ଇମ୍ରାନ, ସ୍ତ୍ରୀ ବୁଶ୍ରାଙ୍କୁ ୭ ବର୍ଷ ଜେଲ୍
ଇସଲାମାବାଦ,୩ା୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏବଂ ତାଙ୍କ ସ୍ତ୍ରୀ ବୁଶ୍ରା ଖାନଙ୍କୁ ଏକ ବଡ଼ ଝଟ୍କା ଲାଗିଛି। ପାକିସ୍ତାନର ଏକ କୋର୍ଟ ବେଆଇନ ବିବାହ ପାଇଁ ଇମ୍ରାନ ଏବଂ ବୁଶ୍ରାଙ୍କୁ ସାତ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ପାକିସ୍ତାନ…
ଆମାଜନରୁ ଅର୍ଡର କଲେ ଘର, ପୁରା ପ୍ୟାକ୍ ହୋଇ ଆସିଲା ଏମିତି, ଭିଡିଓ ଭାଇରାଲ
ଓ୍ବାଶିଂଟନ୍,୩।୨: ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଭିତରେ ଖାଇବା, ପିନ୍ଧିବା ପରି ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ଆବଶ୍ୟକ। ଦିନଯାକ ଯେତେ ବାହାରେ ବୁଲିଲେ ବି ରାତିରେ ଶାନ୍ତିରେ ଥକ୍କା ମେଣ୍ଟେଇବା ପାଇଁ ସମସ୍ତେ ଘରକୁ ଫେରିଥାନ୍ତି। ଲୋକ ନିଜର ଘରଟିଏ ତୋଳିବା…
ପୁରାବିଶ୍ୱ ପାଇଁ ନିର୍ବାଚନ ବର୍ଷ ୨୦୨୪, ଭୋଟ ଦେବେ ୭୦ ଦେଶର ନାଗରିକ
ନୂଆଦିଲ୍ଲୀ,୩।୨: ନିର୍ବାଚନର ବର୍ଷ ହେଉଛି ୨୦୨୪। କେବଳ ଭାରତ ନୁହେଁ ପୁରା ବିଶ୍ୱ ପାର୍ଇ ୨୦୨୪ ହେଉଛି ନିର୍ବାଚନର ବର୍ଷ। ଚଳିତ ବର୍ଷ ୭୦ରୁ ଅଧିକ ଦେଶରେ ନିର୍ବାଚନ ହେବାକୁ ଯାଉଛି,ଯେଉଁଥିରେ ୪୦୦ କୋଟିରୁ ଅଧିକ ଲୋକ ଭୋଟଦାନ କରିବେ। ଏସିଆରୁ…
ବାଇଡେନ କହିଲେ ଯଦି କୌଣସି ଆମେରିକୀୟଙ୍କ କିଛି ବି କ୍ଷତି ହେଲା…
ଓ୍ବାଶିଂଟନ,୩।୨: ଇରାକ ଏବଂ ସିରିଆରେ ଲଗାତାର ଆକ୍ରମଣ ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଆମେରିକା ମଧ୍ୟ ପୂର୍ବରେ ବିବାଦ ଚାହୁଁ ନାହିଁ, କିନ୍ତୁ ଯଦି କୌଣସି ଆମେରିକୀୟଙ୍କର କିଛି କ୍ଷତି ହୁଏ…
ସ୍ବାମୀ ନ ଗାଧୋଇବାରୁ ସ୍ତ୍ରୀ ଦେଲେ ଡିଭର୍ସ, ତା’ପରେ…
ଅଙ୍କାରା,୩।୨: ପ୍ରତିଦିନ ଗାଧୋଇବା ଓ ନିଜକୁ ସଫାସୁତରା ରଖିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଦାୟିତ୍ୱ। ଖରାଦିନେ ଲୋକେ ଦିନକୁ ଦୁଇ-ତିନିଥର ଗାଧୋଇବାବେଳେ ଶୀତଦିନେ କମ୍ ଗାଧୋଇଥାନ୍ତି କିମ୍ବା ୪-୫ଦିନ ବ୍ୟବଧାନରେ ଗାଧୋଇଥାନ୍ତି। କିନ୍ତୁ ସ୍ବାମୀ ନ ଗାଧୋଇବା ଯୋଗୁ ଦୁହିଁଙ୍କ ମଧ୍ୟରେ ଛାଡପତ୍ର…
ନିର୍ବାଚନ ପୂର୍ବରୁ ପାକିସ୍ତାନ ଆତଙ୍କିତ, ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ବାହାରେ ବୋମା ବିସ୍ଫୋରଣ
ଇସଲାମାବାଦ,୩।୨: କରାଚିରେ ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି) କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ ହୋଇଥିବା ସୂଚନା ସାମ୍ନାକୁ ଆସୁଛି। ବରିଷ୍ଠ ପୋଲିସ ଅଧୀକ୍ଷକ (ଏସଏସପି) ଦକ୍ଷିଣ ସାଜିଦ ସାଦୋଜଇଙ୍କ ଅନୁଯାୟୀ, ଏହି ଘଟଣାରେ କେହି ମୃତାହତ ହୋଇନାହାଁନ୍ତି। ବିସ୍ଫୋରଣର ତୀବ୍ରତା ଏବଂ ପ୍ରକୃତିର…
ଚିଲି ଜଙ୍ଗଲରେ ବ୍ୟାପିଲା ନିଆଁ, ୧୦ ମୃତ
ସାଣ୍ଟିଆଗୋ,୩।୨: ଚିଲି ଜଙ୍ଗଲରେ ବ୍ୟାପକ ଅଗ୍ନିକାଣ୍ଡ ଯୋଗୁଁ ୧୦ଜଣଙ୍କର ମୃତ୍ୟୁ ହୋଇଛି। ନ୍ୟୁଜ ଏଜେନ୍ସି ରଏଟର୍ସ ଏଏଫପିକୁ କହିଛି ଯେ ଶନିବାର ଚିଲିରେ ଜଙ୍ଗଲରେ ଅଗ୍ନିକାଣ୍ଡ ସମ୍ପର୍କରେ ଅଧିକାରୀମାନେ ସୂଚନା ପାଇଥିଲେ। ଏହି ଅଗ୍ନିକାଣ୍ଡରେ ୧୦ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।
ଓ୍ବିକିଲିକ୍ସର ହ୍ୟାକିଙ୍ଗ ସିକ୍ରେଟ ଦେଇଥିବା ବ୍ୟକ୍ତିଙ୍କୁ ୪୦ ବର୍ଷ ଜେଲ
ନ୍ୟୁୟର୍କ,୩।୨: ଜଣେ ପୂର୍ବତନ ସଫ୍ଟୱେୟାର ଇଞ୍ଜିନିୟର ଶିଶୁ ଯୌନ ଶୋଷଣର ଚିତ୍ର ଏବଂ ଭିଡିଓ ଏବଂ ଆମେରିକାର ଗୁପ୍ତଚର ଏଜେନ୍ସି ‘ସିଆଇଏ’ ଇତିହାସରେ ବର୍ଗୀକୃତ ତଥ୍ୟ ଚୋରି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୩୫ ବର୍ଷିୟ ଜୋଶୁଆ ଶୁଲଟେଙ୍କୁ ଏହି ଅପରାଧ…
ଫ୍ରାନ୍ସରେ ବି କରିହେବ ୟୁପିଆଇର ବ୍ୟବହାର, ଏଫିଲ ଟାଓ୍ବାରରେ ହେଲା ଲଞ୍ଚ
ପ୍ୟାରିସ,୩।୨: ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) ର ସୀମା ବୃଦ୍ଧି ପାଇଛି। ହଁ … ସମଗ୍ର ଦେଶରେ ଆର୍ଥିକ କାରବାରରେ ପରିବର୍ତ୍ତନ ଆଣିଥିବା ୟୁପିଆଇ, ବର୍ତ୍ତମାନ ଫ୍ରାନ୍ସରେ ମଧ୍ୟ ବ୍ୟବହାର କରାଯାଇପାରିବ। ଫ୍ରାନ୍ସର ରାଜଧାନୀ ପ୍ୟାରିସର ଏଫିଲ ଟାୱାରରେ ୟୁପିଆଇ ଲଞ୍ଚ…
ଜୋର୍ଡାନ ଆକ୍ରମଣର ପ୍ରତିଶୋଧ ନେଲା ଆମେରିକା, ସିରିଆ-ଇରାକର ୮୫ ସ୍ଥାନରେ ବୋମାମାଡ, ୬ ଆତଙ୍କବାଦୀ ମୃତ
ବାଗଦାଦ,୩।୨: ଆମେରିକାର ସେନା ଶୁକ୍ରବାର ଜୋର୍ଡାନର ଏକ ସାମରିକ ବେସ ଉପରେ ଡ୍ରୋନ ଆକ୍ରମଣର ଜବାବରେ ସିରିଆ ଏବଂ ଇରାକରେ ଇରାନ ସମର୍ଥିତ ମିଲିସିଆଙ୍କ ଶିବିର ଉପରେ ବୋମା ପକାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ସିରିଆରେ ଆମେରିକାର ଏୟାର ଷ୍ଟ୍ରାଇକରେ ୬ଜଣ…
ସପ୍ତାହକୁ ୩୬ଘଣ୍ଟା ଉପବାସ କରନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ, କହିଲେ କାରଣ
ଇଂଲଣ୍ଡ,୨।୨: ଭାରତୀୟ ବଂଶୋଦ୍ଭବ ତଥା ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଦେଶରେ ଲାଗୁ କରୁଥିବା କୌଣସି ନିୟମ ହେଉ କି ନିଜ ଭାରତୀୟ ସଂସ୍କୃତି ପାଇଁ ସେ ସବୁବେଳେ ପରିଚିତ ରହିଆସୁଛନ୍ତି। ନିଜକୁ ହିନ୍ଦୁ ସନାତନୀ ଧର୍ମର…
ଦୁଇ ସନ୍ତାନଙ୍କୁ ୧୫ମହଲାରୁ ଫିଙ୍ଗିଦେଲେ ଦମ୍ପତି, ଏବେ କୋର୍ଟ ଶୁଣାଇଲେ ମୃତ୍ୟୁଦଣ୍ଡ
ବେଜିଂ,୨।୨: ଚାଇନାରେ ଏକ ଦମ୍ପତିଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। ଏହି ଦମ୍ପତି ନିଜ ଦୁଇ ଶିଶୁଙ୍କୁ ହତ୍ୟା କରିଥିବା ଅଭିଯୋ ଗ ହୋଇଛି । କହିରଖୁଛୁ କି, ଦମ୍ପତି ସେମାନଙ୍କର ଦୁଇ ସନ୍ତାନଙ୍କୁ ୧୫ ମହଲାରୁ ଫୋପାଡି ଦେଇଛନ୍ତି । ଏଥିରେ…
Archives


