ଅନ୍ତର୍ଜାତୀୟ

କରୋନ ଭାଇରସଠାରୁ ବି ଅଧିକ ଘାତକ H5N1 ଭାଇରସ, ଏକ୍ସପର୍ଟ ଦେଲେ ଚେତାବନୀ

ନୂଆଦିଲ୍ଲୀ,/ଓ୍ବାଶିଂଟନ,୪।୪: ଆଜି ପର୍ଯ୍ୟନ୍ତ ସାରା ବିଶ୍ୱ କରୋନା ଭାଇରସ ଭଳି ମହାମାରୀଠାରୁ ସମ୍ପୂର୍ଣ୍ଣ ମୁକୁଳି ପାରିନାହିଁ। ଇତି ମଧ୍ୟରେ, କୋଭିଡ ଠାରୁ ଅଧିକ ମାରାତ୍ମକ ରୋଗ ହେଉଛି H5N1 ବା ବାର୍ଡ ଫ୍ଲୁ ଯାହା ବହୁପରିମାଣରେ ବିସ୍ତାର କରିବାର ସମ୍ଭାବନା ରହିଥିବା…

ଓପନିୟନ ପୋଲରେ ବାଇଡେନଙ୍କୁ ପଛରେ ପକାଇଲେ ଟ୍ରମ୍ପ

ଓ୍ବାଶିଂଟନ,୪।୪: ନଭେମ୍ବରରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ହୋଇଥିବା ଏକ ସର୍ଭେରେ ରାଷ୍ଟ୍ରପତି ଜୋ ବାଇଡେନ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପଛରେ ରହିଥିବାର ନଜର ଆସିଛନ୍ତି। ସାତୋଟି ରାଜ୍ୟରେ କରାଯାଇଥିବା ସର୍ଭେରେ ରିପବ୍ଲିକାନ ନେତା ଟ୍ରମ୍ପ ଡେମୋକ୍ରାଟ…

ଡଙ୍ଗାରେ ଲାଗିଲା ନିଆଁ, ଭୟରେ ସମୁଦ୍ର ଭିତରକୁ ଡେଇଁଲେ ଯାତ୍ରୀ

ବ୍ୟାଙ୍କକ୍‌,୪ା୪: ଗୁରୁବାର ଥାଇଲାଣ୍ଡ ଗଲ୍ଫର ଏକ ଡଙ୍ଗାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଭୟଙ୍କର ନିଆଁରୁ ରକ୍ଷା ପାଇବା ପାଇଁ ଭୟଭୀତ ଯାତ୍ରୀମାନେ ସମୁଦ୍ର ଭିତରକୁ ଡେଇଁପଡ଼ିଲେ। ତେବେ ଡଙ୍ଗାରେ ଥିବା ସମସ୍ତ ୧୦୮ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର…

କେଜ୍‌ରିଓ୍ବାଲ୍‌ଙ୍କ ଗିରଫକୁ ନେଇ ପୁଣି ବିଷ ଓଗାଳିଲା ଆମେରିକା

ନୂଆଦିଲ୍ଲୀ,୪।୪: ପୁଣିଥରେ ଆମେରିକାର ଗୁରୁପତଓ୍ବନ୍ତ ସିଂ ପନ୍ନୁ ଏବଂ ଦିଲ୍ଲୀର ମୁଖ୍ୟ ଅରବିନ୍ଦ କେଜ୍‌ରିୱାଲଙ୍କ ସମ୍ପର୍କରେ ଏକ ବିବୃତ୍ତି ଆସିଛି। ଆମେରିକା ସ୍ବରାଷ୍ଟ୍ର ବିଭାଗର ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି, ଏହି ଦୁଇ ଜଣଙ୍କ ମାମଲାରେ ସେ ଭାରତ ସରକାରଙ୍କ ପୁଙ୍ଖାନୁପୁଙ୍ଖ…

ଜାପାନରେ ବଡ଼ ଧରଣ ଭୂକମ୍ପ

ଟୋକିଓ,୪।୪: ଜାପାନରେ ଗୁରୁବାର ସକାଳେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ରେ ମାପ କରାଯାଇଛି। ଜାପାନର ହଂସୁର ପୂର୍ବ ଉପକୂଳରେ କମ୍ପନ ଅନୁଭୂତ ହୋଇଥିଲା। ଭୂକମ୍ପ ଯୋଗୁ ହୋଇଥିବା କମ୍ପନ ଏତେ ଶକ୍ତିଶାଳୀ ଥିଲା…

ନାଇଟକ୍ଲବରେ ଲାଗିଲା ନିଆଁ: ଚାଲିଗଲା ୨୯ ଜୀବନ

ଇସ୍ତାନବୁଲ,୩।୪: ତୁର୍କୀର ଇସ୍ତାନବୁଲ ନାଇଟକ୍ଲବରେ ନବୀକରଣ କାର୍ଯ୍ୟ ସମୟରେ ଅଗ୍ନିକାଣ୍ଡରେ ୨୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। କିଛି ଲୋକଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି। ଆହତଙ୍କ ମଧ୍ୟରୁ ୭ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି…

୨୫ ବର୍ଷ ପରେ ବଡ଼ ଧରଣର ଭୂକମ୍ପ: ଭୁଶୁଡିଲା କୋଠା,ଏକ ଲକ୍ଷରୁ ଅଧିକ ଘରେ ବିଜୁଳି ଠପ୍‌

ତାଇଓ୍ବାନ୍‌,୩।୪: ତାଇୱାନରେ ବୁଧବାର ସକାଳେ ବଡ଼ ଧରଣର ଭୂକମ୍ପ ହୋଇଥିଲା। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ ଭୂକମ୍ପର ତୀବ୍ରତା ୭.୪ ବୋଲି ଆକଳନ କରାଯାଇଛି। କୁହାଯାଉଛି ଯେ, ୨୫ ବର୍ଷ ପରେ ଏଠାରେ ଏପରି ଶକ୍ତିଶାଳୀ ଭୂକମ୍ପ ଘଟିଛି। ଭୂକମ୍ପ…

ତାଇଓ୍ବାନ୍‌ରେ ଶକ୍ତିଶାଳୀ ଭୂକମ୍ପ: ଜାପାନରେ ସୁନାମି ଆଲର୍ଟ

ତାଇଓ୍ବାନ୍‌,୩।୪: ତାଇୱାନରେ ବୁଧବାର ସକାଳେ ଶକ୍ତିଶାଳୀ ଭୂକମ୍ପ ହୋଇଥିଲା। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ ଭୂକମ୍ପର ତୀବ୍ରତା ୭.୪ ବୋଲି ଆକଳନ କରାଯାଇଛି। ତାଇୱାନରେ ହୋଇଥିବା ଭୂକମ୍ପ ଯୋଗୁ ଦକ୍ଷିଣ ଜାପାନରେ ସୁନାମି ହେବାର ସମ୍ଭାବନା ରହିଛି। ଜାପାନ ପ୍ରଶାସନ…

ଖାଦ୍ୟ ସହାୟତା ଏନ୍‌ଜିଓର ୭ କର୍ମଚାରୀ ନିହତ

ଗାଜା, ୩।୪: ଗାଜାରେ ମଙ୍ଗଳବାର ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଛି। ଏଥିରେ ଓ୍ବାର୍ଲଡ୍‌ ସେଣ୍ଟ୍ରାଲ କିଚେନ୍‌ (ଡବ୍ଲ୍ୟୁସିକେ) ଏନଜିଓର ୭ ଜଣ କର୍ମଚାରୀ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅଷ୍ଟ୍ରେଲିଆ, ବ୍ରିଟେନ ଓ ପୋଲାଣ୍ଡର ନାଗରିକ ରହିଥିବା ଏଜେନ୍ସି ପକ୍ଷରୁ ସୂଚନା…

ଜେଲରେ ବୁଶ୍ରା ବିବିଙ୍କୁ ବିଷ ଦିଆଯାଇଥିଲା

ଇସ୍ତାନବୁଲ୍‌,୩ା୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସ୍ତ୍ରୀ ତଥା ପୂର୍ବତନ ଫାଷ୍ଟ ଲେଡି ବୁଶ୍ରା ବିବିଙ୍କୁ ଜେଲରେ ବିଷ ଦିଆଯାଇଥିଲା ବୋଲି ସେ ମଙ୍ଗଳବାର ଅଭିଯୋଗ ଆଣିଛନ୍ତି। ଯଦି ବୁଶ୍ରାଙ୍କର କୌଣସି କ୍ଷତି ଘଟେ, ସେଥିପାଇଁ ସେନା ମୁଖ୍ୟ ଜେନେରାଲ…

ଥରିଲା ଜାପାନ, ରିକ୍ଟରେ ସ୍କେଲରେ ତୀବ୍ରତା ୬.୧

ଟୋକିଓ,୨।୪: ମଙ୍ଗଳବାର ଜାପାନରେ ଏକ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା। ରଏଟର୍ସ ରିପୋର୍ଟ ଅନୁଯାୟୀ ମଙ୍ଗଳବାର ଉତ୍ତର ଜାପାନର ଇୱାତେ ଏବଂ ଆମୋରି ପ୍ରିଫେକ୍ଟରରେ ଭୂକମ୍ପ ଅନୁଭୂତ ହୋଇଛି। ଜାପାନ ପାଣିପାଗ ବିଭାଗ କହିଛି ଯେ ରକ୍ଟର ସ୍କେଲରେ ଭୂକମ୍ପର…

ଇମ୍ରାନଙ୍କ ୧୪ ବର୍ଷ ଜେଲଦଣ୍ଡ ଉପରେ ରୋକ

ଇସ୍‌ଲାମାବାଦ୍‌, ୨।୪: ତୋଷାଖାନା ଦୁର୍ନୀତି ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଓ ସ୍ତ୍ରୀ ବୁଶ୍‌ରା ବିବିଙ୍କୁ ଆଶ୍ୱସ୍ତି ମିଳିଛି। ଏହି ମାମଲାରେ ପୂର୍ବରୁ ଉଭୟଙ୍କୁ ୧୪ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରାଯାଇଥିବାବେଳେ ସୋମବାର ଏହା ଉପରେ ଇସ୍‌ଲାମାବାଦ୍‌ ହାଇକୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?