ହେଜ୍ବୋଲ୍ଲା ମୁଖ୍ୟଙ୍କ ମୃତ୍ୟୁର ୭ ଦିନ ମଧ୍ୟରେ ଜନ୍ମ ନେଲେ ୧୦୦ ‘ନସରାଲ୍ଲା’
ବେରୁଟ୍,୩।୧୦: ହେଜ୍ବୋଲ୍ଲା ମୁଖ୍ୟ ହାସନ ନସରାଲ୍ଲାଙ୍କ ମୃତ୍ୟୁକୁ ନେଇ ଅନେକ ମୁସଲମାନ ଦେଶ ଚିନ୍ତା ପ୍ରକଟ କରିଛନ୍ତି। ହେଜ୍ବୋଲ୍ଲା ମୁଖ୍ୟଙ୍କ ମୃତ୍ୟୁକୁ ନେଇ କ୍ରୋଧିତ ଲୋକମାନେ କହିଥିଲେ ଯେ ଯଦି ଇସ୍ରାଏଲ ଜଣେ ହସନ ନାସରାଲ୍ଲାଙ୍କୁ ହତ୍ୟା କରେ, ତେବେ ହଜାର…
ହେଜ୍ବୋଲ୍ଲାକୁ କଡା ଜବାବ ଦେଲା ଇସ୍ରାଏଲ! ବିମାନ ଆକ୍ରମଣରେ ୪୬ ମୃତ
ବେରୁଟ୍,୩।୧୦: ଦକ୍ଷିଣ ଲେବାନାନର ଇସ୍ରାଏଲ ସୈନ୍ୟ ଏବଂ ହେଜବୋଲ୍ଲା ଯୁଦ୍ଧବିମାନ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି। ଗୁରୁବାର ହୋଇଥିବା ଯୁଦ୍ଧରେ ଇସ୍ରାଏଲ ସେନା ୧୫ଜଣ ଯୋଦ୍ଧାଙ୍କୁ ହତ୍ୟା କରିଥିବା ଦାବି କରିଛି। ବେରୁଟ୍ରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଦୁଇ ସ୍ବାସ୍ଥ୍ୟ…
କ୍ଲାଉଡିଆ ହେଲେ ମେକ୍ସିକୋର ପ୍ରଥମ ମହିଳା ରାଷ୍ଟ୍ରପତି, କ’ଣ ନେଲେ ଶପଥ ଜାଣନ୍ତୁ
ମେକ୍ସିକୋ ସିଟି,୩।୧୦: ଆମେରିକୀୟ ମହାଦେଶର ଏକ ଦେଶ ମେକ୍ସିକୋ ଏବେ ଜଣେ ନୂଆ ରାଷ୍ଟ୍ରପତି ପାଇଛି। ରାଜଧାନୀ ମେକ୍ସିକୋ ସିଟିରେ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ଭାବରେ କ୍ଲାଉଡିଆ ଶେନବାମ ପାରଡୋ ଶପଥ ଗ୍ରହଣ କରିଥିଲେ। ସେ ଶପଥ ଗ୍ରହଣ କରିବା…
ଭାରତକୁ ଏବେ ଖୋଲା ଖୋଲି ବିରୋଧ କରୁଛି ବାଂଲାଦେଶ, ଜାଣନ୍ତୁ କାରଣ
ଢାକା,୩।୧୦: ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ନିକଟରେ ଢାକାକୁ ଭାରତ ସମେତ ୫ଟି ଦେଶର କୂଟନୀତିଜ୍ଞଙ୍କୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ମଧ୍ୟରେ ଭାରତର ହାଇ କମିଶନର ମୁସ୍ତାଫିଜୁର ରହମାନ, ମିଳିତ ଜାତିସଂଘର ସ୍ଥାୟୀ ପ୍ରତିନିଧୀ ମହମ୍ମଦ…
ଇରାନର ମିସାଇଲ ଆଟାକ୍ରେ ଛାନିଆ ହେଲେ ନେତାନ୍ୟାହୁ! ବଙ୍କର୍ ଭିତରକୁ ଦୌଡିଲେ, ଭିଡିଓ ଭାଇରାଲ…
ନୂଆଦିଲ୍ଲୀ,୩।୧୦:ଇରାନ ମଙ୍ଗଳବାର ରାତିରେ ଇସ୍ରାଏଲ ଉପରେ ବଡ଼ ଆକାରରେ ରକେଟ୍ ମାଡ କରିଛି। ତେବେ ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ବଙ୍କରକୁ ପଳାୟନ କରୁଥିବା ଦେଖାଦେଇଛି। ସେ ଛାନିଆ…
ଭାରତ ବିରୋଧରେ ପୁଣି ଆପତ୍ତିଜନକ ମନ୍ତବ୍ୟ ଦେଲେ ଜାକିର, କହିଲେ ହିନ୍ଦୁମାନେ ମୋତେ…
ଇସଲାମାବାଦ,୩ା୧୦: ଭାରତରୁ ପଳାୟନ କରିଥିବା ପଳାତକ ତଥା ଇସଲାମିକ ପ୍ରଚାରକ ଜାକିର ନାଇକ ପାକିସ୍ତାନରେ ଅଛନ୍ତି। ଜାକିର ସେପ୍ଟେମ୍ବର ୩୦ରୁ ପାକିସ୍ତାନରେ ଅଛନ୍ତି ଏବଂ ସେବେଠାରୁ ସେ ବିଭିନ୍ନ ଟିଭି ଚ୍ୟାନେଲରେ ଅନେକ ଥର ଭାରତ ଏବଂ ହିନ୍ଦୁଙ୍କ ବିରୋଧରେ ଆପତ୍ତିଜନକ…
ଆଜିଠୁ ମହିଳା ଟି୨୦ ବିଶ୍ୱକପ୍: ଅଷ୍ଟ୍ରେଲିଆର ଆଧିପତ୍ୟ ଶେଷ କରିବାକୁ ସୁଯୋଗ
ଦୁବାଇ,୩ା୧୦(ପି.ଟି.):ୟୁଏଇରେ ଗୁରୁବାର ମହିଳା ଟି୨୦ ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି। ବାଂଲାଦେଶ ଓ ସ୍କଟଲାଣ୍ଡ ମଧ୍ୟରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍ ଶାରଜା ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ପରେ ଦୁଇ ଏସୀୟ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଓ ଶ୍ରୀଲଙ୍କା ପରବର୍ତ୍ତୀ ମ୍ୟାଚ୍ରେ ପରସ୍ପରକୁ…
ମଧ୍ୟପ୍ରାଚ୍ୟ ସ୍ଥିତି ଗମ୍ଭୀର
ନୂଆଦିଲ୍ଲୀ/ଓ୍ବାଶିଂଟନ୍,୩ା୧୦: ପଶ୍ଚିମ ଏସିଆରେ ଯୁଦ୍ଧ ଘନଘଟା ଭିତରେ ଉତ୍ତେଜନା ବଢ଼ିବାରେ ଲାଗିଥିବାରୁ ସଂଯମ ରହିବା ପାଇଁ ବୁଧବାର ସବୁ ପକ୍ଷଙ୍କୁ ଭାରତ ପରାମର୍ଶ ଦେଇଛି। ଆଲୋଚନା ଓ କୂଟନୀତି ଜରିଆରେ ଉତ୍ତେଜନା ହ୍ରାସ ପାଇଁ ଉଦ୍ୟମ କରାଯିବା ଉଚିତ ବୋଲି ଆହ୍ବାନ…
ଏସବୁ ସ୍ଥାନରେ ବଡ଼ଧରଣର ଯୁଦ୍ଧ କରିବ ଇସ୍ରାଏଲ, ଭାଙ୍ଗିବ ଅର୍ଥନୀତିର ମେରୁଦଣ୍ଡ
ଜେରୁଜେଲମ୍,୨ା୧୦: ପଶ୍ଚିମ ଏସିଆ କିମ୍ବା ମଧ୍ୟ ପୂର୍ବରେ ଏକ ବଡ଼ ଯୁଦ୍ଧର ବିପଦ ରହିଛି। ଇରାନର ସହଯୋଗୀ ଦେଶମାନଙ୍କ ଉପରେ ଇସ୍ରାଏଲର କ୍ରମାଗତ ଆକ୍ରମଣ ପରେ ଇରାନ ପ୍ରତିକ୍ରିୟା ପ୍ରକାଶ କରିଛି। ହେଜବୋଲ୍ଲା ମୁଖ୍ୟ ହାସନ ନସରୁଲ୍ଲା ଏବଂ ଇସ୍ମାଇଲ ହାନିଆଙ୍କ…
ସଙ୍କଟ ସମୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ କାହିଁକି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି ? ଜାଣନ୍ତୁ
ନୂଆଦିଲ୍ଲୀ,୨।୧୦: ମଙ୍ଗଳବାର ଇସ୍ରାଏଲ ଉପରେ ଇରାନ ପ୍ରାୟ ୨୦୦ ଵାଲାଷ୍ଟିକ ମିସାଇଲ ମାଡ଼ କରିଛି। ଏହାରି ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଇସ୍ରାଏଲ ଏକ ପ୍ରକାର ସଙ୍କଟ ସମୟ ଦେଇ…
ମିଳିତ ଜାତିସଂଘ ମହାସଚିବଙ୍କ ଉପରେ ବ୍ୟାନ୍ ଲଗାଇଲା ଇସ୍ରାଏଲ; କହିଲା-‘ଆତଙ୍କବାଦୀଙ୍କୁ ଦେଉଛନ୍ତି ସମର୍ଥନ’
ନୂଆଦିଲ୍ଲୀ,୨।୧୦: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସିଧାସଳଖ ଯୁଦ୍ଧ ଆରମ୍ଭ ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରୁ ଉଭୟ ପାର୍ଶ୍ୱରୁ ଏୟାର ଷ୍ଟ୍ରାଇକ୍ ଜାରି ରହିଛି। ଏହାର ପ୍ରଭାବ ସମଗ୍ର ବିଶ୍ୱରେ ମଧ୍ୟ ଦେଖିବାକୁ ମିଳିଛି। ବିଶେଷ କରି ମଧ୍ୟପ୍ରାଚ୍ୟର ଦେଶମାନଙ୍କରେ ଉତ୍ତେଜନା…
ଇରାନ ଜାରି କଲା ହିଟ୍ ଲିଷ୍ଟ: ନେତାନ୍ୟାହୁଙ୍କ ସମେତ ଏହି ନେତାମାନଙ୍କୁ ହତ୍ୟା କରିବାକୁ ଦେଲା ଧମକ
ନୂଆଦିଲ୍ଲୀ,୨।୧୦: ଇରାନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ, ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ଏବଂ ସେନା ମୁଖ୍ୟ ହରଜୀ ହାଲେଭିଙ୍କ ସମେତ ୧୧ ଜଣଙ୍କର ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକା ହିବ୍ରୁ ଏବଂ ଇଂରାଜୀ ଭାଷାରେ ପ୍ରକାଶ ପାଇଛି,…
Archives


