ୟୁରୋପରେ ବେଆଇନ ପ୍ରବାସୀଙ୍କ ଉପରେ ପ୍ରତିବନ୍ଧକ ନେଇ ସୁନକଙ୍କ ଉଦ୍ବେଗ
ଲଣ୍ଡନ,୧୭ା୧୨: ୟୁରୋପରେ ବେଆଇନ ପ୍ରବେଶ ନେଇ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଉଦ୍ବେଗ ପ୍ରକାଶ କରିଛନ୍ତି। ସୁନକ କହିଛନ୍ତି, କିଛି ଶତ୍ରୁ ଲୋକଙ୍କର ସ୍ଥାନାନ୍ତରକୁ ଅସ୍ତ୍ର ଭାବରେ ବ୍ୟବହାର କରି ସମାଜକୁ ଅସ୍ଥିର କରିବାକୁ ଚାହୁଁଛନ୍ତି। ସେ କହିଛନ୍ତି, ବଢୁଥିବା ପ୍ରବାସୀ…
କିଏ ସେହି କୁଏତର ନୂଆ ଶାସକ ଶେଖ ମେଶାଲ, ତାଙ୍କ ସମ୍ପତିର ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ
କୁଏତ ସିଟି,୧୭।୧୨: କୁଏତର ଆମୀର ଶେଖ ନୱାଫ ଅଲ ଅହମ୍ମଦ ଅଲ ସବାଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ଶେଖ ମେଶାଲଙ୍କୁ ନୂତନ ଆମିର ଘୋଷିତ କରାଯାଇଛି। ସୂଚନାଯୋଗ୍ୟ ଯେ ଆମିର ଶେଖ ନୱାଫ ଅଲ-ଅହମ୍ମଦ ଅଲ-ସବାଙ୍କ ଡିସେମ୍ବର ୧୬ରେ ୮୬…
ଉତ୍ତର କୋରିଆକୁ ଧ୍ୱଂସ କରିଦେବ ଆମେରିକା: କିମଙ୍କୁ ବାଇଡେନଙ୍କ ଧମକ…
ଓ୍ବାଶିଂଟନ,୧୭।୧୨ : ଆଣବିକ ଆକ୍ରମଣ ସମ୍ପର୍କରେ ସ୍ପଷ୍ଟ ଉତ୍ତର ଦେଇ ଆମେରିକା ଉତ୍ତର କୋରିଆକୁ ଚେତାବନୀ ଦେଇଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ସରକାର କହିଛିନ୍ତି ଆମେରିକା କିମ୍ବା ଏହାର ସହଯୋଗୀ ଦେଶ ବିରୁଦ୍ଧରେ ଆଣବିକ ଆକ୍ରମଣର ଉଚିତ ଜବାବ ଦିଆଯିବ। କିମ…
କିଏ ପିଉଛି ଫିନାଇଲ ତ କିଏ ଖାଉଛି ବିଷ, କାହିଁକି ଏମିତି କରୁଛନ୍ତି ଏହି ଦେଶର ମହିଳା
କାବୁଲ,୧୭।୧୨: ଆଫଗାନିସ୍ତାନରେ ତାଲିବାନ ଫେରିବା ପରେ ଯଦି କାହାର ଅବସ୍ଥା ବିଗିଡି ଯାଇଛି, ତେବେ ଏହା ମହିଳା ଏବଂ ବାଳିକା। ସେମାନେ କ୍ଷମତାକୁ ଆସିବା ମାତ୍ରେ ତାଲିବାନ ଧୀରେ ଧୀରେ ସେମାନଙ୍କର ଦମନକାରୀ ନୀତି କାର୍ଯ୍ୟକାରୀ କରିବାକୁ ଲାଗିଲା। ଏହାର ଫଳାଫଳ…
ଡୋନାଲ୍ଡ ଟ୍ରମ୍ଫଙ୍କ ବିବାଦୀୟ ବୟାନ, ଆମ ଦେଶର ରକ୍ତରେ ବିଷ ମିଶାଯାଉଛି
ଓ୍ବାଶିଂଟନ,୧୭।୧୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଉତ୍ତେଜନାମୂଳକ ବିବୃତ୍ତି ଦେଇଛନ୍ତି ଯାହା ଅବୈଧ ପ୍ରବାସୀମାନଙ୍କ ବିରୁଦ୍ଧରେ ବିଷ ସୃଷ୍ଟି କରୁଛି। ନ୍ୟୁ ହାମ୍ପସାୟାରର ଡୁରହମରେ ଏକ ରାଲିରେ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି ଯେ ପ୍ରବାସୀମାନେ ତାଙ୍କ…
ରାମ ମନ୍ଦିର ଉଦଘାଟନ ପୂର୍ବରୁ ଆମେରିକାରେ କାର ରାଲି…
ଓ୍ବାଶିଂଟନ,୧୭।୧୨: ୨୨ ଜାନୁଆରୀ ୨୦୨୪ ରେ ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ହେବାକୁ ଯାଉଛି। ଏହି ବିଷୟରେ ସମଗ୍ର ଦେଶରେ ଉତ୍ସାହ ଏବଂ ଆନନ୍ଦର ବାତାବରଣ ଅଛି। ଆମେରିକାରେ ବାସ କରୁଥିବା ହିନ୍ଦୁମାନଙ୍କ ମଧ୍ୟରେ ସମାନ ଉତ୍ସାହ ଏବଂ ଆନନ୍ଦ ରହିଛି।…
ଗର୍ଭାଶୟ ପରିବର୍ତ୍ତେ ପେଟରେ ବଢୁଛି ଛୁଆ, ଘଟଣା ଦେଖି ତାଜୁବ ହେଲେ ଡାକ୍ତର
ମାଆ ହେବାର ଅନୁଭୂତି ନିଆରା ହୋଇଥାଏ। ନାରୀରୁ ମାଆ ହେବାର ରାସ୍ତା ନାରୀକୁ ସମ୍ପୂର୍ଣ୍ଣା କରିଥାଏ। ୧୦ମାସ ଗର୍ଭରେ ନାରୀଟିଏ ଗର୍ଭ ଯନ୍ତ୍ରଣା ସହି ଛୁଆଟିକୁ ଜନ୍ମ କରିଥାଏ। ୧୦ମାସ ଭିତରେ ନାରୀଟିଏ ଅକଥନୀୟ ଯନ୍ତ୍ରଣାର ସାମ୍ନା କରିଥାଏ। ନିକଟରେ ଏପରି…
ଲିବିଆ ଉପକୂଳରେ ଓଲଟିଲା ଜାହାଜ : ଶିଶୁ-ମହିଳାଙ୍କ ସମେତ ୬୧ ମୃତ…
ତ୍ରିପୋଲି,୧୭।୧୨: ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ଜାହାଜ ଲିବିଆ ଉପକୂଳରେ ଓଲଟ ପଡଛି। ଏହି ଦୁର୍ଘଟଣାରେ ମହିଳା ଏବଂ ଶିଶୁଙ୍କ ସମେତ ଅତି କମରେ ୬୧ ଜଣ ପ୍ରବାସୀ ବୁଡ଼ି ଯାଇଥିଲେ। ଏହି ସୂଚନା ସୋସିଆଲ ମିଡିଆରେ ଲିବିଆରେ ଥିବା ଇଣ୍ଟରନ୍ୟାଶନାଲ…
ଆର୍ନୋଲ୍ଡଙ୍କ ୫୭ ବର୍ଷର ରେକର୍ଡ ଭାଙ୍ଗିଲେ ଆଣ୍ଟନ
ୱାଶିଂଟନ: ଆର୍ନୋଲ୍ଡ ସ୍କ୍ବାର୍ଜନେଗର ଏକ ନାଁ ନୁହେଁ, ଏହା ଏକ ବ୍ରାଣ୍ଡ୍। ଏହି ବ୍ୟକ୍ତି ସିନେମା ଏବଂ ବଡିବିଲ୍ଡିଂକୁ ଏପରି ଭାବେ ଯୋଡିଦେଲେ ଯେ ଅନେକ ଲୋକ ବଡି କରିବାକୁ ପସନ୍ଦ କରୁଛନ୍ତି। ବଡିବିଲ୍ଡିଂକୁ ନେଇ ଆର୍ନୋଲ୍ଡଙ୍କ ନାମରେ ଏକ ବିଶ୍ୱ…
ପଣବନ୍ଦୀ ମୁକ୍ତି ପାଇଁ ଉଦ୍ୟମ
ତେଲ୍ ଆଭିଭ୍,୧୭।୧୨: ହମାସ୍ ଆତଙ୍କବାଦୀଙ୍କ କବ୍ଜାରେ ରହିଥିବା ଇସ୍ରାଏଲୀ ପଣବନ୍ଦୀମାନଙ୍କୁ ଫେରାଇଆଣିବା ଲାଗି ପୁଣିଥରେ ଉଦ୍ୟମ ଆରମ୍ଭ ହୋଇଛି। କାତାର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ଅବଦୁଲ୍ ରହମନ ଅଲ୍ ଥାନି ଏବଂ ଇସ୍ରାଏଲ୍ର ମୋସାଦ ଗୋଇନ୍ଦା ସଂସ୍ଥା ନିର୍ଦ୍ଦେଶକ ଡାଭିଡ୍ ବାରନିଆଙ୍କ…
କ୍ଷୁଧାରେ ଛଟପଟ ଲୋକେ
ରାଫାହ,୧୭।୧୨: ଗାଜା ଷ୍ଟ୍ରିପ୍ ଉପରେ ଇସ୍ରାଏଲ୍ ଆକ୍ରମଣ ୧୧ ସପ୍ତାହରେ ପହଞ୍ଚତ୍ଥିବାବେଳେ ଗୁରୁବାରଠାରୁ ଟେଲିଫୋନ୍ ଏବଂ ଇଣ୍ଟରନେଟ୍ ସେବା ବନ୍ଦ ହୋଇଯାଇଛି। ଏହା ସାଙ୍ଗକୁ ଖାଇବାକୁ ନ ପାଇ ଲୋକେ ଛଟପଟ ହେଉଥିବା ଜାତିସଂଘର ଏକ ସଂସ୍ଥା ସୂଚନା ଦେଇଛି। ଫଳରେ…
କୁଏତ ଶାସକଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି, ଗୋଟିଏ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା
ନୂଆଦିଲ୍ଲୀ, ୧୬ା୧୨: କୁଏତର ଶାସକ ଆମୀର ଶେଖ ନୱାଫ ଅଲ ଅହମ୍ମଦ ଅଲ ସବାଙ୍କ ଦେହାନ୍ତରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମଦି କହିଛନ୍ତି ଯେ ଶେଖ ନୱାଫଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ବିଷୟରେ ଜାଣି ସେ…
Archives


