ଅନ୍ତର୍ଜାତୀୟ

ଅଡୁଆରେ ନଓ୍ବାଜ: ଶୀର୍ଷ କୋର୍ଟ ସିଜେପିଙ୍କର କ୍ଷମତା ହ୍ରାସ ସମ୍ପର୍କିତ ଆଇନକୁ କଲେ ସମର୍ଥନ…

ଇସଲାମବାଦ,୧୨।୧୦: ପାକିସ୍ତାନର ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ବାସ୍ତବରେ, ପାକିସ୍ତାନର ସୁପ୍ରିମକୋର୍ଟ ଏକ ଆଇନକୁ ସମର୍ଥନ କରିଛନ୍ତି ଯାହାର ଉଦ୍ଦେଶ୍ୟ ହେଉଛି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (ସିଜେପି) ଙ୍କ କ୍ଷମତା ହ୍ରାସ...

ଇସ୍ରାଏଲର ବୋମା ମାଡରେ ଭାଙ୍ଗିଲା ଆକ୍ରମଣର ମାଷ୍ଟରମାଇଣ୍ଡଙ୍କ ଘର…

ଜେରୁଜେଲମ, ୧୨।୧୦: ଇସ୍ରାଏଲର ବୋମା ବିସ୍ଫୋରଣ ଯୋଗୁଁ ଗାଜା ସହର ଧ୍ୱଂସ ହୋଇଯାଇଛି। ଇସ୍ରାଏଲ ବାୟୁସେନା ୨୦୦ ଟାର୍ଗେଟ ଉପରେ ବୋମାମାଡ଼ କରିଥିଲା। ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ହମାସର ସାମରିକ ମୁଖ୍ୟ ମହମ୍ମଦ ଦେଫଙ୍କ ପିତାଙ୍କ ଘର...

‘ଭାରତର ବସୁଧୈବ କୁଟୁମ୍ବକମ୍‌ ଦର୍ଶନ ପ୍ରାସଙ୍ଗିକ’

ନ୍ୟୁୟର୍କ,୧୧ା୧୦: ମିଳିତ ଜାତିସଂଘର ମୁଖ୍ୟ ବକ୍ତାମାନେ କହିଛନ୍ତି, ପଶ୍ଚିମ ଏସିଆ ସମେତ ଦିନକୁ ଦିନ ବିଗିଡୁଥିବା ବିଶ୍ୱ ସୁରକ୍ଷା ପରିସ୍ଥିତି ଭାରତର ‘ବସୁଧୈବ କୁଟୁମ୍ବକମ୍‌’ର ଦର୍ଶନର ଗୁରୁତ୍ୱକୁ ଦର୍ଶାଉଛି। ‘ଗୋଟିଏ ବିଶ୍ୱ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ର ସଂକଳ୍ପ ବର୍ତ୍ତମାନର...

ଆଇଏସ୍‌ଆଇଏସ୍‌ଠାରୁ ବି ଅଧିକ ଭୟଙ୍କର ହମାସ: ନେତ୍ୟାନାହୁ

ଜେରୁଜେଲମ,୧୧।୧୦: ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ଚରମସ୍ଥିତିରେ ପହଞ୍ଚିଛି। ଏହି ଯୁଦ୍ଧରେ ଏବେ ଯାଏ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଏହି ପରିସ୍ଥିତିରେ ହମାସ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ଠାରୁ ବି ଅଧିକ ଭୟଙ୍କର ବୋଲି ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ...

ରାସ୍ତାରେ କୁଢକୁଢ ମୃତଦେହ: ହମାସ୍‌ ଆକ୍ରମଣରେ କିବୁତ ଅଞ୍ଚଳର ୫୦ଭାଗ ଲୋକଙ୍କ ମୃତ୍ୟୁ

ଜେରୁଜେଲମ,୧୧।୧୦: ହମାସ୍‌ର ରକେଟ ମାଡରେ ବଦଳି ଯାଇଛି ଇସ୍ରାଏଲ ନକ୍ସା। ପ୍ରତିଶୋଧପରାୟଣ ହୋଇ ଇସ୍ରାଏଲ ମଧ୍ୟ ପ୍ରତି ଆକ୍ରମଣ କରିଛି। ଯୁଦ୍ଧ ଆଜିକୁ ୫ମ ଦିନରେ ପହଞ୍ଚିଛି। ଇସ୍ରାଏଲ ଓ ଆତଙ୍କବାଦୀ ହମାସ୍‌ର ରକ୍ତାକ୍ତ ସଂଘର୍ଷ ନିକଟ ଭବିଷ୍ୟତରେ ଥମିବାର...

ଗାଜାରେ ଘୋଟିବ ଅନ୍ଧାର, ବିଦ୍ୟୁତ ସେବା ହେବ ବନ୍ଦ…

ଇସ୍ରାଏଲ,୧୧।୧୦ : ଗାଜା କର୍ତ୍ତୃପକ୍ଷ ବୁଧବାର ଚେତାବନୀ ଦେଇଛନ୍ତି ପାଲେଷ୍ଟାଇନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ହମାସ ନିୟନ୍ତ୍ରିତ ଉପକୂଳ ଏନକ୍ଲେଭକୁ ବିଦ୍ୟୁତ ଯୋଗାଣ ସମ୍ପୂର୍ଣ୍ଣ ଭାବେ କିଛି ଘଣ୍ଟା ମଧ୍ୟରେ ବନ୍ଦ ହୋଇଯିବ। ବୁଧବାର ପୂର୍ବାହ୍ନରେ...

ଯୁଦ୍ଧରେ ଅଧିକ ପ୍ରଭାବିତ ହୁଅନ୍ତି ଶିଶୁ: ମଲାଲା…

ଲଣ୍ଡନ,୧୧।୧୦ : ଗାଜାରେ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ନେଇ ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ତୁରନ୍ତ ଅସ୍ତ୍ରବିରତି କରିବାକୁ କହିଛନ୍ତି। ସେ କହିଛନ୍ତି ଯେତେବେଳେ ବି ଯୁଦ୍ଧ ହୁଏ, ଶିଶୁମାନେ ଅଧିକ ପ୍ରଭାବିତ...

ହମାସ ଉପରେ ଭାରି ପଡ଼ିଲେ ଇସ୍ରାଏଲର ଏହି ଲେଡି ଫାଇଟର୍‌; ଖୋଜି ଖୋଜି ମାରିଲେ ୨୫ ଆତଙ୍କବାଦୀ

ଜେରୁଜେଲମ,୧୧।୧୦: ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ପକ୍ଷରୁ ଇସ୍ରାଏଲ ଉପରେ ଅତର୍କିତ ଭାବେ ଆକ୍ରମଣ କରାଯାଇଥିଲା। କେହି କିଛି ବୁଝିବା ପୂର୍ବରୁ ଗୋଟିଏ ପରେ ଗୋଟିଏ ରକେଟ ମାଡ଼ ହୋଇଥିଲା। ଚାରିଆଡେ ବୋମା ବିସ୍ଫୋରଣର ସ୍ବର ଭୟର ବାତାବରଣ ସୃଷ୍ଟି...

୨୧ ଅକ୍ଟୋବରରେ ପାକିସ୍ତାନରେ ପହଞ୍ଚିବେ ନୱାଜ ଶରିଫ

ଇସଲାମାବାଦ,୧୧।୧୦: ଚାରି ବର୍ଷର ଆତ୍ମ ନିର୍ବାସନ ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ଅକ୍ଟୋବର ୨୧ରେ ପାକିସ୍ତାନରେ ପହଞ୍ଚିବେ। ନୱାଜ ଶରିଫ ଅକ୍ଟୋବର ୨୧ରେ ଏକ ଚାର୍ଟାର୍ଡ ବିମାନରେ ଦୁବାଇରୁ ପାକିସ୍ତାନ ଅଭିମୁଖେ ଯାତ୍ରା କରିବେ। ଯେଉଁ ବିମାନରେ...

ଯୁଦ୍ଧ ମଧ୍ୟରେ ଇସ୍ରାଏଲ ଗସ୍ତ କରୁଛନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ

ଓ୍ବାଶିଂଟନ୍‌,୧୧।୧୦: ଇସ୍ରାଏଲ ଏବଂ ହମାସ୍‌ ଆତଙ୍କବାଦୀଙ୍କ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇସ୍ରାଏଲ ସୈନ୍ୟବାହିନୀ ହମାସ୍‌ ଆତଙ୍କବାଦୀଙ୍କୁ ଖୋଜି ଖୋଜି ସେମାନଙ୍କ ଆଡ୍ଡାରୁ ହତ୍ୟା କରୁଛି। ତେବେ ଏହାରି ଭିତରେ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ବୁଧବାର ଇସ୍ରାଏଲ...

କର୍ମଚାରୀଙ୍କ ମାନସିକ ଚାପ ଅର୍ଥନୀତିରେ ବ୍ୟାପକ କ୍ଷତି ଘଟାଉଛି, ପ୍ରତିବର୍ଷ କୋଟି କୋଟି ଟଙ୍କା କ୍ଷତି…

ଓ୍ବାଶିଂଟନ,୧୧।୧୦ : କର୍ମଚାରୀଙ୍କ ଚାପ କେବଳ ସେମାନଙ୍କର କାର୍ଯ୍ୟ ଦକ୍ଷତା ଉପରେ ପ୍ରଭାବ ପକାଇବ ନାହିଁ, ବରଂ ଏହା ସମଗ୍ର କମ୍ପାନୀର ବାଲାନ୍ସ ସିଟ ମଧ୍ୟ ନଷ୍ଟ କରୁଛି। ଚାପ ଯୋଗୁଁ ସମଗ୍ର ଦେଶର ଅର୍ଥନୀତି ମଧ୍ୟ ହ୍ରାସ ପାଇଛି।...

ଇସ୍ରାଏଲ-ପାଲେଷ୍ଟାଇନ ସଂଘର୍ଷ: ଯୁଦ୍ଧ ପାଇଁ ଆମେରିକାକୁ ଦାୟୀ କଲା ଋଷିଆ

ମସ୍କୋ,୧୧।୧୦: ଇସ୍ରାଏଲ ଓ ହମାସ୍‌ର ରକ୍ତାକ୍ତ ସଂଘର୍ଷ ଆଜିକୁ ୫ଦିନ ଧରି ଲାଗି ରହିଛି। ଯୁଦ୍ଧରେ ସରକାରୀ ସମ୍ପତ୍ତି, ଘର, ଯାନବାହାନ କ୍ଷତି ହେବା ସହିତ ଅଧିକରୁ ଅଧିକ ସାଧାରଣ ନାଗରିକ ଶିକାର ହେଉଛନ୍ତି। ଯୁଦ୍ଧକୁ ନେଇ ସବୁ ଦେଶ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri