ଅନ୍ତର୍ଜାତୀୟ

କାଶ ପଟେଲ ହେବେ ଏଫବିଆଇ ଡାଇରେକ୍ଟର, ଭରସା କରିଛନ୍ତି ଟ୍ରମ୍ପ

ଓ୍ବାଶିଂଟନ,୧।୧୨: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବା ଡୋନାଲ୍ଡ ଟ୍ରମ୍ପ ଶନିବାର ତାଙ୍କର ଘନିଷ୍ଠ ବିଶ୍ୱାସୀ କାଶ ପଟେଲଙ୍କୁ ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ (FBI) ର ଶକ୍ତିଶାଳୀ ପଦ ପାଇଁ ମନୋନୀତ କରିଛନ୍ତି। ଏହା ସହ ଆଗାମୀ ଟ୍ରମ୍ପ ପ୍ରଶାସନରେ…

ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ଆମେରିକାରେ ଭାରତୀୟଙ୍କୁ ବଡ଼ ଝଟ୍‌କା

ଓ୍ବାଶିଂଟନ,୩୦।୧୧: ଆମେରିକାର ଉଚ୍ଚଶିକ୍ଷା ପ୍ରତିଷ୍ଠାନମାନେ ବିଦେଶୀ ଛାତ୍ର ଏବଂ କର୍ମଚାରୀମାନଙ୍କୁ ଜାନୁଆରୀ ୨୦ ପୂର୍ବରୁ ଶୀତକାଳିନ ଅବକାଶରୁ ଫେରିବାକୁ ପରାମର୍ଶ ଦେଇଛନ୍ତି। ଏହି ଦିନ ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ…

ଚାଇନାରେ ବିଶ୍ୱର ବଡ଼ ସୁନାଖଣି ଆବିଷ୍କୃତ

ବେଜିଂ, ୩୦।୧୧: ମଧ୍ୟ ଚାଇନାର ହୁନାନ୍‌ ରାଜ୍ୟରେ ଏକ ବୃହତ୍‌ ସୁନାଖଣିର ଆବିଷ୍କାର କରାଯାଇଛି। ଚାଇନାର ସରକାରୀ ଏଜେନ୍ସି ଜିନ୍‌ହୁଆ ଅନୁଯାୟୀ, ୮୨.୮ ବିଲିୟନ ଡଲାର(ପ୍ରାୟ ୭ ଲକ୍ଷ କୋଟି ଟଙ୍କା) ମୂଲ୍ୟର ଏହି ସୁନା ଖଣି ବିଶ୍ୱର ସର୍ବ ବୃହତ୍‌…

ବାଂଲାଦେଶରେ ଚିନ୍ମୟ ଦାସଙ୍କ ସମେତ ୧୬ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟ ଜବତ

ଢାକା,୨୯।୧୧: ବାଂଲାଦେଶରେ ଲଗାତାର ଭାବେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ପୁଣି ଏକ ଅପଡେଟ ସାମ୍ନାକୁ ଆସିଛି। ସେଠାରେ ବାଂଲାଦେଶ ବ୍ୟାଙ୍କର ଫାଇନାନସିୟାଲ ଇଣ୍ଟଲିଜେନ୍ସ ୟୁନିଟ ବଡ କାର୍ଯ୍ୟାନୁଷ୍ଠାନ ସ୍ବରୂପ ହିନ୍ଦୁ ସନ୍ଥ ଚିନ୍ମୟ ଦାସ ଏବଂ ଇସ୍କନର ୬…

ଦୋହାରୁ କୋଚିନ ବିମାନ ଯାତ୍ରା କରି ଇତିହାସ ରଚିଲା ଇଭା

କୋଚି,୨୯।୧୧: ଇଭା ନାମକ ବିଲେଇ ଗୁରୁବାର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭିଭିଆଇପି ଯାତ୍ରୀ ହୋଇଛି। ଗୁରୁବାର ପୂର୍ବାହ୍ନ ୧୦ଟା ୧୭ରେ କୋଚି ନେଡୁମ୍ବାସେରି ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏକ ଏୟାର ଇଣ୍ଡିଆ ବିମାନ ଏକ ଇତିହାସ ସୃଷ୍ଟି କରିଛି ଯାହା କେରଳର ବିମାନବନ୍ଦର…

ବାଂଲାଦେଶକୁ ନେଇ ଚିନ୍ତା ପ୍ରକଟ କଲେ ଜନି ମୋର୍‌, କହିଲେ ଦେଶର ଅସ୍ତିତ୍ୱ ପାଇଁ…

ଓ୍ବାଶିଂଟନ,୨୯ା୧୧: ବାଂଲାଦେଶରେ ଧାର୍ମିକ ସଂଖ୍ୟାଲଘୁଙ୍କ ପ୍ରତି ବଢୁଥିବା ବିପଦକୁ ନେଇ ଆମେରିକାର ପୂର୍ବତନ ଅନ୍ତରାଷ୍ଟ୍ରୀୟ ଧାର୍ମିକ ସ୍ବତନ୍ତ୍ରତା ଆୟୋଗ (USCIRF) ସଦସ୍ୟ ଜନି ମୋର୍‌ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। କେବଳ ପ୍ରଭାବିତ ସମ୍ପ୍ରଦାୟ ପାଇଁ ନୁହେଁ ବରଂ ଦେଶର ଅସ୍ତିତ୍ୱ…

ପାକିସ୍ତାନ ଏକ୍ସପର୍ଟଙ୍କ ବଡ଼ ଭବିଷ୍ୟବାଣୀ, କହିଲେ ୨୦୩୪ ପର୍ଯ୍ୟନ୍ତ ମୋଦି ରହିବେ…

ଇସଲାମାବାଦ/ନୂଆଦିଲ୍ଲୀ,୨୯।୧୧: ଭାରତୀୟ ରାଜନୀତି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ପାକିସ୍ତାନୀ ବିଶେଷଜ୍ଞ କମର ଚିମା ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ ନରେନ୍ଦ୍ର ମୋଦି ୨୦୩୪ ପର୍ଯ୍ୟନ୍ତ ଭାରତରେ କ୍ଷମତାରେ ରହିବେ କାରଣ ତାଙ୍କ ରାଜନୀତି ଶୈଳୀରେ…

ବିପଦରେ ଟ୍ରମ୍ପଙ୍କ ଜୀବନ…, କାହିଁକି ଆମେରିକା ରାଷ୍ଟ୍ରପତିଙ୍କୁ ନେଇ ଏତେ ଚିନ୍ତା କରୁଛନ୍ତି ପୁଟିନ

ମସ୍କୋ,୨୯।୧୧: ରୁଷିଆ-ୟୁକ୍ରେନ ଯୁଦ୍ଧରେ କିଛି ବଡ ଘଟଣା ଘଟିବାକୁ ଯାଉଛି କି? ଗୁରୁବାର ରାତିରେ ୟୁକ୍ରେନର ରାଜଧାନୀ କ୍ୱିଭ ଉପରେ ହୋଇଥିବା ମାରାତ୍ମକ ଆକ୍ରମଣ ମଧ୍ୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜୀବନ ପ୍ରତି…

ଦ୍ୱିତୀୟଥର ପାଇଁ କ୍ଷମା ମାଗିଲେ ପୁଟିନ, କହିଲେ ମୁଁ…

ମସ୍କୋ,୨୯ା୧୧: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କୁକୁରମାନଙ୍କୁ ବହୁତ ପସନ୍ଦ କରନ୍ତି। ଅନେକ ଥର ତାଙ୍କୁ ତାଙ୍କ ପୋଷା କୁକୁରମାନଙ୍କ ସହିତ ଦେଖିବାକୁ ମିଳିଥାଏ। କିନ୍ତୁ ଥରେ ତାଙ୍କ ପୋଷା କୁକୁରମାନେ ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲଙ୍କୁ ଭୟଭୀତ କରିଥିଲେ। ଏହି…

୧୬ ବର୍ଷରୁ କମ ବୟସର ପିଲାଙ୍କୁ ସୋସିଆଲ ମିଡିଆ ମନା, ଏମିତି ନ ହେଲେ ଦାୟୀ ରହିବେ କମ୍ପାନୀ

କାନବେରା,୨୯।୧୧: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ ଶୁକ୍ରବାର ଘୋଷଣା କରିଛନ୍ତି ଯେ ସୋସିଆଲ ମିଡିଆ କମ୍ପାନୀଗୁଡିକର ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ଏକ ସାମାଜିକ ଦାୟିତ୍ୱ ରହିଛି, କାରଣ ସଂସଦ ଏକ ଆଇନ ପ୍ରଣୟନ କରି ୧୬ ବର୍ଷରୁ କମ ବୟସର…

ଆକାଶରେ ରହସ୍ୟମୟ ଆଲୋକ ସ୍ତମ୍ଭ: କିପରି ହୁଏ ସୃଷ୍ଟି…

ଓଟ୍ଟାଓ୍ବା,୨୮ା୧୧: କାନାଡାର କେନ୍ଦ୍ରୀୟ ଆଲବର୍ଟା ଜନସାଧାରଣ ନିକଟରେ ରାତି ଆକାଶରେ ଶହ ଶହ ଆଲୋକ ସ୍ତମ୍ଭ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ରହସ୍ୟମୟ ଉଜ୍ଜ୍ୱଳ ଆଲୋକ ସ୍ତମ୍ଭଗୁଡ଼ିକ ଭୂମିସ୍ତରରୁ ବାହାରି ଆକାଶ ଆଡ଼କୁ ବିଚ୍ଛୁରିତ ହୋଇଥିଲା, ଯାହାକି ଅଲୌକିକ ତଥା ଦର୍ପଣ…

ଚିନ୍ମୟ ଦାସଙ୍କ ଗିରଫକୁ ନେଇ ଗର୍ଜିଲେ ଶେଖ ହସିନା

ନୂଆଦିଲ୍ଲୀ/ଢାକା,୨୮।୧୧: ବହିଷ୍କୃତ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶଦ୍ରୋହ ଅଭିଯୋଗରେ ହିନ୍ଦୁ ଭିକ୍ଷୁ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ତୀବ୍ର ନିନ୍ଦା କରିବା ସହ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରିଛନ୍ତି। ଆୱାମୀ ଲିଗ ସଭାପତି ବଙ୍ଗବନ୍ଧୁଙ୍କ ଝିଅ ଶେଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?