିଂହ ନିକଟରେ ସରକାରଙ୍କ ଦ୍ୱାରା ଦାନ କରାଯାଇଥିବା ଜମି ଉପରେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ପାଇଁ ଏହା ପ୍ରତିଷ୍ଠା…

