ରାଷ୍ଟ୍ରପତି ପଦ ଛାଡିବା ପୂର୍ବରୁ ଜୋ ବାଇଡେନ ଏମିତି ନିଷ୍ପତ୍ତି ନେଲେ ଯେ ବଢିଲା ଟ୍ରମ୍ପଙ୍କ ଟେନସନ!
ଓ୍ବାଶିଂଟନ,୧୧।୧: ବିଦାୟୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ରାଷ୍ଟ୍ରପତି କାର୍ଯ୍ୟକାଳର ଶେଷ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବାଇଡେନଙ୍କ ଏହି ନିଷ୍ପତ୍ତି ପ୍ରାୟ ୧୦ ଲକ୍ଷ ପ୍ରବାସୀ ନାଗରିକଙ୍କୁ ନିର୍ବାସନରୁ ରକ୍ଷା କରିଛି। ପ୍ରକୃତରେ, ବାଇଡେନ ପ୍ରଶାସନ ଭେନେଜୁଏଲା,…
ନିଜର ଭୁଲ ମାନିଲା ୟୁନୁସ ସରକାର! ୭,୨୯୪ ଲୋକଙ୍କ ମୃତ୍ୟୁକୁ ନେଇ…
ଢାକା,୧୧।୧: ବିବାଦରେ ଘେରି ରହିଥିବା ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ନିଜର ବଡ଼ ଭୁଲ ସ୍ବୀକାର କରିଛି ଏବଂ ଏହାର ଦାୟିତ୍ୱ ନେଇଛି। ସଡ଼କ ପରିବହନ ଏବଂ ସେତୁ ମନ୍ତ୍ରଣାଳୟ ପରାମର୍ଶଦାତା ମହମ୍ମଦ ଫୌଜୁଲ କବୀର ଖାନ ଶନିବାର…
ଧରାପଡିଲା ବାଂଲାଦେଶର ବଡ ଚାଲ୍, ନକଲି ଭାରତୀୟ ପାସପୋର୍ଟ ସାହାରାରେ ବିଦେଶ ଯାଉଥିଲେ…
ଢାକା/କୋଲକାତା,୧୧।୧: ପଶ୍ଚିମବଙ୍ଗରେ ବାଂଲାଦେଶୀ ନାଗରିକଙ୍କ ପାଇଁ ଏକ ନକଲି ପାସପୋର୍ଟ ତିଆରି ର଼୍ୟାକେଟର ପର୍ଦ୍ଦାଫାସ କରିବା ପରେ, କୋଲକାତା ପୋଲିସ ଏବେ ରାଜ୍ୟରେ ସ୍ଥାୟୀ ଠିକଣା ଥିବା ଅଣ-ଆବାସିକ ଭାରତୀୟ (NRI)ଙ୍କ ବର୍ତ୍ତମାନର ସ୍ଥିତି ଜାଣିବା ପାଇଁ ପ୍ରୟାସ ଜୋରଦାର କରିଛି,…
ଆମେରିକାରେ ଭୟାବହ ତୁଷାରଝଡ଼: ୩,୦୦୦ ବିମାନ ବାତିଲ
ଆଟଲାଣ୍ଟା,୧୧।୧: ଯୁକ୍ତରାଷ୍ଟ୍ର ଆମେରିକାର ଦକ୍ଷିଣ ଭାଗରେ ପ୍ରବଳ ବେଗରେ ପବନ ସାଙ୍ଗକୁ ଭୟାବହ ତୁଷାର ଝଡ଼ ଯୋଗୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଏପରିକି ୩,୦୦୦ରୁ ଊର୍ଦ୍ଧ୍ୱ ବିମାନ ଉଡ଼ାଣ ବାତିଲ ହେବା ସହ ଅନେକ ହଜାର ବିମାନ ଚଳାଚଳ ବିଳମ୍ବିତ…
ଲସ ଏଞ୍ଜେଲ୍ସରେ ନିଆଁର ତାଣ୍ଡବ ଭିତରେ ପାଣିର ଅଭାବକୁ ନେଇ ରାଗିଲେ ଗଭର୍ନର
ଲସ ଏଞ୍ଜେଲ୍ସ,୧୧।୧: ଲସ ଏଞ୍ଜେଲ୍ସ ଭୟଙ୍କର ଜଙ୍ଗଲୀ ନିଆଁରେ ମୃତ୍ୟୁ ସଂଖ୍ୟା ଅତି କମରେ ୧୧ରେ ପହଞ୍ଚିଛି। ସେହି ସମୟରେ, ନିଆଁ ଲିଭାଇବା ପାଇଁ ପ୍ରୟାସ ଚାଲିଥିବା ବେଳେ ପାଣିର କଥିତ ଅଭାବ ଏକ ପ୍ରମୁଖ ସମସ୍ୟା ପାଲଟିଛି। ଏଲଏ କାଉଣ୍ଟି…
ମୁଁ ଟ୍ରମ୍ପଙ୍କୁ ପରାସ୍ତ କରିପାରିଥାଆନ୍ତି: ବାଇଡେନ
ଓ୍ବାଶିଂଟନ୍,୧୧।୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓଭାଲ ଅଫିସରୁ ତାଙ୍କର ବିଦାୟୀ ଭାଷଣ ଦେବେ। ଏହା ଆମେରିକୀୟ ଏବଂ ବିଶ୍ୱବାସୀଙ୍କ ସହ କଥା ହେବା ପାଇଁ ବାଇଡେନଙ୍କ ପାଇଁ ଶେଷ ପ୍ରମୁଖ ସୁଯୋଗ ହେବ। ଏହାପୂର୍ବରୁ, ବାଇଡେନ ସାମ୍ବାଦିକମାନଙ୍କ ସହ କଥା…
ନାଲିଆଖି ଦେଖାଇଲା ବାଂଲାଦେଶ: ଭାରତର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କଲେ ୟୁନୁସ ସରକାର
ଢାକା,୧୧।୧: ପାଣିପାଗ ବିଭାଗର ୧୫୦ ବର୍ଷ ପୂରଣ ଉପଲକ୍ଷେ ଭାରତରେ ଆୟୋଜିତ ହେଉଥିବା ସେମିନାରରେ ବାଂଲାଦେଶୀ ଅଧିକାରୀମାନେ ଯୋଗଦେବେ ନାହିଁ। ୟୁନୁସ ସରକାରଙ୍କ ବାଂଲାଦେଶର ଅଧିକାରୀମାନେ ସରକାରୀ ଖର୍ଚ୍ଚରେ ଅଣ-ଅତ୍ୟାବଶ୍ୟକୀୟ ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇ ଭାରତ ସରକାରଙ୍କ ନିମନ୍ତ୍ରଣକୁ…
ଟ୍ରମ୍ପ୍ଙ୍କ ସହ ଆଲୋଚନା ପାଇଁ ପୁଟିନ୍ ପ୍ରସ୍ତୁତ
ମସ୍କୋ,୧୧ା୧: ଆସନ୍ତା ଫେବୃଆରୀରେ ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୩ ବର୍ଷ ପୂରିବାକୁ ଯାଉଛି। ଇତିମଧ୍ୟରେ ଆମେରିକା ୟୁକ୍ରେନ୍କୁ ଅନେକ ପର୍ଯ୍ୟାୟରେ ମୋଟ ୬୬ ବିଲିୟନ୍ ଡଲାରର ସହାୟତା ପ୍ରଦାନ କରିସାରିଲାଣି। ଆସନ୍ତା ୨୦ରେ ଆମେରିକାର ନୂଆ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବା…
କାନାଡା ପ୍ରଧାନମନ୍ତ୍ରୀ ଦୌଡ଼ରେ ଭାରତୀୟ ବଂଶୋଦ୍ଭବ ଚନ୍ଦ୍ର ଆର୍ଯ୍ୟ
ଓଟ୍ଟାଓ୍ବା,୧୧ା୧: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ଇସ୍ତଫା ପରେ ମାର୍ଚ୍ଚ ୯ରେ ଶାସକ ଲିବରାଲ ପାର୍ଟି ଦେଶର ନୂଆ ନେତା ବାଛିବାକୁ ଯାଉଛି। ନୂଆ ନେତା ଚୟନ ପର୍ଯ୍ୟନ୍ତ ଟ୍ରୁଡୋ କାମଚଳା ପ୍ରଧାନମନ୍ତ୍ରୀ ରହିବେ। ତେବେ ସେଣ୍ଟ୍ରାଲ ବ୍ୟାଙ୍କର ପୂର୍ବତନ ଅଧିକାରୀ…
ହଲିଉଡ୍ରେ ହାହାକାର: ଲସ୍ଏଞ୍ଜେଲ୍ସ ବନାଗ୍ନିର କାରଣ ଖୋଜୁଛନ୍ତି ତଦନ୍ତକାରୀ
ଲସ୍ଏଞ୍ଜେଲ୍ସ/ଓ୍ବାଶିଂଟନ୍,୧୧ା୧:ଆମେରିକା କାଲିଫର୍ନିଆସ୍ଥିତ ଲସ୍ଏଞ୍ଜେଲ୍ସ ବନାଗ୍ନି ଅନୂ୍ୟନ ୧୦ ଜଣଙ୍କ ଜୀବନ ନେବା ସହ ଅନେକ ଲକ୍ଷ ଲୋକଙ୍କ ଘରଦ୍ୱାରକୁ ଭସ୍ମୀଭୂତ କରିଦେଇଛି। ପାସିଫିକ୍ ପାଲିସାଡେସ୍ ଓ ପାସାଡେନା ଉପକୂଳ ଜଙ୍ଗଲରେ ମଙ୍ଗଳବାରଠାରୁ ଲାଗିଥିବା ନିଅଁା ଭୟଙ୍କର ରୂପ ଧାରଣ କରିଥିବାବେଳେ ଏହାକୁ…
ଟ୍ରମ୍ପ୍ଙ୍କ ସହ ଆଲୋଚନା ପାଇଁ ପୁଟିନ୍ ପ୍ରସ୍ତୁତ
ମସ୍କୋ,୧୦ା୧: ଆସନ୍ତା ଫେବୃଆରୀରେ ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୩ ବର୍ଷ ପୂରିବାକୁ ଯାଉଛି। ଇତିମଧ୍ୟରେ ଆମେରିକା ୟୁକ୍ରେନ୍କୁ ଅନେକ ପର୍ଯ୍ୟାୟରେ ମୋଟ ୬୬ ବିଲିୟନ୍ ଡଲାରର ସହାୟତା ପ୍ରଦାନ କରିସାରିଲାଣି। ଆସନ୍ତା ୨୦ରେ ଆମେରିକାର ନୂଆ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବା…
ଟ୍ରମ୍ପଙ୍କୁ ନେଇ କୋର୍ଟଙ୍କ ବଡ଼ ରାୟ, ସମସ୍ତ ୩୪ ଅଭିଯୋଗରୁ…
ଓ୍ବାଶିଂଟନ,୧୦।୧: ଆମେରିକାର ନବର୍ନିବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହସ୍ ମନି ମାମଲାରେ ଏକ ବଡ଼ ଆଶ୍ୱସ୍ତି ମିଳିଛି। କୋର୍ଟ ତାଙ୍କୁ ସମସ୍ତ ୩୪ଟି ଅଭିଯୋଗରୁ ନିଃସର୍ତ୍ତ ମୁକ୍ତ କରିଛନ୍ତି। କୋର୍ଟ ମଧ୍ୟ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ଶୁଭକାମନା ଜଣାଇଛନ୍ତି। ରାୟ…
Archives


