ଅନ୍ତର୍ଜାତୀୟ

ଭିକ ମାଗି ପାରିବେନି ପାକିସ୍ତାନୀ, ନୋ ଫ୍ଲାଏ ଲିଷ୍ଟରେ ୪୩୦୦ ଭିକାରିଙ୍କୁ ପକାଇଲା ପଡୋଶୀ ଦେଶ

ରିୟାଦ,୧୮।୧୨: ନୋ ଫ୍ଲାଏ ତାଲିକାରେ ପାକିସ୍ତାନ ୪୩୦୦ ଭିକାରୀଙ୍କୁ ସ୍ଥାନିତ କରିଛି। ସୂଚନାଯୋଗ୍ୟ, ସୌଦି ଆରବ ସମେତ ଅନେକ ଦେଶ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ଯେ ଯଦି ପାକିସ୍ତାନ ଭିକାରୀ ପଠାଇବା ବନ୍ଦ ନ କରେ ତେବେ ସେମାନେ ଏହା ବିରୋଧରେ…

ଉତ୍ତର କୋରିଆ ସେନାଙ୍କ ମୃତଦେହ ଜଳାଇ ଦେଉଛି ରୁଷିଆ? ରାଷ୍ଟ୍ରପତି ଜେଲନସ୍କିଙ୍କ ଗୁରୁତର ଅଭିଯୋଗ

କ୍ୱିଭ,୧୮।୧୨: ରୁଷିଆ-ୟୁକ୍ରେନ ଯୁଦ୍ଧ ବିପଜ୍ଜନକ ସ୍ତରରେ ପହଞ୍ଚୁଛି। ମଙ୍ଗଳବାର ରୁଷିଆ ବିରୁଦ୍ଧରେ ଭୋଲୋଡିମିର ଜେଲେନସ୍କି ଏକ ନୂଆ ଦାବି କରିଛନ୍ତି ଯେ ରୁଷିଆ ଉତ୍ତର କୋରିଆ ସୈନିକମାନଙ୍କ ମୁହଁ ଜାଳି ସେମାନଙ୍କ ଉପସ୍ଥିତି ଲୁଚାଉଛି। ଏଥି ସହିତ, ଜେଲେନସ୍କି ଇନଷ୍ଟାଗ୍ରାମରେ ଏକ…

ବିସ୍ଫୋରଣରେ ରୁଷିଆ ଜେନେରାଲ ନିହତ

ମସ୍କୋ,୧୮ା୧୨:ବୋମା ବିସ୍ଫୋରଣରେ ରୁଷିଆର ବରିଷ୍ଠ ଜେନେରାଲ ଇଗୋର କିରିଲୋଭ୍‌ଙ୍କର ମଙ୍ଗଳବାର ମୃତ୍ୟୁ ଘଟିଛି। ମସ୍କୋସ୍ଥିତ ତାଙ୍କ ଆପାର୍ଟମେଣ୍ଟ ବିଲ୍ଡିଂ ବାହାରେ ଏକ ସ୍କୁଟରରେ ଲୁଚାଇ ରଖାଯାଇଥିବା ବୋମା ବିସ୍ଫୋରଣ ହୋଇଥିଲା। ରୁଷିଆ ସେନାର ଆଣବିକ, ଜୈବ ଏବଂ ରାସାୟନିକ ସୁରକ୍ଷା ବଳର…

କ୍ୟାନସର୍‌ ରୋଗୀଙ୍କ ପାଇଁ ଖୁସି ଖବର: ପ୍ରସ୍ତୁତ ହେଲା କ୍ୟାନ୍‌ସର୍‌ ଟିକା,ନୂଆବର୍ଷରୁ…

ମସ୍କୋ,୧୮।୧୨: ଆଜି ସମଗ୍ର ବିଶ୍ୱ କର୍କଟ ଭଳି ଗମ୍ଭୀର ରୋଗରେ ପୀଡିତ। ଏଭଳି ପରିସ୍ଥିତିରେ ରୁଷିଆ ଏକ ଦାବି କରିଛି, ଯାହା ସମଗ୍ର ବିଶ୍ୱ ପାଇଁ ଆଶ୍ୱସ୍ତି ଆଣିଦେଇଛି। ରୁଷିଆ କହିଛି ଯେ, ଆମେ ଏକ କ୍ୟାନ୍‌ସର୍‌ ଟିକା ପ୍ରସ୍ତୁତ କରିଛୁ,…

ଭାରତକୁ ଧମକ ଦେଲେ ଟ୍ରମ୍ପ, ବାଇଡେନ କହିଲେ ବହୁତ ବଡ଼ ଭୁଲ କରିଦେଲ…

ଓ୍ବାଶିଂଟନ୍‌,୧୮।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନରେ ଜିତିବା ଦିନଠାରୁ ସେ ତାଙ୍କ ନିଷ୍ପତ୍ତିରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ସେ ପୁଣି ଥରେ ଏପରି ବିବୃତ୍ତି ଦେଇଛନ୍ତି ଯାହା ଉଭୟ ଭାରତ ଏବଂ ଚାଇନା ପାଇଁ ଚିନ୍ତାର କାରଣ ପାଲଟିଛି।…

ଇସ୍ତଫା ଦେବେ ଜଷ୍ଟିନ ଟ୍ରୁଡୋ! ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ…

ଓଟାଓ୍ବା,୧୭।୧୨: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କ୍ରମାଗତ ଭାବରେ କଠିନ ସମୟ ଦେଇ ଗତି କରୁଛନ୍ତି। ଉପପ୍ରଧାନମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡଙ୍କ ଇସ୍ତଫା ଦେବା ପୂର୍ବରୁ ମଧ୍ୟ ଟ୍ରୁଡୋ ଆଉ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ନୂଆ ଡେମୋକ୍ରାଟିକ…

ଛାତ୍ରଙ୍କ ଗୁଳି ମାଡରେ ୫ ମୃତ, ୬ ଆହତ

ନ୍ୟୁଜର୍ସି,୧୭।୧୨: ସୋମବାର ଆମେରିକାର ୱିସ୍କୋସିନ ରାଜ୍ୟ ମାଡିସନ ସ୍ଥିତ ଏକ ବିଦ୍ୟାଳୟରେ ଗୁଳି ବିନିମୟରେ ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ସମେତ ୫ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ୬ଜଣ ଆହତ ହୋଇଛନ୍ତି। ପୋଲିସର ସୂଚନାନୁସାରେ, ଆକ୍ରମଣକାରୀ ବିଦ୍ୟାଳୟର ଛାତ୍ର ଥିଲେ। ଗୁଳି…

ଜର୍ଜିଆରେ ୧୨ ଭାରତୀୟ ମୃତ

ତିବ୍ଲିିସି, ୧୭।୧୨: ଜର୍ଜିଆର ଗୁଡୈରିସ୍ଥିତ ପାହାଡ଼ିଆ ଅଞ୍ଚଳରେ ଥିବା ଏକ ରିସର୍ଟରେ ୧୨ ଭାରତୀୟଙ୍କର ମୃତ୍ୟୁ ଘଟିଛି। ରିସର୍ଟର ଏକ ରୁମରୁ ସମସ୍ତଙ୍କର ମୃତଦେହ ମିଳିଛି। ବିଷାକ୍ତ କାର୍ବନ ମନୋକ୍ସାଇଡ୍‌ ଗ୍ୟାସ୍‌ ବ୍ୟାପିବାରୁ ଏହି ଅଘଟଣ ଘଟିଥିବା ନେଇ ସ୍ଥାନୀୟ ଅଧିକାରୀ…

ଆମେରିକା ଆକାଶରେ ରହସ୍ୟମୟ ଡ୍ରୋନ୍‌ , ଲୋକେ ଭୟଭୀତ

ଓ୍ବାଶିଂଟନ,୧୬ା୧୨: ଆମେରିକାର ନ୍ୟୁ ଜର୍ସି ଓ ଅନ୍ୟାନ୍ୟ ରାଜ୍ୟର ଆକାଶରେ କିଛିଦିନ ହେଲା କେତେକ ରହସ୍ୟମୟ ଡ୍ରୋନ୍‌ ଉଡ଼ୁଥିବାର ଦେଖାଯାଇଛି। ଏହାକୁ ନେଇ ଦେଶବାସୀ ଭୟଭୀତ ହୋଇଥିବାବେଳେ ଆମେରିକା ବାୟୁସୀମା ସୁରକ୍ଷାରେ ତ୍ରୁଟି ରହିଥିବା ନେଇ ପ୍ରଶ୍ନ ଉଠିଛି। ଏୟାରସ୍ପେସ୍‌ରେ ରହିଥିବା…

ଜଷ୍ଟିନ ଟ୍ରୁଡୋଙ୍କୁ ବଡ଼ ଝଟକା, ଇସ୍ତଫା ଦେଲେ…

ଓଟାଓ୍ବା,୧୬।୧୨: କାନାଡାର ଉପପ୍ରଧାନମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡ ସୋମବାର ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି, କାନାଡା ପାଇଁ ସର୍ବୋତ୍ତମ ମାର୍ଗ ବିଷୟରେ ସେ ଆଉ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସହ ସହମତ ନୁହଁନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ ‘ଆମେରିକା ଫାଷ୍ଟ’ ଅର୍ଥନୈତିକ ଜାତୀୟତାବାଦକୁ ନେଇ…

ଚାଇନା ରାଷ୍ଟ୍ରପତିଙ୍କ ନିଦ ହଜିଲା:ଏହି ଛୋଟ ଦେଶ ଆଗରେ ସାହାଯ୍ୟ ପାଇଁ କରୁଛନ୍ତି ଗୁହାରି

ବେଜିଂ,୧୬।୧୨: ବିଶ୍ୱକୁ ନିଜ ଅଧୀନରେ ନେବାକୁ ସ୍ବପ୍ନ ଦେଖୁଥିବା ଚାଇନା ବର୍ତ୍ତମାନ ମିଆଁମାରରେ ଦୁର୍ବଳ ହେବାରେ ଲାଗିଛି। ମିଆଁମାରର ବିଦ୍ରୋହୀମାନେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିଦ ହଜାଇ ଦେଇଛନ୍ତି। ଋଣ ଜାଲରେ ଅନେକ ଦେଶକୁ ଫାନ୍ଦରେ ପକାଇଥିବା ଚାଇନା ବର୍ତ୍ତମାନ…

ବାଂଲାଦେଶରେ କେବେ ହେବ ନିର୍ବାଚନ ସୂଚନା ଦେଲେ ୟୁନୁସ ସରକାର

ଢାକା,୧୬।୧୨: ବାଂଲାଦେଶ ନିର୍ବାଚନକୁ ନେଇ ଏକ ବଡ ଅପଡେଟ ଆସିଛି। ନୋବେଲ ବିଜେତା ତଥା ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ନିର୍ବାଚନ ସମ୍ପର୍କରେ ସୂଚନା ଦେଇଛନ୍ତି। ଆସନ୍ତା ବର୍ଷ ଶେଷ କିମ୍ବା ୨୦୨୬ ଆରମ୍ଭରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?