ଅନ୍ତର୍ଜାତୀୟ

ଡୋଭାଲଙ୍କ କମାଲ! ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ଆସିଲା ଶୁଭ ସଙ୍କେତ

କ୍ୱିଭ,୧୪।୯: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଶେଷ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମ ବର୍ତ୍ତମାନ ଫଳବତି ହେଉଥିବା ଜଣାପଡିଛି। ଗତ ଅଢେଇ ବର୍ଷ ଧରି ଚାଲିଥିବା ଯୁଦ୍ଧରେ ପ୍ରଥମ ଥର ପାଇଁ ଉଭୟ ଦେଶ ପରସ୍ପର…

ହାସିନାଙ୍କୁ ଦିଲ୍ଲୀରୁ ଢାକା ନେବା ୟୁନୁସ ସରକାରଙ୍କ ପାଇଁ ହେବ ନାହିଁ ଏତେ ସହଜ

ନୂଆଦିଲ୍ଲୀ/ଢାକା,୧୪।୯: ଯେତେବେଳେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ତାଙ୍କ ଦେଶରେ ବ୍ୟାପକ ବିରୋଧର ସମ୍ମୁଖୀନ ହୋଇଥିଲେ, ସେ ଅଗଷ୍ଟ ୫ରେ ଭାରତ ପଳାଇ ଆସିଥିଲେ। ସେ ତାଙ୍କ ସରକାର ହଟାଇବା ପରଠାରୁ ଭାରତରେ ରହିଆସୁଛନ୍ତି। ଶେଖ ହାସିନାଙ୍କୁ ତାଙ୍କ ଭଉଣୀ…

ପୃଥିବୀଠାରୁ ୪୦୦ କିଲୋମିଟର ଦୂରରେ ଥାଇ ସୁନୀତା ପଠାଇଲେ ଏହି ବାର୍ତ୍ତା, କହିଲେ ଏହା ହେଉଛି ପରୀକ୍ଷା, ଆମେ…

ଓ୍ବାଶିଂଟନ,୧୪ା୯: ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ବଚ ଓ୍ବିଲମୋର ମହାକାଶରେ ଫସି ରହି ପୃଥିବୀକୁ ବହୁତ ମିସ୍‌ କରୁଛନ୍ତି। ଶନିବାର ସେ ଅନ୍‌ଲାଇନ୍‌ ସାମ୍ବାଦିକ ସମ୍ମିଳନୀ (PC) ସମୟରେ ଦୁହେଁ ପୃଥିବୀଠାରୁ ୪୦୦ କିଲୋମିଟର ଦୂରରେ ସେମାନଙ୍କ ବିଷୟରେ ଏକ ବଡ଼…

ଆକାଶରୁ ଶୁଭିଲା ଭୟଙ୍କର ଶବ୍ଦ, ଏତେ ଶକ୍ତିଶାଳୀ ଥିଲା ଯେ, ଏହାର ପ୍ରଭାବରେ…

ନକ୍‌,୧୪ା୯: ସାରା ବିଶ୍ୱରେ ଏକ ରହସ୍ୟମୟ ଶବ୍ଦ ଶୁଣିବାକୁ ମିଳିଛି। ବର୍ଷେ ପରେ ଏହି ଶବ୍ଦ ପୁଣି ଥରେ ଶୁଣିବାକୁ ମିଳିଛି। ଗତବର୍ଷ ଠିକ୍‌ ଏହି ସେପ୍ଟେମ୍ବରରେ ଏପରି ଶବ୍ଦ ଶୁଣିବାକୁ ମିଳିଥିଲା। ସେତେବେଳେ ୯ ଦିନ ପର୍ଯ୍ୟନ୍ତ ବିଶ୍ୱର ଅଧିକାଂଶ…

ଶେଖ ହାସିନା ଯିବା ପରେ କାଙ୍ଗାଳ ହେଉଛି ବାଂଲାଦେଶ, ସମ୍ଭାଳି ପାରୁ ନାହଁାନ୍ତି ୟୁନୁସ ସରକାର

ଢାକା/ନୂଆଦିଲ୍ଲୀ,୧୩।୯: ଶେଖ ହାସିନା ସରକାର ଭାଙ୍ଗିବା ପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ସର୍ବଦା କମ୍‌ ହେବାରେ ଲାଗିଛି। ବାଂଲାଦେଶର ମହମ୍ମଦ ୟୁନୁସ ସରକାର କ୍ରମାଗତ ଭାବରେ ଭାରତ ବିରୋଧୀ ବିବୃତ୍ତି ଦେଉଛନ୍ତି। ବୋଧହୁଏ ବାଂଲାଦେଶକୁ ମଧ୍ୟ ଏହାର ପରିଣାମ…

ବିୟୁଟି କୁଇନଙ୍କୁ ଆରିରେ କାଟି, ବ୍ଲେଣ୍ଡରରେ ପେଶି ସ୍ବାମୀ ବନାଇଲେ ‘ପ୍ୟୁରି’

ଡି ଜୁରେ,୧୩।୯: ପୂର୍ବତନ ମିସ ସ୍ବିଜରଲ୍ୟାଣ୍ଡର ଫାଇନାଲିଷ୍ଟ କ୍ରୀଷ୍ଟିନା ଜୋକସିମୋଭିକଙ୍କ ହତ୍ୟାକାଣ୍ଡ ୁପରୁ ପରଦା ଉଠିଛି। ଯିଏ ଏହି ଭୟଙ୍କର ଘଟଣା ଶୁଣିଛି କିମ୍ବା ପଢିଛି ସେ ଭୟଭୀତ ହୋଇପଡିଛି । ପୂର୍ବତନ ମିସ ସ୍ବିଜରଲ୍ୟାଣ୍ଡର ଫାଇନାଲିଷ୍ଟଙ୍କୁ ତାଙ୍କ ସ୍ବାମୀ ହିଁ…

ପାକିସ୍ତାନ ଉପରେ ବଡ଼ ଆକ୍ସନ ନେଲା ଆମେରିକା, ଏହି ପ୍ରୋଜେକ୍ଟ ଉପରେ ଲଗାଇଲା ପ୍ରତିବନ୍ଧକ

ଓ୍ବାଶିଂଟନ,୧୩।୯: ଆମେରିକା ବୈଦେଶିକ ବିଭାଗ ଗୁରୁବାର ପାକିସ୍ତାନ ବିରୋଧରେ ଏକ ବଡ଼ ନିଷ୍ପତ୍ତି ନେଇଛି। ଆମେରିକାର ସ୍ବରାଷ୍ଟ୍ର ବିଭାଗର ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି ଯେ, ପାକିସ୍ତାନ ବିରୋଧରେ ସେମାନଙ୍କ କଠୋର ମନୋଭାବ ଅକ୍ଷୁର୍ଣ୍ଣ ରହିଛି। ପାକିସ୍ତାନର ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରକଳ୍ପରେ…

ପିଏମ ମୋଦିଙ୍କୁ ମନେ ପକାଇଲେ ପୁଟିନ, ଡୋଭାଲଙ୍କ ହାତରେ ପଠାଇଲେ ବଡ଼ ସନ୍ଦେଶ, ପୂରା ଦୁନିଆରେ ହେଉଛି ଚର୍ଚ୍ଚା

ମସ୍କୋ,୧୩।୯: ସମଗ୍ର ବିଶ୍ୱ ଜାଣିଛି ଯେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସମ୍ପର୍କ ବହୁତ ଭଲ। ରୁଷିଆ ସର୍ବଦା ଭାରତକୁ ଜଣେ ଭଲ ବନ୍ଧୁ ବୋଲି କହିଛି। ବର୍ତ୍ତମାନ ବିଶ୍ୱର ସବୁଠାରୁ ଭୟଙ୍କର…

ମହାକାଶରେ ପ୍ରଥମ ପ୍ରାଇଭେଟ୍‌ ସ୍ପେସ୍‌ଓ୍ବାକ୍‌

ଓ୍ବାଶିଂଟନ, ୧୩ା୯:ଆମେରିକୀୟ ମହାକାଶଯାନ ନିର୍ମାତା କମ୍ପାନୀ ‘ସ୍ପେସ୍‌ଏକ୍ସ’ର ‘ପୋଲାରିସ୍‌ ଡନ୍‌’ ମିଶନକୁ ଗୁରୁବାର ସଫଳତା ମିଳିଛି। ପ୍ରଥମ ନନ୍‌ପ୍ରଫେଶ୍‌ନାଲ ଆଷ୍ଟ୍ରନଟ୍‌ ଭାବେ ସ୍ପେସ୍‌ଓ୍ବାକ୍‌ କରି ଆମେରିକୀୟ ଉଦ୍ୟୋଗୀ ତଥା କ୍ରେଡିଟ୍‌ କାର୍ଡ ପ୍ରସେସିଂ କମ୍ପାନୀ ‘ସିଫ୍ଟସ୍‌ ଫର୍‌ ପେମେଣ୍ଟସ୍‌’ର ପ୍ରତିଷ୍ଠାତା ଜରେଡ୍‌…

ହାରିସ୍‌ଙ୍କ ପ୍ରଚାରରେ ଓଡ଼ିଆ ପୁଅ ସମୟ

ରାୟଗଡ଼ା,୧୩।୯(ଆଶିଷ ରଞ୍ଜନ ପଣ୍ଡା):ଆମେରିକା ରାଜନୀତିରେ ଓଡ଼ିଆ ପୁଅ ସମୟ ସାହୁ ସକ୍ରିୟ ଭୂମିକା ତୁଲାଉଛନ୍ତି। ସେ ଆମେରିକା ଡେମୋକ୍ରାଟିକ୍‌ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌ଙ୍କ ପାଇଁ ନିର୍ବାଚନ ପ୍ରଚାର କରି ଚର୍ଚ୍ଚାରେ ରହିଛନ୍ତି ରାୟଗଡ଼ାର ସମୟ। ଏବେ ସେ ପରିବାର ସହ…

ଶେଷ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ? ପୁଟିନଙ୍କୁ ଭେଟିଲେ ମୋଦିଙ୍କ ଦୂତ

ନୂଆଦିଲ୍ଲୀ/ମସ୍କୋ,୧୨।୯: ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସେଣ୍ଟ ପିଟର୍ସବର୍ଗର କନଷ୍ଟାଣ୍ଟିନୋଭସ୍କି ପ୍ୟାଲେସରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଏକ ବୈଠକ କରିଛନ୍ତି। ଏହି ସମୟରେ ରୁଷିଆର ରାଷ୍ଟ୍ରପତି କହିଛନ୍ତି ଯେ ଆମେ କଜାନରେ…

ଅସୁସ୍ଥ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆ? ହସ୍ପିଟାଲରେ ଭର୍ତ୍ତି

ଢାକା,୧୨।୯: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କୁ ଗୁରୁବାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୭୯ ବର୍ଷିୟ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ଅଧ୍ୟକ୍ଷ ଗୁଲଶାନସ୍ଥିତ ବାସଭବନରୁ ସକାଳ ପ୍ରାୟ ୧ଟା ୪୦ରେ ଏଭରକେୟାର ହସ୍ପିଟାଲରେ ପହଞ୍ଚିଥିଲେ। ବିଏନପି ମିଡିଆ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri