ଅନ୍ତର୍ଜାତୀୟ

ତିବ୍ବତ୍‌ରୁ ମିଳିଲା ୧୬୦ ହଜାର ବର୍ଷ ତଳର ମାନବ କଙ୍କାଳ

ଲାସା,୨।୫: ତିବ୍ବତ୍‌ ମାଳଭୂମିର ଏକ ଗୁମ୍ଫାରୁ ୧୬୦ ହଜାର ବର୍ଷ ତଳର ମାନବ କଙ୍କାଳ ମିଳିଛି। ଏଠାକାର ଜିହାୟେଠାରେ ଥିବା ବୈଶିଆ କାରଷ୍ଟ ଗୁମ୍ଫାରୁ ସର୍ବିଆର ଡେନିସୋଭାନ୍‌ ମାନବର ଦାନ୍ତମାଢ଼ି ମିଳିଛି। ଏହି ମାନବ ଦଳବଦ୍ଧ ଭାବେ ସମୁଦ୍ର ପତ୍ତନଠାରୁ...

ମସୁଦ୍‌ ଅଜହର ବିଶ୍ୱ ଆତଙ୍କବାଦୀ ଘୋଷିତ

ଓ୍ବାଶିଂଟନ, ୨।୫: ଜୈଶ୍‌-ଇ-ମହମ୍ମଦ୍‌ ଆତଙ୍କବାଦୀ ସଂଗଠନ ମୁଖ୍ୟ ମାସୁଦ୍‌ ଅଜହରଙ୍କୁ ଜାତିସଂଘ ପକ୍ଷରୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରାଯାଇଛି। ଗତ ବର୍ଷ ଭାରତ ସହିତ ଆମେରିକା, ଫ୍ରାନ୍ସ୍‌, ବ୍ରିଟେନ୍‌ ଆଦି ରାଷ୍ଟ୍ର ଏଥି ପାଇଁ ପ୍ରୟାସ କରିଥିଲେ ମଧ୍ୟ ଶେଷ...

୧୦ ଦିନର ଛୁଟି ପରେ ବି ଖୁସି ନାହାନ୍ତି ଏହି ଦେଶର ଲୋକ

ୟକୋହମା,୧।୫: କାର୍ଯ୍ୟବ୍ୟସ୍ତ ଜୀବନରୁ କର୍ମଚାରୀଙ୍କୁ ଏକାସାଙ୍ଗରେ ୧୦ ଦିନର ଛୁଟି ମିଳିବା ଏକ ବରଦାନରୁ କମ୍‌ ନୁହେଁ। କିନ୍ତୁ ଏଭଳି ଏକ ଦେଶ ଅଛି, ଯେଉଁଠି ଏତେ ଦିନର ଛୁଟି ମିଳିବା ସତ୍ତ୍ୱେ ବି ସେମାନେ ଖୁସି ନାହାନ୍ତି। ସୂଚନାଯୋଗ୍ୟ,...

ଓ୍ବିକିଲିକ୍ସର ସହ-ପ୍ରତିଷ୍ଠାତା ଜୁଲିଆନ ଆସେଞ୍ଜଙ୍କୁ ୫୦ ସପ୍ତାହ ଜେଲ

ଲଣ୍ଡନ,୧।୫: ଓ୍ବିକିଲିକ୍ସର ସହ-ପ୍ରତିଷ୍ଠାତା ଜୁଲିଆନ ଆସେଞ୍ଜଙ୍କୁ ଲଣ୍ଡନର ଏକ କୋର୍ଟ ୫୦ ସପ୍ତାହ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ୭ ବର୍ଷ ତଳେ ଅର୍ଥାତ ୨୦୧୨ରେ ଏକ ଜାମିନ ସର୍ତ୍ତାବଳୀକୁ ଉଲ୍ଲଙ୍ଘନ କରି ଇକ୍ୱେଡର ଦୂତାବାସରେ ପ୍ରବେଶ କରିବା...

ବୟସ ୩୯ ସନ୍ତାନ ସଂଖ୍ୟା ୩୮

କମ୍ପାଲା,୧।୫: ଏବେ ୩୯ ବର୍ଷ ବୟସ୍କା ଜଣେ ମହିଳା ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ୟୁଗାଣ୍ଡାର କମ୍ପାଲାରେ ରହୁଥିବା ମରିୟମ୍‌ ନାବାନ୍ତଜୀ ନାମ୍ନୀ ଏହି ମହିଳା ତାଙ୍କ ୩୮ ସନ୍ତାନଙ୍କ ପାଇଁ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛନ୍ତି।...

ମସୁଦ୍‌ ଅଜହରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବ ଜାତିସଂଘ: ଚାଇନା ଭିଟୋ ଅଧିକାର ନେବ ଫେରାଇ

ଓ୍ବାଶିଂଟନ, ୧।୫: ଜୈଶ୍‌-ଇ-ମହମ୍ମଦ୍‌ ଆତଙ୍କବାଦୀ ସଂଗଠନ ମୁଖ୍ୟ ମାସୁଦ୍‌ ଅଜହରଙ୍କୁ ଜାତିସଂଘରେ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ପାଇଁ ଏବେ ଆଉ କୌଣସି ବାଧା ନାହିଁ। ଚାଇନା ଏହାର ଭିଟୋ ଅଧିକାର ଫେରାଇ ନେବାକୁ ରାଜି ହୋଇଛି। ଗତ ବର୍ଷ...

ଜାପାନର ନୂତନ ଯୁଗ

ଟୋକିଓ,୧।୫: ଜାପାନ ଏବେ ପରିବର୍ତ୍ତନ ଆଡ଼କୁ ମୁହାଁଇଛି। ସମ୍ରାଟ୍‌ ଆକିହିତୋ ମଙ୍ଗଳବାର ରାଜଗାଦି ତ୍ୟାଗକରି ବୁଧବାର ତାଙ୍କର ପୁତ୍ର ରାଜକୁମାର ନାରୁହିତୋଙ୍କୁ ନୂତନ ରାଜାଭାବରେ ଅଭିଷିକ୍ତ କରାଇଛନ୍ତି। ୮୫ବର୍ଷୀୟ ବୃଦ୍ଧଙ୍କଠାରୁ ୫୯ ବର୍ଷୀୟ ପୁତ୍ରଙ୍କୁ ଏହି ଐତିହାସିକ ସିଂହାସନ ହସ୍ତାନ୍ତର...

ଗଳାରେ କ୍ୟାମେରା ଲଗାଇ ସମୁଦ୍ରକୂଳରେ ପହଞ୍ଚିଲା ହ୍ବେଲ ମାଛ: ଗୋଇନ୍ଦାଗିରି ଅଭିଯୋଗ

କୋପେନହାଗେନ,୩୦।୪: ନରଓ୍ବେର ସମୁଦ୍ର ଉପକୂଳରେ ଭେଲଗା ହ୍ବେଲ ମାଛର ଗଳାରେ କ୍ୟାମେରା ଓ ବେଲ୍ଟ ଲାଗିଥିବା ଦେଖିବାକୁ ମିଳିଛି। ସମୁଦ୍ର କୂଳରେ ମତ୍ସ୍ୟଜୀବୀମାନେ ମାଛ ଧରିବାକୁ ଯାଇଥିବା ବେଳେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ପରେ ମେରାଇନ ବିଶେଷଜ୍ଞ ଏହି...

୩୦ ହଜାର ମଦ୍ରାସା ଉପରେ ହେବ ସରକାରୀ ନିୟନ୍ତ୍ରଣ: ପାକିସ୍ତାନ

ଇସ୍‌ଲାମାବାଦ,୩୦।୪: ପାକିସ୍ତାନ ସରକାର ସୋମବାର ଘୋଷଣା କରିଛନ୍ତି କି ପାକିସ୍ତାନରେ ଥିବା ୩୦ ହଜାରରୁ ଊର୍ଦ୍ଧ୍ୱ ମଦ୍ରାସାକୁ ମୁଖ୍ୟଧାରାର ଶିକ୍ଷା ପ୍ରଣାଳୀରେ ସାମିଲ କରାଯିବ। ପାକିସ୍ତାନ ସେନାର ପ୍ରବକ୍ତା ଏହି ସୂଚନା ଦେଇ କହିଛନ୍ତି କି ଏଥର ମଦ୍ରାସାରେ ସାମୟିକ...

୫ବର୍ଷ ପରେ ସାମ୍ନାକୁ ଆସିଲା ଆଇଏସ୍‌ ନେତାଙ୍କ ଭିଡିଓ

ଦାମସ୍‌କସ୍‌,୩୦।୪: ଇସଲାମିକ୍‌ ଷ୍ଟେଟର ନେତା ସୋମବାର ଏକ ଭିଡିଓ ଜାରି କଲାପରେ ଏବେ ଏହା ଚର୍ଚ୍ଚାକୁ ଆସିଛି। ଉକ୍ତ ଭିଡିଓରେ ଇଷ୍ଟରରେ ଶ୍ରୀଲଙ୍କାରେ ହୋଇଥିବା ବିସ୍ଫୋରଣ ଓ ସେଥିରେ ମୃତ୍ୟୁ ହୋଇଥିବା ଲୋକଙ୍କୁ ନେଇ ଏହି ଇସ୍‌ଲାମିକ ନେତା ପ୍ରଶଂସା...

ରଖେ ହରି ମାରେ କିଏ?: ଶ୍ରୀଲଙ୍କା ବିସ୍ଫୋରଣରେ ରକ୍ଷା ପାଇଥିବା ମୂଳ ଭାରତୀୟ ଦମ୍ପତ୍ତି ୨୬/୧୧ ମୁମ୍ବାଇ ଆକ୍ରମଣରେ ମଧ୍ୟ ଥିଲେ ସୁରକ୍ଷିତ

କଲମ୍ବୋ,୨୯।୪: କଥାରେ ଅଛି ରଖେ ହରି ମାରେ କିଏ?। ଏହା ମୂଳ ଭାରତୀୟ ଦମ୍ପତ୍ତି ଅଭିନବ ଚାରି ଏବଂ ତାଙ୍କ ସ୍ତ୍ରୀ ନବରୂପ ଚାରିଙ୍କ ପାଇଁ ସତ୍ୟରେ ପରିଣତ ହୋଇଛି। ଏବେ ଅଭିନବ ଦୁବାଇରେ ରହୁଛନ୍ତି। ସେ ଶ୍ରୀଲଙ୍କାରେ ସିରିଜ୍‌...

ଶ୍ରୀଲଙ୍କା ଆକ୍ରମଣରେ ମୃତକଙ୍କ ଭାଇରାଲ ହୋଇଥିବା ଫଟୋ ୧୩ ବର୍ଷର ପୁରୁଣା

କଲମ୍ବୋ,୨୯।୪: ଶ୍ରୀଲଙ୍କାରେ ଏପ୍ରିଲ ୨୧ ଇଷ୍ଟର ଉତ୍ସବ ପାଳିତ ହେଉଥିବା ବେଳେ ସିରିଏଲ ବିସ୍ଫୋରଣ ହୋଇଥିଲା। ଏହି ଆକ୍ରମଣରେ ୨୫୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଶହରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଲୋକେ...

Advertisement


Archives

Model This Week

Why Dharitri