ଅନ୍ତର୍ଜାତୀୟ

ସୁରକ୍ଷା ପରିଷଦରେ ପାରିତ ହୋଇଥିବା ପ୍ରସ୍ତାବ ଏକ ରାଜନୈତିକ ଷଡ଼ଯନ୍ତ୍ର: ପ୍ରତ୍ୟାଖ୍ୟାନ କଲେ ବିଦ୍ରୋହୀ…

ଜେନେଭା,୧୧।୧ : ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଏକ ପ୍ରସ୍ତାବ ପାରିତ କରି ଲୋହିତ ସାଗରରେ ବାଣିଜି୍ୟକ ଜାହାଜ ଉପରେ ହୋଉଥି ବିଦ୍ରୋହୀଙ୍କ ଆକ୍ରମଣକୁ ନିନ୍ଦା କରିଛି। ଏହି ପ୍ରସ୍ତାବରେ ୧୯ ନଭେମ୍ବର ୨୦୨୩ ପରଠାରୁ ଲୋହିତ ସାଗରରେ ଜାହାଜ ଉପରେ…

ପ୍ରତିରକ୍ଷା ମନ୍ତ୍ରୀଙ୍କୁ କ୍ୟାନସର, ଲୁଚାଇଥିଲେ ରିପୋର୍ଟ

ଓ୍ବାଶିଂଟନ୍‌,୧୧।୧: ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲଏଡ୍‌ ଅଷ୍ଟିନ୍‌ଙ୍କୁ କ୍ୟାନସର। କିନ୍ତୁ ଆଜିଯାଏଁ ସେ ଏକଥା ଲୁଚାଇ ରଖିଥିଲେ। ଯାହା ଏବେ ସାମ୍ନାକୁ ଆସିବା ପରେ ସାରା ଦେଶ ଆଶ୍ଚର୍ଯ୍ୟ ହୋଇଯାଇଛି। ଗତ ଡିସେମ୍ବର ୨୨ରେ ଅଷ୍ଟିନ ପ୍ରୋଟେଷ୍ଟ କ୍ୟାନସରର ସର୍ଜରୀ ପାଇଁ…

ଭାରତ ସହ ବିବାଦ ମଧ୍ୟରେ ଚାଇନା ପ୍ରତି ବଢିଲା ମାଳଦ୍ୱୀପ ପ୍ରେମ: ଜିନ୍‌ପିଙ୍ଗ କହିଲେ, ପୁରୁଣା ସମ୍ପର୍କ

ବେଜିଂ,୧୧।୧: ଭାରତ ସହ ବିବାଦ ମଧ୍ୟରେ ଚାଇନା ପ୍ରତି ମାଳଦ୍ୱୀପ ପ୍ରେମ ପ୍ରଦର୍ଶନ କରିଛି। ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୋଇଜୁ ଚାଇନାର ରାଜଧାନୀ ବେଜିଂରେ ପହଞ୍ଚିଥିଲେ। ସେଠାରେ ସେ କେବଳ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟି ନାହାଁନ୍ତି, ବରଂ ଉଭୟ…

ଘର ଛାଡି ହୋଟେଲ ସିଫ୍ଟ ହୋଇଗଲା ପୁରା ପରିବାର, ଦିନକୁ ଦେଉଛନ୍ତି ୧୧ହଜାର ଟଙ୍କା

ବେଜିଂ,୧୧।୧: ଘର ଛାଡି ଯଦି ଆପଣଙ୍କୁ ସବୁଦିନ ପାଇଁ ହୋଟେଲରେ ରହିବାକୁ କୁହାଯାଏ, କଣ ଆପଣ ସେଭଳି କରିବେ? ପ୍ରଶ୍ନରେ ଆପଣ ଉତ୍ତର ଦେଇପାରନ୍ତି, ଦିନେ ଦୁଇ ଦିନ ତ ଠିକ୍‌ ଅଛି ହେଲେ ସବୁଦିନ ପାଇଁ ହୋଟେଲରେ ରହିବାକୁ ହେଲେ…

ଭାରତକୁ କେହି ଆଖି ଦେଖାଇ ପାରିବେ ନାହିଁ: ରାଜନାଥ

ନୂଆଦିଲ୍ଲୀ,୧୧।୧: ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତିନି ଦିନିଆ ବ୍ରିଟେନ୍‌ ଗସ୍ତରେ ଅଛନ୍ତି। ଲଣ୍ଡନରେ ଇଣ୍ଡିଆ ହାଉସରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ରାଜନାଥ ସିଂ ଚାଇନାର ମୁଖପତ୍ର ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ଏକ ଆର୍ଟିକିଲର ଉଦାହରଣ ଦେଇଛନ୍ତି। ସେ…

ସୁନକଙ୍କୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ: ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ଲଣ୍ଡନ,୧୧।୧:ବ୍ରିଟେନ ଗସ୍ତରେ ଥିବା ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲଣ୍ଡନରେ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟିଛନ୍ତି। ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଲଣ୍ଡନର ୧୦ ଡାଉନିଙ୍ଗ ଷ୍ଟ୍ରିଟରେ ଏହି ଦୁଇ ନେତାଙ୍କୁ ଭେଟିଥିଲେ। ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…

ମାଳଦ୍ୱୀପ-ଚାଇନା ୨୦ ଚୁକ୍ତି

ବେଜିଂ/ମାଲେ/ନୂଆଦିଲ୍ଲୀ,୧୧ା୧: ଲାକ୍ଷାଦ୍ୱୀପକୁ ନେଇ ଭାରତ ସହ ମାଳଦ୍ୱୀପର କୂଟନୈତିକ ସମ୍ପର୍କରେ ତିକ୍ତତା ବଢ଼ିବାରେ ଲାଗିଛି। ଏଭଳି ସମୟରେ ୫ ଦିନିଆ ବେଜିଂ ଗସ୍ତରେ ଥିବା ମାଳଦ୍ୱୀପ ରାଷ୍ଟ୍ରପତି ଡ. ମୋହମ୍ମଦ ମୁଇଜୁ ବୁଧବାର ଚାଇନା ପ୍ରତିପକ୍ଷ ଶି ଜିନ୍‌ପିଙ୍ଗ୍‌ଙ୍କୁ ଭେଟିଛନ୍ତି। ଏହି…

ବ୍ଲିଙ୍କେନଙ୍କ ଗସ୍ତ ମଧ୍ୟରେ ଗାଜା ଉପରେ ଇସ୍ରାଏଲର ବଡ଼ ଧରଣର ଆକ୍ରମଣ, ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା ୧୪୭…

ଗାଜା,୧୧।୧ : ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ ଇସ୍ରାଏଲର ଓ୍ବେଷ୍ଟବ୍ୟାଙ୍କ ଗସ୍ତ ମଧ୍ୟରେ ଇସ୍ରାଏଲ ସେନା ଦ୍ୱାରା ଗାଜା ଉପରେ ବଡ଼ ଧରଣର ଆକ୍ରମଣ ଜାରି ରହିଛି। ଆମେରିକା ବାରମ୍ବାର ଇସ୍ରାଏଲକୁ ଆକ୍ରମଣର ତୀବ୍ରତା ହ୍ରାସ କରିବାକୁ କହୁଛି। ମାତ୍ର…

ଗୋଟିଏ ପରିବାରର ଚାଲିଗଲା ୧୧ ଜୀବନ

ଇସଲାମାବାଦ,୧୦ା୧: ଘରୋଇ ବିବାଦକୁ କେନ୍ଦ୍ର କରି ପାକିସ୍ତାନର ଖାଇବର ପଖତୁନଖଓ୍ବା ପ୍ରଦେଶରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପରିବାରର ଶିଶୁ ଏବଂ ମହିଳାଙ୍କ ସମେତ ୧୧ ଜଣଙ୍କର ବିଷକ୍ରିୟା ଯୋଗୁ ମୃତ୍ୟୁ ଘଟିଛି। ଏନେଇ ବୁଧବାର ପୋଲିସ ସୂଚନା…

ଟୋଲ୍‌ ପ୍ଲାଜାରେ ଆତଙ୍କବାଦୀ ଆକ୍ରମଣ: ୩ ପୋଲିସ କର୍ମଚାରୀଙ୍କ ସମେତ ୪ ମୃତ

ଇସଲାମାବାଦ,୧୦ା୧: ବୁଧବାର ଆତଙ୍କବାଦୀମାନେ ପାକିସ୍ତାନର ପଖତୁନଖଓ୍ବା ପ୍ରଦେଶରେ ଏକ ଟୋଲ୍‌ ପ୍ଲାଜା ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୩ ଜଣ ପୋଲିସ କର୍ମଚାରୀଙ୍କ ସମେତ ଅତି କମ୍‌ରେ ୪ ଜଣଙ୍କ ପ୍ରାଣହାନି ଘଟିଛି। ଆଜି ସକାଳେ ପାକିସ୍ତାନର ପଖତୁନଖଓ୍ବା ପ୍ରଦେଶର…

ବଳାତ୍କାର ମାମଲାରେ ସନ୍ଦୀପ ଲାମିଚାନେଙ୍କୁ ୮ ବର୍ଷ ଜେଲ ଦଣ୍ଡାଦେଶ

ନୂଆଦିଲ୍ଲୀ,୧୦।୧: ନେପାଳ କ୍ରିକେଟର ସନ୍ଦୀପ ଲାମିଚାନେ ଜଣେ ୧୭  ବର୍ଷର ନାବାଳିକାକୁ ବଳାତ୍କାର ମାମଲାରେ ନେପାଳ କୋର୍ଟ ଦ୍ୱାରା ଆଠ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଗତ ମାସରେ ଲାମିଚାନେ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ, ଯାହା ତାଙ୍କୁ କ୍ରିକେଟ୍…

ମାଗଣାରେ ମିଳିବାରୁ ଖାଇଗଲେ ଓ୍ବାଶିଂ ପାଉଡର, ପରେ ହେଲା ଏପରି…

ତାଇପେ,୧୦।୧ : ତାଇୱାନ ଦେଶରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ବାସ୍ତବରେ, ତାଇୱାନରେ ନିର୍ବାଚନ ପ୍ରଚାର ସମୟରେ ୩ ଜଣ ବ୍ୟକ୍ତ ଭୁଲରେ ଓ୍ବାଶିଂ ପାଉଡର ଖାଇଦେଇଥିଲେ। ଯାହା ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଠିକ ସମୟରେ ଚିକିତ୍ସା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri