ଅନ୍ତର୍ଜାତୀୟ

ୟୁକ୍ରେନକୁ ଘାତକ ଅସ୍ତ୍ରଶସ୍ତ୍ର ଯୋଗାଉଛି ପାକିସ୍ତାନ

ଇସଲାମବାଦ,୧୫।୧୧: କରଜରେ ବୁଡି ରହିଥିବା ପାକିସ୍ତାନ ୟୁକ୍ରେନକୁ ବିପୁଳ ଅସ୍ତ୍ରଶସ୍ତ୍ର ବିକ୍ରି କରିଛି। ପାକିସ୍ତାନ ୟୁକ୍ରେନକୁ ୩୬କୋଟି ୪୦ଲକ୍ଷ ଟଙ୍କାର ଅସ୍ତ୍ରଶସ୍ତ୍ର ଗୋଳାବାରୁଦ ବିକ୍ରି କରିଛି । ଏଥିପାଇଁ ପାକିସ୍ତାନ ଗତ ବର୍ଷ ଆମେରିକାର ଦୁଇ ଘରୋଇ କମ୍ପାନୀ ସହ ଡିଲ…

ଫେଲ୍‌ ହେବ ଆମେରିକାର ପ୍ଲାନ: ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଇ ପାରିବ ନାହିଁ ଆମେରିକା, ସଂସଦରେ ପ୍ରସ୍ତାବ ଆଣିବେ ଆମେରୀକୀୟ ମହିଳା ଏମପି

ଓ୍ବାଶିଂଟନ୍‌, ୧୫।୧୧: ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେଉଥିବାବେଳେ ସାରା ଅଞ୍ଚଳ ଏବେ ଛାରଖାର ହୋଇଯାଇଛି। ଆମେରିକା ଇସ୍ରାଏଲକୁ ସମର୍ଥନ କରି ବିଭିନ୍ନ ଘାତକ ଅସ୍ତ୍ରଶସ୍ତ୍ର ସହ ଆର୍ଥିକ ପ୍ୟାକେଜ ଯୋଗେଇ ଦେଇ ଆସୁଛି। ଏନେଇ ଆମେରିକାରର ମୁସଲିମ ମହିଳା…

ଦୀପାବଳିରେ ନ୍ୟୁୟର୍କ ସ୍କୁଲରେ ଛୁଟି: ରାଜ୍ୟପାଳ ଆଇନରେ କଲେ ସ୍ବାକ୍ଷର…

ନ୍ୟୁୟର୍କ,୧୫।୧୧ : ଏକ ଐତିହାସିକ ପଦକ୍ଷେପରେ ନ୍ୟୁୟର୍କ ରାଜ୍ୟପାଳ କ୍ୟାଥି ହୋଚୁଲ ସରକାରୀ ସ୍କୁଲଗୁଡ଼ିକୁ ଦୀପାବଳି ଛୁଟି ପ୍ରଦାନ କରିବାକୁ ଏକ ଆଇନରେ ସ୍ବାକ୍ଷର କରିଛନ୍ତି। ହୋଚୁଲ କହିଛନ୍ତି, ନ୍ୟୁୟର୍କ ସହର ବିଭିନ୍ନ ଧର୍ମ ଏବଂ ସଂସ୍କୃତିରେ ସମୃଦ୍ଧ, ଏବଂ ଆମେ…

ଆଗକୁ ଅସହ୍ୟ ତାତି, ମୃତ୍ୟୁ ସଂଖ୍ୟା ହେବ ୫ ଗୁଣା, ୧୨ କୋଟି ୭୦ ଲକ୍ଷରୁ ଅଧିକ ରହିବେ ଭୋକିଲା…

ଲଣ୍ଡନ,୧୫।୧୧ : ଆଗକୁ ଅସହ୍ୟ ତାତି ଯୋଗୁ ହେବାକୁ ଥିବା ମୃତ୍ୟୁ ବିଷୟରେ ଲାନସେଟ ପତ୍ରିକା ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ପ୍ରକାଶିତ ଏକ ଅନୁସନ୍ଧାନ ଅନୁଯାୟୀ, ଯଦି ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ତାପମାତ୍ରା ୨ ଡିଗ୍ରୀ ସେଲସିୟସ…

ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ବଡ ଖବର, ଆମେରିକାରେ ପହଞ୍ଚିଲେ ଚାଇନା ରାଷ୍ଟ୍ରପତି ସି ନିଜପିଙ୍ଗ

ଓ୍ବାଶିଂଟନ୍‌/ବେଜିଂ,୧୫।୧୧: ଚାଇନା ରାଷ୍ଟ୍ରପତି ସି ନିଜପିଙ୍ଗ ୬ବର୍ଷ ପରେ ଆମେରିକା ଗସ୍ତ କରିଛନ୍ତି। ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବୁଧବାର ସନ ଫ୍ରାନ୍‌ସିସ୍କୋର ଖାଡି କ୍ଷେତ୍ରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଜିନପିଙ୍ଗ ସାକ୍ଷାତ କରିବେ। ଜିନପିଙ୍ଗ ଏହି…

ସାମ୍ବାଦିକଙ୍କ ଉପରେ ପ୍ରତିବନ୍ଧକ ଲଗାଇଲେ ପୁଟିନ୍‌!

ମସ୍କୋ,୧୫।୧୧: ରୁଷିଆରେ ଆଗକୁ ନିର୍ବାଚନ ଆସୁଥିବାବେଳେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶରେ ନୂଆ ନିୟମ ଲାଗୁ କରିଛନ୍ତି। ପୁଟିନ ଦେଶରେ ମିଡିଆ କଭରେଜ ଉପରେ ପ୍ରତିବନ୍ଧକ ଲଗେଇଛନ୍ତି। ରାଷ୍ଟ୍ରପତି ନିର୍ବାଚନକୁ ନିୟନ୍ତ୍ରିତ କରୁଥିବା ନିୟମରେ ପରିବର୍ତ୍ତନ ଆଣିଛନ୍ତି ପୁଟିନ। ଅନ୍ତର୍ଜାତୀୟ ଗଣମାଧ୍ୟମ…

ଜାତିସଂଘରେ ଯୌନ ଶୋଷଣ ଉପରେ ପରଦା ପକାଇଲା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ, କଙ୍ଗୋରେ ୧୦୪ ମହିଳାଙ୍କ ପ୍ରତି ଲଜ୍ଜାଜନକ କାର୍ଯ୍ୟ କରିଥିଲେ ଅଧିକାରୀ…

ଜେନେଭା,୧୫।୧୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କେବଳ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ମିଳିତ ଜାତିସଂଘ ଇତିହାସରେ ସବୁଠାରୁ ବଡ ଯୌନ ଶୋଷଣ ଦୁର୍ନୀତି ଉପରେ ପରଦା ପକାଇଛି। ଏହାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଅଣଦେଖା କରାଯାଇଛି। ବିଶ୍ୱ ସ୍ବାସ୍ଥ୍ୟ…

ପାକିସ୍ତାନରେ ଶକ୍ତିଶାଳୀ ଭୂକମ୍ପ, ରିଚ୍ଟର ସ୍କେଲରେ ତୀବ୍ରତା ୫.୨

ନୂଆଦିଲ୍ଲୀ, ୧୫।୧୧: ବୁଧବାର ସକାଳୁ ସକାଳୁ ପାକିସ୍ତାନରେ ବଡ଼ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ, କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ…

ଭାରତୀୟ ମନ୍ତ୍ରୀଙ୍କୁ କ୍ଷମା ମାଗିଲେ ଏଲନ ମସ୍କ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ, ୧୪।୧୧: ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପିୟୁଷ ଗୋୟେଲ ଆମେରିକାର କାଲିଫର୍ଣ୍ଣିଆରେ ଥିବା ଇଲେକ୍ଟ୍ରି କାର ନିର୍ମାତା ଟେସଲା କାରଖାନାକୁ ଗସ୍ତ କରିଥିଲେ। ଏଠାରେ ବିଭିନ୍ନ ବିଭାଗର ପ୍ରମୁଖ ଦାୟିତ୍ୱରେ ଥିବା ଭାରତୀୟ ମାନଙ୍କ ସହିତ ସେ ସାକ୍ଷାତ କରିଥିଲେ।…

ଶ୍ରୀଲଙ୍କାରେ ବଡ଼ ଧରଣର ଭୂକମ୍ପ, ତୀବ୍ରତା ୬.୨…

କଲମ୍ବୋ,୧୪।୧୧ : ଶ୍ରୀଲଙ୍କାରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିଚ୍ଟର ସ୍କେଲରେ ୬.୨ ରେ ମାପ କରାଯାଇଛି। ମଧ୍ୟାହ୍ନ ୧୨ଟା ୩୧ରେ ଏହି ଭୂକମ୍ପ ଘଟିଛି। ଏହାର କେନ୍ଦ୍ର ଭୂଗର୍ଭରେ କଲମ୍ବୋ ଠାରୁ ୧୦ କିଲୋମିଟର ଦକ୍ଷିଣ-ପୂର୍ବରେ…

ଗାଜା ଯୁଦ୍ଧରେ ୧୦୨ ଜାତିସଂଘ କର୍ମଚାରୀ ମୃତ, ୨୭ ଆହତ…

ଜେରୁଜେଲମ,୧୪।୧୧: ହମାସ ଏବଂ ଇସ୍ରାଏଲ ଯୁଦ୍ଧରେ ଜାତିସଂଘର ୧୦୨ କର୍ମଚାରୀ ନିହତ ହୋଇଛନ୍ତି। ଏଥିରେ କୁହାଯାଇଛି ଯୁଦ୍ଧ ଆରମ୍ଭରୁ ଜାତିସଂଘର ୨୭ ଜଣ କର୍ମଚାରୀ ଆହତ ହୋଇଛନ୍ତି। ମିଳିତ ଜାତିସଂଘ ରିଲିଫ ଆଣ୍ଡ ୱାର୍କସ ଏଜେନ୍ସି ଫର ପାଲେଷ୍ଟାଇନ ଶରଣାର୍ଥୀ (ୟୁଏନଆରଡବ୍ଲୁଏ)…

ଆତଙ୍କବାଦୀ ଆକ୍ରମଣ, ୨ ପୋଲିସ କର୍ମଚାରୀଙ୍କ ସମେତ ୩ ମୃତ…

ଇସଲାମାବାଦ,୧୪।୧୧: ପାକିସ୍ତାନର ଖାଇବର ପାସ୍ତୁନଖ୍ବା ପ୍ରଦେଶରେ ଦୁଇଟି ପୃଥକ ଆତଙ୍କବାଦୀ ଆକ୍ରମଣରେ ଦୁଇ ପୋଲିସଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ସେନା ଏହି ସୂଚନା ଦେଇଛି। ପାକିସ୍ତାନ ସେନାର ମିଡିଆ ୱିଙ୍ଗ ଇଣ୍ଟର ସର୍ଭିସେସ ଲୋକସମ୍ପର୍କ (ଆଇଏସଆରପି) ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri