ଅନ୍ତର୍ଜାତୀୟ

ଇମ୍ରାନଙ୍କୁ ବଡ ଝଟକା: ଭର୍ଚୁଆଲ ରାଲି ପୂର୍ବରୁ ଇଣ୍ଟରନେଟ ସେବା ଠପ୍‌…

ଇସଲାମାବାଦ,୧୮।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭର୍ଚୁଆଲ ରାଲି ପୂର୍ବରୁ ପାକିସ୍ତାନରେ ଇଣ୍ଟରନେଟ ସେବା ବ୍ୟାହତ ହୋଇଥିଲା। ଲୋକମାନେ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଭର୍ଚୁଆଲ ରାଲି ରାତି ୯ ଟାରୁ ଆରମ୍ଭ ହେବାର ଥିଲା,…

ହସ୍ପିଟାଲରେ ଦାଉଦ୍‌ ଇବ୍ରାହିମ୍‌

ଇସଲାମାବାଦ,୧୮ା୧୨: ମୋଷ୍ଟ ଓ୍ବାଣ୍ଟେଡ ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବିଷକ୍ରିୟା ଯୋଗୁ କରାଚିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ପାକିସ୍ତାନରେ ଭାରତରୁ ଲୁଚି ରହିଥିବା ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ ସେଠାରେ ମଧ୍ୟ ସୁରକ୍ଷିତ…

ଦେଶାନ୍ତରୀଙ୍କ ମୃତ୍ୟୁ ପଥ ପାଲଟିଛି ଭୂମଧ୍ୟସାଗର

କାଏରୋ,୧୭ା୧୨: ଭୂମଧ୍ୟସାଗରର ଲିବ୍ୟା ଉପକୂଳରେ ଏକ ଜାହାଜ ବୁଡ଼ି ୬୧ ପ୍ରବାସୀଙ୍କ ମୃତ୍ୟୁ ଘଟିଛି। ଇଣ୍ଟରନ୍ୟାଶନାଲ ଅର୍ଗାନାଇଜେଶନ୍‌ ଫର୍‌ ମାଇଗ୍ରେଶନ୍‌ (ଆଇଓଏମ୍‌) ପକ୍ଷରୁ ରବିବାର ଘଟଣା ସଂକ୍ରାନ୍ତରେ ସ୍ପଷ୍ଟ କରାଯାଇଛି। ଅନ୍ୟପକ୍ଷେ କେନ୍ଦ୍ରୀୟ ଭୂମଧ୍ୟସାଗର ଏବେ ବି ଦେଶାନ୍ତରୀଙ୍କ ପାଇଁ ବିଶ୍ୱର…

ୟୁରୋପରେ ଇସଲାମ ପାଇଁ କୌଣସି ଜାଗା ନାହିଁ: ଜର୍ଜିଆ ମେଲୋନୀ

ନୂଆଦିଲ୍ଲୀ, ୧୭।୧୨: ୟୁରୋପରେ ଇସଲାମ ପାଇଁ କୌଣସି ଜାଗା ନଥିବା କହିଛନ୍ତି ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି। ଇସଲାମିକ ସଂସ୍କୃତିର ମୂଲ୍ୟବୋଧ ଏବଂ ଅଧିକାର ଏବଂ ଆମର ସଭ୍ୟତାର କୌଣସି ସମାନତା ନାହିଁ ଏବଂ ଯାହା ଆମ ପାଇଁ ଏକ ବଡ…

ବାଇଡେନଙ୍କୁ ଧମକାଇଲେ ପୁଟିନ

ମସ୍କୋ,୧୭।୧୨: ଚଳିତ ବର୍ଷ ପ୍ରାରମ୍ଭରେ ନାଟୋରେ ଯୋଗ ଦେଇଥିବା ପଡୋଶୀ ଫିନଲ୍ୟାଣ୍ଡକୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚେତାବନୀ ଦେଇଛନ୍ତି। ଏହା ସହିତ ପୁଟିନ ନାଟୋ ଉପରେ ରୁଷିଆର ଆକ୍ରମଣ ଦାବିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି। ରବିବାର ରୋସିୟା ଷ୍ଟେଟ…

ୟୁରୋପରେ ବେଆଇନ ପ୍ରବାସୀଙ୍କ ଉପରେ ପ୍ରତିବନ୍ଧକ ନେଇ ସୁନକଙ୍କ ଉଦ୍‌ବେଗ

ଲଣ୍ଡନ,୧୭ା୧୨: ୟୁରୋପରେ ବେଆଇନ ପ୍ରବେଶ ନେଇ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସୁନକ କହିଛନ୍ତି, କିଛି ଶତ୍ରୁ ଲୋକଙ୍କର ସ୍ଥାନାନ୍ତରକୁ ଅସ୍ତ୍ର ଭାବରେ ବ୍ୟବହାର କରି ସମାଜକୁ ଅସ୍ଥିର କରିବାକୁ ଚାହୁଁଛନ୍ତି। ସେ କହିଛନ୍ତି, ବଢୁଥିବା ପ୍ରବାସୀ…

କିଏ ସେହି କୁଏତର ନୂଆ ଶାସକ ଶେଖ ମେଶାଲ, ତାଙ୍କ ସମ୍ପତିର ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ

