ଚାଇନା ଯାଉଥିବା ଇରାକ ବିମାନ ହଠାତ୍ କାହିଁକି କୋଲକାତାରେ ଅବତରଣ କଲା? ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା
କୋଲକାତା,୨୭।୯: କିଡନୀ ଚିକିତ୍ସା ପାଇଁ ଚାଇନା ଯାଉଥିବା ଇରାକର ଜଣେ ନାବାଳିକା ବିମାନରେ ଅସୁସ୍ଥ ହୋଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ତେବେ ବାଟରେ ଯେତେବେଳେ ଝିଅର ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେଲା, ସେତେବେଳେ ଇରାକ ଏୟାରୱେଜ ବିମାନ କୋଲକାତାକୁ ପଠାଗଲା…
ଜାପାନରେ ୪ ବର୍ଷରେ ବଦଳିଲେଣି ୩ ପ୍ରଧାନମନ୍ତ୍ରୀ
ଟୋକିଓ,୨୭ା୯: ଜାପାନର ଶାସକ ଦଳ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଶିଗେରୁ ଇଶିବାଙ୍କୁ ଏହାର ନେତା ଭାବରେ ମନୋନୀତ କରିଛନ୍ତି, ଯିଏ ଆସନ୍ତା ସପ୍ତାହରେ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଶିଗେରୁ ତାଙ୍କ କାର୍ଯ୍ୟାଳୟରେ ମଡେଲ ବ୍ୟାଟଲଶିପ୍ ଏବଂ ଯୁଦ୍ଧ…
ଭାରତ ବିରୋଧରେ ନୂଆ ଷଡଯନ୍ତ୍ର ରଚୁଛି କାନାଡା: ଜାଣନ୍ତୁ କେମିତି
ଓଟଓ୍ବା,୨୭।୯: ୩୯ ବର୍ଷ ପୂର୍ବେ କାନାଡାରେ ଏୟାର ଇଣ୍ଡିଆ ଫ୍ଲାଇଟ୍-୧୮୨ରେ ହୋଇଥିବା ଧମାକାକୁ ନେଇ ତୃତୀୟଥର ଯାଞ୍ଚ୍ ଦାବି କରାଯାଉଛି। କନିଷ୍କା ବୋମା ବିସ୍ଫୋରଣ ଯାଞ୍ଚ୍ ଦାବି ଭାରତୀୟ ମୂଳର ସାଂସଦ ଚନ୍ଦ୍ରା ଆର୍ଯ୍ୟା ବିରୋଧ କରିଛନ୍ତି। କୁହାଯାଉଛି କି, ଏହା…
ଭାରତ ପରି ପାକିସ୍ତାନରେ ରହିଛନ୍ତି କି ଆଇଆଇଟି ଇଞ୍ଜିନିୟର? ଜାଣନ୍ତୁ କେଉଁଠି ପଢ଼ନ୍ତି ପାଠ…
ଇସଲାମାବାଦ,୨୭ା୯: ଯେତେବେଳେ ଭାରତରେ ଇଞ୍ଜିନିୟରିଂ ବିଷୟରେ ଚର୍ଚ୍ଚା ହୁଏ ସେତେବେଳେ ଆଇଆଇଟିର ନାମ ଶୀର୍ଷରେ ଆସେ। କୁହାଯାଏ, ଏଠାରୁ ସ୍ନାତକ ହାସଲ କରିଥିବା ଇଞ୍ଜିନିୟରମାନେ ବହୁତ ସ୍ମାର୍ଟ ଅଟନ୍ତି। ଏହା ମଧ୍ୟ ଦେଖାଯାଇଛି ଯେ, ଆଇଆଇଟି ପଢ଼ିଥିବା ଛାତ୍ରମାନେ ଆଜି ବିଶ୍ୱରେ…
