ଅନ୍ତର୍ଜାତୀୟ

ସାବୁନ ଦ୍ୱାରା ଘୁଞ୍ଚିଲା ୩ମହଲା ବିଲ୍ଡିଂ, ଭିଡିଓ ଭାଇରାଲ

ଅଟାଓ୍ବା,୧୨।୧୨: ନୂଆ ଘର ତୋଳିବାକୁ ହେଲେ ପ୍ରଥମେ ପୁରୁଣା ଘରକୁ ଭାଙ୍ଗିବାକୁ ପଡିଥାଏ। ପରେ ସେଠାରେ ନୂଆଘରର କାମ ଆରମ୍ଭ ହୋଇଥାଏ। ଯଦି ନିକଟରେ ହୋଇଥିବା ଘଟଣାନୁସାରେ ଆପଣଙ୍କୁ କହିବୁ ପୁରୁଣା ଘରକୁ ନ ଭାଙ୍ଗି ୭୦୦ଖଣ୍ଡ ସାବୁନ ଦ୍ୱାରା ଏହାକୁ…

ପାକିସ୍ତାନରେ ପୁଣି ଆତଙ୍କୀ ଆକ୍ରମଣ, ପୋଲିସ ଷ୍ଟେଶନ ଉପରେ ଆଖିବୁଜା ଗୁଳିମାଡ, ୬ ସୁରକ୍ଷା କର୍ମୀ ମୃତ

ପାକିସ୍ତାନରେ ପୁଣି ଆତଙ୍କୀ ଆକ୍ରମଣ, ପୋଲିସ ଷ୍ଟେଶନ ଉପରେ ଆଖିବୁଜା ଗୁଳିମାଡ, ୬ ସୁରକ୍ଷା କର୍ମୀ ମୃତ ଇସଲାମାବାଦ,୧୨।୧୨: ପାକିସ୍ତାନର ଡେରା ଇସମାଇଲ ଖାନ ଜିଲାର ଏକ ପୋଲିସ ଷ୍ଟେଶନ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୬ ଜଣ…

ଭିଜା ନିୟମକୁ କଡାକଡି କଲା ଅଷ୍ଟ୍ରେଲିଆ, ଏବେ ଅନ୍ତର୍ଜାତୀୟ ଛାତ୍ର ଏବଂ ଶ୍ରମିକଙ୍କୁ ସହଜରେ ମିଳିବନି ଏଣ୍ଟ୍ରି

ସିଡ଼ନୀ,୧୨।୧୨: ଅଷ୍ଟ୍ରେଲିଆ ଭିଜା ନିୟମକୁ କଡାକଡି କରିଛି। ରଏଟର୍ସ ଅନୁଯାୟୀ, ସୋମବାର ଅଷ୍ଟ୍ରେଲିଆ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଏହା ଅନ୍ତର୍ଜାତୀୟ ଛାତ୍ର ତଥା ସ୍ବଳ୍ପ କୁଶଳୀ ଶ୍ରମିକଙ୍କ ପାଇଁ ଭିଜା ନିୟମକୁ କଡାକଡି କରିବ ଯାହା ଦ୍ୱାରା…

କର୍ମସିଆଲ ଜାହାଜକୁ ପୁଣି ଟାର୍ଗେଟ କଲେ ହୁତି ବିଦ୍ରୋହୀ

ଓ୍ବାଶିଂଟନ,୧୨।୧୨: ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ କ୍ରୁଜ କ୍ଷେପଣାସ୍ତ୍ର ସହିତ ଏକ ବ୍ୟବସାୟିକ ବା କମର୍ସିଆଲ ଜାହାଜ ଉପରେ ଆକ୍ରମଣ କରିଛନ୍ତି। ଆମେରିକାର ପ୍ରତିରକ୍ଷା ଅଧିକାରୀମାନେ ଦାବି କରିଛନ୍ତି ଯେ ହୁତି ବିଦ୍ରୋହୀମାନେ ୟେମେନରୁ ଏହି କ୍ଷେପଣାସ୍ତ୍ର ଉତକ୍ଷେପଣ କରିଛନ୍ତି। ନ୍ୟୁଜ…

ଗାଜାର ବିକାଶ ପାଇଁ ୪୯୦ ମିଲିୟନ ଡଲାର ଖର୍ଚ୍ଚ କରିବ ଇସ୍ରାଏଲ, ନେତାନ୍ୟାହୁ କହିଲେ ଏହା ଶାନ୍ତି, ସମୃଦ୍ଧିର ଏକ ନୂତନ କେନ୍ଦ୍ର ହେବ

ଜେରୁଜେଲମ,୧୨।୧୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ତାଙ୍କ ସରକାର ଗାଜାକୁ ଶାନ୍ତି ଏବଂ ସମୃଦ୍ଧିର ଏକ ନୂତନ କେନ୍ଦ୍ରରେ ପରିଣତ କରିବ। ରବିବାର ନେତାନ୍ୟାହୁଙ୍କ କ୍ୟାବିନେଟ ଗାଜାର ପୁନଃ ନିର୍ମାଣ ପାଇଁ ୪୯୦ ନିୟୁତ ଡଲାରର ଯୋଜନା ଅନୁମୋଦନ…

ଥରିଲା ଆଫଗାନିସ୍ତାନ

କାବୁଲ,୧୨।୧୨: ଆଫଗାନିସ୍ତାନରେ ମଙ୍ଗଳବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରହିଛି।

ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ରାମସ୍ବାମୀଙ୍କୁ ହତ୍ୟା ଧମକ

ଓ୍ବାଶିଂଟନ,୧୨।୧୨: ଭାରତୀୟ ମୂଳ ଆମେରିକୀୟ ବ୍ୟବସାୟୀ ବିବେକ ରାମସ୍ବାମୀ ଆସନ୍ତା ବର୍ଷ ୨୦୨୪ରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଜଣେ ପ୍ରାର୍ଥୀ ଅଟନ୍ତି। ଏହି ସମୟରେ ବିବେକ ରାମସ୍ବାମୀଙ୍କୁ ହତ୍ୟା ଧମକ ଦିଆଯାଇଛି। ସେ ଅଭିଯୋଗ କରିଛନ୍ତି ଯେ ସୋମବାର…

‘ଗୁରୁତର ଅସୁସ୍ଥ ହେବା ପରେ ଜେଲରୁ ନିଖୋଜ ପୁଟିନଙ୍କ ସମାଲୋଚକ ଆଲେକ୍ସୀ ନାଭାଲନି: ରିପୋର୍ଟ

ନୂଆଦିଲ୍ଲୀ,୧୧ା୧୨: ଜେଲରେ ଥିବା ରୁଷ ବିରୋଧୀଦଳର ନେତା ତଥା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମାଲୋଚକ ଆଲେକ୍ସୀ ନାଭାଲନି ନିଖୋଜ। ସିଏନଏରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଗୁରୁତର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଘଟଣା’ ପରେ ଛଅ ଦିନ ଧରି ସେ ନିଖୋଜ ଅଛନ୍ତି।…

ୟୁକ୍ରେନର ରାଜଧାନୀ କିଭ୍‌ରେ ଏୟାର ଷ୍ଟ୍ରାଇକ କଲା ରୁଷିଆ, ୨ ଜଣ ଆହତ

କିଭ୍‌,୧୧।୧୨: ୟୁକ୍ରେନର ରାଜଧାନୀ କିଭ୍‌ରେ ଏକ ବଡ଼ ବିସ୍ଫୋରଣ ହୋଇଛି। ୟୁକ୍ରେନ ରାଜଧାନୀର ମେୟର ଭିଟାଲି କ୍ଲିଚକୋ ସୋମବାର କହିଛନ୍ତି , ରୁଷିଆ ରାତିସାରା କିଭ୍‌ରେ ଏୟାର ଷ୍ଟ୍ରାଇକ କରିଥିଲା। ଏହି ଆକ୍ରମଣରେ ପଡିଥିବା ଅସ୍ତ୍ରଶସ୍ତ୍ରର ଭଗ୍ନାବଶେଷ ଅନେକ ଜିଲା ଉପରେ…

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ରାଗିଗଲା ପାକିସ୍ତାନ

ଇସଲାମାବାଦ୍‌,୧୧।୧୨:ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇବାକୁ ସୁପ୍ରିମକୋର୍ଟ ମଧ୍ୟ ଅନୁମୋଦନ କରିଛନ୍ତି। ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ସାମ୍ବିଧାନିକ ବୈଧ ବୋଲି କୋର୍ଟ ମଧ୍ୟ ଗ୍ରହଣ କରିଛନ୍ତି। ଧାରା ୩୭୦ ଅସ୍ଥାୟୀ ଥିଲା। ସମ୍ବିଧାନର ସମସ୍ତ ବ୍ୟବସ୍ଥା ଜମ୍ମୁ କଶ୍ମୀରରେ ପ୍ରଯୁଜ୍ୟ ହେବ। ସୁପ୍ରିମକୋର୍ଟଙ୍କ…

ହମାସର ଚେତାବନୀ ପରେ ବି ଗାଜାରେ ଆକ୍ରମଣ ଜାରି, ରକେଟ ମାଡ କଲା ଇସ୍ରାଏଲ ସେନା

ଜେରୁଜେଲମ,୧୧।୧୨: ହମାସର ଚେତାବନୀ ପରେ ଇସ୍ରାଏଲ ସୋମବାର ଦକ୍ଷିଣ ଗାଜାର ମୁଖ୍ୟ ସହର ଉପରେ ଆକ୍ରମଣ ଜାରି ରଖିଛି। ପ୍ରକୃତରେ, ହମାସ କହିଥିଲା ଯେ ଯଦି କଏଦୀମାନଙ୍କୁ ମୁକ୍ତ କରିବାର ଦାବି ପୂରଣ ନହୁଏ ତେବେ କୌଣସି ଇସ୍ରାଏଲ ବନ୍ଧକ ଏହି…

ୟୁରୋପ ପହଞ୍ଚିଲା ନୂଆ ଚାଇନା ଭାଇରସ, ବ୍ରିଟିଶ ବୈଜ୍ଞାନିକ କହିଲେ ଏହା କୋଭିଡର ହିଁ ରୂପ

ଆମଷ୍ଟାରଡମ,୧୧।୧୨: ଚାଇନାରେ ବହୁ ସଂଖ୍ୟକ ଶିଶୁ ଅସୁସ୍ଥ ହେବା ପରେ ନିମୋନିଆର ଲକ୍ଷଣ ଥିବା ଏକ ନୂତନ ଜୀବାଣୁ ୟୁରୋପରେ ମଧ୍ୟ ପହଞ୍ଚିଲାଣି। ଏହି ସମୟରେ, ୟୁକେ ମେଡିକାଲ ସାଇନ୍ସ ଏବଂ ଚେଷ୍ଟର ମେଡିକାଲ ସ୍କୁଲର ପ୍ରୋଗ୍ରାମ ଲିଡ ଡକ୍ଟର ଗୌରେଥ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri