ଅନ୍ତର୍ଜାତୀୟ

Bangladeshକୁ କବଜା କରିବ ଆମେରିକା? ଜାଣନ୍ତୁ ଟ୍ରମ୍ପଙ୍କ ବଡ଼ ପ୍ଲାନ!

ଢାକା,୨୮।୨: ବିପ୍ଳବ ପରଠାରୁ Bangladesh ରାଜନୈତିକ ଅସ୍ଥିରତା ମଧ୍ୟରେ ରହିଛି। ଆପଣଙ୍କୁ କହି ରଖୁଛୁ ଯେ ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ପରାମର୍ଶଦାତା ନାହିଦ ଇସଲାମ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। କିନ୍ତୁ ପ୍ରଶ୍ନ ହେଉଛି, ଆମେରିକା କ’ଣ ବାଂଲାଦେଶକୁ କବଜା…

ପାକିସ୍ତାନର କୋଟିପତି ଭିକାରୀ ପରିବାର! MBBS ବୋହୂ ଖୋଲିଦେଲେ ଶାଶୁ-ଶ୍ୱଶୁରଙ୍କ ‘କଳା ଧନ୍ଦା’ର ରାଜ୍‌, ସତ ଜାଣିଲେ…

ଇସଲାମାବାଦ,୨୮।୨: ରାସ୍ତାରେ ଭିକ୍ଷା ମାଗୁଥିବା ଲୋକଙ୍କୁ ଦେଖିଲେ ସେମାନଙ୍କ ପ୍ରତି ଦୟା ମନୋଭାବ ଆସିଥାଏ। ସେଥିପାଇଁ ଆମେ କେତେବେଳେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଟଙ୍କା କିମ୍ବା କେତେବେଳେ କିଛି ଖାଦ୍ୟ ସାମଗ୍ରୀ ଦେଇଥାଉ। ଅଧିକାଂଶ ଭିକାରୀ ଦିନକୁ ଦୁଇଥର ଖାଦ୍ୟ…

ଖୋଲା ଖୋଲି ଧମକ ଦେଲେ ଟ୍ରୁଡୋ, ଡୋନାଲ୍ଡ ଟ୍ରମ୍ପ ଟାରିଫ ଲଗାଇଲେ ଆମେ ବି…

ଟରୋଣ୍ଟୋ,୨୮।୨: ଆମେରିକା କାନାଡାରୁ ଆମଦାନୀ ଉପରେ ନୂଆ ତଥା କଡା ଶୁଳ୍କ ଘୋଷଣା କରିଛି (US Canada Tariff War)। ମାର୍ଚ୍ଚ ୪ ତାରିଖରୁ କାନାଡା ଉପରେ ଶୁଳ୍କ ଲାଗୁ ହେବ। ଆମେରିକାର ଏହି ନିଷ୍ପତ୍ତି ଉପରେ କାନାଡାରୁ ପ୍ରତିକ୍ରିୟା ଆସିଛି।…

ଆମେରିକାରେ ଲ୍ୟାଣ୍ଡ କଲା ୟୁକ୍ରେନ ରାଷ୍ଟ୍ରପତିଙ୍କ ବିମାନ, ଟ୍ରମ୍ପଙ୍କ ସହ ହେବ ବଡ଼ ଡିଲ!

ଓ୍ବାଶିଂଟନ,୨୮।୨: ସିଏନଏନ ରିପୋର୍ଟ ଅନୁଯାୟୀ, ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକା ଗସ୍ତରେବାହାରିଛନ୍ତି। ତାଙ୍କର ବିମାନ ଜଏଣ୍ଟ ବେସ ଆଣ୍ଡ୍ରୁଜରେ ଅବତରଣ କରିଛି। ୟୁକ୍ରେନୀୟ ରାଷ୍ଟ୍ରପତି ଶୁକ୍ରବାର (୨୮ ଫେବୃଆରୀ) ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ବୋଲି ଆଶା କରାଯାଉଛି।…

ଚନ୍ଦ୍ରର ସ୍ପଷ୍ଟ ଚିତ୍ର ପଠାଇଲା ‘ବ୍ଲ୍ୟୁ ଘୋଷ୍ଟ’

ଓ୍ବାଶିଂଟନ୍‌, ୨୮।୨:ଆମେରିକୀୟ ଘରୋଇ ଏରୋସ୍ପେସ୍‌ କମ୍ପାନୀ ‘ଫାୟାରଫ୍ଲାଏ ଏରୋସ୍ପେସ୍‌’ର ‘ବ୍ଲ୍ୟୁ ଘୋଷ୍ଟ’ ମହାକାଶ ଯାନ ଚନ୍ଦ୍ରପୃଷ୍ଠରେ ନିଜ ଲକ୍ଷ୍ୟର ନିକଟତର ହେବାରେ ଲାଗିଛି। ଅବତରଣ କରିବାର କିଛିଦିନ ପୂର୍ବରୁ ଏହା ଚନ୍ଦ୍ରର ବିସ୍ତୃତ ଭିଜୁଆଲ ପଠାଇଛି, ଯାହାକୁ ଫାୟାରଫ୍ଲାଏ ଏରୋସ୍ପେସ୍‌ ପକ୍ଷରୁ…

ଶକ୍ତିଶାଳୀ ଭୂକମ୍ପ ଅନୁଭୂତ: ଥରିଲା କୋଠା, ଦେଖନ୍ତୁ ଭିଡିଓ

କାଠମାଣ୍ଡୁ,୨୮।୨: ନେପାଳରେ ଶୁକ୍ରବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ରହିଛି। ସମଗ୍ର ହିମାଳୟ ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଦୁଇଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ପ୍ରଥମ ଥର ପାଇଁ କାଠମାଣ୍ଡୁ ନିକଟରେ…

ଯୁଦ୍ଧ ବେଳେ ସାହାଯ୍ୟ କରୁଥିଲେ; ଏବେ ୟୁକ୍ରେନ ଖଣି ଉପରେ ଆମେରିକା, ଫ୍ରାନ୍ସର ନଜର

ନୂଆଦିଲ୍ଲୀ, ୨୭।୨: ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ସେବାଷ୍ଟିନ୍ ଲେକୋର୍ନୁ ଗୁରୁବାର କହିଛନ୍ତି ଯେ ଫ୍ରାନ୍ସ ମଧ୍ୟ ୟୁକ୍ରେନର ଗୁରୁତ୍ୱପୂର୍ଣ୍ଣ ଖଣିଜ ଭଣ୍ଡାରକୁ ପ୍ରବେଶ କରିବାକୁ ଚାହୁଁଛି ଏବଂ ମାସ ମାସ ଧରି ଆଲୋଚନା ଚାଲିଛି। ତାଙ୍କର ବକ୍ତବ୍ୟ ସୂଚାଇ ଦେଉଛି ଯେ…

ବିଲ କ୍ଲିଣ୍ଟନ ଇସ୍ତଫା ଦେଇଦେବାର ଥିଲା! ପୂର୍ବତନ ରାଷ୍ଟ୍ରପତିଙ୍କ ସହ ସମ୍ପର୍କକୁ ନେଇ ଏମିତି କହିଲେ ମୋନିକା

ଓ୍ବାଶଇଂଟନ,୨୭।୨: ମୋନିକା ଲେୱିନସ୍କି କହିଛନ୍ତି ଯେ ପୂର୍ବତନ ଆମେରିକା ରାଷ୍ଟ୍ରପତି ବିଲ କ୍ଲିଣ୍ଟନଙ୍କୁ ଓଭାଲ ଅଫିସରୁ ସେତେବେଳେ ଇସ୍ତଫା ଦେବାର ଥିଲା, ଯେତେବେଳେ ଆମେରିକା କଂଗ୍ରେସ କ୍ଲିଣ୍ଟନଙ୍କ ସହ ତାଙ୍କର ଆଫେୟାର୍ସକୁ ନେଇ ମିଛ କହିବାରୁ ତାଙ୍କୁ ମହାଭିଯୋଗ ପାଇଁ ଆମେରିକା…

ଆମେରିକାରେ କୋମାରେ ଭାରତୀୟ ଝିଅ, ପରିବାର ଲୋକଙ୍କୁ ମିଳୁନି ଭିଜା

ମୁମ୍ବାଇ/ଓ୍ବାଶିଂଟନ,୨୭।୨: ୩୫ ବର୍ଷୀୟା ନୀଲମ ଶିନ୍ଦେ ନିକଟରେ କାଲିଫର୍ନିଆରେ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ତାଙ୍କୁ ସେଠାରେ ଏକ କାର ଧକ୍କା ଦେଇଥିଲା। ଏବେ ତାଙ୍କ ପରିବାର ଆମେରିକା ଯିବା ପାଇଁ ଭିସା ଖୋଜୁଛନ୍ତି। ପରିବାର ପକ୍ଷରୁ ମୁମ୍ବାଇସ୍ଥିତ ଭାରତୀୟ ଦୂତାବାସରେ…

ପ୍ରଥମ ଥର ଟ୍ରମ୍ପଙ୍କ ଏହି ନିଷ୍ପତ୍ତିରେ ଭାରତୀୟଙ୍କ ବଲ୍ଲେ ବଲ୍ଲେ, ଏଣିକି ସହଜ ହେବ…

ଓ୍ବାଶିଂଟନ୍‌,୨୭।୨: ରାଷ୍ଟ୍ରପତି ହେବା ପରଠାରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରବାସୀମାନଙ୍କ ସମ୍ପର୍କରେ ନିରନ୍ତର କଠୋର ପଦକ୍ଷେପ ନେଉଛନ୍ତି। ଅନ୍ୟପକ୍ଷରେ, ସେ ଏକ ପ୍ରସ୍ତାବ ଆଣିଛନ୍ତି ଯାହା ଅଧୀନରେ ସେ ବିପୁଳ ପରିମାଣର ଟଙ୍କା ଖର୍ଚ୍ଚ କରି ଆମେରିକୀୟ ନାଗରିକତା ହାସଲ…

ବିଶ୍ୱ ଉପରେ ପୁଣି ମାଡିଆସିଲା ବିପଦ! ଏକକାଳୀନ ସତର୍କତା ଜାରି କଲେ ୫୭ଟି ଦେଶ

ନୂଆଦିଲ୍ଲୀ,୨୬ା୨: ମଣିଷ ପୃଥିବୀରେ ଯେତେ ଅଗ୍ରଗତି କଲେ ମଧ୍ୟ, ପ୍ରତ୍ୟେକ ଥର ରୋଗ ଏକ ନୂତନ ବିପଦ ଭାବରେ ଉଭା ହୁଏ। ଏଥର ଏକ ବିପଦଜନକ ଭାଇରସ ବିଶ୍ୱର ୫୭ଟି ଦେଶକୁ ଗ୍ରାସ କରିଛି, ଯାହା ଏକ ନୂତନ ଚ୍ୟାଲେଞ୍ଜ ସୃଷ୍ଟି…

Bangladesh Politics: ହାସିନାଙ୍କୁ କ୍ଷମତାରୁ ବାହାର କରିଥିବା ବାଂଲାଦେଶୀ ଛାତ୍ରଙ୍କ ବଡ଼ ଘୋଷଣା, କହିଲେ ମହମ୍ମଦ ୟୁନୁସ୍‌…

ଢାକା,୨୭।୨: ବାଂଲାଦେଶରେ ଶେଖ ହାସିନାଙ୍କୁ କ୍ଷମତାରୁ ବିତାଡ଼ିତ କରିଥିବା ଛାତ୍ର ଗୋଷ୍ଠୀ ଏକ ନୂତନ ରାଜନୈତିକ ଦଳ ଗଠନ ଘୋଷଣା କରିଛି। ଗତବର୍ଷ ଶେଖ ହାସିନାଙ୍କ ବିରୋଧରେ ଆନ୍ଦୋଳନର ପ୍ରମୁଖ ଚେହେରା ଥିବା ନାହିଦ ଇସଲାମ ନୂତନ ଦଳର ନେତୃତ୍ୱ ନେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?