ଅନ୍ତର୍ଜାତୀୟ

ଏଆଇ ଭବିଷ୍ୟବାଣୀ: ୨୦୨୪ରେ ବିଶ୍ୱର ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧରୁ ହେବ ତୃତୀୟ ବିଶ୍ୱଯୁଦ୍ଧ, ମରିବେ ୨ କୋଟିରୁ ଅଧିକ…

ଲଣ୍ଡନ,୨୫।୧ : ଯଦି ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୁଏ ତେବେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ବିଶ୍ୱରେ କ’ଣ ହୋଇପାରେ, ଏହାର ଭୟାବହତା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପ୍ରକାଶ କରିଛି। ଏଆଇ ଏକ ଆଶ୍ଚର୍ଯ୍ୟଜନକ ହାଇପୋଥେଟିକାଲ ଭବିଷ୍ୟବାଣୀର ଏକ ସେଟ...

ଧସିଲା ସୁନାଖଣି, ୭୦ ମୃତ

ମାଳି,୨୫ା୧: ଆଫ୍ରିକାର ମାଳିରେ ଏକ ବେଆଇନ ସୁନା ଖଣି ଭୁଶୁଡ଼ିବା ଯୋଗୁ ୭୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ଖଣି ଭୁଶୁଡ଼ିବା ପରେ ବର୍ତ୍ତମାନ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି।...

Saudi Arabia To Open 1st Alcohol Store: ପ୍ରଥମ ମଦ ଦୋକାନ ଏବେ ସାଉଦିରେ !…

ରିୟାଦ,୨୫।୧ : ସାଉଦି ଆରବର ରାଜଧାନୀ ରିୟାଦରେ ପ୍ରଥମ ମଦ ଦୋକାନ ଖୁବ ଶୀଘ୍ର ଖୋଲିବାକୁ ଯାଉଛି। ଖବର ଅନୁଯାୟୀ ଏଠାରେ କେବଳ ଅଣ-ମୁସଲମାନ କୂଟନୀତିଜ୍ଞଙ୍କୁ ମଦ ଦିଆଯିବ। ମଦ୍ୟପାନ ଉପରେ ସାଉଦି ଆରବର ଆଭିମୁଖ୍ୟ ଅତ୍ୟନ୍ତ କଠୋର। ଯଦି...

Naked Man’ Festival: ମହିଳା ହେବେ ସାମିଲ, ୧୬୫୦ ବର୍ଷ ପରେ ମିଳିଲା ଅନୁମତି…

ଟୋକିଓ,୨୫।୧ : ଜାପାନରେ ୧୬୫୦ ବର୍ଷ ପରେ ମହିଳାମାନଙ୍କୁ ଏକ ପୁରୁଷ ମହୋତ୍ସବରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯାଇଛି, କିନ୍ତୁ ଏଥିପାଇଁ କିଛି ସର୍ତ୍ତ ମଧ୍ୟ ରଖାଯାଇଛି। ଏହି ଉତ୍ସବର ନାମ ହେଉଛି ‘ନଗ୍ନ ମଣିଷ’ ମହୋତ୍ସବ(ନେକେଡ ମ୍ୟାନ ଫେଷ୍ଟଭାଲ)।...

ମହାକାଶର Snowman ଫଟୋ ଶେୟାର କଲା NASA: ସୋସିଆଲ ମିଡିଆରେ ଭାଇରାଲ…

ଓ୍ବାଶିଂଟନ,୨୫।୧ : ଆମେରିକାର ସ୍ପେସ ଏଜେନ୍ସି ନାସା ପ୍ରାୟତଃ ସୋସିଆଲ ମିଡିଆରେ ମହାକାଶରୁ ଆସୁଥିବା ନୂତନ ଫଟୋଗୁଡ଼ିକୁ ଶେୟାର କରିଥାଏ। ନାସା ବେଳେବେଳେ ମିଲ୍କି ୱେ ଏବଂ ବେଳେବେଳେ ଏକ ବଡ ମେଟେରାଇଟର ଫଟୋ ପଠାଇଥାଏ। ନିକଟରେ ନାସା ମହାକାଶର...

ମାସେ ମୋବାଇଲ ବ୍ୟବହାର ନ କଲେ ଏହି କମ୍ପାନୀ ଦେବ ୧୦ ହଜାର ଡଲାର ପୁରସ୍କାର…

ରେକଜାଭିକ,୨୫।୧ : ମୋବାଇଲ ଦୈନନ୍ଦିନ କାର୍ଯ୍ୟର ଏକ ଅଂଶ ହୋଇପାରିଛି। ଅନେକ ଲୋକ ମୋବାଇଲ ବିନା ନିଜ ଜୀବନକୁ କଳ୍ପନା କରିବାକୁ ମଧ୍ୟ ପଛାନ୍ତି। ବର୍ତ୍ତମାନ ଏକ କମ୍ପାନୀ ଲୋକଙ୍କୁ ଚ୍ୟାଲେଞ୍ଜ କରିଛି। ଏକ ମାସ ପାଇଁ ଫୋନ ବିନା...

ଛାତ୍ରଙ୍କ ସହ ଯୌନ ସମ୍ପର୍କ: ଶିକ୍ଷୟିତ୍ରୀଙ୍କୁ ଆଜୀବନ ଜେଲ

ଆର୍କାନ୍‌ସାସ୍‌ (ଆମେରିକା), ୨୪।୧: ଆମେରିକାର ଆର୍କାନ୍‌ସାସ୍‌ ଠାରେ ଜଣେ ହାଇସ୍କୁଲ ଶିକ୍ଷୟିତ୍ରୀ, ଏକାଧିକବାର ନିଜର ଜଣେ ଛାତ୍ର ସହ ଯୌନ କାର୍ଯ୍ୟକଳାପରେ ଲିପ୍ତ ରହି ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି। କାଉନସେଲିଂ କରିବା ବାହାନାରେ ସେ ନିଜର ଜଣେ ୧୭...

ଚାଇନାରେ ଭୟଙ୍କର ଅଗ୍ନିକାଣ୍ଡ: ୨୫ ମୃତ, ଅନେକ ଆହତ

ବେଜିଂ,୨୪ା୧: ଚାଇନାର ଜିଆଙ୍ଗସି ପ୍ରଦେଶର କିଛି ଦୋନାନରେ ଅଗ୍ନିକାଣ୍ଡ ଘଟି ବୁଧବାର ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହାପୂର୍ବରୁ...

Plane Crash: ୟୁକ୍ରେନ ସୀମାରେ ରୁଷିଆ ବାୟୁସେନା ବିମାନ ଦୁର୍ଘଟଣା ଗ୍ରସ୍ତ,୬୫ ମୃତ…

ମସ୍କୋ,୨୪।୧ : ରୁଷିଆର ସେନା ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଖବର ମିଳିଛି। କୁହାଯାଉଛି ଏହି ବିମାନଟି ୟୁକ୍ରେନ ସୀମା ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବିମାନରେ ଥିବା ୬୫ ଜଣ ଲୋକ ଥିବା ଜଣାଯାଇଛି। ନ୍ୟୁଜ ଏଜେନ୍ସି ରଏଟର୍ସ ରିପୋର୍ଟ...

ପ୍ରଳୟର ନିକଟତର ହେଲା ପୃଥିବୀ: ମହା ବିନାଶ ଘଣ୍ଟାରେ ଆଉ ବାକି ୯୦ ସେକେଣ୍ଡ…

ଓ୍ବାଶିଂଟନ,୨୪।୧ : ପ୍ରଳୟ ଘଣ୍ଟା ସାଙ୍କେତିକ ଭାବରେ ଦର୍ଶାଏ ଯେ ଆମେ ବିପର୍ଯ୍ୟୟର କେତେ ନିକଟତର। ଏହାର ସମୟ ପୁଣି ଥରେ ବଡ ଧ୍ୱଂସ ନିକଟରେ ପହଞ୍ଚିଛି। ଘଣ୍ଟାର ସମୟ ମଧ୍ୟରାତ୍ରି ପୂର୍ବରୁ ୯୦ ସେକେଣ୍ଡ ଦୂରରେ ରହିଛି। ବୈଜ୍ଞାନିକମାନେ...

ଭାରତ-ଫ୍ରାନ୍ସ ବନ୍ଧୁତା: ଆମେରିକା-ଚାଇନା ମନରେ ଦୁଃଖ…

ପ୍ୟାରିସ/ନୂଆଦିଲ୍ଲୀ,୨୪।୧ : ଗଣତନ୍ତ୍ର ଦିବସ ପରେଡରେ ଭାଗ ନେବାକୁ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଜାନୁଆରୀ ୨୫ ରେ ରାଜସ୍ଥାନର ଜୟପୁର ସହରରେ ପହଞ୍ଚିବେ। ଜୟପୁର ପରେ ଫ୍ରାନ୍ସ ରାଷ୍ଟ୍ରପତି ନୂଆଦିଲ୍ଲୀରେ ପହଞ୍ଚିବେ ଯେଉଁଠାରେ ତାଙ୍କୁ ସ୍ବାଗତ କରାଯିବ। ଏହାପୂର୍ବରୁ...

ଚିକିତ୍ସା ବିଜ୍ଞାନରେ ବିରଳ: ଟ୍ରାନ୍ସଜେଣ୍ଡର ପୁରୁଷ ହେଲେ ଗର୍ଭବତୀ

ରୋମ,୨୪।୧: ଟ୍ରାନ୍ସଜେଣ୍ଡର ବ୍ୟକ୍ତି କେବେ ଗର୍ଭବତୀ ହେବାର ଶୁଣିଛନ୍ତି କି? ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଇଟାଲୀରେ ଏପରି ଅଜବ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ଲିଙ୍ଗ ପରିବର୍ତ୍ତନ ପାଇଁ ସର୍ଜରୀ କରିବାକୁ ବ୍ୟକ୍ତିଜଣକ ୫ ମାସର ଗର୍ଭବତୀ ହୋଇଥିବା ଜଣାପଡିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri