ମୋଦିଙ୍କ ଆଗରେ ଏମିତି ପ୍ରସ୍ତାବ ରଖିଦେଲେ ଜେଲେନସ୍କି, ଯାହା କରିବା ସମ୍ଭବ ନୁହେଁ
କିଭ୍,୨୪।୮: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଶୁକ୍ରବାର ଦ୍ୱିତୀୟ ୟୁକ୍ରେନ ଶାନ୍ତି ସମ୍ମିଳନୀ ଆୟୋଜନ କରିବାକୁ ଭାରତକୁ ପ୍ରସ୍ତାବ ଦେଇଛନ୍ତି। ଜେଲେନସ୍କି କହିଛନ୍ତି, ସେ ତାଙ୍କ ଧାରଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ପହଞ୍ଚାଇଛନ୍ତି ଏବଂ ଭାରତରେ ଶାନ୍ତି ସମ୍ମିଳନୀ ଆୟୋଜିତ…
ମୋଦି ଚାହିଁଲେ ପୁଟିନଙ୍କୁ ରୋକିପାରିବେ: ସ୍ବୀକାର କଲେ ଜେଲେନସ୍କି
କିଭ୍,୨୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ୟୁକ୍ରେନ ଗସ୍ତ ପରେ ଫେରିଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ। ଏହା ପରେ ଜେଲେନସ୍କି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ଭାରତ ଏହାର…
ଅନିଶ୍ଚିତତାରେ ସୁନୀତାଙ୍କ ପ୍ରତ୍ୟାବର୍ତ୍ତନ
ଓ୍ବାଶିଂଟନ୍,୨୪ା୮: ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ୍ ଓ୍ବିଲମୋର ଗତ ଜୁନ୍ ୬ରେ ୮ ଦିନ ପାଇଁ ମହାକାଶ ଯାତ୍ରା କରିଥିଲେ। ମହାକାଶଯାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଉଭୟେ ଇଣ୍ଟରନ୍ୟାଶନାଲ ସ୍ପେସ୍ ଷ୍ଟେଶନ୍ (ଆଇଏସ୍ଏସ୍)ରେ ଫସିରହିଛନ୍ତି। ଦୁଇ ମହାକାଶଚାରୀଙ୍କୁ…
ଟ୍ରମ୍ପ୍ ଫେରିଲେ ଭୟଙ୍କର ପରିଣାମ
ଓ୍ବାଶିଂଟନ୍,୨୪ା୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନଭେମ୍ବର ୫ ନିର୍ବାଚନରେ ପୁଣି ବିଜୟୀ ହୋଇ ହ୍ବାଇଟ୍ ହାଉସ୍କୁ ଫେରିଲେ ଦେଶବାସୀଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଉପରାଷ୍ଟ୍ରପତି କମଲା ହାରିସ୍ ଚେତାଇ ଦେଇଛନ୍ତି। ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ହାରିସ୍…
ଭାରତ ଆମକୁ ସମର୍ଥନ କରୁ: ଜେଲେନ୍ସ୍କି
କିଭ୍,୨୪ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍ ଗସ୍ତକର କିଭ୍ରେ ମହାମତ୍ା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ଚିରନ୍ତନ ଶାନ୍ତି ବାର୍ତ୍ତାର ପ୍ରାସଙ୍ଗିକତା ଓ ମହତ୍ତ୍ୱ ବୁଝାଇଛନ୍ତି। ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୯୧୦ ଦିନରେ ପହଞ୍ଚତ୍ଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି…
ମୋଦିଙ୍କ ଗସ୍ତ ପରେ ଅଟକି ଯିବ ୟୁକ୍ରେନ-ରୁଷ ଯୁଦ୍ଧ! ଆଶା ପ୍ରକଟ କଲା ଜାତିସଂଘ
ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ୟୁକ୍ରେନ-ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ସମାପ୍ତ କରିବାରେ ସହାୟକ ହେବ ବୋଲି ଆଶା ପ୍ରକଟ କରିଛନ୍ତି ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍। ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ସିଧାସଳଖ ପୋଲାଣ୍ଡରୁ ଟ୍ରେନ୍ ଯୋଗେ ୟୁକ୍ରେନରେ ପହଞ୍ଚିଥିଲେ।…
ମୋଦିଙ୍କୁ ଦେଖି ଭାବବିହ୍ଵଳ ହେଲେ ୟୁକ୍ରେନ ରାଷ୍ଟ୍ରପତି: ଭାଇରାଲ ହେଲା ଫଟୋ
ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନରେ ପହଞ୍ଚିଛନ୍ତି। ଶୁକ୍ରବାର ସକାଳେ ପୋଲାଣ୍ଡରୁ ସିଧା ଟ୍ରେନ୍ ଯୋଗେ ସେ କିଭରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ତାଙ୍କୁ ଭାରତୀୟ ସମ୍ପ୍ରଦାୟର ଲୋକମାନେ ସ୍ୱାଗତ କରିଥିଲେ। ଏହି ସମୟରେ ସେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ…
ପିଏମ୍ ମୋଦି ଆଉ ଜେଲେନସ୍କି ଯେଉଁଠାରେ ଭେଟିବେ, ସେହି ସ୍ଥାନ ଅତ୍ୟନ୍ତ ସ୍ବତନ୍ତ୍ର, ଜାଣନ୍ତୁ କାହିଁକି…
କିଭ୍,୨୩।୮: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ମାଟିରେ ପାଦ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଆଜି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିବେ। ଯେଉଁ ସ୍ଥାନରେ ପିଏମ୍ ମୋଦି ଏବଂ ଜେଲେନସ୍କି ଭେଟିବାକୁ ଯାଉଛନ୍ତି ସେହି ସ୍ଥାନ ଅତ୍ୟନ୍ତ ସ୍ବତନ୍ତ୍ର। ପ୍ରତ୍ୟେକ…
ନଦୀକୁ ଖସିଲା ବସ୍: ୧୪ ଜଣଙ୍କ ଜୀବନ ଗଲା, ଉଦ୍ଧାର କାର୍ଯ୍ୟ ଜାରି
କାଠମାଣ୍ଡୁ,୨୩ା୮: ନେପାଳର ପୋଖରାରୁ କାଠମାଣ୍ଡୁ ଯାଉଥିବା ଏକ ଭାରତୀୟ ଯାତ୍ରୀବାହୀ ବସ୍ ଶୁକ୍ରବାର ନଦୀରେ ଖସି ପଡ଼ିଛି। ଫଳରେ ବସ୍ରେ ୪୦ ଜଣ ଭାରତୀୟ ଥିଲେ। ଏହି ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା…
ନେପାଳରେ ବଡ଼ ଦୁର୍ଘଟଣା: ନଦୀକୁ ଖସିଲା ଭାରତୀୟ ଯାତ୍ରୀବାହୀ ବସ୍
କାଠମାଣ୍ଡୁ,୨୩।୮: ନେପାଳରେ ଏକ ବଡ଼ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ୪୦ ଜଣ ଭାରତୀୟଙ୍କୁ ନେଇ ଯାଉଥିବା ବସ୍ ନଦୀରେ ଖସିପଡିଥିବା ସୂଚନା ମିଳିଛି। ଉଦ୍ଧାର କାର୍ଯ୍ୟ ଚାଲିଛି। ଅନେକ ଲୋକଙ୍କର ମୃତ୍ୟୁ ହେବାର ସମ୍ଭାବନା ରହିଛି। ନେପାଳ ପୋଲିସର ଅଧିକାରୀ…
ୟୁକ୍ରେନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ହେଲା ଭବ୍ୟ ସ୍ବାଗତ
କିଭ୍,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୟୁକ୍ରେନରେ ପହଞ୍ଚିଛନ୍ତି। ୟୁକ୍ରେନରେ ପ୍ରଧାନମନ୍ତ୍ରୀ ପ୍ରାୟ ସାତ ଘଣ୍ଟା ରହିବେ। ସେଠାରୁ ସ୍ଥାନୀୟ ସମୟ ଅପରାହ୍ନ ୪.୪୦ରେ (ଭାରତୀୟ ସମୟ ସା ୭.୧୦)ରୁ ଫେରିବେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ରେନ ଯୋଗେ ପୋଲାଣ୍ଡରେ…
ନାମାଙ୍କନପତ୍ର ସ୍ବୀକାର କଲେ କମଲା ହାରିସ୍, ଲୋକଙ୍କୁ ଦେଲେ ବଡ଼ ପ୍ରତିଶ୍ରୁତି, କହିଲେ ମୁଁ ସବୁବେଳେ ଦେଶକୁ…
ଓ୍ବାଶିଂଟନ,୨୩ା୮: ଆମେରିକାର ରାଷ୍ଟ୍ରପତି ପଦ ପାଇଁ କମଲା ହାରିସ୍ ଡେମୋକ୍ରାଟିକ ପାର୍ଟିର ନାମାଙ୍କନପତ୍ରକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି। ଏହି ସମୟ ମଧ୍ୟରେ ସେ ଆମେରିକାର ଲୋକଙ୍କୁ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, ରାଷ୍ଟ୍ରପତି ହେବି। ସବୁବେଳେ ଦେଶକୁ ନିଜ…
Archives


