‘ମଦ ଭଗବାନଙ୍କ ଉପହାର, ସେଥିପାଇଁ ମଣିଷଙ୍କୁ ମିଳିଛି’, ପୋପ ଫ୍ରାନ୍ସିସଙ୍କ ଆଶ୍ଚର୍ଯ୍ୟଜନକ ବୟାନ
ଭାଟିକାନ ସିଟି,୨୭।୧: କ୍ୟାଥୋଲିକ ଚର୍ଚ୍ଚର ବର୍ତ୍ତମାନର ମୁଖ୍ୟ ରୋମର ବିଶପ ତଥା ଭାଟିକାନ ସିଟିର ସାର୍ବଭୌମ ପୋପ ଫ୍ରାନ୍ସିସଙ୍କ ତାଜା ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେ କହିଛନ୍ତି, ମଦ ହେଉଛି ‘ଭଗବାନଙ୍କ ଉପହାର’ । ସେଥିପାଇଁ ଏହା…
ବିଦେଶରେ ‘ଡଙ୍କି’ କ୍ରେଜ୍: ବ୍ରିଟେନ ସଂସଦରେ ହେବ ସ୍ପେଶାଲ ସ୍କ୍ରିନିଂ
ମୁମ୍ବାଇ: ବଲିଉଡର କିଙ୍ଗ ଖାନ ଶାହାରୁଖଙ୍କ ଫିଲ୍ମ ‘ପଠାନ’, ‘ଜୱାନ’ ଏବଂ ‘ଡଙ୍କି’ବକ୍ସ ଅଫିସ ରେକର୍ଡ ଭାଙ୍ଗିଛି। ୨୦୨୩ରେ ବକ୍ସ ଅଫିସରେ ରାଜ୍ କରିଛି ଏହି ଫିଲ୍ମ। ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଡଙ୍କି ୨୧ ଡିସେମ୍ବରରେ ସବୁ ଫିଲ୍ମ ହଲ୍ରେ ରିଲିଜ୍…
ଅଜବ ପରମ୍ପରା: ମାଟିତଳୁ ମୃତଦେହ କାଢି ଡ୍ୟାନ୍ସ କରନ୍ତି ଏହି ଜନଜାତି
ଦୁନିଆରେ ଭିନଭିନ୍ନ ଜାତି ଓ ଭିନ୍ନଭିନ୍ନ ସମ୍ପ୍ରଦାୟର ଲୋକ ବସବାସ କରନ୍ତି। ଯେଉଁମାନଙ୍କ ପରମ୍ପରା ରୀତିନୀତି ନିଆରା। ତେବେ ଆସନ୍ତୁ ଜାଣିବା ଏପରି ଏକ ଜନଜାତିଙ୍କ ବିଷୟରେ, ଯେଉଁମାନେ ସେମାନଙ୍କ ଉତ୍ସବରେ ମୃତ ଶରୀର ସହ ଡ୍ୟାନ୍ସ କରନ୍ତି। ଘରର ସଦସ୍ୟଙ୍କ…
କୋର୍ଟଙ୍କ ନିଷ୍ପତ୍ତିକୁ ନେଇ ଖୁସି ବ୍ୟକ୍ତ କଲା ଦକ୍ଷିଣ ଆଫ୍ରିକା, ରାମାଫୋସା କହିଲେ ଏହା ନ୍ୟାୟ ଆଡକୁ ଗୋଟିଏ ପାଦ
ପେକଟାଉନ,୨୭।୧: ଅନ୍ତର୍ଜାତୀୟ କୋର୍ଟର ନିଷ୍ପତ୍ତି ପରେ ଦକ୍ଷିଣ ଆଫ୍ରିକାର ବୟାନ ସାମ୍ନାକୁ ଆସିଛି। ଇସ୍ରାଏଲ ବିରୁଦ୍ଧରେ ହୋଇଥିବା ଜନଶୁଣାଣି ଅଭିଯୋଗକୁ ଆଫ୍ରିକା ଯଥାର୍ଥ ପ୍ରମାଣିତ କରିଛି। ଏହା ସହିତ ଇସ୍ରାଏଲ କୋର୍ଟଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛି। ସେ ଏହାକୁ ଅପମାନଜନକ ବୋଲି…
ସୁପ୍ରିମକୋର୍ଟରୁ ଇମ୍ରାନଙ୍କ ଦଳକୁ ମିଳିଲା ଆଶ୍ୱସ୍ତି
ଇସଲାମାବାଦ,୨୭।୧ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ର ଜେଲରେ ଥିବା ନେତାମାନଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଫେବୃଆରୀ ୮ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ପରଭେଜ ଇଲାହି ଏବଂ ଅନ୍ୟ କେତେକ…
ଟ୍ରମ୍ପଙ୍କୁ ଝଟକା, ମାନହାନି ମାମଲାରେ ଦେବାକୁ ପଡିବ ୮୩ ମିଲିୟନ ଡଲାରର କ୍ଷତିପୂରଣ
ଓ୍ବାଶିଂଟନ୍,୨୭।୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମସ୍ୟା ବଢିବାରେ ଲାଗିଛି। ତାଙ୍କୁ ବର୍ତ୍ତମାନ ଲେଥିକା ଇ ଜିନ କାରୋଲଙ୍କ ବଳାତ୍କାର ଏବଂ ମାନହାନି ମାମଲାରେ ୮୩.୩ ନିୟୁତ ଡଲାରର କ୍ଷତିପୂରଣ ଦେବାକୁ ପଡିବ। ପ୍ରକୃତରେ ଟ୍ରମ୍ପ ଗୁରୁବାର ନ୍ୟୁୟର୍କ ଫେଡେରାଲ…
ଆଇସିଜେର ନିଷ୍ପତ୍ତିକୁ ଅପମାନଜନକ ବୋଲି କହିଲେ ନେତାନ୍ୟାହୁ, ଦେଶର ସୁରକ୍ଷା ପାଇଁ ଆମେ ପ୍ରସ୍ତୁତ
ଜେରୁଜେଲମ,୨୭।୧: ଅନ୍ତର୍ଜାତୀୟ କୋର୍ଟଙ୍କ ନିଷ୍ପତ୍ତି ପରେ ଇସ୍ରାଏଲ କୋର୍ଟକୁ ସମାଲୋଚନା କରିଛନ୍ତି। ଇସ୍ରାଏଲ ଏହି ନିଷ୍ପତ୍ତିକୁ ଅପମାନଜନକ ବୋଲି କହିଛନ୍ତି। ଦେଶର ସୁରକ୍ଷା ପାଇଁ ଯାହା ଆବଶ୍ୟକ ତାହା କରାଯିବ ବୋଲି ଇସ୍ରାଏଲ ଶପଥ ନେଇଛି। ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ଗାଜାରେ…
୧୦୮ଥର ଛୁରୀଭୂଷି ପ୍ରେମିକଙ୍କୁ କରିଥିଲେ ହତ୍ୟା, କୋର୍ଟରେ ହୋଇଗଲା ଦଣ୍ଡ ମାଫ୍
କାଲିଫର୍ନିଆ,୨୬।୧: କୌଣସି ମାମଲା କୋର୍ଟରେ ପହଞ୍ଚିବା ପରେ ବିଚାରପତି ଅପରାଧିଙ୍କୁ ଦଣ୍ଡ ବିଧାନ କରିଥାନ୍ତି। ଗୁରୁତର ଅପରାଧୀଙ୍କୁ ଆଜୀବନ କିମ୍ବା ଜରିମାନା ଦଣ୍ଡାଦେଶ ହୋଇଥାଏ। ବେଳେବେଳେ ଅନେକ ଅପରାଧୀମାନେ ଗୁରୁତର ଅପରାଧ କରିବା ସତ୍ତ୍ୱେ ଆଇନ ଆଗରେ ଯୁକ୍ତି ଉପସ୍ଥାପନ ନ…
ଆନ୍ତର୍ଜାତୀୟ କୋର୍ଟର ବଡ଼ ନିଷ୍ପତ୍ତି, ଏକ ମାସ ମଧ୍ୟରେ ଗାଜାରେ ନରସଂହାର ରୋକିବାକୁ ଇସ୍ରାଏଲକୁ ଆଦେଶ
ନୂଆଦିଲ୍ଲୀ,୨୬।୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ଆନ୍ତର୍ଜାତୀୟ କୋର୍ଟ(ଆଇସିଜେ) ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି। ଗାଜା ଷ୍ଟ୍ରିପ୍ରେ ଆକ୍ରମଣରେ ହୋଇଥିବା ମୃତ୍ୟୁ ଓ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ହିସାବ ଦେବାକୁ ତଥା ନରସଂହାର ରୋକିବାକୁ ଆନ୍ତର୍ଜାତୀୟ କୋର୍ଟ ଇସ୍ରାଏଲକୁ…
ପରିତ୍ୟକ୍ତ ଘରେ ଏକାକୀ ଜୀବନ କାଟୁଛି କୁନିପୁଅ, ୨ବର୍ଷ ପର୍ବେ ବୟଫ୍ରେଣ୍ଡଙ୍କ ସହ ମାଆ ଫେରାର୍
ଫ୍ରାନ୍ସ,୨୬।୧: ସନ୍ତାନ ପାଇଁ ମାଆ ସବୁବେଳେ ଧରାପୃଷ୍ଠରେ ଚଳନ୍ତି ପ୍ରତିମା ହୋଇଥାଏ। ସନ୍ତାନ ଉପରକୁ ଦୁଖର ପାହାଡ ଛିଡି ପଡିବା ପୂର୍ବରୁ ସେ କୋଳେଇ ଧରେ। ହେଲେ ଆମେ ଏପରି ଏକ ଘଟଣା କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ତାଜୁବ…
ଯନ୍ତ୍ରଣା କମ୍ କରିବା ପାଇଁ ଅପରାଧିଙ୍କୁ ଦିଆଗଲା ନାଇଟ୍ରୋଜେନ ଗ୍ୟାସରେ ମୃତ୍ୟୁଦଣ୍ଡ, ବିଶ୍ୱରେ ପ୍ରଥମ
ଆଲବାମା,୨୬।୧: ଆମେରିକା ଆଲବାମା ରାଜ୍ୟରେ କେନେଥ ସ୍ମିଥ ନାମକ ଜଣେ ହତ୍ୟାକାରୀଙ୍କୁୁ ନାଇଟ୍ରୋଜେନ ଗ୍ୟାସ ସାହାଯ୍ୟରେ ମୃତ୍ୟୁଦଣ୍ଡ ଦିଆଯାଇଛି। ଅପରାଧିଙ୍କୁ ଦିଆଯାଉଥିବା ମୃତ୍ୟୁଦଣ୍ଡରେ ଯନ୍ତ୍ରଣା କମ କରିବାକୁ ଅନେକ କୌଶଳ ଅବଲମ୍ବନ କରାଯାଉଥିଲା ହେଲେ ଆମେରିକାରେ ପ୍ରଥମ ଥର ନାଇଟ୍ରୋଜେନ ଗ୍ୟାସ…
ସଡ଼କ ଦୁର୍ଘଟଣାରେ ଶ୍ରୀଲଙ୍କା ରାଜ୍ୟମନ୍ତ୍ରୀଙ୍କ ପରଲୋକ
କଲମ୍ବୋ,୨୬।୧: ଗୁରୁବାର ସକାଳେ ରାଜପଥରେ ଏକ କାର୍ ଦୁର୍ଘଟଣାରେ ଶ୍ରୀଲଙ୍କା ରାଜ୍ୟ ମନ୍ତ୍ରୀ ସନତ ନିଶାନ୍ତା ଏବଂ ତାଙ୍କ ସୁରକ୍ଷା ଦଳର ଜଣେ କନ୍ଷ୍ଟେବଲଙ୍କ ମୃତ୍ୟୁ ଘଟିଛି। ଶ୍ରୀଲଙ୍କା ପୋଲିସ ଏକ ବିବୃତିରେ କହିଛି ଯେ ୪୮ବର୍ଷୀୟ ଜଳ ଯୋଗାଣ ମନ୍ତ୍ରୀ…
Archives