କୁଏତ ସିଟି,୧୭।୧୨: କୁଏତର ଆମୀର ଶେଖ ନୱାଫ ଅଲ ଅହମ୍ମଦ ଅଲ ସବାଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ଶେଖ ମେଶାଲଙ୍କୁ ନୂତନ ଆମିର ଘୋଷିତ କରାଯାଇଛି। ସୂଚନାଯୋଗ୍ୟ ଯେ ଆମିର ଶେଖ ନୱାଫ ଅଲ-ଅହମ୍ମଦ ଅଲ-ସବାଙ୍କ ଡିସେମ୍ବର ୧୬ରେ ୮୬…

ଉତ୍ତର କୋରିଆକୁ ଧ୍ୱଂସ କରିଦେବ ଆମେରିକା: କିମଙ୍କୁ ବାଇଡେନଙ୍କ ଧମକ…

ଓ୍ବାଶିଂଟନ,୧୭।୧୨ : ଆଣବିକ ଆକ୍ରମଣ ସମ୍ପର୍କରେ ସ୍ପଷ୍ଟ ଉତ୍ତର ଦେଇ ଆମେରିକା ଉତ୍ତର କୋରିଆକୁ ଚେତାବନୀ ଦେଇଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ସରକାର କହିଛିନ୍ତି ଆମେରିକା କିମ୍ବା ଏହାର ସହଯୋଗୀ ଦେଶ ବିରୁଦ୍ଧରେ ଆଣବିକ ଆକ୍ରମଣର ଉଚିତ ଜବାବ ଦିଆଯିବ। କିମ…

କିଏ ପିଉଛି ଫିନାଇଲ ତ କିଏ ଖାଉଛି ବିଷ, କାହିଁକି ଏମିତି କରୁଛନ୍ତି ଏହି ଦେଶର ମହିଳା

କାବୁଲ,୧୭।୧୨: ଆଫଗାନିସ୍ତାନରେ ତାଲିବାନ ଫେରିବା ପରେ ଯଦି କାହାର ଅବସ୍ଥା ବିଗିଡି ଯାଇଛି, ତେବେ ଏହା ମହିଳା ଏବଂ ବାଳିକା। ସେମାନେ କ୍ଷମତାକୁ ଆସିବା ମାତ୍ରେ ତାଲିବାନ ଧୀରେ ଧୀରେ ସେମାନଙ୍କର ଦମନକାରୀ ନୀତି କାର୍ଯ୍ୟକାରୀ କରିବାକୁ ଲାଗିଲା। ଏହାର ଫଳାଫଳ…

ଡୋନାଲ୍ଡ ଟ୍ରମ୍ଫଙ୍କ ବିବାଦୀୟ ବୟାନ, ଆମ ଦେଶର ରକ୍ତରେ ବିଷ ମିଶାଯାଉଛି

ଓ୍ବାଶିଂଟନ,୧୭।୧୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଉତ୍ତେଜନାମୂଳକ ବିବୃତ୍ତି ଦେଇଛନ୍ତି ଯାହା ଅବୈଧ ପ୍ରବାସୀମାନଙ୍କ ବିରୁଦ୍ଧରେ ବିଷ ସୃଷ୍ଟି କରୁଛି। ନ୍ୟୁ ହାମ୍ପସାୟାରର ଡୁରହମରେ ଏକ ରାଲିରେ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି ଯେ ପ୍ରବାସୀମାନେ ତାଙ୍କ…

ରାମ ମନ୍ଦିର ଉଦଘାଟନ ପୂର୍ବରୁ ଆମେରିକାରେ କାର ରାଲି…

ଓ୍ବାଶିଂଟନ,୧୭।୧୨: ୨୨ ଜାନୁଆରୀ ୨୦୨୪ ରେ ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ହେବାକୁ ଯାଉଛି। ଏହି ବିଷୟରେ ସମଗ୍ର ଦେଶରେ ଉତ୍ସାହ ଏବଂ ଆନନ୍ଦର ବାତାବରଣ ଅଛି। ଆମେରିକାରେ ବାସ କରୁଥିବା ହିନ୍ଦୁମାନଙ୍କ ମଧ୍ୟରେ ସମାନ ଉତ୍ସାହ ଏବଂ ଆନନ୍ଦ ରହିଛି।…

ଗର୍ଭାଶୟ ପରିବର୍ତ୍ତେ ପେଟରେ ବଢୁଛି ଛୁଆ, ଘଟଣା ଦେଖି ତାଜୁବ ହେଲେ ଡାକ୍ତର

ମାଆ ହେବାର ଅନୁଭୂତି ନିଆରା ହୋଇଥାଏ। ନାରୀରୁ ମାଆ ହେବାର ରାସ୍ତା ନାରୀକୁ ସମ୍ପୂର୍ଣ୍ଣା କରିଥାଏ। ୧୦ମାସ ଗର୍ଭରେ ନାରୀଟିଏ ଗର୍ଭ ଯନ୍ତ୍ରଣା ସହି ଛୁଆଟିକୁ ଜନ୍ମ କରିଥାଏ। ୧୦ମାସ ଭିତରେ ନାରୀଟିଏ ଅକଥନୀୟ ଯନ୍ତ୍ରଣାର ସାମ୍ନା କରିଥାଏ। ନିକଟରେ ଏପରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri