ଅନ୍ତର୍ଜାତୀୟ

ବାଛି ବାଛି ପ୍ରତିଶୋଧ ନେଉଛନ୍ତି ଟ୍ରମ୍ପ! ୧୨ ଅଧିକାରୀ ନିଲମ୍ବିତ

ଓ୍ବାଶିଂଟନ,୨୮।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାକ ଆସିବା ପରଠାରୁ ନିରନ୍ତର ଭାବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଆସୁଛନ୍ତି। ସେ WHO ରୁ ଆମେରିକାର ଓହରିଯିବା ଏବଂ ଆମେରିକା ସୀମାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ସମେତ ଅନେକ ବଡ଼ ନିଷ୍ପତ୍ତି…

ଟ୍ରମ୍ପଙ୍କ ଆଗରେ ମୁଣ୍ଡ ନୁଆଁଇଲା ଏହି ଦେଶ, ମାନିଲା ସବୁ ସର୍ତ୍ତ

ଓ୍ବାଶିଂଟନ୍‌,୨୮।୧: ୨୦ ଜାନୁଆରୀ ୨୦୨୫ରେ ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେଇଛନ୍ତି। ଟ୍ରମ୍ପ କ୍ଷମତାକୁ ଫେରିବା ପରେ, ଅନଧିକୃତ ପ୍ରବାସୀ ପ୍ରସଙ୍ଗ ପୁଣି ଥରେ ରାଜନୀତିରେ ଆଲୋଚନାର ବିଷୟ ପାଲଟିଛି। ଆମେରିକା ସରକାର ଏବେ ପ୍ରବାସୀମାନଙ୍କୁ…

ଭାରତଠାରୁ କ’ଣ ଚାହୁଁଛି ଆମେରିକା: ମୋଦିଙ୍କ ସହ କଥାବାର୍ତ୍ତାବେଳେ ଖୋଲି କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୮।୧: ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ଭାବରେ ଶପଥ ନେବାର ଠିକ ଗୋଟିଏ ସପ୍ତାହ ପରେ, ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଛନ୍ତି। ସୋମବାର ଫୋନରେ ଏହି କଥାବାର୍ତ୍ତା ବହୁତ ସମୟ ଧରି ଚାଲିଥିଲା। ଏହି ସମୟରେ…

ଭାରତ ଚାଇନା ସମ୍ପର୍କରେ ପୁଣି ବଢୁଛି ଗଭୀରତା, ଏଣିକି କୈଳାଶ ସରୋବରକୁ ଡାଇରେକ୍ଟ ଫ୍ଲାଇଟ୍

ନୂଆଦିଲ୍ଲୀ,୨୭ା୧: ଚାଇନା ଭାରତ ସହିତ ଏହାର ସମ୍ପର୍କ ସୁଧାରିବାକୁ ଏବଂ ଶାନ୍ତି ପ୍ରତିଷ୍ଠା କରିବାକୁ ଆଉ ଗୋଟିଏ ପାଦ ବଢେଇଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ କୈଳାଶ ମାନସରୋବର ଯାତ୍ରା ପୁନର୍ବାର ଆରମ୍ଭ ହେବ। ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ…

ହାସିନାଙ୍କୁ ନାଲି ଆଖି ଦେଖାଇଲେ ୟୁନୁସ୍‌, କରିଦେଲେ ଏମିତି, ଚିନ୍ତାରେ…

ଢାକା,୨୭।୧: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ଆଉ ଏକ ବଡ଼ ଝଟକା ଦେଇପାରନ୍ତି। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ତାଙ୍କ ଝିଅ ସାଇମା ୱାଜେଦଙ୍କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଦକ୍ଷିଣ-ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ପଦରୁ ହଟାଇବା ପାଇଁ…

ଭାରତ ପାଇଁ ଖୁସି ଖବର: ବଡ଼ ଉପହାର ଦେଲା ଚାଇନା

ନୂଆଦିଲ୍ଲୀ,୨୭।୧: ଭାରତ ଏବଂ ଚାଇନା କୈଳାସ ମାନସରୋବର ଯାତ୍ରା ପୁନଃ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାର ବୈଦେଶିକ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ବିଦେଶ ମନ୍ତ୍ରଣାଳୟ କହିଛି , ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ୨୭ ଜାନୁଆରୀରେ ଭାରତ ଏବଂ…

ଟ୍ରମ୍ପଙ୍କ ସହ ଫୋନରେ କଥା ହେଲେ ମୋଦି, କହିଦେଲେ ଏମିତି…, ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନରେ କଥା ହୋଇଛନ୍ତି। ଭାରତ-ଆମେରିକା ସମ୍ପର୍କକୁ ମଜବୁତ କରିବା ବିଷୟରେ ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ଟ୍ରମ୍ପ ପୁଣିଥରେ ଆମେରିକାର ରାଷ୍ଟ୍ରପତି…

ଭାରତ-ଚାଇନା ସମ୍ପର୍କରେ ଆସୁଛି ସୁଧାର!

ନୂଆଦିଲ୍ଲୀ/ବେଜିଂ,୨୭।୧: ବୈଦେଶିକ ସଚିବ ବିକ୍ରମ ମିଶ୍ରି ସୋମବାର ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭେଟି ଦ୍ୱିପାକ୍ଷିକ ସ୍ବାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ବୈଦେଶିକ ସଚିବ ଦୁଇ ଦିନିଆ ଗସ୍ତରେ ଚାଇନା ପହଞ୍ଚିଛନ୍ତି। ସେ ଏଠାରେ ଚାଇନା…

ଭାରତ, ବାଂଲାଦେଶ, ପାକିସ୍ତାନ ସମେତ ଏହି ସବୁ ଦେଶକୁ ବଡ଼ ଝଟକା ଦେଲେ ଟ୍ରମ୍ପ, ନେଲେ ଏହି ନିଷ୍ପତ୍ତି

ଓ୍ବାଶିଂଟନ,୨୭।୧: ଆମେରିକା ସରକାର ଅନ୍ୟ ଦେଶମାନଙ୍କୁ ଦିଆଯାଉଥିବା ସହାୟତାକୁ ସ୍ଥଗିତ ରଖିବା ଏବଂ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକା ଫାଷ୍ଟ ଏଜେଣ୍ଡା ଅନୁଯାୟୀ ଏହି ସହାୟତା ଏହାର ବୈଦେଶିକ ନୀତି ସହିତ ସମାନ କି ନାହିଁ ତାହା ନିଶ୍ଚିତ କରିବା…

ସୋସିଆଲ ମିଡିଆରେ ରାଷ୍ଟ୍ରପତିଙ୍କୁ ହତ୍ୟା ଧମକ

ଓ୍ବାଶିଂଟନ,୨୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ପୋଷ୍ଟ କରିଥିବା ଅଭିଯୋଗରେ ଫ୍ଲୋରିଡାର ଶାନନ ଆଟକିନ୍ସଙ୍କୁ ଗିରଫ କରାଯାଇଛି। ଏଫବିଆଇରୁ ମିଳିଥିବା ସୂଚନା ଆଧାରରେ ଏହି ଗିରଫଦାରୀ କରାଯାଇଥିଲା। ୪୬ ବର୍ଷୀୟ ଆଟକିନ୍ସ ସୋସିଆଲ ମିଡିଆରେ ଅନେକ…

ହସ୍ପିଟାଲ ଉପରେ ଆକ୍ରମଣ, ୭୦ ମୃତ, ୧୯ ଆହତ

ଦୁବଇ,୨୬।୧: ସୁଦାନର ଏଲ ଫାସେର ସହରସ୍ଥିତ ଏକ ହସ୍ପିଟାଲ ଉପରେ ବଡ଼ ଆକ୍ରମଣ ହୋଇଥିଲା, ଯେଉଁଥିରେ ପ୍ରାୟ ୭୦ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଏହି ସୂଚନା ଦେଇଛନ୍ତି। ଓ୍ବାର୍ଲଡ ହେଲଥ ଅର୍ଗାନାଇଜେଶନ(WHO) ନିର୍ଦ୍ଦେଶକ ଜେନେରାଲ…

ବାଂଲାଦେଶର ୟୁନୁସ୍‌ ସରକାରଙ୍କୁ ବଡ଼ ଝଟକା ଦେଲେ ଟ୍ରମ୍ପ! ବନ୍ଦ କଲେ…

ଓ୍ବାଶିଂଟନ/ଢାକା,୨୬।୧: ଆମେରିକା ଆନ୍ତର୍ଜାତୀୟ ବିକାଶ ସଂସ୍ଥା (USAID) ବାଂଲାଦେଶରେ ଏହାର ସମସ୍ତ ସହାୟତା ଏବଂ ପ୍ରକଳ୍ପ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ଏହି ନିଷ୍ପତ୍ତିକୁ ବାଂଲାଦେଶର ୟୁନୁସ ସରକାରଙ୍କ ପାଇଁ ଏକ ବଡ଼ ଧକ୍କା ବୋଲି ବିବେଚନା କରାଯାଉଛି। ଟ୍ରମ୍ପ କ୍ଷମତାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri