ଅନ୍ତର୍ଜାତୀୟ

କରୋନାର ନୂଆ ଲହର: ୪୦ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟାରେ ୫୨ ପ୍ରତିଶତ ବୃଦ୍ଧି ଘଟିଥିବା ନେଇ ଚେତାବନୀ ଦେଲା ଡବ୍ଲୁଏଚଓ…

ଜେନେଭା,୨୩।୧୨ : କରୋନା ମହାମାରୀର ନୂଆ ଲହର ପୁଣି ଥରେ ବିଶ୍ୱର ୪୦ ଦେଶରେ ନିଜର ଆତଙ୍କ ସୃଷ୍ଟି କରିଛିତେବେ ମାମଲାଗୁଡ଼ିକରେ ସାମାନ୍ୟ ହ୍ରାସ ଘଟିଥିବାର ଦେଖାଯାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏହାର ସର୍ବଶେଷ ଅଦ୍ୟତନରେ କହିଛି ଯେ ଏହି…

ସାବଧାନ! ଏସବୁ ଲକ୍ଷଣ ଥିଲେ ତୁରନ୍ତ ଯାଆନ୍ତୁ ଡାକ୍ତରଖାନା, ନଚେତ୍‌ ଭୋଗିବେ ଭୟଙ୍କର ପରିଣାମ

ଓ୍ବାଶିଂଟନ,୨୩ା୧୨: ୨୦୨୩ରେ ଲୋକମାନେ ଧରି ନେଇଥିଲେ ଯେ, କରୋନା ମାମଲା ହ୍ରାସ ପାଇଛି। ଟିକା ଏହାର ପ୍ରଭାବ ଦେଖାଇଛି। ଏହି ଜୀବାଣୁକୁ ନିୟନ୍ତ୍ରଣ କରାଯାଇଛି। କିନ୍ତୁ ବର୍ଷ ଶେଷ ଆଡ଼କୁ ହଠାତ୍‌ ଚାଇନାରେ ଏକ ରହସ୍ୟମୟ ରୋଗ ବ୍ୟାପିବା ଖବର ଆସିଲା।…

ଗାଜା ମୃତ୍ୟୁସଂଖ୍ୟା ୨୦ ହଜାର ଟପିଲା

ରାଫାହ,୨୩ା୧୨: ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲ୍‌ର ଆକ୍ରମଣକୁ ୭୭ ଦିନ ବିତିଥିଲେ ମଧ୍ୟ ଯୁଦ୍ଧ ବନ୍ଦ ହେବାର ନାଁ ନେଉନାହିଁ। ଇତିମଧ୍ୟରେ ଇସ୍ରାଏଲୀ ସୈନ୍ୟଙ୍କ ଆକ୍ରମଣରେ ଗାଜାର ୨୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ଯୁଦ୍ଧ ବନ୍ଦ ପାଇଁ ଅନ୍ତର୍ଜାତୀୟ ସ୍ତରରୁ…

ମହିଳାଙ୍କ ଲୁହର ବାସ୍ନାରେ କମିଯାଏ ପୁରୁଷଙ୍କ ରାଗ! ଗବେଷଣାରୁ ହେଲା ସ୍ପଷ୍ଟ

ଜେରୁଜେଲମ,୨୨।୧୨: ଅନେକେ ବିଶ୍ୱାସ କରନ୍ତି ଯେ, ମହିଳାମାନେ ଛୋଟ ଛୋଟ ଝଗଡାରେ ଲୁହକୁ ହତିଆର ଭାବେ ବ୍ୟବହାର କରନ୍ତି। ଦମ୍ପତି କିମ୍ବା କୌଣସି କପୁଲଙ୍କ ମଧ୍ୟରେ ଝଗଡା ହେଲେ ମହିଳାମାନେ ସାଙ୍ଗେ ସାଙ୍ଗେ କାନ୍ଦି ଉଠନ୍ତି। କାନ୍ଦିବା ଦ୍ୱାରା ପୁରୁଷଙ୍କ ରାଗିବା…

ପାକିସ୍ତାନ ନିର୍ବାଚନ ରାଲିରେ ରାଜେଶ ଖାନ୍ନାଙ୍କ ଡାଇଲଗ

ଇସଲାମବାଦ,୨୨।୧୨: ସରଗରମ ହେଲାଣି ପାକିସ୍ତାନ ରାଜନୀତି। ୨୪ରେ ହେବାକୁ ଯାଉଛି ନିର୍ବାଚନ। ଏହି ସମୟରେ ଦେଶର ସବୁ ରାଜନୈତିକ ଦଳ ଅଣ୍ଟା ଭିଡିଲେଣି। ଏହାରି ଭିତରେ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ନେତା ଇମ୍ରାନ ଖାନ୍‌ ଜେଲରେ ଥାଇ ମଧ୍ୟ…

ଗୋପନୀୟ ତଥ୍ୟ ଲିକ୍‌ ମାମଲା: ଇମ୍ରାନ୍‌ଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି

ଇସଲାମାବାଦ, ୨୨।୧୨: ଗୋପନୀୟ ତଥ୍ୟ ଲିକ୍‌ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ପାକିସ୍ତାନର ସୁପ୍ରିମକୋର୍ଟ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ସୁପ୍ରିମକୋର୍ଟ ଇମ୍ରାନ ଖାନ ଏବଂ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମୂଦ କୁରୈଶୀଙ୍କୁ ଜାମିନ ପ୍ରଦାନ କରିଛନ୍ତି।…

ଇସଲାମାବାଦ, ରାୱଲପିଣ୍ଡି ସମେତ ପାକିସ୍ତାନର ଅନେକ ଅଞ୍ଚଳରେ ଭୂକମ୍ପ ଝଟକା

ଇସଲାମାବାଦ,୨୨।୧୨: ପାକିସ୍ତାନର ଇସଲାମାବାଦ, ରାୱଲପିଣ୍ଡି ଏବଂ ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟକା। ଶୁକ୍ରବାର ସକାଳ ପ୍ରାୟ ୫.୩୦ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ମାପ କରାଯାଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଇସଲାମାବାଦ…

ଇସ୍ରାଏଲ ଉପରେ ୩୦ ରକେଟ ମାଡ଼ କଲା ହମାସ

ଜେରୁଜେଲମ,୨୨।୧୨: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଗୁରୁବାର ବିଳମ୍ବିତ ରାତିରେ ହମାସ ଇସ୍ରାଏଲରେ ଗୋଟିଏ ପରେ ଗୋଟିଏ ୩୦ଟି ରକେଟ ମାଡ଼ କରିଛି। ହମାସ ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି। ହମାସ ରକେଟର ଏକ ଖଣ୍ଡ…

ବଢୁଛି କରୋନା ଭୟ: ଇଂଲଣ୍ଡରେ ପ୍ରତି ୨୪ ଜଣରେ ଜଣେ କରୋନା ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ/ଇଂଲଣ୍ଡ,୨୨।୧୨: କରୋନା ଭାଇରସର ନୂତନ JN.1 ଭାରିଆଣ୍ଟ ବିପଦ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ)ର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ଡା. ସ୍ବାମ୍ୟା ସ୍ବାମୀନାଥନ କହିଛନ୍ତି, ବର୍ତ୍ତମାନ ଲୋକଙ୍କୁ ଭୟଭୀତ କରିବାର ଆବଶ୍ୟକତା ନାହିଁ। ନୂତନ ଭାରିଆଣ୍ଟ…

ୟୁନିଭର୍ସିଟିରେ ଗୁଳିକାଣ୍ଡ: ଚାଲିଗଲା ୧୫ ଜୀବନ

ପ୍ରାଗ୍‌,୨୧ା୧୨: ଚେକ୍‌ ଗଣରାଜ୍ୟ ରାଜଧାନୀ ପ୍ରାଗ୍‌ରେ ଥିବା ଏକ ୟୁନିଭର୍ସିଟିରେ ଗୁଳିକାଣ୍ଡ ଘଟି ୧୫ ଜଣଙ୍କ ମୃତ୍ୟୁ ହେବା ସହ ୯ ଆହତ ହୋଇଛନ୍ତି। ଆକ୍ରମଣକାରୀ ପୋଲିସ ଗୁଳିରେ ନିହତ ହୋଇଥିବା ଜଣାପଡ଼ିଛି। ତେବେ ଚେକ୍‌ ପୋଲିସ ଆକ୍ରମଣକାରୀ ଏବଂ ନିହତ…

କୋଇଲା ଖାଦାନରେ ଦୁର୍ଘଟଣା: ୧୨ ମୃତ, ୧୩ ଆହତ

ବେଜିଂ,୨୧।୧୨: ଚାଇନାର ହିଲୋଙ୍ଗଜିଆଙ୍ଗ ପ୍ରଦେଶରେ ଏକ କୋଇଲା ଖାଦାନରେ ଦୁର୍ଘଟଣାରେ ଘଟିଛି। ଏଥିରେ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଚାଇନାର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହେଙ୍ଗଶାନ ଜିଲାର କୁନୟୁଆନ କୋଇଲା ଖଣିରେ…

କରୋନା ନେଇ ନୂଆ ଚିନ୍ତା, ଫୁସଫୁସ ନୁହେଁ ଏବେ ପେଟରେ ହେଉଛି ସଂକ୍ରମଣ…

ମେଲବୋର୍ନ,୨୧।୧୨ : ପୁଣିଥରେ ଦେଶରେ କରୋନା ମାମଲା ଦ୍ରୁତ ଗତି ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାର ସଜାଗ ରହିଛନ୍ତି। ବାସ୍ତବରେ, ବର୍ତ୍ତମାନ କରୋନାର ଜେଏନ.୧ ର ନୂତନ ଭ୍ୟାରିଆଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri