ଇସ୍ରାଏଲର ନିଦ ହଜାଇଲା ହିଜବୁଲ: ୨୫୦ରୁ ଅଧିକ ରକେଟ୍ ମାଡ଼
ଜେରୁଜେଲମ,୧୪।୬: ବର୍ତ୍ତମାନ ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ହିଜବୁଲ ଇସ୍ରାଏଲକୁ ନିଦ ହଜାଇ ଦେଇଛି। ଇସ୍ରାଏଲର ଅନେକ ସାମରିକ ବେସ ଉପରେ ହିଜବୁଲ ପକ୍ଷରୁ ଆକ୍ରମଣ କରାଯାଇଛି। ଏହି କାରଣରୁ ବର୍ତ୍ତମାନ ମଧ୍ୟ ପୂର୍ବରେ ଏକ ବଡ଼ ଯୁଦ୍ଧ ହେବାର ଆଶଙ୍କା ରହିଛି।…
କୁଏଟ୍ରୁ ୪୫ ମୃତଦେହ ଧରି ଭାରତ ଫେରିଲା ବାୟୁସେନା ବିମାନ
ନୂଆଦିଲ୍ଲୀ,୧୪ା୬: କୁଏଟ୍ରେ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ ଭାରତୀୟଙ୍କ ମୃତଦେହକୁ ନେଇ ଶୁକ୍ରବାର ଭାରତୀୟ ବାୟୁସେନାର ଏକ ସ୍ବତନ୍ତ୍ର ବିମାନ କୋଚିରେ ପହଞ୍ଚିଛି। ବିମାନରେ ରାଜ୍ୟ ମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂ ମଧ୍ୟ ଉପସ୍ଥିତ ଥିଲେ। ଯିଏ କି ଶୀଘ୍ର ମୃତଦେହଗୁଡ଼ିକ…
ଇଟାଲୀରେ ପହଞ୍ଚିଲେ ମୋଦି
ରୋମ୍,୧୪ା୬: ୫୦ତମ ଜି-୭ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଇଟାଲୀରେ ପହଞ୍ଚିଛନ୍ତି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମିଲୋନିଙ୍କ ସହ ସାକ୍ଷାତ କରି ମୋଦି ବିଭିନ୍ନ ଆଲୋଚନା କରିବେ ବୋଲି ଏକ ରିପୋର୍ଟରୁ ପ୍ରକାଶ। ଏଥିସହିତ ସେ…
କୁଏତରେ ଜଳିଯାଇଥିବା ୪୫ ଭାରତୀୟଙ୍କ ମୃତଦେହ ଚିହ୍ନଟ, ଆହତଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ
ଦୁବଇ,୧୩।୬: କୁଏତ କର୍ତ୍ତୃପକ୍ଷ ବିଲ୍ଡିଂ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ ଜଣ ଭାରତୀୟ ଏବଂ ତିନି ଜଣ ଫିଲିପାଇନ୍ସ ନାଗରିକଙ୍କ ମୃତଦେହ ଚିହ୍ନଟ କରିଛନ୍ତି। କୁଏତ ଘଟଣାର ତୁରନ୍ତ ତଦନ୍ତ ଏବଂ ମୃତକଙ୍କ ଶବ ପଠାଇବାରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ନିଶ୍ଚିତ…
ଇଟାଲୀ ପହଞ୍ଚିବା ପରେ ମେଲୋନିଙ୍କ ସହ ଦ୍ୱିପାକ୍ଷିକ ବାର୍ତ୍ତା କରିବେ ମୋଦି
ନୂଆଦିଲ୍ଲୀ,୧୩।୬: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଗୋଷ୍ଠୀର ଶିଖର ସମ୍ମିଳନୀ ଇଟାଲୀର ଆପୁଲିଆଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଭାଗ ନେଉଛନ୍ତି। ଜି୭ ର ପ୍ଲାଟଫର୍ମରେ ବିଶ୍ୱର ବିଭିନ୍ନ ଦେଶର ମୁଖ୍ୟମାନଙ୍କ ସହିତ ଆଲୋଚନା…
ଜଳୁଛି ୫,୫୯,୫୪,୨୭,୯୫୦ ଟଙ୍କାର କୋକେନ… ଦେଖନ୍ତୁ କେମିତି ଦେଖାଯାଉଛି ଭିଡିଓ
ଏଲସାଲଭେଡର,୧୬।୬: ଆପଣ ନିଶ୍ଚୟ ଅନେକ ଦାମୀ କାର, ବଡ ଅଟ୍ଟାଳିକା ଇତ୍ୟାଦି ନିଆଁକୁ ଆୟତ୍ତ କରୁଥିବା ଦେଖିଥିବେ, କିନ୍ତୁ ଆପଣ କେବେ ଦେଖିଛନ୍ତି କି ୫ ବିଲିୟନରୁ ଅଧିକ ମୂଲ୍ୟର ଦ୍ରବ୍ୟରେ କେହି ନିଆଁ ଲଗାଉଛନ୍ତି। ସମ୍ଭବତଃ ନୁହେଁ । କିନ୍ତୁ…
ଆମଠାରୁ ଭଲ ଆମର ପଡୋଶୀ ଶତ୍ରୁ ଦେଶ, ପାକିସ୍ତାନ ସଂସଦରେ କାହିଁକି ଉଠିଲା ଭାରତ ନିର୍ବାଚନ କଥା
ଇସଲାମାବାଦ/ନୂଆଦିଲ୍ଲୀ,୧୩।୬: ଯଦିଓ ପାକିସ୍ତାନ ସର୍ବଦା ଭାରତକୁ ସମାଲୋଚନା କରିବାର ଅଭ୍ୟାସ ଥାଏ, କିନ୍ତୁ ଅନେକ ଥର ଏହାର ସାଂସଦ (ପାକିସ୍ତାନ ସଂସଦ ବିତର୍କ) ଆମକୁ ପ୍ରଶଂସା କରିବାରେ ଥକି ପଡନ୍ତି ନାହିଁ। ଅତୀତରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା, ଯେଉଁଠାରେ…
ଆକାଶରେ ୯ ଘଣ୍ଟା ଉଡ଼ିଲା ବିମାନ, କେଉଁଠି କଲାନି ଅବତରଣ, କାରଣ ଜାଣିଲେ…
ନ୍ୟୁୟର୍କ,୧୩ା୬: ଭାବନ୍ତୁ ଆପଣ ଆପଣଙ୍କ ସମ୍ପର୍କୀୟଙ୍କ ଘରକୁ ବିମାନ ଯୋଗେ ଯାଉଛନ୍ତି। ସେଠାକୁ ଯିବା ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ। ସମ୍ପର୍କୀୟଙ୍କ ପାଇଁ ବହୁତ ଜିନିଷ ମଧ୍ୟ ନେଇ ଯାଉଥିବେ। ମାତ୍ର ଯଦି ଆପଣ ବିମାନରେ ୯ ଘଣ୍ଟା ରହେିବ…
ଇଟାଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ କାନାଡା ପ୍ରଧାନମନ୍ତ୍ରୀ, ରହିଛି ଏସବୁ ଯୋଜନା
ରୋମ୍,୧୩ା୬: ଇଟାଲୀରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସାମ୍ନାସାମ୍ନି ହେବେ। ଶୁକ୍ରବାର ଉଭୟ ନେତା ସାକ୍ଷାତ କରିପାରନ୍ତି ବୋଲି ଜାଣିବାକୁ ମିଳିଛି। ଭାରତ ବିରୋଧରେ ହିଂସା ଏବଂ ଉଗ୍ରବାଦକୁ…
ବିଶ଼୍ବରେ ସବୁଠାରୁ ଅଧିକ ଦରମା, ଜାଣନ୍ତୁ କେତେ ଟଙ୍କା ?
ନୂଆଦିଲ୍ଲୀ, ୧୩।୬: ବିଶ଼୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଦରମା ପ୍ୟାକେଜ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତାଙ୍କର ପ୍ୟାକେଜ ଏତେ ଟଙ୍କାର ଥିଲା ଯେ ଆମେରିକୀୟ କୋର୍ଟଙ୍କୁ ମଧ୍ୟ ଏଥିରେ ରୋକ୍ ଲଗାଇବାକୁ ପଡ଼ିଥିଲା । ହେଲେ…
ସ୍ପେଶ୍ ଏକ୍ସ’ର ୨ ମହିଳା କର୍ମଚାରୀଙ୍କ ସହ ଯୌନ ସମ୍ବନ୍ଧ ରଖିଥିଲେ ମସ୍କ
ସାନ୍ ଫ୍ରାନ୍ସିସ୍କୋ, ୧୩।୬: ଆମେରିକୀୟ ମହାକାଶ ଯାନ ନିର୍ମାତା କମ୍ପାନୀ ସ୍ପେଶ୍ ଏକ୍ସ’ର ପ୍ରତିଷ୍ଠାତା ତଥା ସିଇଓ ଏଲନ ମସ୍କଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ସାମ୍ନାକୁ ଆସିଛି। ସେ ସ୍ପେଶ ଏକ୍ସ’ର ଜଣେ ଇଣ୍ଟର୍ନ ଓ ଜଣେ ମହିଳା କର୍ମଚାରୀଙ୍କ ସହ…
ଲିଙ୍ଗଗତ ଅସମାନତା: ୧୨୯ତମ ସ୍ଥାନରେ ଭାରତ, ଶୀର୍ଷରେ ଆଇସ୍ଲ୍ୟାଣ୍ଡ
ଜେନେଭା, ୧୨।୬: ଓ୍ବାର୍ଲଡ୍ ଇକୋନୋମିକ୍ ଫୋରମ(ଡବ୍ଲ୍ୟୁଇଏଫ୍) ପକ୍ଷରୁ ବୁଧବାର ଚଳିତବର୍ଷର ଲିଙ୍ଗଗତ ଅସମାନତା ସୂଚକାଙ୍କ ଜାରି କରାଯାଇଛି। ଏହି ସୂଚକାଙ୍କରେ ଭାରତ ୨ଟି ସ୍ଥାନ ତଳକୁ ଖସି ୧୨୯ତମ ସ୍ଥାନରେ ପହଞ୍ଚିଛି। ତେବେ ଗତବର୍ଷ ଭଳି ଚଳିତ ଥର ମଧ୍ୟ ଆଇସ୍ଲ୍ୟାଣ୍ଡ…
Archives


