ପୁଣି ଭାରତକୁ ଦୋଷ ଦେଲା ଆମେରିକା
ଓ୍ବାଶିଂଟନ୍,୨।୮: ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂ ପନ୍ନୁଙ୍କୁ ହତ୍ୟା ଉଦ୍ୟମ ସମ୍ପର୍କରେ ଭାରତରେ ତଦନ୍ତ ଚାଲିଛି। ଭାରତକୁ ଏଜେଣ୍ଟ ମାଧ୍ୟମରେ ପନ୍ନୁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଚାଲିଥିବା ଅନୁସନ୍ଧାନକୁ ନେଇ ଭାରତ ଉତ୍ତରଦାୟିତ୍ୱ ଆଶା କରୁଛି ବୋଲି ଆମେରିକା ପୁଣି…
ଇସ୍ରାଏଲ୍ ଉପରେ ଆକ୍ରମଣ ପାଇଁ ଇରାନ ସୁପ୍ରିମ ଲିଡରଙ୍କ ନିର୍ଦ୍ଦେଶ
ତେହରାନ୍,୧ା୮: ହମାସ୍ ନେତା ଇସ୍ମାଇଲ୍ ହାନିୟେଙ୍କୁ ତେହରାନ୍ରେ ହତ୍ୟାର ପ୍ରତିଶୋଧ ସ୍ବରୂପ ଇସ୍ରାଏଲ୍ ଉପରେ ଆକ୍ରମଣ ପାଇଁ ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇ ନିର୍ଦ୍ଦେଶ ଦେଇଛନ୍ତି। ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ଜରୁରୀ ବୈଠକରେ ଖାମେନେଇ ଏହି…
ନିଜର ଘରୋଇ ସମସ୍ୟାକୁ ଭାରତ ଉପରେ ଲଦୁଛି ଚାଇନା, ଜାଣନ୍ତୁ କିପରି
ନୂଆଦିଲ୍ଲୀ,୧ା୮: ଚାଇନା ବର୍ତମାନ ଅନେକ ସମସ୍ୟା ଦେଇ ଗତି କରୁଛି। ଚାଇନା ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଅନେକ ଜିନିଷର ଅତ୍ୟଧିକ ଉତ୍ପାଦନ କରୁଛି। ତେବେ ଚାହିଦା ହ୍ରାସ ଏବଂ ରିଅଲ ଇଷ୍ଟେଟ କ୍ଷେତ୍ରରେ ସଙ୍କଟ ଯୋଗୁଁ ଏହା ଅତ୍ୟଧିକ…
ଇସ୍ରାଏଲ ଆକ୍ରମଣର ମାଷ୍ଟରମାଇଣ୍ଡ ନିହତ
ତେଲ ଆଭିଭ,୧।୮: ଇସ୍ରାଏଲର ଅନ୍ୟ ଜଣେ ଶତ୍ରୁଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ସୂଚନାଯୋଗ୍ୟ, ଇସ୍ରାଏଲ କହିଛି ଯେ ଜୁଲାଇ ମାସରେ ହମାସର ବରିଷ୍ଠ ସାମରିକ କମାଣ୍ଡର ମହମ୍ମଦ ଦାଇଫଙ୍କୁ ହତ୍ୟା କରାଯାଇଥିଲା। ଅକ୍ଟୋବର ୭ ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣର…
ସାରା ବିଶ୍ୱରେ ଭୟର ବାତାବରଣ; ବଢୁଛି ଯୁଦ୍ଧ ଆଶଙ୍କା: ଜାଣନ୍ତୁ କାହିଁକି
ବେରୁଟ୍/ତେହରାନ୍,୧ା୮: ଇରାନର ରାଜଧାନୀ ତେହେରାନରେ ହାମାସ ମୁଖ୍ୟ ଇସମାଇଲ ହାନିଆଙ୍କୁ ହତ୍ୟା କରାଯାଇଥିଲା, ଯାହା ବର୍ତ୍ତମାନ ଉଭୟ ଦେଶ ପାଇଁ ଏକ ନିର୍ଣ୍ଣାୟକ କ୍ଷଣ ହୋଇପାରେ। ଇରାନର ନୂତନ ରାଷ୍ଟ୍ରପତି ମାସୁଦ ପେଜେଶକିଆନଙ୍କ ଶପଥ ଗ୍ରହଣ ଉତ୍ସବରେ ପହଞ୍ଚିବା ପରେ ତେହେରାନରେ…
ହମାସ୍ ମୁଖ୍ୟ ହାନିୟେଙ୍କୁ ହତ୍ୟା
ବେରୁଟ୍/ତେହରାନ୍,୧ା୮: ଇସ୍ରାଏଲୀ ବଳ ଲେବାନନ୍ର ବେରୁଟ୍ରେ ହେଜ୍ବୋଲ୍ଲାର ଦ୍ୱିତୀୟ ସର୍ବୋଚ୍ଚ ନେତା ଫଉଦ୍ ଶୁକର୍ଙ୍କୁ ଏୟାର ଷ୍ଟ୍ରାଇକ୍ କରି ହତ୍ୟା କରିଥିବା ମଙ୍ଗଳବାର ଘୋଷଣା କରିଥିଲା। ଏହାର ଦିନକ ପରେ ଅର୍ଥାତ୍ ବୁଧବାର ସକାଳେ ଇରାନ୍ ରାଜଧାନୀ ତେହରାନ୍ରେ ହମାସ୍ ସୁପ୍ରିମ…
ଘରକୁ ଫେରିବେ ସୁନୀତା ୱିଲିୟମ୍ସ; ନାସାକୁ ମିଳିଲା ବଡ଼ ସଫଳତା
ନୂଆଦିଲ୍ଲୀ,୩୧।୭: ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବଚ୍ ୱିଲମୋରଙ୍କୁ ପୃଥିବୀକୁ ଫେରାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ନାସା ଏବଂ ବୋଇଙ୍ଗ ଷ୍ଟାରଲାଇନର୍ ମହାକାଶଯାନର ଏକ ହଟ୍ ଫାୟାର ପରୀକ୍ଷା ସଫଳତାର ସହ ସମାପ୍ତ କରିଛନ୍ତି। ଏହି ପରୀକ୍ଷା ସମୟରେ ଦୁଇ…
‘କାଠକଣ୍ଢେଇ ସରକାରଙ୍କ ସହ ମୋ’ର କିଛି କଥାବାର୍ତ୍ତା ନାହିଁ’
ଇସଲାମାବାଦ,୩୧ା୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନ୍ସାଫ (ପିଟିଆଇ) ମୁଖ୍ୟ ଇମ୍ରାନ ଖାନ୍ ପାକିସ୍ତାନୀ ସେନା ସହ ଆଲୋଚନା କରିଛନ୍ତି। ସେନାକୁ କହିଛନ୍ତି, ଦେଶରେ ସାମରିକ ଆଇନ ଲାଗୁ କରାଯାଇଛି ଏବଂ ତାଙ୍କୁ କ୍ଷମତାରୁ ଦୂରେଇ ରଖିବା ପାଇଁ ମିଥ୍ୟା ଅଭିଯୋଗ…
କମଲାଙ୍କୁ ‘ବିପଜ୍ଜନକ ଉଦାରବାଦୀ ମହିଳା’ ବୋଲି କହିଲେ ଟ୍ରମ୍ପ
ଓ୍ବାଶିଂଟନ,୩୧।୭: ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କ ଆଗମନ ସହିତ ଡେମୋକ୍ରାଟିକମାନେ ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଆଗେଇ ଆସିଛନ୍ତି। ଲୋକପ୍ରିୟତା ବୃଦ୍ଧି ହେତୁ ହାରିସ ବର୍ତ୍ତମାନ ଟ୍ରମ୍ପଙ୍କୁ ପଛରେ ପକାଇ ଦେଇଛନ୍ତି। ତେବେ ଟ୍ରମ୍ପ ତାଙ୍କ ନିର୍ବାଚନ ପ୍ରଚାର ମାଧ୍ୟମରେ…
ଭେନେଜୁଏଲା ରାଷ୍ଟ୍ରପତିଙ୍କ ବିରୋଧରେ ଜୋର୍ଦାର ବିକ୍ଷୋଭ
କାରାକାସ୍,୩୧।୭: ଭେନେଜୁଏଲା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ଶାସକ ଓ ବିରୋଧୀ ମୁହଁାମୁହିଁ ହୋଇଛନ୍ତି। ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କ ସମର୍ଥକ ଏବଂ ବିରୋଧୀମାନେ ମଙ୍ଗଳବାର ରାଲି ବାହାର କରିଥିଲେ। ବିରୋଧୀ ନିର୍ବାଚନରେ ବିଜୟୀ ହୋଇଥିବା ଦାବି କରୁଥିବାବେଳେ ଫଳାଫଳ ଶାସକ ସୋସିଆଲିଷ୍ଟ…
ଟେଲିଗ୍ରାମ ସିଇଓଙ୍କ ଶତାଧିକ ‘ଜୈବିକ ପିଲା’
ଦୁବାଇ,୩୧।୭: ସୋସିଆଲ ମିଡିଆ ମେସେଜିଂ ପ୍ଲାଟ୍ଫର୍ମ ‘ଟେଲିଗ୍ରାମ’ର ପ୍ରତିଷ୍ଠାତା ତଥା ସିଇଓ ପାବେଲ୍ ଡ୍ୟୁରୋବ୍(୩୯)ଙ୍କ ୧୦୦ରୁ ଅଧିକ ଜୈବିକ ପିଲା ରହିଛନ୍ତି। ଦୁବାଇର ଏହି ପ୍ରଭାବଶାଳୀ ଉଦ୍ୟୋଗୀ ଟେଲିଗ୍ରାମରେ ନିଜ ୫.୭ ମିଲିୟନ ସବ୍ସ୍କ୍ରାଇବରଙ୍କ ଉଦ୍ଦେଶ୍ୟରେ ମଙ୍ଗଳବାର ଏକ ପୋଷ୍ଟ ଶେୟାର…
ଇସମାଇଲଙ୍କ ହତ୍ୟାକୁ ନେଇ ନିଆଁବାଣ ହେଲା ହମାସ, ଇସ୍ରାଏଲକୁ ଦେଲା ଏମିତି ଧମକ
ତେହରାନ,୩୧।୭: ଇରାନରେ ହୋଇଥିବା ଆକ୍ରମଣରେ ହମାସ ମୁଖ୍ୟ ଇସମାଇଲ ହାନିଆଙ୍କ ମୃତ୍ୟୁ ଘଟିଛି। ଇରାନର ରାଷ୍ଟ୍ରପତି ମାସୁଦ ପେଜେଶକିଆନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ହାନିଆ ତେହେରାନରେ ପହଞ୍ଚିଥିଲେ। ତେହେରାନରେ ହୋଇଥିବା ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କେହି ନିଜକୁ…
Archives


