ଅନ୍ତର୍ଜାତୀୟ

କାଠରେ ତିଆରି ହୋଇଛି ପୁରା ସହର, ଦେଖିଲେ ଆଶ୍ଚର୍ଯ୍ୟ ହେବେ

ଷ୍ଟକହୋମ,୨୫।୧୧: ମଣିଷ ନିଜ ଆବଶ୍ୟକତା ଅନୁଯାୟୀ ପୃଥିବୀରେ ଅନେକ ସୁନ୍ଦର ସହର ଏବଂ କୋଠା ନିର୍ମାଣ କରିଛି। ଏହାର ବଡ ଉଦାହରଣ ହେଉଛି ଦୁନିଆରେ ଅନେକ ଗଗନଚୁମ୍ବୀ ଏବଂ ଚମକପ୍ରଦ ସହର। ଏହାକୁ ଦେଖିବା ପରେ ଯେ କାହାର ବି ଆଖି…

ମାସକୁ ୩ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏଆଇ ମଡେଲ, ଦେଖିଲେ ଭ୍ରମରେ ପଡୁଛନ୍ତି ଅଭିନେତା

ମାଦ୍ରିଦ,୨୫।୧୧: ଆର୍ଟିଫିଶିଆଲ ଇଣ୍ଟେଲଜେନ୍ସି ଯେଉଁଠି ଲୋକଙ୍କ ପାଇଁ ସମ୍ଭାବନାର ସୁଯୋଗ ଦେଇଛି ସେହିପରି ଅଗାମୀ ଭବିଷ୍ୟତରେ ସମାଜ ପାଇଁ ସମସ୍ୟା ମଧ୍ୟ ବଢାଇଛି। ଏଆଇ ଯୋଗୁ ବହୁ ଲୋକ ଚାକିରୀ ହରାଉଛନ୍ତି। ଅନେକଙ୍କୁ ଭବିଷ୍ୟତରେ ଚାକିରୀ ହରାଇବା ନେଇ ଆଶଙ୍କା ରହିଛି।…

ଚନ୍ଦ୍ରକୁ ନିଜ ଡିଏନଏ ପଠାଇବେ ଏହି ବ୍ୟକ୍ତି, ମହାକାଶରେ ମିଳିବ ଜୀବସତ୍ତାର ସନ୍ଧାନ

ଓ୍ବାଶିଂଟନ୍‌,୨୫।୧୧: ସମାଜର ବିକାଶରେ ବିଜ୍ଞାନର ବଡ ଭୂମିକା ରହିଛି। ବର୍ତ୍ତମାନ ବିଜ୍ଞାନ ସାହାର୍ଯ୍ୟରେ ୩ଲକ୍ଷ ୮୪ହଜାର ୪ଶହ କିମି ଦୂରରେ ଥିବା ଚନ୍ଦ୍ରକୁ ଆମେ ହାତ ବଢାଇ ସାରିଛୁ। ଏହାର ସଫଳ ଉଦାହରଣ ହେଉଛି ନିକଟରେ ହୋଇଥିବା ଚନ୍ଦ୍ରାୟାନ-୩। ତେବେ ଆଗକୁ…

ସହରକୁ କବଜା କଲେ ମୂଷା! ସରକାର ଜାରି କଲେ ହାଇ ଆଲର୍ଟ

କାନବେରା,୨୫।୧୧: ଯୁଦ୍ଧରେ ଗୋଟିଏ ଶକ୍ତିଶାଳୀ ଦେଶ ଅନ୍ୟ ଏକ ଦେଶ ଉପରେ ଆକ୍ରମଣ କରି ନିଜ ଦଖଲକୁ ଆଣିଥାଏ। ଯଦି ଆପଣଙ୍କୁ କହିବୁ ଏପରି ଏକ ଦେଶ ଅଛି ଯେଉଁଠି ମୂଷାମାନେ ଏକ ସହରକୁ କବଜା କରିଛନ୍ତି। ଅଜବ ଲାଗୁଛି ନା।…

ଅନୈତିକ ସମ୍ପର୍କ ଯୋଗୁ ବାପାଙ୍କ ଠାରୁ ଦୂରେଇ ଯାଇଥିଲେ ଏଲନ ମସ୍କ, ଏବେ…

ଓ୍ବାଶିଂଟନ୍‌,୨୫।୧୧: ଏଲନ ମସ୍କ ଓ ତାଙ୍କ ବାପାଙ୍କ ଭିତରେ ଥିବା ସମ୍ପର୍କର ଦୂରତା ଏବେ କାହାକୁ ଅଛପା ନାହିଁ। ଏପରିକି ଦୁହେଁ ସାର୍ବଜନିକ ସ୍ଥାନରେ ପରସ୍ପରକୁ ଆଙ୍ଗୁଠି ଦେଖାନ୍ତି। ଚଳିତ ବର୍ଷ ମସ୍କଙ୍କ କମ୍ପାନୀ ସ୍ପେସ ଏକ୍ସର ପ୍ରଥମ ଷ୍ଟାରଶିପ୍‌ ଲଞ୍ଚ…

ଶପିଂ ମଲରେ ନିଆଁ, ଜୀବନ୍ତ ଜଳିଗଲେ ୯ ଜଣ, ଜଣେ ଆହତ

କରାଚି,୨୫।୧୧: ପାକିସ୍ତାନର କରାଚି ସ୍ଥିତ ରସିଦ ମିନହସ ରୋଡରେ ଅବସ୍ଥିତ ଆରଜେ ମଲରେ ଶନିବାର ଅଗ୍ନିକାଣ୍ଡରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ଜଣେ ଆହତ ହୋଇଛନ୍ତି। କରାଚିରେ ସ୍ଥାନୀୟ ଡାକ୍ତରଖାନା ଏବଂ ପୋଲିସର ଅଧିକାରୀମାନେ ଡନ…

‘ବିଶ୍ୱ ହିନ୍ଦୁ ମୂଲ୍ୟବୋଧରୁ ପ୍ରେରଣା ନେଉ, ତାହେଲେ ଯାଇ ସ୍ଥାପନ ହେବ ବିଶ୍ୱ ଶାନ୍ତି,’ ଥାଇଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ

ବ୍ୟାଙ୍ଗକକ,୨୫।୧୧: ହିନ୍ଦୁ ଧର୍ମ ସମ୍ବନ୍ଧରେ ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଶ୍ରେଥା ଥାଭିସିନ ଏକ ବଡ଼ ବୟାନ ଦେଇଛନ୍ତି। ଥାଇ ପ୍ରଧାନମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ଯେ ଅଶାନ୍ତି ସହ ସଂଗ୍ରାମ କରୁଥିବା ବିଶ୍ୱ ହିନ୍ଦୁ ମୂଲ୍ୟବୋଧରୁ ଅହିଂସା, ସତ୍ୟ, ସହନଶୀଳତା ଏବଂ ସୌହାର୍ଦ୍ଦ୍ୟର…

‘ଆମେ ଖୁସି, ହେଲେ ଆମେ ଦୁଃଖି’, ଏମିତି କହିଲେ ଇସ୍ରାଏଲ ଦ୍ୱାରା ମୁକୁଳିଥିବା ୩୯ ପାଲେଷ୍ଟାଇନ ଏକଦୀଙ୍କ ପରିବାର

ତେଲ ଆଭିଭ,୨୫।୧୧: ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ ଶୁକ୍ରବାର ଇସ୍ରାଏଲ ୩୯ପାଲେଷ୍ଟାଇନ କଏଦୀଙ୍କୁ ମୁକ୍ତ କରିଥିଲା। ଯେତେବେଳେ କି ୧୩ଇସ୍ରାଏଲ ନାଗରିକ ହମାସ ଦ୍ୱାରା ମୁକ୍ତ ହୋଇଛନ୍ତି। ଏଥିସହ, ୧୧ ଜଣ ବିଦେଶୀ କଏଦୀଙ୍କୁ ମଧ୍ୟ ହମାସ…

