ଅନ୍ତର୍ଜାତୀୟ

ମାଲେସିଆରେ ଭାରତୀୟ ନାଗରିକଙ୍କୁ ମିଳିବ ଭିଜା ଫ୍ରି ଏଣ୍ଟ୍ରି

କୁଆଲାଲମପୁର,୨୭।୧୧: ମାଲେସିଆ ଭାରତୀୟ ନାଗରିକମାନଙ୍କୁ ଏକ ମାସ ପାଇଁ ଭିଜା ବିନା ଦେଶରେ ପ୍ରବେଶ କରିବାକୁ ସୁବିଧା ଦେଇଛି। ରବିବାର ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଡିସେମ୍ବର ୧ରୁ ଭାରତ ଏବଂ...

ଗାଜାରେ ଫେରି ଆସୁ ଶାନ୍ତି: କହିଲେ ବାଇଡେନ…

ଓ୍ବାଶିଂଟନ,୨୭।୧୧ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଇସ୍ରାଏଲ ଏବଂ ପାଲେଷ୍ଟାଇନ ଲୋକଙ୍କ ଚିରସ୍ଥାୟୀ ଶାନ୍ତି ପାଇଁ ଦୁଇ ରାଜ୍ୟ ସମାଧାନ ଠିକ। ବାିଡେନ ଏହା ମଧ୍ୟ କହିଛନ୍ତି ସମସ୍ତ ବନ୍ଧକ ମୁକ୍ତ ନହେବା ପର୍ଯ୍ୟନ୍ତ ଇସ୍ରାଏଲ ଏବଂ...

ବୁଧରେ ଜୀବନ ସନ୍ଧାନ: ଲୋକେ କରିବେ ଘର…

ଓ୍ବାଶିଂଟନ,୨୭।୧୧: ନାସାର ପ୍ଲାନେଟାରୀ ସାଇନ୍ସ ଇନଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ଦାବି କରିଛନ୍ତି ବୁଧ ଗ୍ରହରେ ଲୁଣିଆ ଗ୍ଲେସିୟର ପ୍ରମାଣ ମିଳିଛି। ଏଭଳି ପରିସ୍ଥିତିରେ ଏଠାରେ ଜୀବନ ପାଇଁ ଆଶା ପ୍ରକାଶ ପାଇଛି। ଉଦାହରଣ ସ୍ବରୂପ, ପୃଥିବୀରେ ମଧ୍ୟ ମାଇକ୍ରୋସ୍କୋପିକ ଜୀବନ ମଧ୍ୟ...

ଗାଜାରେ ପଶିଲେ ନେତାନ୍ୟାହୁ

ତେଲ୍‌ ଆଭିଭ୍‌/ ଗାଜା ସିଟି,୨୭ା୧୧: ଗାଜାର କିଛି ଭାଗକୁ ଇସ୍ରାଏଲୀ ସୈନ୍ୟ ଦଖଲ କରିଥିବାବେଳେ ସେମାନଙ୍କ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ନିଜ ବରିଷ୍ଠ ସହଯୋଗୀମାନଙ୍କ ସହିତ ରବିବାର ହମାସ୍‌ ଶାସିତ ଉପକୂଳ ଷ୍ଟ୍ରିପ୍‌କୁ ପ୍ରବେଶ କରିଛନ୍ତି। ଯୁଦ୍ଧ ଶେଷ ହେବା...

୧୪ ଇସ୍ରାଏଲ, ୩ ବିଦେଶୀ ନାଗରିକଙ୍କୁ ମୁକ୍ତ କଲା ହମାସ

ତେଲ ଆଭିଭ,୨୬।୧୧: ହାମାସ ତୃତୀୟ ଦଳ ବନ୍ଦୀଙ୍କୁ ରବିବାର ମୁକ୍ତ କରିଛି। ଟାଇମ୍ସ ଅଫ ଇସ୍ରାଏଲ ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ସେନା କହିଛି ଯେ ଗାଜା ଅଞ୍ଚଳରେ ବନ୍ଧକ ରଖିଥିବା ୧୪ ଜଣ ଇସ୍ରାଏଲ ଏବଂ ତିନିଜଣ ବିଦେଶୀ ନାଗରିକଙ୍କୁ...

‘ଆମକୁ କେହି ଅଟକାଇ ପାରିବେ ନାହିଁ’,ଗାଜାରେ ପହଞ୍ଚି ସେନା ଯବାନଙ୍କୁ ଭେଟିଲେ ନେତାନ୍ୟାହୁ

ଜେରୁଜେଲମ,୨୬।୧୧: ଉଗ୍ରବାଦୀ ସଂଗଠନ ହମାସ ସହିତ ଚାଲିଥିବା ଅସ୍ତ୍ରବିରତି ମଧ୍ୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଉତ୍ତର ଗାଜା ଅଞ୍ଚଳରେ ପହଞ୍ଚି ସେନା ଯବାନମାନଙ୍କୁ ଭେଟି କହିଛନ୍ତି ଯେ ଯୁଦ୍ଧ ଶେଷ ପର୍ଯ୍ୟନ୍ତ ଜାରି ରହିବ, ଇସ୍ରାଏଲକୁ କେହି ଅଟକାଇ...

ଚିନ୍ତାରେ ନେତାନ୍ୟାହୁ, ଯୁଦ୍ଧ ବିରାମ ପରେ ମାତ୍ର ୨୬ ଇସ୍ରାଏଲ ନାଗରିକ ମୁକ୍ତ

ଜେରୁଜେଲମ,୨୬।୧୧: ଗାଜା ଅଞ୍ଚଳରେ ଚାରି ଦିନିଆ ଅସ୍ତ୍ରବିରତି ଉଲ୍ଲଂଘନର ତୃତୀୟ ଦିନରେ ବନ୍ଧକ ମୁକ୍ତ ହେବା ନେଇ ଘଣ୍ଟା ଘଣ୍ଟା ଧରି ଦ୍ୱନ୍ଦ୍ୱ ଲାଗି ରହିଥିଲା। ଏପର୍ଯ୍ୟନ୍ତ ମୋଟ ୨୬ ଇସ୍ରାଏଲ ନାଗରିକ ଏବଂ ୭୮ ପାଲେଷ୍ଟାଇନୀୟଙ୍କୁ ମୁକ୍ତ କରାଯାଇଛି।...

ଗ୍ରୀସରେ ବୁଡିଲା ମାଲବାହୀ ଜାହାଜ, ୪ ଭାରତୀୟଙ୍କ ସମେତ ୧୪ ନିଖୋଜ

ଏଥେନ୍ସ,୨୬।୧୧: କୋମୋରସ ଫ୍ଲାଗ ଥିବା ଏକ ମାଲ ପରିବହନ ଜାହାଜ ଲେସବୋସ ଦ୍ୱୀପ ନିକଟରେ ବୁଡ଼ିଯିବା କାରଣରୁ ୧୪ ଜଣ ନିଖୋଜ ହୋଇଯାଇଛନ୍ତି। ରବିବାର ଗ୍ରୀକ ତଟରକ୍ଷୀ ବାହିନୀ କହିଛନ୍ତି ଏଥିପାଇଁ ବଡ଼ ଉଦ୍ଧାର କାର୍ଯ୍ୟ ଚାଲିଛି। ନ୍ୟୁଜ ଏଜେନ୍ସି...

ଇସ୍ରାଏଲ ସେନା ଆକ୍ରମଣରେ ହମାସର ୪ କମାଣ୍ଡର ନିହତ

ଜେରୁଜେଲମ,୨୬।୧୧: ପଶ୍ଚିମ ଏସିଆରେ ହିଂସାତ୍ମକ ବିବାଦ ଜାରି ରହିଛି। ଇସ୍ରାଏଲ ସେନା ଦ୍ୱାରା କରାଯାଇଥିବା ଆକ୍ରମଣରେ ଲୁଚି ରହିଥିବା ଚାରିଜଣ ହମାସ କମାଣ୍ଡରଙ୍କ ମୃତ୍ୟୁ ଘଟିଛି। ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ହମାସ ସାମରିକ କମାଣ୍ଡରଙ୍କୁ ହତ୍ୟା କରାଯାଇଛି। ଖବର...

ଜାପାନରେ ଗୁଜରାଟର ମୁଖ୍ୟମନ୍ତ୍ରୀ

ଟୋକିଓ,୨୬ା୧୧: ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ରବିବାର ଜାପାନରେ ପହଞ୍ଚିଛନ୍ତି। ଟୋକିଓ ବିମାନବନ୍ଦରରେ ପଟେଲଙ୍କୁ ଜାପାନରେ ଭାରତୀୟ ରାଷ୍ଟ୍ରଦୂତ ସିବି ଜର୍ଜ ସ୍ବାଗତ କରିଥିଲେ। ଭୂପେନ୍ଦ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ସାମିଲ ଯୋଗ ଦେବେ। ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଳନୀ ପୂର୍ବରୁ...

ସାଣ୍ଡଓ୍ବିଚ ଅର୍ଡର କରି ଟିପ୍ସରେ ଦେଲେ ୬ଲକ୍ଷ ଟଙ୍କା

ଓ୍ବାଶିଂଟନ୍‌,୨୬।୧୧: କୌଣସି ଭଲ ରେଷ୍ଟୁରାଣ୍ଟରେ ଖାଇବା ପରେ ଆପଣ ଓ୍ବେଟରଙ୍କୁ ଟିପ୍ସ ଦେବାକୁ ପସନ୍ଦ କରନ୍ତି। ଖାଇବା ଓ ସର୍ଭିସରେ ଖୁସି ହେଲେ ଓ୍ବେଟରଙ୍କୁ ଏହି ଟିପ୍ସ ଦିଆଯାଇଥାଏ। ଭାରତରେ ଲୋକେ ୧୦-୨୦ଟଙ୍କା ଟିପ୍ସ ଦେଇଥାନ୍ତି। ତେବେ ଆପଣ ଜାଣି...

‘ଭାରତ ଆମ ଯନ୍ତ୍ରଣାକୁ ନିଜର ଭାବିଛି’

ଜେରୁଜେଲମ୍‌,୨୬ା୧୧: ମୁମ୍ବାଇରେ ୨୦୦୮ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରୁ ବଞ୍ଚିଥିବା ଜଣେ ଇସ୍ରାଏଲୀ ଶିଶୁଙ୍କ ଜେଜେବାପା ତାଙ୍କ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ୧୫ ବର୍ଷ ପୂର୍ବେ ଆମ ସହିତ କ’ଣ ଘଟିଥିଲା ତାହା ଭାରତ ବେଶ୍‌ ଭଲ ଭାବେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri