ପରିତ୍ୟକ୍ତ ଘରେ ଏକାକୀ ଜୀବନ କାଟୁଛି କୁନିପୁଅ, ୨ବର୍ଷ ପର୍ବେ ବୟଫ୍ରେଣ୍ଡଙ୍କ ସହ ମାଆ ଫେରାର୍
ଫ୍ରାନ୍ସ,୨୬।୧: ସନ୍ତାନ ପାଇଁ ମାଆ ସବୁବେଳେ ଧରାପୃଷ୍ଠରେ ଚଳନ୍ତି ପ୍ରତିମା ହୋଇଥାଏ। ସନ୍ତାନ ଉପରକୁ ଦୁଖର ପାହାଡ ଛିଡି ପଡିବା ପୂର୍ବରୁ ସେ କୋଳେଇ ଧରେ। ହେଲେ ଆମେ ଏପରି ଏକ ଘଟଣା କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ତାଜୁବ…
ଯନ୍ତ୍ରଣା କମ୍ କରିବା ପାଇଁ ଅପରାଧିଙ୍କୁ ଦିଆଗଲା ନାଇଟ୍ରୋଜେନ ଗ୍ୟାସରେ ମୃତ୍ୟୁଦଣ୍ଡ, ବିଶ୍ୱରେ ପ୍ରଥମ
ଆଲବାମା,୨୬।୧: ଆମେରିକା ଆଲବାମା ରାଜ୍ୟରେ କେନେଥ ସ୍ମିଥ ନାମକ ଜଣେ ହତ୍ୟାକାରୀଙ୍କୁୁ ନାଇଟ୍ରୋଜେନ ଗ୍ୟାସ ସାହାଯ୍ୟରେ ମୃତ୍ୟୁଦଣ୍ଡ ଦିଆଯାଇଛି। ଅପରାଧିଙ୍କୁ ଦିଆଯାଉଥିବା ମୃତ୍ୟୁଦଣ୍ଡରେ ଯନ୍ତ୍ରଣା କମ କରିବାକୁ ଅନେକ କୌଶଳ ଅବଲମ୍ବନ କରାଯାଉଥିଲା ହେଲେ ଆମେରିକାରେ ପ୍ରଥମ ଥର ନାଇଟ୍ରୋଜେନ ଗ୍ୟାସ…
ସଡ଼କ ଦୁର୍ଘଟଣାରେ ଶ୍ରୀଲଙ୍କା ରାଜ୍ୟମନ୍ତ୍ରୀଙ୍କ ପରଲୋକ
କଲମ୍ବୋ,୨୬।୧: ଗୁରୁବାର ସକାଳେ ରାଜପଥରେ ଏକ କାର୍ ଦୁର୍ଘଟଣାରେ ଶ୍ରୀଲଙ୍କା ରାଜ୍ୟ ମନ୍ତ୍ରୀ ସନତ ନିଶାନ୍ତା ଏବଂ ତାଙ୍କ ସୁରକ୍ଷା ଦଳର ଜଣେ କନ୍ଷ୍ଟେବଲଙ୍କ ମୃତ୍ୟୁ ଘଟିଛି। ଶ୍ରୀଲଙ୍କା ପୋଲିସ ଏକ ବିବୃତିରେ କହିଛି ଯେ ୪୮ବର୍ଷୀୟ ଜଳ ଯୋଗାଣ ମନ୍ତ୍ରୀ…
ସାଧାରଣତନ୍ତ୍ର ଦିବସ ଅବସରରେ ଭାରତକୁ ଶୁଭେଚ୍ଛା ଜଣାଇଲା ଆମେରିକା-ରୁଷିଆ
ଓ୍ବାଶିଂଟନ/ନୂଆଦିଲ୍ଲୀ,୨୬।୧: ଆମେରିକା ଏବଂ ରୁଷିଆ ଭାରତକୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ ଆମେରିକା ଭାରତକୁ ଏହାର ପ୍ରମୁଖ ରଣନୀତିକ ଅଂଶୀଦାର ବୋଲି ବର୍ଣ୍ଣନା କରିଛି । ସାଧାରଣତନ୍ତ୍ର ଦିବସ ଅବସରରେ ଆମେରିକାର ବୈଦେଶିକ ବିଭାଗ ଏକ ବିବୃତ୍ତି ଜାରି…
ଜନ୍ମର ୧୯ ବର୍ଷ ପରେ ଟିକ୍ ଟକ୍ ପାଇଁ ଏକାଠି ହେଲେ ଯାଆଁଳା ଭଉଣୀ, ସିନେମାର କାହାଣୀ ପରି ହେଲା ଭେଟ
ନୂଆଦିଲ୍ଲୀ,୨୬ା୧: ବଲିଉଡ ବ୍ଲକବଷ୍ଟର ଫିଲ୍ମ ‘ସୀତା ଏବଂ ଗୀତା’ ପରି ସମାନ କାହାଣୀ ବାସ୍ତବ ଜୀବନରେ ଦେଖିବାକୁ ମିଳିଛି। ପୂର୍ବ ୟୁରୋପୀୟ ଦେଶ ଜର୍ଜିଆରୁ ପୃଥକ ଏବଂ ପୁନଃମିଳନର ଏକ ଅଦ୍ଭୁତ କାହାଣୀ ସାମ୍ନାକୁ ଆସିଛି। ଜନ୍ମ ସମୟରେ ଅଲଗା ହୋଇଥିବା…
କାନାଡା ନିର୍ବାଚନରେ ଭାରତର ହସ୍ତକ୍ଷେପ, ତଦନ୍ତ ବ୍ୟାପକ କଲେ ଟ୍ରୁଡୋ
ନୂଆଦିଲ୍ଲୀ,୨୬।୧: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟା ଘଟଣାକୁ ନେଇ ଗତ କିଛି ମାସ ହେଲା ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ବିବାଦ ଲାଗିରହିଥିବାବେଳେ ୨୦୧୯ ଏବଂ ୨୦୨୧ରେ ହୋଇଥିବା କାନାଡା ସାଧାରଣ ନିର୍ବାଚନରେ ଭାରତ ହସ୍ତକ୍ଷେପ କରିଥିବା…
ନଓ୍ବାଜ ସରିଫଙ୍କ ନିର୍ବାଚନ ପ୍ରଚାରରେ ଅସଲ ବାଘକୁ ନେଇ ଆସିଲେ ସମର୍ଥକ!
ଇସଲାମାବାଦ,୨୫।୧: ପାକିସ୍ତାନରେ ଖୁବଶୀଘ୍ର ହେବାକୁ ଯାଉଛି ସାଧାରଣ ନିର୍ବାଚନ। ଏଥିପାଇଁ ସମସ୍ତ ରାଜନୈତିକ ଦଳ ଯୋର ସୋରରେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ନିର୍ବାଚନ ପ୍ରଚାର ସମୟରେ ରାଜନୈତିକ ଦଳମାନେ ବିଭିନ୍ନ କୌଶଳ ଅବଲମ୍ବନ କରୁଛନ୍ତି, କିନ୍ତୁ ନୱାଜ ସରିଫଙ୍କ ଦଳ…
ଅଷ୍ଟ୍ରେଲିଆରେ ୩ ମହିଳାଙ୍କ ସମେତ ୪ ଭାରତୀୟ ବୁଡ଼ିଗଲେ
କାନବେରା,୨୫ା୧: ଅଷ୍ଟ୍ରେଲିଆର ଭିକ୍ଟୋରିଆ ରାଜ୍ୟର ଏକ ସମୁଦ୍ରରେ ୩ ମହିଳାଙ୍କ ସମେତ ୪ଜଣ ଭାରତୀୟ ବୁଡ଼ି ଯାଇଛନ୍ତି। ଏନେଇ ଅଧିକାରୀମାନେ ଗୁରୁବାର ସୂଚନା ଦେଇଛନ୍ତି। ବୁଧବାର ଭିକ୍ଟୋରିଆର ଫିଲିପ୍ ଦ୍ୱୀପରେ ଏହି ଘଟଣା ଘଟିଛି। ଏକ ରିପୋର୍ଟ ଅନୁଯାୟୀ, ନିଉହେଭେନ୍ ନିକଟରେ…
ଏଆଇ ଭବିଷ୍ୟବାଣୀ: ୨୦୨୪ରେ ବିଶ୍ୱର ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧରୁ ହେବ ତୃତୀୟ ବିଶ୍ୱଯୁଦ୍ଧ, ମରିବେ ୨ କୋଟିରୁ ଅଧିକ…
ଲଣ୍ଡନ,୨୫।୧ : ଯଦି ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୁଏ ତେବେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ବିଶ୍ୱରେ କ’ଣ ହୋଇପାରେ, ଏହାର ଭୟାବହତା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପ୍ରକାଶ କରିଛି। ଏଆଇ ଏକ ଆଶ୍ଚର୍ଯ୍ୟଜନକ ହାଇପୋଥେଟିକାଲ ଭବିଷ୍ୟବାଣୀର ଏକ ସେଟ ପ୍ରସ୍ତୁତ…
ଧସିଲା ସୁନାଖଣି, ୭୦ ମୃତ
ମାଳି,୨୫ା୧: ଆଫ୍ରିକାର ମାଳିରେ ଏକ ବେଆଇନ ସୁନା ଖଣି ଭୁଶୁଡ଼ିବା ଯୋଗୁ ୭୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ଖଣି ଭୁଶୁଡ଼ିବା ପରେ ବର୍ତ୍ତମାନ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ଆଫ୍ରିକା…
Saudi Arabia To Open 1st Alcohol Store: ପ୍ରଥମ ମଦ ଦୋକାନ ଏବେ ସାଉଦିରେ !…
ରିୟାଦ,୨୫।୧ : ସାଉଦି ଆରବର ରାଜଧାନୀ ରିୟାଦରେ ପ୍ରଥମ ମଦ ଦୋକାନ ଖୁବ ଶୀଘ୍ର ଖୋଲିବାକୁ ଯାଉଛି। ଖବର ଅନୁଯାୟୀ ଏଠାରେ କେବଳ ଅଣ-ମୁସଲମାନ କୂଟନୀତିଜ୍ଞଙ୍କୁ ମଦ ଦିଆଯିବ। ମଦ୍ୟପାନ ଉପରେ ସାଉଦି ଆରବର ଆଭିମୁଖ୍ୟ ଅତ୍ୟନ୍ତ କଠୋର। ଯଦି ସାଧାରଣ…
Naked Man’ Festival: ମହିଳା ହେବେ ସାମିଲ, ୧୬୫୦ ବର୍ଷ ପରେ ମିଳିଲା ଅନୁମତି…
ଟୋକିଓ,୨୫।୧ : ଜାପାନରେ ୧୬୫୦ ବର୍ଷ ପରେ ମହିଳାମାନଙ୍କୁ ଏକ ପୁରୁଷ ମହୋତ୍ସବରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯାଇଛି, କିନ୍ତୁ ଏଥିପାଇଁ କିଛି ସର୍ତ୍ତ ମଧ୍ୟ ରଖାଯାଇଛି। ଏହି ଉତ୍ସବର ନାମ ହେଉଛି ‘ନଗ୍ନ ମଣିଷ’ ମହୋତ୍ସବ(ନେକେଡ ମ୍ୟାନ ଫେଷ୍ଟଭାଲ)। ଜାପାନରେ…
Archives


