ଅନ୍ତର୍ଜାତୀୟ

ଏହା କି ପ୍ରକାର ନିର୍ଯାତନା, କେ-ପପ୍‌ ଶୋ’ ଦେଖିବା ଅଭିଯୋଗରେ ୨ ପିଲାଙ୍କୁ ୧୨ ବର୍ଷ କାରାଦଣ୍ଡ

ପୋଙ୍ଗୟାଙ୍ଗ୍‌,୨୦।୧: ଉତ୍ତର କୋରିଆରେ କେ-ପପ୍‌ ଦେଖିବା ଅଭିଯୋଗରେ ଦୁଇ ଜଣ କିଶୋରଙ୍କୁ ୧୨ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଦକ୍ଷିଣ ଏବଂ ଉତ୍ତର ବିକାଶ (ସାଣ୍ଡ) ପ୍ରତିଷ୍ଠାନ ସ୍ବାରା ପ୍ୟୋଙ୍ଗୟାଙ୍ଗରେ ଦୁଇ ୧୬ ବର୍ଷ ବୟସ୍କା ପିଲାଙ୍କୁ ସର୍ବସାଧାରଣରେ ଦଣ୍ଡିତ କରାଯାଇଥିବା ଭିଡିଓ…

ବୋର୍ଡିଂ ସ୍କୁଲର ହଷ୍ଟେଲରେ ଅଗ୍ନିକାଣ୍ଡ,୧୩ ମୃତ

ବେଜିଂ,୨୦।୧: ଚାଇନାର ହେନାନ ପ୍ରଦେଶର ଏକ ପ୍ରାଥମିକ ବୋର୍ଡିଂ ସ୍କୁଲର ଛାତ୍ରାବାସରେ ଅଗ୍ନିକାଣ୍ଡରେ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଚାଇନା ରାଜ୍ୟ ଗଣମାଧ୍ୟମ ଅନୁଯାୟୀ, ଜାନଶାନପୁ ଗାଁର ସ୍ଥାନୀୟ ଲୋକମାନେ ଶୁକ୍ରବାର ରାତି ୧୧ଟା ସମୟରେ ୟିଙ୍ଗକାଇ ସ୍କୁଲରେ…

ଆତଙ୍କବାଦର ପ୍ରତିରୋଧ ପାଇଁ ପାକିସ୍ତାନ-ଇରାନର ସହମତ

ଇସ୍‌ଲାମାବାଦ,୨୦।୧: ପାକିସ୍ତାନର ଆତଙ୍କବାଦୀ ଆଡ୍ଡା ଉପରେ ଇରାନର ସର୍ଜିକାଲ ଷ୍ଟ୍ରାଇକ୍‌ ଏବଂ ଦିନକ ପରେ ଇସ୍‌ଲାମାବାଦ ପାଲଟା ଜବାବ ଦେବା ପରେ ଦୁଇଦେଶ ମଧ୍ୟରେ ସୃଷ୍ଟ ହୋଇଥିବା ଉତ୍ତେଜନା ହ୍ରାସ ପାଇଁ ଉଭୟ ଦେଶ ରାଜି ହୋଇଛନ୍ତି। ଏଥିସହିତ ଆତଙ୍କବାଦର ପ୍ରତିରୋଧ…

୨ଫୁଟ ଲମ୍ବା ଦେଖାଯିବା ପାଇଁ କଲେ ସର୍ଜରୀ, ଏବେ ଭୋଗୁଛନ୍ତି ମରଣଯନ୍ତ୍ରଣା

ବୋଗୋଟା,୧୯।୧: ସୁନ୍ଦର ଦେଖାଯିବା ପାଇଁ ଲୋକେ ଏବେ ବିଭିନ୍ନ ପ୍ରକାର ସର୍ଜରୀ କରୁଛନ୍ତି। କେହି ଓଠ ମୋଟା କରୁଛନ୍ତି ତ କେହି ନିଜର ମୁହଁର ଶେପ ପରିବର୍ତ୍ତନ କରୁଛନ୍ତି। କିନ୍ତୁ କେବେ ଉଚ୍ଚତା ବଢାଇବା ପାଇଁ ସର୍ଜରୀ ବିଷୟରେ ଶୁଣିଛନ୍ତି କି?…

ଚିକିତ୍ସା ବିଜ୍ଞାନରେ ବିରଳ: ମହିଳାଙ୍କ ଶରୀରରେ କାମ କରୁଛି ୧୦୮ ବର୍ଷର ମାଆଙ୍କ କିଡନୀ, ଭାବୁକ କରିବ…

ଇଂଲଣ୍ଡ,୧୯।୧: ମହିଳାଙ୍କ ଶରୀରରେ କାମ କରୁଛି ୧୦୮ ବର୍ଷର କିଡନୀ। ଶୁଣି ଆଶ୍ଚର୍ଯ୍ୟ ଳାଗୁଥିଲେ ବି ସତ। ଏପରି ଘଟଣା ଦେଖିବାକୁ ମିଳିଛି ଇଂଲଣ୍ଡରେ। ଇଂରାଜୀ ୱେବସାଇଟ ଡେଲି ମେଲରେ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଇଂଲଣ୍ଡରେ ରହୁଥିବା ସୁ…

ପଞ୍ଚମ ଦେଶ ଭାବେ ସଫଳତାର ସହ ଚନ୍ଦ୍ରରେ ଅବତରଣ କଲା ଜାପାନ

ନୂଆଦିଲ୍ଲୀ,୧୯ା୧: ଜାପାନର ସ୍ଲିମ୍ ମୁନ୍ ମିଶନ୍ ସଫଳତାର ସହିତ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଛି। ଏହା ସହ ଚନ୍ଦ୍ର ପୃଷ୍ଠରେ ସଫଳ ଅବତରଣ କରିବାରେ ଜାପାନ ପଞ୍ଚମ ଦେଶ ହୋଇଛି। ଏହା ପୂର୍ବରୁ ଭାରତ, ଋଷ, ଆମେରିକା ଏବଂ ଚାଇନା ଏହି…

ଏୟାର ହୋଷ୍ଟେସଙ୍କୁ କାମୁଡିଦେଲେ ଯାତ୍ରୀ, କରିବାକୁ ପଡିଲା ଏମରଜେନ୍ସି ଲ୍ୟାଣ୍ଡିଂ

କିଓ,୧୯।୧: ନିକଟରେ ଏୟାରଲାଇନ୍ସ/ଫ୍ଲାଇଟକୁ ନେଇ ଅନେକ ଘଟଣା ସାମ୍ନାକୁ ଆସୁଛି। ପ୍ଲେନ ୧୨ଘଣ୍ଟାରୁ ଅଧିକ ବିଳମ୍ବ ହେବାରୁ ହନିମୁନ କଟେଇବାକୁ ଯାଉଥିବା ଏକ ଦମ୍ପତିଙ୍କ ଘଟଣା ନିକଟରେ ଚର୍ଚ୍ଚାରେ ଥିଲା। ବିଳମ୍ବ ହେବାରୁ ବ୍ୟକ୍ତି ଜଣକ କ୍ରୁ ମେମ୍ବରଙ୍କୁ ମାଡ ମାରିଥିଲେ।…

ବ୍ୟାଙ୍କର ନାଁ ‘ସୀତାରାମ’, ହୁଏନି ଟଙ୍କାପଇସା ନେଣଦେଣ

ଅଯୋଧ୍ୟା,୧୯।୧: ପ୍ରତିଷ୍ଠା ହେବାକୁ ଯାଉଛି ଭବ୍ୟ ରାମ ମନ୍ଦିର। ଜାନୁଆରୀ ୨୨ରେ ମନ୍ଦିରରେ ବିରାଜମାନ କରିବେ ରାମଲଲା। ଶୁକ୍ରବାର ପ୍ରଥମ ଥର ପାଇଁ ରାମଲଲାଙ୍କ କମନୀୟ ମୂର୍ତ୍ତି ଲୋକଲୋଚନକୁ ଆସିଛି। ତେବେ ପ୍ରାଣ ପ୍ରତିଷ୍ଠା ନେଇ କେବଳ ଦେଶରେ ନୁହେଁ ବିଦେଶରେ…

ମାଲିକ ବନିଲେ ଡ୍ରାଇଭର: ଥଣ୍ଡାଜ୍ୱର ନ ହେବା ପାଇଁ କର୍ମଚାରୀଙ୍କୁ ନେବାଆଣିବା କରୁଛନ୍ତି ବସ୍‌

ସାଲେମ,୧୯।୧: ଶୀତଋତୁ ସରିବାକୁ ଆସୁଥିଲେ ବି ଜାଡର ପଞ୍ଚା ଏବେ ବି ସାରା ବିଶ୍ୱକୁ ଜଡେଇ ଧରିଛି। ଏହାର ଅଧିକ ପ୍ରଭାବ ଯାତ୍ରୀ ଓ ଅଫିସ ଯିବାଆସିବା କରିବା ପାଇଁ ଟ୍ରାନ୍ସପୋର୍ଟର ସାହାଯ୍ୟ ନେଉଥିବା କର୍ମଚାରୀଙ୍କ ଉପରେ ପଡୁଛି। ଯାତାୟତ ପାଇଁ…

ବିଶ୍ୱର ସବୁଠାରୁ ଧନୀ ପରିବାର, ୪ ହଜାର କୋଟିର ମହଲ, ୭୦୦ରୁ ଅଧିକ କାର

ନୂଆଦିଲ୍ଲୀ: ନିକଟରେ ଭାରତ ଗସ୍ତରେ ଆସିଥିବା ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦ ଅଲ ନାହିୟାନ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ତାଙ୍କ ପରିବାର ହେଉଛି ବିଶ୍ୱର ସବୁଠାରୁ ଧନୀ ପରିବାର। ଲୋକମାନେ ସେମାନଙ୍କର ନେଟ ମୂଲ୍ୟ ଜାଣି…

ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ‘ସ୍ନାଇପର’

ଟୋକିଓ,୧୯ା୧: ଜାପାନର ଚନ୍ଦ୍ର ମିଶନ ‘ସ୍ନାଇପର’ ଶୁକ୍ରବାର ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଯାଉଛି। ଜାପାନର ସ୍ପେସ୍‌ ଏଜେନ୍ସି ଜାକ୍ସା କହିଛି ଯେ, ‘ସ୍ନାଇପର ଆଜି ରାତି ୯ଟାରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଯାଉଛି। ଗତ ୬ ମାସ ମଧ୍ୟରେ ଚନ୍ଦ୍ର ନୂତନ…

ଇସ୍ରାଏଲ ସୈନିକଙ୍କ ମୁଣ୍ଡକୁ ୮ ଲକ୍ଷ ଟଙ୍କାରେ ନିଲାମ କଲା ହମାସ, ଯନ୍ତ୍ରଣାଦାୟକ ଘଟଣା ବିଷୟରେ ବଖାଣିଲେ ପିତା

ଜେରୁଜେଲମ,୧୯।୧: ଇସ୍ରାଏଲ-ହମାସ ଯୁଦ୍ଧରେ ଏ ପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଇସ୍ରାଏଲ ଶପଥ ନେଇଛି ଯେ ହମାସ ଆତଙ୍କବାଦୀଙ୍କୁ ହଟାଇବା ପର୍ଯ୍ୟନ୍ତ ଏହା ବନ୍ଦ ହେବ ନାହିଁ। ଏହି ସମୟରେ ଜଣେ ଇସ୍ରାଏଲ ସୈନିକଙ୍କ ପିତାଙ୍କ ଯନ୍ତ୍ରଣା ସାମ୍ନାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri