ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ସର୍ବଶ୍ରେଷ୍ଠ ନେତା: ହଲିଉଡ ଅଭିନେତ୍ରୀ
ନୂଆଦିଲ୍ଲୀ,୧୯।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ-ଆମେରିକା ସମ୍ପର୍କ ପାଇଁ ସର୍ବଶ୍ରେଷ୍ଠ ନେତା ବୋଲି ଆଫ୍ରିକୀୟ-ଆମେରିକୀୟ ହଲିଉଡ ଅଭିନେତ୍ରୀ ତଥା ଗାୟକ ମେରି ମିଲବେନ କହିଛନ୍ତି। ସେ କହିଛନ୍ତି, ଆମେରିକାର ଅନେକ ଲୋକ ଚାହୁଁଛନ୍ତି ଯେ ପ୍ରଧାନମନ୍ତ୍ରୀ ପୁନର୍ବାର ନିର୍ବାଚନରେ ଜିତନ୍ତୁ, ଯାହାଫଳରେ…
ଛଟେଇ କରିବ ଗୁଗଲ୍: କର୍ମଚାରୀଙ୍କୁ ଆଲର୍ଟ କଲେ ସୁନ୍ଦର ପିଚାଇ
କାଲିଫର୍ନିଆ,୧୯।୧।: ଦୁନିଆର ସବୁଠୁ ବଡ ଟେକ କମ୍ପାନୀ ଗୁଗଲରେ ଖୁବ୍ଶୀଘ୍ର କର୍ମଚାରୀ ଛଟେଇ ହେବାକୁ ଯାଉଛି। ଏନେଇ ଗୁଗଲର ସିଇଓ ସୁନ୍ଦର ପିଚାଇ ତାଙ୍କ କର୍ମଚାରୀମାନଙ୍କୁ ଆଲର୍ଟ କରିଛନ୍ତି। ସେ କହିଛନ୍ତି, ଚଳିତ ବର୍ଷ ଅଧିକ ଛଟେଇ ପାଇଁ ପ୍ରସ୍ତୁତ ରୁହନ୍ତୁ।…
ହେବ କି ଆଉ ଏକ ଯୁଦ୍ଧ! ଚାଇନା ଦେଲାଣି ମଧ୍ୟସ୍ଥତା ପ୍ରସ୍ତାବ
ଇସଲାମାବାଦ,୧୮।୧: ଇରାନର ଅପ୍ରତ୍ୟାଶିତ ଆକ୍ରମଣରେ ନିରାଶ ହୋଇ ପାକିସ୍ତାନ ଗୁରୁବାର ସକାଳେ ସୀମାଠାରୁ ୪୮ କିଲୋମିଟର ଦୂରରେ ଥିବା ଇରାନ ଅଞ୍ଚଳରେ ଆକ୍ରମଣ କରିଥିଲା। ପାକିସ୍ତାନ କହିଛି ଯେ ରକେଟ ଏବଂ ଘାତକ ଡ୍ରୋନ ସାହାଯ୍ୟରେ ବାଲୁଚି ଆତଙ୍କବାଦୀଙ୍କ ଲୁଚି ରହିଥିବା…
ସ୍ବିଜରଲ୍ୟାଣ୍ଡ ରେଲଓ୍ବେ ସହ ମିଶି କାମ କରିବ ଭାରତୀୟ ରେଲଓ୍ବେ
ବେର୍ନ/ନୂଆଦିଲ୍ଲୀ,୧୮।୧: ଭବିଷ୍ୟତରେ ଭାରତୀୟ ରେଲଓ୍ବେ, ସ୍ବିଜରଲ୍ୟାଣ୍ଡ ରେଲଓ୍ବେ ଏକତ୍ର କାର୍ଯ୍ୟ କରିବେ। ଘଟଣାହେଲା, ଭାରତୀୟ ରେଲଓ୍ବେ ସ୍ବିଜରଲ୍ୟାଣ୍ଡର ରେଲଓ୍ବେ ସହିତ ଏକ ଏମଓୟୁ ସ୍ବାକ୍ଷର କରିବାକୁ ଯୋଜନା ପ୍ରସ୍ତୁତ କରୁଛି। ଭାରତୀୟ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଏହି ସୂଚନା…
ଆବୁଧାବିରେ ଶୀଘ୍ର ଶେଷ ହେବ ହିନ୍ଦୁ ମନ୍ଦିର ନିର୍ମାଣ କାର୍ଯ୍ୟ, ମୋଦି କରିବେ ଉଦଘାଟନ
ଦୁବାଇ,୧୮।୧: ୟୁଏଇରେ ଭାରତୀୟ ରାଷ୍ଟ୍ରଦୂତ ସଞ୍ଜୟ ସୁଧୀର ଆବୁଧାବିରେ ନିର୍ମିତ ବିଏପିଏସ୍ ହିନ୍ଦୁ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି ସମୟରେ ରାଷ୍ଟ୍ରଦୂତ ମନ୍ଦିରର ନିର୍ମାଣ କାର୍ଯ୍ୟର ଅଗ୍ରଗତି ଦେଖିଥିଲେ। ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମନ୍ଦିର ନିର୍ମାଣ ପାଇଁ ଘୋଷଣା…
ଇରାନ-ପାକିସ୍ତାନ ମୁହାଁମୁହିଁ: ଅନେକ ଆତଙ୍କବାଦୀ ନିହତ
ଇସଲାମାବାଦ,୧୮ା୧: ଦୁଇଦିନ ପୂର୍ବେ ଅର୍ଥାତ୍ ମଙ୍ଗଳବାର ଇରାନ କରିଥିବା ଆକ୍ରମଣର ଗୁରୁବାର ଜବାବ ଦେଇଛି ପାକିସ୍ତାନ। ଆଜି ପାକିସ୍ତାନ ଇରାନର ସିସ୍ତାନ ଓ ବାଲୁଚିସ୍ତାନ ପ୍ରଦେଶରେ ଆତଙ୍କବାଦୀ ବେସ୍ ଉପରେ ଆକ୍ରମଣ କରିଛି। ଇସଲାମାବାଦରେ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି,…
ଇରାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍: ୩ ମହିଳା, ୪ ଶିଶୁ ମୃତ
ତେହରାନ,୧୮ା୧: କିଛିଦିନ ପୂର୍ବରୁ ଇରାନ ପାକିସ୍ତାନର ଆତଙ୍କବାଦୀ ବେସ୍ ଉପରେ ଆକ୍ରମଣ କରିଥିଲା। ଏହା ପରେ ପାକିସ୍ତାନ ମଧ୍ୟ ଇରାନ ଉପରେ ଆକ୍ରମଣ କରି ନିଜର ରାଗ ଶୁଝାଇଛି। ପାକିସ୍ତାନର କ୍ଷେପଣାସ୍ତ୍ର ଆକ୍ରମଣ ସମ୍ପର୍କରେ ସୂଚନା ଇରାନ କହିଛି, ଏହି ଏୟାର…
ଗୋଟିଏ ତୀରରେ ଦୁଇ ଶିକାର କରିବା ପାକିସ୍ତାନର ଲକ୍ଷ୍ୟ…
ଇସଲାମାବାଦ,୧୮।୧ : ପାକିସ୍ତାନର ବାଲୁଚିସ୍ତାନରେ ଆତଙ୍କବାଦୀ ସଂଗଠନ ଜୈଶ ଅଲ-ଆଦଲର ମୁଖ୍ୟାଳୟରେ ଇରାନ ଏୟାର ଷ୍ଟ୍ରାଇକ କରିଥିଲା। ଏହାର ଗୁରୁତର ପରିଣାମ ସମ୍ପର୍କରେ ପାକିସ୍ତାନ ଚେତାବନୀ ଦେଇଥିଲା। ବର୍ତ୍ତମାନ ଗୁରୁବାର ଦିନ ଇରାନରେ ଥିବା ବାଲୁଚ ବିଚ୍ଛିନ୍ନତାବାଦୀ ଗୋଷ୍ଠୀଙ୍କ ଶିବିର ଉପରେ…
ସଂଯମତା ରକ୍ଷା କର, ମାହୋଲ ବିଗିଡିବା ଭଳି ପଦକ୍ଷେପ ନ ନିଅ: ଆକ୍ରମଣ ପରେ ଇରାନକୁ ଅପିଲ କଲା ପାକିସ୍ତାନ
ଇସଲାମାବଦ,୧୮।୧: ଇରାନ ମଙ୍ଗଳବାର ପାକିସ୍ତାନ ଉପରେ ଆକ୍ରମଣ କରିଥିବାବେଳେ ପାକିସ୍ତାନ ଗୁରୁବାର ଇରାନ ଉପରେ ଆକ୍ରମଣ କରିଛି। ଇରାନ ଜୈଶ ଅଲ-ଅଦଲ ଗୋଷ୍ଠୀର ମୁଖ୍ୟାଳୟ ଉପରେ ଆକ୍ରମଣ କରିଥିଲା। ପାକିସ୍ତାନ ଏହାକୁ ଦେଶର ସୁରକ୍ଷା ବିରୋଧରେ ଆକ୍ରୋଶର ଜବାବରେ ଇରାନ ଦ୍ୱାରା…
ଦୁନିଆରେ ୧୬ରୁ ଅଧିକ ଦେଶରେ ପୂଜା ପାଉଛନ୍ତି ଶ୍ରୀରାମ, ମୁସଲିମ ଦେଶରେ ମଧ୍ୟ ପୂଜାପାଏ ରାମଙ୍କ ମୂର୍ତ୍ତି
ଆଦିଲ୍ଲୀ,୧୮।୧: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ସ୍ଥାପନ ହେବାକୁ ଯାଉଛି। ଏନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏହି ଦିନକୁ ସ୍ମରଣୀୟ କରିବା ପାଇଁ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଭାରତୀୟମାନେ ଉତ୍ସାହିତ ଅଛନ୍ତି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ…
ହାତୀ ଆଦାୟ କରୁଛନ୍ତି ଟୋଲ ଟିକସ ! ଭିଡ଼ିଓ ଭାଇରାଲ, ୧ ମିଲିୟନରୁ ଅଧିକ ଭିୟୁ ସହିତ ୯୧ ହଜାରରୁ ଅଧିକ ଲାଇକ…
ଜୋହାନ୍ସବର୍ଗ,୧୮।୧ : ପୃଥିବୀରେ ଥିବା ବିଶାଳ ପ୍ରାଣୀମାନଙ୍କ ମଧ୍ୟରେ ହାତୀର ନାମ ପ୍ରଥମେ ଆସିଥାଏ। ବଡ ଏବଂ ଓଜନିଆ ହେବା ସହିତ ହାତୀ ସମ୍ବେଦନଶୀଳ ଏବଂ ବୁଦ୍ଧିମାନ ବୋଲି କୁହାଯାଏ। ହାତୀ ଶୀଘ୍ର କାହାକୁ ଆକ୍ରମଣ କରେ ନାହିଁ, କିନ୍ତୁ ଏହାର…
ପ୍ରତିଶୋଧ ନେଲା ପାକିସ୍ତାନ: ଇରାନରେ ପଶି କଲା ଏୟାର ଷ୍ଟ୍ରାଇକ
ଇସଲାମାବାଦ୍,୧୮।୧: ପାକିସ୍ତାନ ଗୁରୁବାର ଇରାନ ବିରୋଧରେ ପ୍ରତିଶୋଧ ନେଇଛି। ପାକିସ୍ତାନୀ ବାୟୁସେନା ଇରାନ ସୀମାରେ ପ୍ରବେଶ କରି ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନ ଉପରେ ଏୟାର ଷ୍ଟାଇକ୍ କରିଛି। ଏହି ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନ ବାଲୁଚି ବିଦ୍ରୋହୀଙ୍କର ଥିଲା। ବାଲୁଚିସ୍ତାନରେ…
Archives