ଶେଖ ହାସିନାଙ୍କୁ ଗାଦିଚ୍ୟୁତ କରାଇଥିବା ମାଷ୍ଟରମାଇଣ୍ଡଙ୍କୁ ବିଶ୍ୱ ସହ ପରିଚିତ କରାଇଲେ ୟୁନୁସ
ଢାକା,୨୭।୯: ବାଂଲାଦେଶରେ ଶେଖ ହାସିନା ସରକାରଙ୍କ ବିରୋଧରେ ଆନ୍ଦୋଳନ ସ୍ବୟଂଚାଳିତ ବା ଆପଣାଛାଏଁ ଆରମ୍ଭ ହୋଇ ନ ଥିଲା। ଏହାର ସ୍ପଷ୍ଟ ଅର୍ଥ ହେଉଛି ଯେ ଶେଖ ହାସିନାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କାର କରିବା ପାଇଁ ଏକ ଷଡଯନ୍ତ୍ର କରାଯାଇଥିଲା, ଯାହାର…
ଭାରତକୁ ସମର୍ଥନ ଦେଲା ଫ୍ରାନ୍ସ: ଟେନ୍ସନ୍ରେ ଚାଇନା-ପାକିସ୍ତାନ
ପ୍ୟାରିସ୍,୨୬।୯: ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପାଇଁ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ସମର୍ଥନ କରିଛନ୍ତି। ଜାତିସଂଘ ସଂସ୍ଥାର ସମ୍ପ୍ରସାରଣକୁ ସମର୍ଥନ କରିଛନ୍ତି। ନ୍ୟୁୟର୍କରେ ମିଳିତ ଜାତିସଂଘର ସାଧାରଣ ସଭାରେ ମାକ୍ରୋନ କହିଛନ୍ତି, ଆମର ଏକ ସୁରକ୍ଷା ପରିଷଦ…
ଗାଜାରେ ଯାହା ଘଟୁଛି ବିଶ୍ୱ ଦାୟୀ
ନ୍ୟୁୟର୍କ,୨୬ା୯:ଗଜା ଷ୍ଟ୍ରିପ୍ ଉପରେ ପ୍ରାୟ ବର୍ଷେ ହେବ ଇସ୍ରାଏଲ୍ ଆକ୍ରମଣ ଜାରି ରଖିଥିବାବେଳେ ଗୁରୁବାର ଜାତିସଂଘ ସାଧାରଣ ସଭା (ୟୁଏନ୍ଜିଏ)ରେ ପାଲେଷ୍ଟିନୀୟ କର୍ତ୍ତୃପକ୍ଷ ଏଥିପାଇଁ ବିଶ୍ୱ ସମୁଦାୟକୁ ଦାୟୀ କରିଛନ୍ତି। ଏକ ସ୍ଥାନକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରି ସେଠାକାର ଲୋକଙ୍କ…
ହିନ୍ଦୁ ସମୁଦାୟଙ୍କ ବଢୁଛି ଚିନ୍ତା: ଦୁର୍ଗାପୂଜା ଛୁଟିକୁ ବିରୋଧ
ଢାକା,୨୬।୯: ବାଂଲାଦେଶରେ ରହୁଥିବା ହିନ୍ଦୁ ସମୁଦାୟଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦୁର୍ଗାପୂଜା ପାଖେଇ ଆସୁଥିବା ବେଳେ ବାଂଲାଦେଶର କଠୋରପନ୍ଥୀ ଇସ୍ଲାମିକ ସଙ୍ଗଠନଗୁଡ଼ିକ ପକ୍ଷରୁ ଏହି ସାର୍ବଜନୀନ ଉତ୍ସବକୁ ବିଭିନ୍ନ ଉପାୟରେ ବିରୋଧ କରାଯାଉଛି। ସେହିପରି ଦୁର୍ଗାପୂଜା ଅବସରରେ ଦେଶବ୍ୟାପୀ ଛୁଟି ଘୋଷଣାକୁ…
‘ଦୁର୍ଗାପୂଜା କରିବ ତ ୫ ଲକ୍ଷ ଟଙ୍କା ଦିଅ’, ବାଂଲାଦେଶରେ ହିନ୍ଦୁ ମିନ୍ଦିରକୁ ମିଳୁଛି ଧମକ
ଢାକା,୨୬।୯: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବନ୍ଦ ହେଉନାହିଁ। ଦୁର୍ଗା ପୂଜା ପୂର୍ବରୁ ବାଂଲାଦେଶର ଇସଲାମ ଗୋଷ୍ଠୀ ପକ୍ଷରୁ କିଛି ମନ୍ଦିରକୁ ଧମକ ଦିଆଯାଇଛି। ମନ୍ଦିର କମିଟି ମାନଙ୍କୁ ଧମକ ଦିଆଯାଇଥିଲା ଯେ ଯଦି ସେମାନେ ଦୁର୍ଗା ପୂଜା ପାଳନ…
ହିଜାବରେ ନଜର ଆସିବେ ମହିଳା ସେନା, ମୁଣ୍ଡ ନୁହାଁଇଲେ ସରକାର
ଢାକା,୨୬।୯: ବାଂଲାଦେଶରେ ଶେଖ ହାସିନା ସରକାରଙ୍କ ପତନ ପରେ ସମଗ୍ର ଦେଶରେ ଇସଲାମୀକରଣ ତୀବ୍ର ହୋଇଛି। ସରକାରଙ୍କ କଥା ଛାଡନ୍ତୁ, ବର୍ତ୍ତମାନ ବାଂଲାଦେଶ ସେନା ମଧ୍ୟ ମୌଳିକବାଦୀଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡିଛି। ଏହା ପ୍ରଥମ ଥର ପାଇଁ ବାଂଲାଦେଶ ସେନା…
ଭାରତଠାରୁ ପଙ୍ଗା ନେଇ ଫସିଗଲା ବାଂଲାଦେଶ, ଶାହାଙ୍କ ବୟାନକୁ ନେଇ ଆଖି ଦେଖାଇବା ପରେ…
ଢାକା/ନୂଆଦିଲ୍ଲୀ,୨୬।୯: ବାଂଲାଦେଶରେ ଶେଖ ହସିନା କ୍ଷମତାଚ୍ୟୁତ ହେବାପରେ ବାଂଲାଦେଶର ସ୍ବର ବଦଳୁଥିବା ଦେଖାଯାଉଛି। ମହମ୍ମଦ ୟୁନୁସ ସରକାର ‘ଗୋଟିଏ ପଟେ ଚୋରି ଏବଂ ଅନ୍ୟଟି ସିନାଜୋରି’ ମନୋଭାବରୁ ବାହାରକୁ ଆସିବାର କୌଣସି ଚିହ୍ନ ଦେଖାଯାଉ ନାହିଁ। ବେଳେବେଳେ ସେ ଭାରତକୁ ଆଖି…
ଚାଇନାର ବଡ଼ ଷଡ଼ଯନ୍ତ୍ର: ଏହି ଆପ୍ ଜରିଆରେ ଭାରତରୁ ଚାଇନା ନେଇଛି ୪୦୦ କୋଟି ଟଙ୍କା, ଇଡି କହିଲା…
ନୂଆଦିଲ୍ଲୀ,୨୬ା୯: ଅନ୍ଲାଇନ୍ ଗେମିଂ ଆପ୍ ବିରୋଧରେ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍(ଇଡି) କଡ଼ା ପଦକ୍ଷେପ ଗ୍ରହଣ କରିଛି। ଇଡି ପ୍ରାୟ ୨୫ କୋଟି ଟଙ୍କା ଜବତ କରିଛି। ଚାଇନାର FIEWIN ଗେମିଂ ଆପ୍ ବିରୋଧରେ ଇଡି ଏହି ପଦକ୍ଷେପ ନେଇଛି। ଏହା ବ୍ୟତୀତ ଏନ୍ଫୋର୍ସମେଣ୍ଟ…
Archives


