ପାକିସ୍ତାନ-ଇରାନ ମଧ୍ୟରେ ବଢ଼ିଲା ବିବାଦ: ଏୟାର ଷ୍ଟ୍ରାଇକ୍ ପରେ ଇରାନ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କଲା ପାକିସ୍ତାନ
ନୂଆଦିଲ୍ଲୀ,୧୭।୧: ବାଲୁଚିସ୍ତାନ ପ୍ରଦେଶ ଉପରେ ଏୟାର ଷ୍ଟ୍ରାଇକ୍ କରିବା ପାକିସ୍ତାନ ବୁଧବାର ଇରାନରେ ନିଜର ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିଛି। ସେହିଭଳି ପାକିସ୍ତାନରେ ଥିବା ଇରାନର ରାଷ୍ଟ୍ରଦୂତଙ୍କୁ ମଧ୍ୟ ବର୍ତ୍ତମାନ ନ ଫେରିବାକୁ କୁହାଯାଇଛି। ବାଲୁଚିସ୍ତାନରେ ଜୈଶ-ଉଲ-ଆଡଲ ଆତଙ୍କବାଦୀ ଗୋଷ୍ଠୀର ଦୁଇଟି “ଗୁରୁତ୍ୱପୂର୍ଣ୍ଣ”…
ଗୁମର ଖୋଲିଲା ଇରାନ ଏୟାର ଷ୍ଟ୍ରାଇକ! କେମିତି ନିଜ ଜାଲରେ ଫସିଗଲା ପାକିସ୍ତାନ
ନୂଆଦିଲ୍ଲୀ/ବାଗଦାଦ,୧୭।୧: ଇରାନ ଜୈଶ ଅଲ-ଅଦଲ ଆତଙ୍କବାଦୀ ଗୋଷ୍ଠୀ ସହ ଜଡିତ ଦୁଇଟି ଆତଙ୍କବାଦୀ ବେସ ଉପରେ ବୋମା ପକାଇ ପାକିସ୍ତାନର ଗୁମର ଖୋଲିଛି। ପାକିସ୍ତାନରେ କାର୍ଯ୍ୟ କରୁଥିବା ଆତଙ୍କବାଦୀ ସଂଗଠନର ଶିବିର ଉପରେ ଇରାନ ସର୍ଜିକାଲ ଷ୍ଟ୍ରାଇକ କରିଛି ଏବଂ କୁହାଯାଉଛି…
China Virus: ବିଶ୍ୱକୁ ପୁଣି ବିପଦରେ ପକାଇବ ଚାଇନା, କରୋନା ଭଳି ଘାତକ ଭାଇରସକୁ ମୂଷା ଉପରେ କରୁଛି ପରୀକ୍ଷା
ବେଜିଂ,୧୭।୧: ସମଗ୍ର ବିଶ୍ୱରେ ୩ ବର୍ଷ ପୂର୍ବେ ତଥା ୨୦୨୦ରେ କରୋନା ପରି ଏକ ବିପଜ୍ଜନକ ରୋଗ ନିଦ ହଜାଇଦେଇଥିଲା। ଏହି କାରଣରୁ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ମଧ୍ୟ ଯାଇଥିଲା। ସମଗ୍ର ବିଶ୍ୱ ଚାଇନାକୁ କରୋନା ରୋଗ ପାଇଁ ଦାୟୀ…
୧୪.୫ ନିୟୁତଙ୍କ ଜୀବନ ପ୍ରତି ବିପଦ
ଡାଭୋସ୍,୧୭ା୧: ବିଶ୍ୱ ସମୁଦାୟ ଆଗରେ ସବୁଠୁ ବଡ଼ ଆହ୍ବାନ ରୂପେ ଛିଡ଼ା ହୋଇଛି ଜଳବାୟୁ ପରିବର୍ତ୍ତନ। ଜଳବାୟୁ ସଙ୍କଟ ପ୍ରଭାବରୁ ସୃଷ୍ଟି ହେଉଥିବା ବିପର୍ଯ୍ୟୟ ଯୋଗୁ ୨୦୫୦ ସୁଦ୍ଧା ବିଶ୍ୱବ୍ୟାପୀ ୧୪.୫ ନିୟୁତ ଜଣଙ୍କ ମୃତ୍ୟୁ ଘଟିପାରେ। ଏଥିସହ ୧୨.୫ ଟ୍ରିଲିୟନ୍…
ପୂର୍ବ ପ୍ରେମିକାଙ୍କ ଅଫିସ ସାମ୍ନାରେ ଲଗାଇଲେ ବ୍ୟାନର, ଲେଖାଥିଲା…
ଚାଇନା,୧୬।୧: ପୂର୍ବ ପ୍ରେମିକାଙ୍କ ଅଫିସ ସାମ୍ନାରେ କଲେ ଏଭଳି କିଛି କାରନାମା। ଗିରଫ କଲା ପୋଲିସ। ପୋଲିସ ଏହି ପ୍ରେମିକ ପ୍ରବୀର ଓ ତାଙ୍କ ସାଙ୍ଗଙ୍କୁ ଗିରଫ କରି ୧୦ଦିନ ପାଇଁ ଜେଲ୍ରେ ରଖିଛି। ଘଟଣା ହେଉଛି ମଧ୍ୟ ଚାଇନାର। ଝାଙ୍ଗ…
ଦାମୀ ଡ୍ରେସ୍ ଚୋରାଇ ଚର୍ଚ୍ଚାରେ ମହିଳା ଏମ୍ପି, ଅଭିଯୋଗ ପରେ ଦେଲେ ଇସ୍ତଫା
ଓ୍ବେଲିଂଟନ,୧୬।୧: ଚର୍ଚ୍ଚାରେ ନ୍ୟୁଜିଲାଣ୍ଡର ଆଉ ଜଣେ ଏମ୍ପି। ହେଲେ ସେ ସଂସଦରେ ଗୀତ ଗାଇ କିମ୍ବା ଭାଷଣ ଦେଇ ନୁହେଁ ବରଂ ଚୋରି ଅଭିଯୋଗକୁ ନେଇ ଖବର ଶିରୋନାମାରେ ଅଛନ୍ତି। ଅଜବ ଲାଗିଲେ ହେଁ ଘଟଣାଟି ସତ୍ୟ। ଏମ୍ପିଜଣଙ୍କ ହେଲେ ଗୋଲରିଜ…
Japan Plane Collide: ଜାପାନରେ ଦୁଇ ବିମାନ ମଧ୍ୟରେ ଧକ୍କା, ଥିଲେ ୨୮୯ ଯାତ୍ରୀ
ଟୋକିଓ,୧୬।୧: ଜାପାନର ଏକ ବିମାନବନ୍ଦରରେ ଦୁଇ ବିମାନ ମଧ୍ୟରେ ଜୋରଦାର ଧକ୍କା ହୋଇଛି। ଏହାପରେ ଦୁଇ ବିମାନରେ ଉପସ୍ଥିତ ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ତେବେ ଏଥିରେ ଜନଜୀବନ କ୍ଷୟକ୍ଷତି ହୋଇ ନ ଥିଲେ ହେଁ ବିମାନ ଦୁଇଟି କ୍ଷତିଗ୍ରସ୍ତ…
ଭାରତକୁ ତର ଦେଖାଇଲା ମାଳଦ୍ୱୀପ: ତୁର୍କୀ ସହ କଲା ଘାତକ ଡିଲ୍
ମାଲେ,୧୬।୧: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ କ୍ରମାଗତ ଭାବରେ ଭାରତ ବିରୋଧୀ ଟିପ୍ପଣୀ ଦେବା ସହ କାର୍ଯ୍ୟଧାରା ଜାରି ରଖିଛନ୍ତି। ଏହିକ୍ରମରେ ଆଗକୁ ଯାଇ ମାଳଦ୍ୱୀପ ବର୍ତ୍ତମାନ ତୁର୍କୀ ସହିତ ଏକ ଘାତକ ଡ୍ରୋନ କିଣିବା ପାଇଁ ଚୁକ୍ତି କରିଛି। ଏହି…
କର୍ମଚାରୀମାନେ ଦିଅନ୍ତୁ ସ୍ବତଃ ପ୍ରବୃତ୍ତ ଇସ୍ତଫା! ଦୁର୍ଗମ ପାହାଡିଆ ଇଲାକାକୁ ଶିଫ୍ଟ ହୋଇଗଲା କମ୍ପାନୀ, ତା’ପରେ…
ଶିଆନ,୧୬।୧: କର୍ମଚାରୀଙ୍କୁ କମ୍ପାନୀରୁ ବାହାର କରିବା ପାଇଁ ଅଧିକାଂଶ ସ୍ଥାନରେ ସେମାନଙ୍କ କାମରେ ଭୁଲ ବାହାର କରାଯାଇଥାଏ କିମ୍ବା ଅନ୍ୟ କୌଣସି ଉପାୟରେ ହଇରାଣ କରାଯାଏ ଯାହାଦ୍ୱାରା ସେମାନେ ନିଜେ ଇସ୍ତଫା ଦେଇଦେବେ। କିନ୍ତୁ ଚାଇନାର ଏକ କମ୍ପାନୀ ଏପରି କିଛି…
ଗର୍ଭଯନ୍ତ୍ରଣା କମ୍ କରିବା ପାଇଁ ୫ଘଣ୍ଟା ଧରି ଭଜନ ଗାଇଲେ ମହିଳା, ସ୍ବାମୀ ବଜାଇଲେ ଗିଟାର, ଜନ୍ମ କଲେ ଶିଶୁ
ସିଏଟଲ,୧୬।୧: ମା’ ହେବା ସବୁ ନାରୀ ପାଇଁ ଏକ ସୁନ୍ଦର ଅନୁଭବ। କିନ୍ତୁ ଏହି ସୁଖଦ ମୂହୂର୍ତ୍ତ ପାଇବା ପାଇଁ ନାରୀକୁ ୧୦ମାସ କାଳ ଗର୍ଭ ଯନ୍ତ୍ରଣା ସହିବାକୁ ପଡିଥାଏ। ସର୍ଜରୀ ହେଉ କି ପ୍ରାକୃତିକ ଭାବରେ, ଗର୍ଭାବସ୍ଥା କଷ୍ଟ ସହିବା…
ଯେଉଁ ୩ ଜଣ ବନ୍ଦୀଙ୍କ ଭିଡିଓ ଜାରି କରିଥିଲା ହମାସ, ଏବେ ସେମାନଙ୍କ ମଧ୍ୟରୁ ୨ ମୃତ
ଜେରୁଜେଲମ,୧୬।୧: ପ୍ରାୟ ୧୦୦ଦିନରୁ ଅଧିକ ସମୟ ଧରି ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଚାଲିଛି। ଯୁଦ୍ଧରେ ଏପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଯେଉଁଠାରେ ଇସ୍ରାଏଲ ହମାସକୁ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ ନିଷ୍ପତ୍ତି ନେଇଛି। ଏଥି…
ହିମସ୍ଖଳନରେ ଫସିଲେ ୧ହଜାର ପର୍ଯ୍ୟଟକ
ବେଜିଂ,୧୬।୧: ଚାଇନାର ଉତ୍ତର-ପଶ୍ଚିମ ଜିନଜିଆଙ୍ଗ ଅଞ୍ଚଳରେ ହିମ ସ୍ଖଳନ ବା ବରଫ ଝଡ଼ ପରେ ପାଖାପାଖି ୧ ହଜାର ପର୍ଯ୍ୟଟକ ଦୂର ଦୂରାନ୍ତର ଗ୍ରାମରେ ଫସି ରହିଛନ୍ତି, ଯେଉଁଠାରେ କିଛି ମିଟର ଉଚ୍ଚତାର ବରଫ ପାତ ଓ ଖରାପ ମୌସୁମୀ କାରଣରୁ…
Archives


