ଘୋଷଣା କଲେ ସରକାର, ୫୭୭ ଯାତ୍ରୀ ମୃତ
ନୂଆଦିଲ୍ଲୀ, ୧୯।୬: ସାରା ବିଶ଼୍ବରେ ବୃଦ୍ଧି ପାଉଥିବା ତାପମାତ୍ରା ଅନେକ ସମସ୍ୟା ସୃଷ୍ଟି କରିଛି । ଭାରତରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ଭୀଷଣ ଗରମ କାରଣରୁ ବିଭିନ୍ନ ରାଜ୍ୟରେ ହିଟ୍ୱେଭ୍ ଜନୀତ ମୃତ୍ୟୁ ସଂଖ୍ୟା ବଢ଼ିଛି । ଅନ୍ୟପଟେ…
ଶକ୍ତିଶାଳୀ ଭୂକମ୍ପ ଝଟ୍କାରେ ଥରିଲା ଇରାନ: ୪ ମୃତ, ୧୨୦ ଆହତ
ତେହରାନ,୧୮।୬: ଶକ୍ତିଶାଳୀ ଭୂକମ୍ପ ଝଟ୍କାରେ ଥରିଲା ଇରାନ। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୯ ରହିଥିଲା। ତେବେ ରଜାଭି ଖୋରାସାନ ପ୍ରଦେଶର କଶ୍ମୀର କାଉଣ୍ଟିଂରେ ମଙ୍ଗଳବାର ଭୂକମ୍ପ ଅନୁଭୂତ ହୋଇଥିଲା। ଏଥିରେ ଅତିକମ୍ରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨୦ରୁ ଅଧିକ…
ଏସିଆର ତୃତୀୟ ଦେଶ ଭାବେ ସମଲିଙ୍ଗୀ ବିବାହକୁ ଅନୁମତି ଦେବ ଥାଇଲାଣ୍ଡ, ପାରିତ ହେଲା…
ବ୍ୟାଙ୍କକ୍,୧୮।୬: ଏଣିକି ଥାଇଲାଣ୍ଡରେ ମଧ୍ୟ ସମଲିଙ୍ଗୀ ବିବାହ ବୈଧ ହୋଇଯିବ। ଏହାର ନ୍ୟାଶନାଲ ଆସେମ୍ଲିରେ ଏନେଇ ଜଡ଼ିତ ବିଧେୟକ ପାରିତ ହୋଇଛି। ଏବେ ଥାଇଲାଣ୍ଡର ରାଜା ମହା ବଜିରାଲୋକୋର୍ନ ମଞ୍ଜୁରୀ ଦେବା ପରେ ଏହି ବିବାହକୁ ଆଇନଗତ ମାନ୍ୟତା ମିଳିବ। ଥାଇଲାଣ୍ଡରେ…
ଡ଼ଙ୍ଗାବୁଡି ୧୧ ମୃତ, ୬୦ରୁ ଅଧିକ ନିଖୋଜ
ରୋମବ,୧୮।୬: ଇଟାଲୀର ଦକ୍ଷିଣ ଉପକୂଳରେ ଦୁଇଟି ଡଙ୍ଗା ବୁଡ଼ିଯିବା ପରେ ଏଗାର ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୬୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଏମାନଙ୍କ ମଧ୍ୟରେ ୨୬ ଜଣ ପିଲା ମଧ୍ୟ ଅଛନ୍ତି। ସମସ୍ତେ ପ୍ରବାସୀ ଥିଲେ। ସହାୟତା ଗୋଷ୍ଠୀ,…
ପରମାଣୁ ବୋମା ରେସ୍ରେ ପାକିସ୍ତାନକୁ ପଛରେ ପକାଇଲା ଭାରତ: ଜାଣନ୍ତୁ କେଉଁ ଦେଶ ପାଖରେ କେତେ ପରମାଣୁ ବୋମା…
ନୂଆଦିଲ୍ଲୀ,୧୭।୬: ପରମାଣୁ ବୋମା ତିଆରି କରିବା ପାଇଁ ସାରା ବିଶ୍ୱରେ ଏକ ରେସ୍ ଚାଲିଛି। ଏହି ରେସ୍ରେ ଭାରତ ପାକିସ୍ତାନକୁ ପଛରେ ପକାଇ ଦେଇଛି। ସମଗ୍ର ବିଶ୍ୱରେ ପରମାଣୁ ବୋମା ଉପରେ ନଜର ରଖୁଥିବା ଏକ ସଂସ୍ଥା SIPRI, ସାରା ବିଶ୍ୱରେ…
ଅଂଶୁଘାତରେ ଚାଲିଗଲା ୧୯ ହଜ୍ ଯାତ୍ରୀଙ୍କ ଜୀବନ
ନୂଆଦିଲ୍ଲୀ,୧୬ା୬: ହଜ୍ ଯାତ୍ରାରେ ସାଉଦି ଆରବ ଆସିଥିବା ଅନୂ୍ୟନ ୧୯ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଛି। ସେମାନେ ଜୋର୍ଡାନ ଏବଂ ଇରାନରୁ ଆସିଥିଲେ। ଜୋର୍ଡାନ ବହିର୍ବ୍ୟାପାର ମନ୍ତ୍ରଣାଳୟର ଘୋଷଣା ଅନୁଯାୟୀ ହଜ୍ ଯାତ୍ରା ବେଳେ ତାଙ୍କ ଦେଶର ୧୪ ଯାତ୍ରୀଙ୍କ ମୃତ୍ୟୁ ଘଟିବା…
ଟମାଟୋ କିଲୋ ପ୍ରତି ମୂଲ୍ୟ ୨୦୦ଟଙ୍କା ଉପରେ
ପେଶାଓା୍ବର,୧୬।୬: ପାକିସ୍ତାନର ସ୍ଥାନୀୟ ଖୁଚୁରା ବଜାରରେ ଇଦ ଅଲ-ଅଜାହ ପୂର୍ବରୁ ଟମାଟୋ ମୂଲ୍ୟରେ ବ୍ୟାପକ ବୃଦ୍ଧି ଘଟିଛି। ଏକ୍ସପ୍ରେସ ଟ୍ରିବ୍ୟୁନ ରିପୋର୍ଟ କରିଛି ଯେ ପେଶାୱାରରେ କିଲୋଗ୍ରାମ ପିଛା ଟମାଟୋର ମୂଲ୍ୟ ୨୦୦ ଟଙ୍କାରୁ ଅଧିକ ହୋଇଛି। ଜିଲ୍ଲା ଅଧିକାରୀ ଏହାକୁ…
ହିଟଓ୍ବେଭ ନେଲା ୧୪ ହଜ ଯାତ୍ରୀଙ୍କ ଜୀବନ
ରିୟାଦ,୧୬।୬: ଇଦ-ଉଲ-ଅଜାହ ପର୍ବ ମଧ୍ୟରେ ସୌଦି ଆରବରେ ବହୁ ସଂଖ୍ୟାରେ ହଜ ତୀର୍ଥଯାତ୍ରୀ ଏକତ୍ରିତ ହୋଇଥିଲେ। ତେବେ ସୌଦି ଆରବରେ ପ୍ରବଳ ଉତ୍ତାପ ହଜ ତୀର୍ଥଯାତ୍ରୀଙ୍କ ପାଇଁ ଏକ ଚ୍ୟାଲେଞ୍ଜ ବୋଲି ପ୍ରମାଣିତ ହେଉଛି। ହଜ ସମୟରେ ପାରଦ ୪୭ ଡିଗ୍ରୀ…
ତେହରିକ-ଏ-ତାଲିବାନର କମାଣ୍ଡର ନିହତ
ଇସଲାମାବାଦ,୧୬।୬: ନିଷିଦ୍ଧ ଆତଙ୍କବାଦୀ ସଂଗଠନ ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ର ଶୀର୍ଷ କମାଣ୍ଡରଙ୍କୁ ଖାଇବର-ପଖତୁନୱା ପ୍ରଦେଶରେ ସୁରକ୍ଷା ବାହିନୀ ହତ୍ୟା କରିଛନ୍ତି। ଏକ ରିପୋର୍ଟରେ କୁହାଯାଇଛି ଯେ କାଉଣ୍ଟର ଆତଙ୍କବାଦ ବିଭାଗ (ସିଟିଡି) ଦ୍ୱାରା ଗୁପ୍ତଚର ଅପରେଶନରେ ଟିଟିପିର ବରିଷ୍ଠ କମାଣ୍ଡର…
ଭାରତକୁ ନିମନ୍ତ୍ରଣ କରିବ କି କାନାଡ଼ା: ଟ୍ରୁଡୋ ଦେଲେ ଏମିତି ଜବାବ
ବାରି(ଇଟାଲୀ),୧୬।୬:ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ଜି୭ ସମ୍ମିଳନୀରେ କାନାଡା ଅଧ୍ୟକ୍ଷତା କରିବ। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି, ସେତେବେଳେ ତାଙ୍କୁ ବହୁତ କିଛି କହିବା ପାଇଁ ଥିବ। ମୁଁ ବିଭିନ୍ନ ପ୍ରସଙ୍ଗରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଏବଂ…
‘ଇମ୍ରାନ ଖାଁ ବାହାରକୁ ଆସିଲେ ହେବ ହିଂସା,’ ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଲେ କାହିଁକି ୨୦୨୯ ପର୍ଯ୍ୟନ୍ତ ଜେଲରେ ରହିବା ଉଚିତ ଇମ୍ରାନ
ଇସଲାମାବାଦ,୧୬।୬: ପାକିସ୍ତାନର ଲୋକମାନେ ବିଶ୍ୱାସ କରନ୍ତି ଯେ ଦେଶର ଆର୍ଥିକ ସ୍ଥିରତା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ୨୦୨୯ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ଜେଲରେ ରଖିବା ଆବଶ୍ୟକ। ପାକିସ୍ତାନର ଜଣେ ମନ୍ତ୍ରୀ ଏହି ଦାବି କରିଛନ୍ତି। ସଂଘିୟ ଯୋଜନା ଏବଂ…
ଜାପାନରେ ବ୍ୟାପିଲା ମାଂସ ଖାଉଥିବା ବିରଳ ଜୀବାଣୁ, ଯାହା ୨ ଦିନରେ ନେଇପାରେ ଜୀବନ
ନୂଆଦିଲ୍ଲୀ, ୧୬।୬: ମାଂସ ଖାଉଥିବା ବିରଳ ଜୀବାଣୁ ବ୍ୟାପିଛି ଜାପାନରେ ଯାହାଦ୍ୱାରା ଲୋକମାନେ ମାତ୍ର ୪୮ ଘଣ୍ଟାରେ ଜୀବନ ହରାଇ ପାରନ୍ତି। କରୋନା ମହାମାରୀ ପରେ ଏହା ବଡ଼ ବିପତ୍ତି ସୃଷ୍ଟି କରିଥିବା ବ୍ଲୁମବର୍ଗ ରିପୋର୍ଟ କରିଛି। ଷ୍ଟ୍ରେପ୍ଟୋକୋକାଲ ଟକ୍ସିକ୍ ଶକ୍…
Archives


