ଅନ୍ତର୍ଜାତୀୟ

ପାକିସ୍ତାନରେ ପୋଲିଓ ଆତଙ୍କ

ଇସଲାମାବାଦ,୩୦।୧୨: ପାକିସ୍ତାନର ୪ଟି ଜିଲାରେ ପୋଲିଓ ଜୀବାଣୁ ଚିହ୍ନଟ ହୋଇଛି। ପାକିସ୍ତାନର ଜାତୀୟ ସ୍ବାସ୍ଥ୍ୟ ସେବା ନିୟମାବଳୀ ଏବଂ ସମନ୍ବୟ ମନ୍ତ୍ରଣାଳୟ ଅନୁଯାୟୀ, ସେଠାକାର ୪ ଜିଲାର ପରିବେଶ ନମୁନାରେ ପୋଲିଓ ଜୀବାଣୁ ଦେଖିବାକୁ ମିଳିଛି। ସିହ୍ନୁଆ ନ୍ୟୁଜ ଏଜେନ୍ସିର ସୂଚନାଅନୁଯାୟୀ…

ନୌସେନା କମାଣ୍ଡର ହେଲେ ଚାଇନା ପ୍ରତିରକ୍ଷା ମନ୍ତ୍ରୀ

ବେଜିଂ,୩୦।୧୨(ପି.ଟି.): ଚାଇନାର ନୌସେନା କମାଣ୍ଡର ଜେନେରାଲ ଡଙ୍ଗ୍‌ ଜୁନ୍‌ଙ୍କୁ ଶୁକ୍ରବାର ଦେଶର ନୂଆ ପ୍ରତିରକ୍ଷା ମନ୍ତ୍ରୀ ନିଯୁକ୍ତ କରାଯାଇଛି। ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ଲି ଶାଙ୍ଗ୍‌ଫୁ କୌଣସି ସ୍ପଷ୍ଟୀକରଣ ନ ଦେଇ ଦୁଇମାସ ଅନୁପସ୍ଥିତ ରହିବାରୁ ଗତ ଅକ୍ଟୋବରରେ ଚାଇନାର ନ୍ୟାଶନାଲ…

ୟୁକ୍ରେନ୍‌ରେ କ୍ଷେପଣାସ୍ତ୍ର ବର୍ଷା

କିଭ୍‌,୩୦ା୧୨: ୟୁକ୍ରେନ୍‌ ଉପରେ ରୁଷିଆ ୨୨ ମାସ ହେଲା ଆକ୍ରମଣ ଜାରି ରଖିଥିବାବେଳେ ଶୁକ୍ରବାର ଆକାଶମାର୍ଗରୁ ସର୍ବବୃହତ୍‌ ଆକ୍ରମଣ କରିଛି। ୟୁକ୍ରେନ୍‌କୁ ଟାର୍ଗେଟ କରି ରୁଷିଆ ୧୨୨ଟି କ୍ଷେପଣାସ୍ତ୍ର ମାଡ଼ କରିବା ସହ ୩୬ଟି ଡ୍ରୋନ୍‌ ଆକ୍ରମଣ କରିଛି। ଏହି ଆକ୍ରମଣରେ…

ପୁରୁଷ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ମେକଅପ କରିବା ବାଧ୍ୟତାମୂଳକ, କମ୍ପାନୀର ମହିଳା କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଲେ ସିଇଓ

ବେଜିଂ,୨୯।୧୨: ଯୁବତୀ ହୁଅନ୍ତୁ କି ମହିଳା ମେକଅପ କରିବାକୁ ବହୁତ ପସନ୍ଦ କରନ୍ତି। ନିଜକୁ ସୁନ୍ଦର ଓ ଆକ୍ଟ୍ରାଟିଭ କରିବା ସହ ଆତ୍ମ ବିଶ୍ୱାସ ବଢାଇବା ପାଇଁ ମହିଳାମାନେ ମେକଅପ କରିଥାନ୍ତି। କିନ୍ତୁ କୌଣସି କମ୍ପାନୀର ସିଇଓ ଯଦି ମେକଅପ କରିବାକୁ…

୩୦୦ବିଲେଇଙ୍କୁ ମାରି ଗ୍ରାହକଙ୍କୁ ପରଷୁଥିଲେ କ୍ୟାଟ ସୁପ୍‌, ଆଉ ଏବେ…

ହାନୋଇ,୨୯।୧୨: ଆପଣ ଚିକେନ କିମ୍ବା ଭେଜ ସୁପ୍‌ ବିଷୟରେ ତ ଶୁଣିଥିବେ ହେଲେ କେବେ ବିଲେଇ ମାଂସର ସୁପ୍‌ କଥା ଶୁଣିଛନ୍ତି କି? ଆଶ୍ଚର୍ଯ୍ୟ ଲାଗୁଛି ନା। ଭିଏତନାମାର ଏକ ପୁରୁଣା ରେଷ୍ଟୁରାଣ୍ଟରେ ଏପରି ଏକ ରେଷ୍ଟୁରାଣ୍ଟ ଅଛି ଯେଉଁଠି ବର୍ଷ…

ଭିଡିଓ ଜାରି କରି ଚାଇନାକୁ ଧମକ ଦେଲା ବାଲୁଚି ଲିବରେସନ ଆର୍ମି

ଇସଲାମାବାଦ,୨୯।୧୨: ପାକିସ୍ତାନରେ ରହୁଥିବା ଚାଇନା ଅଧିକାରୀଙ୍କୁ ଧମକ ଦେଉଥିବା ବାଲୁଚିସ୍ତାନ ଲିବରେସନ ଆର୍ମି ଏକ ଭିଡିଓ ଜାରି କରିଛି। ତାଙ୍କ ବାସଭବନରେ ଆତ୍ମଘାତୀ ଆକ୍ରମଣ ହେବାର ଚେତାବନୀ ଦିଆଯାଇଛି। ଭିଡିଓ ରିଲିଜ କରି ଚାଇନା ରାଷ୍ଟ୍ରପତି ଏବଂ ପାକିସ୍ତାନୀ ଜେନେରାଲଙ୍କୁ ଧମକ…

ନୂଆବର୍ଷ ପାଳନ କରିବନି ପାକିସ୍ତାନ, ପ୍ରତିବନ୍ଧକ ଲଗାଇଲେ ସରକାର

ଇସଲାମାବାଦ,୨୯।୧୨: ପାକିସ୍ତାନ ନୂଆବର୍ଷ ପାଳନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ଯୋଗୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କକର ଗୁରୁବାର ଯୁଦ୍ଧଗ୍ରସ୍ତ ଗାଜା ଲୋକଙ୍କ ସହ ଏକତା ପ୍ରଦର୍ଶନ କରିବାକୁ ଦେଶରେ ନୂଆବର୍ଷ…

ୟୁକ୍ରେନ ଉପରେ ରୁଷିଆର ଏୟାରଷ୍ଟ୍ରାଇକ୍‌, ଜଳିଗଲା ଆବାସିକ କୋଠା

କିଭ୍‌,୨୯ା୧୨: ଦୀର୍ଘଦିନ ଧରି ୟୁକ୍ରେନ-ରୁଷିଆ ମଧ୍ୟରେ ଯୁଦ୍ଧ ଚାଲିଥିଲେ ମଧ୍ୟ ଥମିବାର ନାଁ ନେଉନି। ଉଭୟ ଦେଶ ଏବେ ମଧ୍ୟ ଆକ୍ରମଣ ପ୍ରତି ଆକ୍ରମଣ ଜାରି ରଖିଛନ୍ତି। ଅଧିକାରୀମାନେ ଶୁକ୍ରବାର କହିଛନ୍ତି ଯେ, ଆଜି ସକାଳେ ଲଭିଭ୍‌ରେ ବିସ୍ଫୋରଣ ଶବ୍ଦ ଶୁଣିବାକୁ…

ଦକ୍ଷିଣ ଅଷ୍ଟ୍ରେଲିଆ ସମୁଦ୍ର ଉପକୂଳରେ ସାର୍କ ଆତଙ୍କ

ଆଡିଲେଡ,୨୯।୧୨: ଗତ କିଛି ମାସ ତଳେ ଦକ୍ଷିଣ ଅଷ୍ଟ୍ରେଲିଆର ଆଡିଲେଡର ଏଥେଲ ବିଚରେ ହୋଇଥିବା ତୃତୀୟ ଭୟଙ୍କର ସାର୍କ ଆକ୍ରମଣରେ ଜଣେ ୧୫ ବର୍ଷୀୟ ସର୍ଫରଙ୍କର ମୃତ୍ୟୁ ଘଟିଛି। ଏଠାରେ କର୍ତ୍ତୃପକ୍ଷ କହିଛନ୍ତି ଯେ ଖାଇ କାଉଲି ଗୁରୁବାର ତାଙ୍କ ଜନ୍ମ…

ନିଜ ଗୁପ୍ତଚର ଏଜେନ୍ସିକୁ ସିଆଇଏ ଭଳି ଗଢିବାକୁ ଚାହୁଁଛି ଚାଇନା

ବେଜିଂ,୨୯।୧୨: ଚାଇନା ଏହାର ମୁଖ୍ୟ ଗୁପ୍ତଚର ସଂସ୍ଥାକୁ ସିଆଇଏ ଭଳି କରିବା ଉପରେ ଗୁରୁତ୍ୱ ଦେଉଛି। ଏହାର ବଢୁଥିବା ଅଭିଳାଷର ଏକ ଅଂଶ ଭାବରେ ସରକାରୀ ସୁରକ୍ଷା ମନ୍ତ୍ରଣାଳୟ ଆମେରିକାର ନାଗରିକଙ୍କ ସମେତ ଏଜେନ୍ସିରେ ଅନେକ ନିଯୁକ୍ତି ଦେଇଛି। ନ୍ୟୁୟର୍କ ଟାଇମ୍ସ…

ହମାସ ଦ୍ୱାରା ବନ୍ଦୀ ଥିବା ସବୁଠାରୁ ବୟସ୍କ ମହିଳାଙ୍କର ମୃତ୍ୟୁ, ଶୋକ ପ୍ରକାଶ କଲେ ବାଇଡେନ

ତେଲ ଆଭିବ,୨୯।୧୨: ହାମାସ ଦ୍ୱାରା ବନ୍ଦୀ ଅବସ୍ଥାରେ ଥିବା ସବୁଠାରୁ ବୟସ୍କ ଇସ୍ରାଏଲ ମହିଳାଙ୍କର ମତ୍ୟୁ ହୋଇଛି। ଇସ୍ରାଏଲର କିବୁତ୍ଜ ନିର ଓଜ ଗୁରୁବାର କହିଛନ୍ତି ଯେ ଏହାର ବାସିନ୍ଦା ଜୁଡିଥ ୱେନଷ୍ଟାଇନ ହାଗାଇଙ୍କୁ ଅକ୍ଟୋବର ୭ରେ ହମାସ ଆତଙ୍କବାଦୀମାନେ ହତ୍ୟା…

ହିନ୍ଦୁ ମନ୍ଦିର ଅଧ୍ୟକ୍ଷଙ୍କ ଘର ଉପରକୁ ଗୁଳିମାଡ଼

ଓଟାଓ୍ବା,୨୯ା୧୨: କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶର ସୁରେରେ ଏକ ପ୍ରସିଦ୍ଧ ହିନ୍ଦୁ ମନ୍ଦିରର ଅଧ୍ୟକ୍ଷଙ୍କ ଘର ଉପରକୁ ଗୁଳିମାଡ଼ ହୋଇଛି। ଖାଲିସ୍ତାନୀ ସମର୍ଥକମାନେ ଅଧ୍ୟକ୍ଷଙ୍କ ଘର ଉପରକୁ ଗୋଟିଏ ପରେ ଗୋଟିଏ ୧୪ ରାଉଣ୍ଡ ଗୁଳି ଚଳାଇଥିଲେ। ରିପୋର୍ଟ ଅନୁଯାୟୀ, ସୁରେସ୍ଥିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri