ଅନ୍ତର୍ଜାତୀୟ

ଏବେ କେଉଁଠି ଶରଣ ନେବେ ଶେଖ ହସିନା ? ବଡ଼ ଝଟକା ଦେଲା ଇଂଲଣ୍ଡ

ନୂଆଦିଲ୍ଲୀ, ୦୬।୦୮: ବାଂଲାଦେଶରେ ହିଂସାତ୍ମକ ଛାତ୍ର ବିରୋଧ ପ୍ରଦର୍ଶନ ଦେଶବ୍ୟାପୀ ଅଶାନ୍ତି ଏବଂ ସେନା କ୍ଷମତା ନିଜ ହାତକୁ ନେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତରେ ଆସି ଶରଣ ପଶିଛନ୍ତି। ସୂଚନାନୁସାରେ, ଶେଖ ହସିନା ଆସନ୍ତା କିଛି ଦିନ…

ଭାରତ ଆସିବା ପରେ କେଉଁଠି ଅଛନ୍ତି ହସିନା? ସୋମବାର ପହଞ୍ଚିଥିଲେ ହିଣ୍ଡନ ଏୟାରବେସ

ନୂଆଦିଲ୍ଲୀ,୬।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ସୋମବାର (୫ ଅଗଷ୍ଟ ୨୦୨୪)ରେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପରେ ସେ ବାଂଲାଦେଶ ବାୟୁସେନା ବିମାନରେ ଭାରତ ଆସିଥିଲେ। ଯେଉଁଠାରେ ତାଙ୍କ ବିମାନ ଦିଲ୍ଲୀ ନିକଟସ୍ଥ ଗାଜିଆବାଦର ହିଣ୍ଡନ ଏୟାରବେସରେ…

କିଏ ସେହି ନାହିଦ ଇସଲାମ, ଯାହାଙ୍କ ପାଇଁ ବାଂଲାଦେଶରେ ବ୍ୟାପୁଛି ହିଂସା!

ଢାକା,୬।୮: ବାଂଲାଦେଶରେ ଏକ ମାସର ନିରନ୍ତର ସଂରକ୍ଷଣ ଏବଂ ସରକାର ବିରୋଧୀ ବିରୋଧ ପରେ ଶେଖ ହସିନାଙ୍କୁ କେବଳ କ୍ଷମତା ନୁହେଁ ଦେଶ ମଧ୍ୟ ଛାଡି ପଳାଇବାକୁ ପଡିଲା। ନାହିଦ ଇସଲାମ ନାମକ ଜଣେ ବ୍ୟକ୍ତିଙ୍କ ନେତୃତ୍ୱରେ ଦେଶବ୍ୟାପୀ ବିରୋଧ ଯୋଗୁଁ…

ଶେଖ ହାସିନାଙ୍କ ଚାକର ୨୮୪ କୋଟିର ମାଲିକ, ହେଲେ ନିଜ ପାଖରେ ରହିଛି ମାତ୍ର…

ଢାକା,୬।୮: : ବାଂଲାଦେଶ ହିଂସା ପରେ ପ୍ରଧାନମନ୍ତ୍ରୀ ଶେଖ ହାସିନା ନିଜ ପଦ ଛାଡିବା ଦହ ଦେଶ ଛାଡି ପଳାଇବାକୁ ବାଧ୍ୟ ହୋଇଛନ୍ତି। ବାଂଲାଦେଶରେ ହୋଇଥିବା ଆକ୍ରମଣ ପରେ ଶେଖ ହାସିନାଙ୍କ ବିଷୟରେ ସାରା ବିଶ୍ୱରେ ଅନେକ ଆଲୋଚନା ଆରମ୍ଭ ହୋଇଛି।…

ଜଗନ୍ନାଥଙ୍କୁ ବି ଛାଡ଼ିଲେନି, ହିନ୍ଦୁ ମନ୍ଦିର ଭାଙ୍ଗାରୁଜା ସହ ଜାଳିଦେଲେ

ନୂଆଦିଲ୍ଲୀ, ୦୬।୦୮: ବାଂଲାଦେଶର ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି । ହିଂସା ଏବଂ ଅରାଜକତା ମଧ୍ୟରେ ଆନ୍ଦୋଳନକାରୀ ବିଂଲାଦେଶରେ ରହୁଥିବା ଅଳ୍ପ ସଂଖ୍ୟକ ହିନ୍ଦୁଙ୍କୁ ଟାର୍ଗେଟ୍‌ କରିବା ଆରମ୍ଭ କରିଦେଇଛନ୍ତି । ଖୋଜି ଖୋଜି ହିନ୍ଦୁଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଇଛନ୍ତି…

୫ ଥର କ୍ଷମତାସୀନ, ନାଟକୀୟ ପଳାୟନ

ଢାକା/ନୂଆଦିଲ୍ଲୀ, ୬ା୮(ପି.ଟି.):ବାଂଲାଦେଶ ପ୍ରଧାନମନ୍ତ୍ରୀ ତଥା ଆଓ୍ବାମି ଲିଗ୍‌ ଦଳର ନେତ୍ରୀ ଶେଖ୍‌ ହାସିନା କ୍ରମାଗତ ଚତୁର୍ଥ ଥର ପାଇଁ ନିର୍ବାଚିତ ହୋଇଥିବାବେଳେ ସେ ମୋଟ ୫ ଥର ସରକାର ଗଢ଼ିଥିଲେ। ଲୌହ ମାନବୀ କୁହାଯାଉଥିବା ହାସିନାଙ୍କୁ ସୋମବାର ନାଟକୀୟ ଭାବେ ନିଜ…

ବାଂଲାଦେଶ ହିଂସା ପଛରେ ରହିଛି ଏହି ଦେଶର ହାତ, ହେଲା ବଡ଼ ଖୁଲାସା

ଢାକା,୬।୮: ବାଂଲାଦେଶରେ ସରକାରଙ୍କୁ ହଟାଇବା ନେଇ ଗୁପ୍ତଚର ବିଭାଗର ରିପୋର୍ଟରେ ଏକ ବଡ଼ ଖୁଲାସା ହୋଇଛି। ଏହା ପଛରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ରହିଛି ବୋଲି କୁହାଯାଉଛି। ସୂତ୍ର ଅନୁଯାୟୀ, ବାଂଲାଦେଶ ପରିସ୍ଥିତି ପଛରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ…

ଦିନେ ନିଆଁରେ ଘିଅ ଢାଳିଥିଲେ ହାସିନା: ଆଉ ଆଜି….

ଢାକା,୬।୮:ଏକଦା ବାଂଲାଦେଶକୁ ସାମରିକ ଶାସନରୁ ରକ୍ଷା କରିଥିବା ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ଗୋଟିଏ ମନ୍ତବ୍ୟ ସେନା ହାତକୁ କ୍ଷମତା ବଢ଼ାଇଦେଇଛି। ଦେଶରେ ସଂରକ୍ଷଣ ବିରୋଧୀ ହିଂସା ଥମି ଆସୁଥିବାବେଳେ ହାସିନା କହିଥିଲେ, ଯଦି ସ୍ବାଧୀନତା ସଂଗ୍ରାମୀଙ୍କ ନାତୁଣୀନାତି ସଂରକ୍ଷଣ ସୁବିଧା ନ…

ହାସିନାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ ତସ୍‌ଲିମା: ମୋତେ ବାହାର କରିଥିଲ ଆଉ ଏବେ…

ଢାକା, ୬।୮: ଚାରିଆଡେ ପୋଡାଜଳା, ହିଂସା ଅରାଜକତାରେ ଜଳୁଛି ବାଂଲାଦେଶ। ଦେଶରେ ଅସମ୍ଭାଳ ସ୍ଥିତି। ପ୍ରଧାନମନ୍ତ୍ରୀ ପଦରୁ ଶେଖ୍‌ ହାସିନା ଇସ୍ତଫା ଦେଇ ଦେଶ ଛାଡିବା ପରେ ପାର୍ଲାମେଣ୍ଟକୁ ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଭଙ୍ଗ ଘୋଷଣା କରିଛନ୍ତି । ତେବେ…

ହସିନାଙ୍କୁ ନେଇ ୮ ମାସ ପୂର୍ବରୁ ଭବିଷ୍ୟବାଣୀ କରିଥିଲେ ଜ୍ୟୋତିଷ! ନୂଆ ପରିସ୍ଥିତିରେ ବାଂଲାଦେଶ ସହ ସମ୍ପର୍କକୁ ନେଇ କହିଲେ…

ଢାକା,୬।୮: ପଡୋଶୀ ଦେଶ ବାଂଲାଦେଶରେ ଅଗଷ୍ଟ ୫ସୋମବାର ଶେଖ ହସିନାଙ୍କ ଇସ୍ତଫା ପରେ ସେନା କମାଣ ସମ୍ଭାଳିଛି। ସଂରକ୍ଷଣ ପାଇଁ ହିଂସାତ୍ମକ ବିରୋଧକୁ ଦୃଷ୍ଟିରେ ରଖି ଶେଖ ହସିନା ଇସ୍ତଫା ଦେଇଛନ୍ତି। ଶେଖ ହସିନା ବାଂଲାଦେଶ ଛାଡି ଭାରତ ଆସିଛନ୍ତି, ବର୍ତ୍ତମାନ…

ବାଂଲାଦେଶରେ ରାଜନୈତିକ ଅସ୍ଥିରତାକୁ ନେଇ ଚିନ୍ତା ପ୍ରକଟ କଲା ବ୍ରିଟେନ, ଶାନ୍ତି ସ୍ଥାପନ ପାଇଁ କଲା ଅପିଲ

ଲଣ୍ଡନ,୬।୮: ବାଂଲାଦେଶରେ ସାମ୍ପ୍ରତିକ ରାଜନୈତିକ ଘଟଣା ଯୋଗୁଁ ସୃଷ୍ଟି ହୋଇଥିବା ସଙ୍କଟ ଉପରେ ବ୍ରିଟେନ ଗଭୀର ଚିନ୍ତା ପ୍ରକଟ କରିଛି। ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଦେଶ ଛାଡିବା ଏବଂ ପରବର୍ତ୍ତୀ ହିଂସାକୁ ନେଇ ବ୍ରିଟେନର ବୈଦେଶିକ ମନ୍ତ୍ରୀ ଡେଭିଡ ଲାମି ସମସ୍ତ…

ବାଂଲାଦେଶର ନୂଆ ସରକାରରେ ଏକମାତ୍ର ହିନ୍ଦୁ କିଏ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ଜାଣନ୍ତୁ…

ଢାକା,୬।୮: ବାଂଲାଦେଶରେ ଶେଖ ହସିନାଙ୍କ ପରେ ବର୍ତ୍ତମାନ କିଏ କ୍ଷମତା ଗ୍ରହଣ କରିବ ତାକୁ ନେଇ ଅଧିକ ଚର୍ଚ୍ଚା ହେଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ସେନା ମଧ୍ୟବର୍ତ୍ତୀକାଳୀନ ସରକାର ଚଳାଇବ। ଏଥିପାଇଁ ସେନା ମୁଖ୍ୟ ଜେନେରାଲ ୱାକର ଉଜ ଜମାନ ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?