ଅନ୍ତର୍ଜାତୀୟ

ପୂର୍ବତନ ପ୍ରଧାନମନ୍ତ୍ରୀ ହାସିନାଙ୍କ ନାଁରେ ରୁଜୁ ହେଲା ଆଉ ଏକ ହତ୍ୟା ମାମଲା

ଢାକା,୧୬ା୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ବିରୋଧରେ ଶୁକ୍ରବାର ଆଉ ଏକ ମାମଲା ରୁଜୁ ହୋଇଛି। ଜଣେ ଶିକ୍ଷକଙ୍କୁ ହତ୍ୟା ଘଟଣାରେ ହାସିନାଙ୍କୁ ଅଭିଯୁକ୍ତ କରାଯାଇଛି। କ୍ଷମତାରୁ ବିତାଡ଼ିତ ହେବା ପରେ ହାସିନାଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ ହେଲାଣି।…

କିଏ ଥାଇଲ୍ୟାଣ୍ଡର ସବୁଠାରୁ ଯୁବ ପ୍ରଧାନମନ୍ତ୍ରୀ, ପରିବାରର ଚତୁର୍ଥ ସଦସ୍ୟ ଭାବେ ସମ୍ଭାଳିବାକୁ ଯାଉଛନ୍ତି ଏହି ପଦ

ବ୍ୟାଙ୍କକ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଥାକସିନ ଶିନାୱାତ୍ରାଙ୍କ ସବୁଠାରୁ ସାନ ଝିଅ ୩୭ବର୍ଷିୟ ପେଟୋଙ୍ଗଟାର୍ନ ଶିନାୱାତ୍ରା ଥାଇଲ୍ୟାଣ୍ଡର ୩୧ତମ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି। ୩୧୯ସାଂସଦ ତାଙ୍କୁ ସମର୍ଥନ କରିଛନ୍ତି। ସେ ଏହି ପଦବୀରେ ଅବସ୍ଥାପିତ ହେବାକୁ ଥିବା ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ…

ପ୍ରଥମ ଥର ମାନିଲେ ପାକିସ୍ତାନ ସରକାର, ଇଣ୍ଟରନେଟରେ ହୋଇଛି ଗଡବଡ

ଇସଲାମାବାଦ,୧୬।୮: ପାକିସ୍ତାନ ସରକାର ପ୍ରଥମ ଥର ପାଇଁ ସ୍ବୀକାର କରିଛନ୍ତି ଯେ ସେ ତାଙ୍କର ୱେବ ମ୍ୟାନେଜମେଣ୍ଟ ସିଷ୍ଟମକୁ ଅପଗ୍ରେଡ କରୁଛନ୍ତି, ଯାହାଦ୍ୱାରା ସାଇବର ସୁରକ୍ଷା ଚ୍ୟାଲେଞ୍ଜ ଗୁଡିକୁ ମୁକାବିଲା କରାଯାଇପାରିବ। ସୂଚନାଯୋଗ୍ୟ, ଆଜିକାଲି ପାକିସ୍ତାନରେ ଇଣ୍ଟରନେଟର ସମସ୍ୟା ଦେଖାଦେଇଛି ଏବଂ…

କମଲା ହାରିସଙ୍କ ପାଇଁ ମୋ ମନରେ ସମ୍ମାନ ନାହିଁ: ଟ୍ରମ୍ପ

ଓ୍ବାଶିଂଟନ,୧୬।୮: ଆମେରିକାରେ ଭାରତୀୟ ମୂଳ ବାସିନ୍ଦା କମଲା ହାରିସ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପରେ ଆମେରିକୀୟ ରାଜନୀତିରେ ଉତ୍ତେଜନା ଦେଖାଦେଇଛି। ଏଥି ସହିତ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ପରେ କମଲା ହାରିସଙ୍କୁ ନିରନ୍ତର…

ସାଉଦି ଯୁବରାଜଙ୍କୁ ଘାରିଛି ହତ୍ୟା ଭୟ

ରିୟାଦ୍‌,୧୬।୮: ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ନିଜ ହତ୍ୟାକୁ ଭୟ କରୁଛନ୍ତି। ଏକଥ ସେ ନିଜେ ପ୍ରକାଶ କରିଛନ୍ତି। ସାଉଦି କ୍ରାଉନ ପ୍ରିନ୍ସ ଭୟ କରୁଛନ୍ତି, ଯଦି ସେ ଇସ୍ରାଏଲ, ଆମେରିକା ଏବଂ ସାଉଦି ଆରବ ମଧ୍ୟରେ…

ଦାୟିତ୍ୱ ସମ୍ଭାଳିବା ପରେ ଭାରତ ଉପରେ ରାଗିଗଲେ ୟୁନୁସ ସରକାର! ଫେରାଇନେଲେ ରାଷ୍ଟ୍ରଦୂତ

ଢାକା,୧୬।୮: ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ଏହି ବିବାଦ ଭିତରେ ଶେଖ ହାସିନା ବାଂଲାଦେଶ ଛାଡି ଭାରତରେ ଶରଣ ନେଇଛନ୍ତି। ଏପରି ସ୍ଥିତିରେ ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ବାଂଲାର ଦାୟିତ୍ୱ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ହାତରେ ଅଛି।…

ସାମୁଦ୍ରିକ ଝଡ଼ ଏମ୍ପିଲ୍‌ର ପ୍ରଭାବ, ୬ ଶହରୁ ଅଧିକ ବିମାନ ଉଡ଼ାଣ ବାତିଲ୍‌

ନୂଆଦିଲ୍ଲୀ, ୧୬।୦୮: ସାମୁଦ୍ରିକ ଝଡ଼ ଏମ୍ପିଲ୍‌ ପ୍ରଭାବ ଜାପାନ ଉପରେ ପଡ଼ିଛି । ଜାପାନର ମୁଖ୍ୟ ଦ଼୍ବିପ ଆଡ଼କୁ ଏହି ବତ୍ୟା ମାଡ଼ିଚାଲିଛି । ଫଳରେ ଜାପାନରେ ଗମାନା ଗମନ ପ୍ରଭାବିତ ହୋଇଛି । ପାଣିପାଗ ଖରାପ କାରଣରୁ ବିମାନ ଯାତ୍ରା…

୧୫ ଦେଶରେ ବ୍ୟାପିଲା ମଙ୍କିପକ୍ସ

ଜେନେଭା,୧୬।୮: ଏବେ ବିଶ୍ୱର ଅନେକ ଦେଶରେ ମଙ୍କିପକ୍ସ ଜୀବାଣୁର ଭୟ ବ୍ୟାପିଛି। ଏହି ସମୟରେ ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ମଙ୍କିପକ୍ସର ଏକ ମାମଲା ରୁଜୁ ହୋଇଛି, ଯାହାକି ଦେଶରେ ଏହି ରୋଗର ପ୍ରଥମ ଘଟଣା। ପାକିସ୍ତାନରେ ମଙ୍କିପକ୍ସ ମାମଲା ସାମ୍ନାକୁ…

ବିମାନ ଦୁର୍ଘଟଣାରେ ୫ ମୃତ

ସାଓ ପାଓଲୋ,୧୬।୮: ବ୍ରାଜିଲରେ ଏକ ବିମାନ ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବ୍ରାଜିଲର ମାଟୋ ଗ୍ରୋସୋ ସ୍ଥିତ ଆମାଜନିଆ ସହର ଆପିଆକାସରେ ଏକ ଟୁଇନ୍‌ ଇଞ୍ଜିନ ବିମାନ ତଳକୁ ଖସିପଡି ଏହି ଦୁର୍ଘଟଣା ଘଟିଛି। ବ୍ରାଜିଲର ଗ୍ଲୋବୋନ୍ୟୁଜ ନେଟୱାର୍କ…

ୟୁକ୍ରେନ ରୁଷିଆରେ ଖୋଲିଲା ମିଲିଟ୍ରି ଅଫିସ

କ୍ୱିଭ,୧୬।୮: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ବର୍ତ୍ତମାନ ଏକ ବିପଜ୍ଜନକ ମୋଡ଼ ନେଇଛି। ୟୁକ୍ରେନ ବର୍ତ୍ତମାନ ରୁଷିଆ ପାଇଁ ଚିନ୍ତାର କାରଣ ପାଲଟିଛି। ୟୁକ୍ରେନ କେବଳ ରୁଷିଆରେ ପ୍ରବେଶ କରିନାହିଁ ବରଂ ପୁଟିନଙ୍କ କିଛି ଜମି ମଧ୍ୟ ଦଖଲ କରିଛି।…

ଆଜି ଯଦି ନିର୍ବାଚନ ହୁଏ କିଏ ଜିତିବେ ଟ୍ରମ୍ପ ନା କମଲା ହାରିସ: ଆସିଲା ଚାଞ୍ଚଲ୍ୟକର ତଥ୍ୟ

ଓ୍ବାଶିଂଟନ୍‌,୧୬।୮: ଆମେରିକାର ରାଷ୍ଟ୍ରପତି ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଅଛି। ଦେଶରେ କରାଯାଇଥିବା ଅନେକ ସର୍ବେକ୍ଷଣରେ ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ କମଲା ହାରିସ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଏକ ବଡ଼ ଅଗ୍ରଣୀ ଥିବା ଦର୍ଶାଯାଇଛି। ଆମେରିକୀୟ…

ଇସ୍ରାଏଲ-ହମାସ ଯୁଦ୍ଧରେ ଏବେ ପର୍ଯ୍ୟନ୍ତ ୪୦ ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ

ଜେରୁଜେଳମ,୧୬।୮: ଦୀର୍ଘ ଦିନ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଆସୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ଇସ୍ରାଏଲର ଆକ୍ରମଣରେ ୪୦ହଜାରରୁ ଅଧିକ ପାଲେଷ୍ଟାଇନବାସୀ ପ୍ରାଣ ହରାଇଛନ୍ତି। ଏବେ ହ୍ବାଇଟ ହାଉସ କହିଛି ଯେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?