୨୫ ପଣବନ୍ଦୀ ମୁକ୍ତ

ଜେରୁଜେଲମ/ଗାଜା ସିଟି,୨୫ା୧୧: ଇସ୍ରାଏଲ-ହମାସ୍‌ ଯୁଦ୍ଧର ୭ ସପ୍ତାହ ପରେ ଶୁକ୍ରବାର ସ୍ଥାନୀୟ ସମୟ ସକାଳ ୭ଟାରୁ ୪ ଦିନିଆ ଅସ୍ତ୍ରବିରତି ଆରମ୍ଭ ହୋଇଛି। ଏଥିସହ ୧୩ ଇସ୍ରାଏଲୀ ପଣବନ୍ଦୀଙ୍କୁ ହମାସ୍‌ ମୁକ୍ତ କରିଛି। ସେହପରି ଥାଇଲାଣ୍ଡର ୧୨ ପଣବନ୍ଦୀଙ୍କୁ ମଧ୍ୟ ମୁକ୍ତ…

ଚାଇନାରେ ଶିଶୁମାନଙ୍କ ନିକଟରେ ବ୍ୟାପୁଥିବା ଅଜଣା ରୋଗକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦେଲା ଏମିତି ବୟାନ

ବେଜିଂ/ନୂଆଦିଲ୍ଲୀ,୨୪।୧୧: ଭାରତ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଚାଇନାରେ ପିଲାମାନଙ୍କ ମଧ୍ୟରେ ବ୍ୟାପିଥିବା ରହସ୍ୟମୟ ରୋଗ ଉପରେ ନଜର ରଖିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଚାଇନାରେ ଦେଖାଯାଉଥିବା ପକ୍ଷୀ ସ୍ବାଇନ ଫ୍ଲୁ ରୋଗ ସହିତ ଶ୍ୱାସ ରୋଗର କ୍ଲଷ୍ଟରରୁ ଭାରତ…

ହମାସ୍‌ କବ୍ଜାରେ ଅଛନ୍ତି ୯ ବର୍ଷର ଝିଅ: ମୁକ୍ତ ପାଇଁ ଆକୁଳ ନିବେଦନ କଲେ ବାପା

ଜେରୁଜେଲମ୍‌,୨୪।୧୧: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଅନେକ ବନ୍ଧକଙ୍କୁ ମୁକ୍ତ କରାଯିବ। ହମାସ୍‌ କବ୍ଜାରେ ଜଣେ ୯ ବର୍ଷର ଝିଅ ଏମିଲି ହ୍ୟାଣ୍ଡ ଅଛନ୍ତି। ଝିଅ ମୁକ୍ତ ପାଇଁ ଆକୁଳ ନିଦେନ କରିଛନ୍ତି। ଗତ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣରେ…

ଗାଜାରେ ୫,୮୫୦ ପିଲାଙ୍କ ସମେତ ୧୪,୮୦୦ରୁ ଅଧିକଙ୍କର ମୃତ୍ୟୁ…

ଜେରୁଜେଲମ,୨୪।୧୧ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ବର୍ତ୍ତମାନ ବନ୍ଦ ରହିଛି । ଅକ୍ଟୋବର ୭ ରେ, ହମାସ ଇସ୍ରାଏଲ ଉପରେ ଆକ୍ରମଣ କରି ବହୁ ଲୋକଙ୍କୁ ହତ୍ୟା କରିଥିଲା। ଏଥିସହ ୨୦୦ରୁ ଅଧିକ ଲୋକଙ୍କୁ ବନ୍ଧକ ରଖିଥିଲା। ଏହା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri