ଅନିଶ୍ଚିତତାରେ ଋଷି ସୁନକଙ୍କ ନେତୃତ୍ୱ
ଲଣ୍ଡନ,୧୮।୩(ପି.ଟି.): ଚଳିତବର୍ଷ ଶେଷ ଭାଗରେ ବ୍ରିଟେନ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ଶାସକ ଦଳ କଞ୍ଜରଭେଟିଭ୍ ପାର୍ଟିରେ ନେତୃତ୍ୱ ପରିବର୍ତ୍ତନ ପାଇଁ ଗୋଟିଏ ଗୋଷ୍ଠୀ ଦାବି ଉଠାଇଛନ୍ତି। ଫଳରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ନେତୃତ୍ୱକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି।…
ପାର୍ଟନରଙ୍କୁ ବାହାହେଲେ ବହିର୍ବ୍ୟାପାର ମନ୍ତ୍ରୀ
କାନ୍ବେରା,୧୮ା୩: ଅଷ୍ଟ୍ରେଲିଆ ବହିର୍ବ୍ୟାପାର ମନ୍ତ୍ରୀ ପେନ୍ନି ଓ୍ବଙ୍ଗ୍ ନିଜ ଦୀର୍ଘଦିନର ମହିଳା ପାର୍ଟନର ସୋଫିଏ ଆଲ୍ଲୋଉଆଚେଙ୍କୁ ବିବାହ କରିଛନ୍ତି। ନିଜ ସମଲିଙ୍ଗୀ ବିବାହ ସମ୍ପର୍କରେ ଓ୍ବଙ୍ଗ୍ ରବିବାର ଇନ୍ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ଏହି ସ୍ବତନ୍ତ୍ର ଦିନରେ ଆମ ସହ ପରିବାର ଓ…
ସାଧାରଣ ନିର୍ବାଚନ ପୂର୍ବରୁ ନେତୃତ୍ୱ ପରିବର୍ତ୍ତନ ପାଇଁ ଉଠିଲା ଦାବି
ଲଣ୍ଡନ,୧୭।୩: ଚଳିତବର୍ଷ ଶେଷ ଭାଗରେ ବ୍ରିଟେନ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ଶାସକ ଦଳ କଞ୍ଜରଭେଟିଭ୍ ପାର୍ଟିରେ ନେତୃତ୍ୱ ପରିବର୍ତ୍ତନ ପାଇଁ ଗୋଟିଏ ଗୋଷ୍ଠୀ ଦାବି ଉଠାଇଛନ୍ତି। ଫଳରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ନେତୃତ୍ୱକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି।…
ଇଭିଏମ ଥିଲେ ନିର୍ବାଚନରେ ହୋଇ ନ ଥାଆନ୍ତା କୌଣସି ଅସୁବିଧା: ଇମ୍ରାନ
ଇସଲାମାବାଦ,୧୭।୩: ପାକିସ୍ତାନରେ ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା ହେବାର ବହୁ ଦିନ ହେଲାଣି। ତେବେ ଘରୋଇ ତଥା ଆନ୍ତର୍ଜାତୀୟ ସ୍ତରରେ ପାକିସ୍ତାନର ନିର୍ବାଚନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠିଛି। ବିଶେଷ କରି ଦେଶର ମୁଖ୍ୟ ବିରୋଧୀ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)…
ରୁଷିଆରେ ରାଷ୍ଟ୍ରପତି ନିର୍ବାଚନ ମଧ୍ୟରେ ବଢିଲା ହିଂସା, ଇଭିଏସ ଉପରେ ବଡ ସାଇବର ଆଟାକ
ମସ୍କୋ,୧୭।୩: ରୁଷିଆରେ ପ୍ରଥମ ଥର ବ୍ୟବହୃତ ହେଉଥିବା ରିମୋଟ ଇଲେକ୍ଟ୍ରୋନିକ ଭୋଟିଂ ସିଷ୍ଟମରେ ଏକ ବଡ଼ ଆକାରର ସାଇବର ଆକ୍ରମଣ କରାଯାଇଛି। ଶନିବାର ଜିନହୁଆ ନ୍ୟୁଜ ଏଜେନ୍ସି ରୁଷିଆର କେନ୍ଦ୍ରୀୟ ନିର୍ବାଚନ ଆୟୋଗର ମୁଖ୍ୟ ଏଲା ପାମଫିଲୋଭାଙ୍କ ଉଦ୍ଧେଶ୍ୟରେ କହିଛି ଯେ…
ଶାସନ କ୍ଷମତା ହାତକୁ ଆସିଲେ ଶେଷ କରିଦେବି ବାଇଡେନ ପ୍ରଶାସନର ଏହି ନୀତି, ରାଷ୍ଟ୍ରପତିଙ୍କୁ ଟାର୍ଗେଟ କଲେ ଟ୍ରମ୍ଫ
ଓ୍ବାଶିଂଟନ,୧୭।୩: ଆମେରିକାରେ ବଢୁଥିବା ପ୍ରବାସୀ ଅପରାଧ ସମ୍ପର୍କରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାଇଡେନ ପ୍ରଶାସନ ବିରୋଧରେ କଡ଼ା ଭାଷଣ ଦେଇଥିଲେ। ସେ ଦାବି କରିଛନ୍ତି ଯେ ଯଦି ସେ କ୍ଷମତାକୁ ଆସନ୍ତି ତେବେ ସେ ପ୍ରତ୍ୟେକ ‘ଖୋଲା ସୀମା ନୀତି’…
ଲଣ୍ଡନରେ ଭାଜପା ସମର୍ଥନରେ କାର ରାଲିର ଆୟୋଜନ
ଲଣ୍ଡନ,୧୭।୩: ଓଭରସିଜ୍ ଫ୍ରେଣ୍ଡସ ଅଫ ଭାଜପା ୟୁକେ ଲଣ୍ଡନରେ ଏକ କାର୍ ରାଲିର ଆୟୋଜନ କରିଥିଲେ। ଭାରତରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପାକୁ ସମର୍ଥନ କରିବା ପାଇଁ ଏହି କାର ରାଲିର…
ଉଡୁଥିବା ସମୟରେ ହଜିଗଲା ବୋଇଂ ଫ୍ଲାଇଟର ପ୍ୟାନେଲ
ଓରେଗନ,୧୬।୩: ବୋଇଙ୍ଗ ବିମାନର କିଛି ନା କିଛି ଘଟଣା ଜାରି ରହିଛି, ନିକଟରେ ୭୩୭-୮୦୦ର ଏକ କ୍ୟାବିନ ପ୍ୟାନେଲ ମଧ୍ୟଭାଗରେ ହଠାତ୍ ଅଦୃଶ୍ୟ ହୋଇଗଲା। ବାସ୍ତବରେ, ଗତ ଶୁକ୍ରବାର ସାନ ଫ୍ରାନ୍ସିସ୍କୋ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆମେରିକାର ଓରେଗନର ମେଡଫୋର୍ଡ ଅନ୍ତର୍ଜାତୀୟ ବିମାନବନ୍ଦରରେ…
ଉଦୟ ଭାଟିଆ, ମାନସୀ ଗୁପ୍ତାଙ୍କୁ ଡାଏନା ସ୍ମୃତି ପୁରସ୍କାର
ଲଣ୍ଡନ/ନୂଆଦିଲ୍ଲୀ,୧୬।୩: ଦିଲ୍ଲୀର ଇନୋଭେଟର ଉଦୟ ଭାଟିଆ ଏବଂ ହରିୟାଣାର ମାନସିକ ସ୍ବାସ୍ଥ୍ୟ ପ୍ରଚାରକ ମାନସୀ ଗୁପ୍ତା, ଡାଏନା ମେମୋରିଆଲ ପୁରସ୍କାରରେ ସମ୍ମାନିତ ବିଶ୍ୱର ୨୦ଜଣଙ୍କ ମଧ୍ୟରେ ସାମିଲ ଅଛନ୍ତି। ୱେଲ୍ସର ସ୍ବର୍ଗତ ରାଜକୁମାରୀଙ୍କ ସ୍ମୃତିରେ ପ୍ରତିଷ୍ଠିତ ଡାଏନା ପୁରସ୍କାର ଚ୍ୟାରିଟି ଏହାର…
ଋଷିଆରେ ନିର୍ବାଚନ: କେରଳରେ ହେଉଛି ଭୋଟିଂ! ଜାଣନ୍ତୁ କାହିଁକି
ଥିରୁଭାନନ୍ତପୁରମ୍,୧୫।୩: କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ଏବର୍ଷ ନିର୍ବାଚନୀ ବର୍ଷ। ଭାରତରେ ଆଉ ମାସକ ପରେ ନିର୍ବାଚନ ହେବାକୁ ଥିବାବେଳେ ଦେଶର ବନ୍ଧୁରାଷ୍ଟ୍ର ଋଷିଆରେ ନିର୍ବାଚନ ଆରମ୍ଭ ହୋଇଛି। ଋଷିଆ ଜନସାଧାରଣ ବୁଥ୍କୁ ଯାଇ ଭୋଟିଂ କରୁଛନ୍ତି। ହେଲେ ସବୁଠାରୁ…
ଖାଦ୍ୟ ପାଇଁ ଲାଇନରେ ଠିଆ ହୋଇଥିବା ଲୋକଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଲା ଇସ୍ରାଏଲ ସେନା, ୨୦ ମୃତ, ୧୫୦ରୁ ଅଧିକ ଆହତ
ଜେରୁଜେଲମ,୧୫।୩: ଇସ୍ରାଏଲ-ହମାସ ଯୁଦ୍ଧ ମାସ ମାସ ହେବ ଲାଗି ରହିଛି ଏବଂ ଗାଜାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଅନେକ ଶିଶୁଙ୍କ ସମେତ ସାଧାରଣ ନାଗରିକମାନେ ଗୁଳି ବିନିମୟର ଶିକାର ହେଉଛନ୍ତି। ସହାୟତା ଭାବରେ ଗାଜାକୁ ଖାଦ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ…
ରୁଷିଆ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ମତଦାନ, ପଞ୍ଚମ ଥର ପାଇଁ ଶାସନ କ୍ଷମତା ହାତେଇ ପାରନ୍ତି ପୁଟିନ
ମସ୍କୋ,୧୫।୩: ୟୁକ୍ରେନ ସହିତ ଯୁଦ୍ଧ ମଧ୍ୟରେ ପ୍ରଥମ ଥର ପାଇଁ ରୁଷିଆରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଆଜି ଅର୍ଥାତ୍ ଶୁକ୍ରବାର ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଭ୍ଲାଦିମିର ପୁଟିନ ପୁଣି ଥରେ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଛିଡା ହୋଇଛନ୍ତି। ପୁଟିନ…
Archives


