ଅନ୍ତର୍ଜାତୀୟ

ସୁଦାନରେ ଗ୍ରାମବାସୀଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ରେ ୫୨ ମୃତ

ନୂଆଦିଲ୍ଲୀ,୨୯ା୧: ଆଫ୍ରିକା ମହାଦେଶର ସୁଦାନରେ ଏକ ବିଦ୍ରୋହୀ ଗୋଷ୍ଠୀ ଗ୍ରାମବାସୀଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିବା ଫଳରେ ୫୨ ଜଣଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ ଉଭୟ ସୁଦାନ ଏବଂ ଦକ୍ଷିଣ ସୁଦାନରେ ଥିବା ତୈଳ ସମ୍ପଦରେ ପରିପୁର୍ଣ୍ଣ…

ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ୮ ଫେବୃଆରୀରେ ହେବ ଭୋଟିଂ

ଇସଲାମାବାଦ,୨୯।୧: ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ ୮ ଫେବୃଆରୀରେ ହେବ। ଏହାପୂର୍ବରୁ ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି) ସମ୍ପୂର୍ଣ୍ଣ ଭୋଟ ଯୋଜନା ପ୍ରକାଶ କରିଛି। ଏହି ଅନୁଯାୟୀ, ଦେଶରେ ମୋଟ ୯୦,୬୭୫ ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଇସିପି…

ଆମେରିକାରେ ପ୍ରବେଶ କରୁଛନ୍ତି ଆତଙ୍କବାଦୀ ,ସୀମାରେ ବଡ଼ ଧରଣର ଆକ୍ରମଣ ଆଶଙ୍କା: ଟ୍ରମ୍ପଙ୍କ ଚେତାବନୀ…

ଓ୍ବାଶିଂଟନ,୨୯।୧ : ଆମେରିକାର ସୀମା ନିକଟରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଶଙ୍କା ବ୍ୟକ୍ତ କରିଛନ୍ତି। ଟ୍ରମ୍ପ ସୋସିଆଲ ମିଡିଆରେ ଏହା ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ଟ୍ରମ୍ପ ଲେଖିଛନ୍ତି ଆମେରିକା-ମେକ୍ସିକୋ…

ଜୋର୍ଡାନରେ ଆମେରିକା ବେସ ଉପରେ ଡ୍ରୋନ ଆକ୍ରମଣରେ ୩ ସେନା ମୃତ

କଲମ୍ବିୟା,୨୯।୧: ଜୋର୍ଡାନରେ ଇରାନ ସମର୍ଥିତ ଆତଙ୍କବାଦୀଙ୍କ ଆକ୍ରମଣରେ ୩ଜଣ ଆମେରିକୀୟ ସେନା ନିହତ ହୋଇଥିବାବେଳେ ଅନେକେ ଆହତ ହୋଇଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏକ ବିବୃତ୍ତିରେ କହିଛନ୍ତି ଯେ ଆମେରିକା ଆକ୍ରମଣକାରୀଙ୍କୁ ଉତ୍ତରଦାୟୀ କରିବ। ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଏକ…

ନିଜ ଆୟକୁ ସାର୍ବଜନୀନ କଲେ ୟୁକ୍ରେନ ରାଷ୍ଟ୍ରପତି

କ୍ୱିଭ,୨୯।୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦୁର୍ନୀତି ମୂଳୋତ୍ପାଟନ ପାଇଁ ଅଭିଯାନ ଆରମ୍ଭ କରିଛନ୍ତି। ରବିବାର ସେ ଏହି ଅଭିଯାନରେ ଦୁଇ ବର୍ଷ ମଧ୍ୟରେ ଅର୍ଜନ କରିଥିବା ଆୟକୁ ସାର୍ବଜନୀନ କରିଥିଲେ…

Video: ମାଳଦ୍ୱୀପ ପାର୍ଲାମେଣ୍ଟ ରଣକ୍ଷେତ୍ର

ନୂଆଦିଲ୍ଲୀ,୨୯।୧:ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁଙ୍କ କ୍ୟାବିନେଟ ମନ୍ତ୍ରୀମାନଙ୍କୁ ସଂସଦୀୟ ଅନୁମୋଦନ ପାଇଁ ଡକାଯାଇଥିବା ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ରବିବାର ରଣକ୍ଷେତ୍ରରେ ପରିଣତ ହୋଇଥିଲା। ଏମ୍‌ପିମାନେ ପରସ୍ପରକୁ ମୁଥ, ଗୋଇଠା ମାରିବା ସହ ଗଡ଼ାପଡ଼ା ହେଉଥିବା ଦେଖାଯାଇଛି। ପିପୁଲ୍ସ ନ୍ୟାଶନାଲ କଂଗ୍ରେସ (ପିଏନ୍‌ସି)…

ଇରାନରେ ୯ ପାକସ୍ତାନୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା

ଇସ୍‌ଲାମାବାଦ,୨୮।୧: ପାକିସ୍ତାନ ଓ ଇରାନ ମଧ୍ୟରେ ସୀମାପାର ଆକ୍ରମଣକୁ ନେଇ ପୁଣି ଉତ୍ତେଜନା ପରିସ୍ଥିତି ଦେଖାଦେଇଛି। ଇରାନରେ ଥିବା ପାକିସ୍ତାନୀ ଶ୍ରମିକଙ୍କ ଉପରେ ବୀଭତ୍ସ ଆକ୍ରମଣ ହୋଇଛି। ଏଥିରେ ୯ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା େବେଳ ଏହାର ତଦନ୍ତ ପାଇଁ ଇସ୍‌ଲାମାବାଦ…

 ୩ ସାଟେଲାଇଟ୍‌ ପଠାଇବାରେ ସଫଳ ହେଲା ଇରାନ

ତେହେରାନ,୨୮।୧: ଇରାନ ସିମୋର୍ଗ ରକେଟ ସହାୟତାରେ ୩ଟି ସାଟେଲାଇଟ୍‌କୁ ମହାକାଶକୁ ପଠାଇବାରେ ସଫଳ ହୋଇଛି। ସେମ୍‌ନାନପ୍ରଦେଶର ଇମାମ ଖୋମେନି ସ୍ପେସ୍‌ପୋର୍ଟରୁ ସିମୋର୍ଗ ପ୍ରୋଗ୍ରାମର ଏହା ଷଷ୍ଠ ଉଦ୍ୟମ ଥିଲା। ସାଟେଲାଇଟ୍‌ଗୁଡ଼ିକ ଗବେଷଣା, ଗ୍ଲୋବାଲ ପୋଜିଶନିଂ, ଯୋଗଯୋଗ ଆଦି ବିଭିନ୍ନ ଉଦ୍ଦେଶ୍ୟରେ କାର୍ଯ୍ୟ…

ମାଲଦ୍ୱୀପ ସଂସଦରେ ବିରୋଧୀ ସାଂସଦଙ୍କ ସହ ଭିଡିଲେ ମୁଇଜୁ କ୍ୟାବିନେଟ, ଭୋଟିଂ ସମୟରେ ମାଡପିଟ, ଭିଡିଓ ଭାଇରାଲ

ମାଲେ,୨୮।୧: ରବିବାର (ଜାନୁଆରୀ ୨୮) ରେ ମାଲଦ୍ୱୀପ ସଂସଦରେ ଶାସକ ଦଳ ଏବଂ ବିରୋଧୀ ସାଂସଦଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା, ଯାହା ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଦ୍ୱାରା ଡକାଯାଇଥିବା ସ୍ବତନ୍ତ୍ର ଅଧିବେଶନର ପ୍ରକ୍ରିୟାକୁ ବାଧା ଦେଇଥିଲା। ଏହି ସମୟ ମଧ୍ୟରେ ସେଠାରେ…

ଏଣିକି ଅଫିସ୍‌ରେ ୪ ଦିନ କାମ, ୩ ଦିନ ଆରାମ!

ବର୍ଲିନ,୨୮।୧: ସପ୍ତାହରେ କେବଳ ଚାରି ଦିନ କାମ କରିବାର ଧାରା ଧୀରେ ଧୀରେ ବୃଦ୍ଧି ପାଉଛି। ଏହାକୁ ଅନେକ ଦେଶରେ ଗ୍ରହଣ କରାଯାଉଛି। ଏହି ତାଲିକାରେ ଯୋଡି ହୋଇଥିବା ସର୍ବଶେଷ ନାମ ହେଉଛି ଜର୍ମାନୀ। ଏଠାରେ ଅନେକ କମ୍ପାନୀ ସପ୍ତାହରେ ୪…

ଏଲିଅନ ପୃଥିବୀ ଉପରେ ଆକ୍ରମଣ କଲେ ମଣିଷଙ୍କ ହେବ କିଭଳି ଅବସ୍ଥା?…

ଓ୍ବାଶିଂଟନ,୨୮।୧ : ହଲିଉଡ ଚଳଚ୍ଚିତ୍ରରେ ଏପରି ଅନେକ ଜିନିଷ ଦେଖିବାକୁ ମିଳେ ଯେଉଁଠାରେ ଏଲଅନମାନେ ପୃଥିବୀ ଉପରେ ଆକ୍ରମଣ କରନ୍ତି। ହିରୋ ଏବଂ ତାଙ୍କ ଦଳ କିମ୍ବା ଆମେରିକୀୟ ସୈନ୍ୟ ଜଗତକୁ ବଞ୍ଚାଇବାରେ ସଫଳ ହୁଅନ୍ତି। କିନ୍ତୁ ଯଦି ଏଲିଅନମାନେ ପ୍ରକୃତରେ…

ଜେଲ୍‌ରୁ ନିର୍ବାଚନ ଲଢିବେ ପାକିସ୍ତାନର ଏହି ତିନି ମହିଳା, ଶରିଫ ପରିବାରଙ୍କୁ ଦେବେ କଡା ଟକ୍କର

ଇସଲାମବାଦ,୨୮।୧: ସାଧାରଣ ନିର୍ବାଚନ ନେଇ ପାକିସ୍ତାନରେ ରାଜନୀତି ସରଗରମ। କାରଣ ମଇଦାନକୁ ଓହ୍ଲାଇଛନ୍ତି ଜେଲ୍‌ରେ ସଜା କାଟୁଥିବା ୩ ମହିଳା ନେତା। ପିଟିଆଇର ଏହି ମହିଳା ନେତାମାନେ ଜେଲ୍‌ରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି। ଯାହା ଏବେ ଜାତୀୟ ରାଜନୀତିକୁ ଚର୍ଚ୍ଚାର ଖୋରାକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri