ଏମିତି କାମ କରିବେ ଡୋନାଲ୍ଡ ଟ୍ରମ୍ପ, ଯାହା ପୂର୍ବରୁ କେହି କରି ନ ଥିଲେ
ଓ୍ବାଶିଂଟନ୍,୧୪।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପରେ ଡୋନାଲ୍ଡ ଟ୍ରମ୍ପ ସମ୍ପୂର୍ଣ୍ଣ ଉତ୍ସାହରେ ଅଛନ୍ତି। ସେ ତାଙ୍କ ନୂତନ ସରକାର ପାଇଁ ଦଳ ବାଛିବାରେ ବ୍ୟସ୍ତ ଅଛନ୍ତି। ନିକଟରେ ସେ ଏପରି କିଛି ସୂଚାଇ ଦେଇଛନ୍ତି ଯାହା ଗତ ୭୦ ବର୍ଷ…
ଆମେରିକାରେ ମହିଳା କିଣୁଛନ୍ତି ଅଧିକ ଗର୍ଭ ନିରୋଧକ ବଟିକା, କମୁଛି ଷ୍ଟକ୍, କାରଣ ଜାଣିଲେ…
ଓ୍ବାଶିଂଟନ,୧୪ା୧୧: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପ ନିର୍ବାଚିତ ହୋଇଛନ୍ତି। ଟ୍ରମ୍ପଙ୍କ ନିର୍ବାଚନ ଅଭିଯାନଠାରୁ ଆରମ୍ଭ କରି ତାଙ୍କ ନିର୍ବାଚନ ବିଜୟ ପର୍ଯ୍ୟନ୍ତ ଅନେକ ମହିଳା ଟ୍ରମ୍ପଙ୍କୁ ବିରୋଧ କରୁଛନ୍ତି। ମହିଳାମାନେ କ୍ରମାଗତ ଭାବେ ଟ୍ରମ୍ପଙ୍କ ବିରୋଧରେ କହୁଛନ୍ତି। ଏ…
ଟ୍ରମ୍ପଙ୍କ ଟିମ୍ରେ ହିନ୍ଦୁ ନେତାଙ୍କ ଏଣ୍ଟ୍ରି, ଟେନଶନରେ ଚାଇନା!
ଓ୍ବାଶିଂଟନ୍,୧୪।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଡୋନାଲ୍ଡ ଟ୍ରମ୍ପ ନିଜ ନୂଆ ଟିମ ଗଠନ କରିବାରେ ବ୍ୟସ୍ତ ଅଛନ୍ତି। ସେ ଗୋଟିଏ ପରେ ଗୋଟିଏ ବଡ଼ ନିଯୁକ୍ତି ଦେଉଛନ୍ତି। ଏବେ ତାଙ୍କ କ୍ୟାବିନେଟେରେ ଜଣେ ହିନ୍ଦୁ ନେତାଙ୍କୁ ଏଣ୍ଟ୍ରି ମିଳିଛି।…
ପ୍ରିନ୍ସ ଓ୍ବିଲିୟମ୍ ସବୁଠୁ ଆକର୍ଷଣୀୟ ଚନ୍ଦା ପୁରୁଷ
ଲଣ୍ଡନ, ୧୪।୧୧: ବ୍ରିଟେନ୍ ଯୁବରାଜ ଓ୍ବିଲିୟମ(୪୨)ଙ୍କୁ ଚଳିତ ବର୍ଷର ସବୁଠୁ ଆକର୍ଷଣୀୟ ଚନ୍ଦା ପୁରୁଷ ଭାବେ ନାମିତ କରାଯାଇଛି। ସର୍ଚ୍ଚ ମାର୍କେଟିଂ ଏଜେନ୍ସି ‘ରିବୁଟ’ ପକ୍ଷରୁ ବୁଧବାର ଏହି ଘୋଷଣା କରାଯାଇଛି। ଲଗାତର ଦ୍ୱିତୀୟ ବର୍ଷ ପାଇଁ ପ୍ରିନ୍ସ ଓ୍ବିଲିୟମ ଏହି…
ବ୍ରିଟିଶ୍ ଲେଖିକା ସାମନ୍ଥା ହାର୍ଭେଙ୍କୁ ‘ବୁକର’
ଲଣ୍ଡନ୍,୧୪ା୧୧: ବ୍ରିଟିଶ୍ ଲେଖିକା ସାମନ୍ଥା ହାର୍ଭେ ଚଳିତ ବର୍ଷର ସମ୍ମାନଜନକ ବୁକର ପୁରସ୍କାର ପାଇଛନ୍ତି। ସାମନ୍ଥା ତାଙ୍କର ମହତ୍ତ୍ୱାକାଂକ୍ଷୀ ତଥା ସୁନ୍ଦର ଉପନ୍ୟାସ ‘ଅର୍ବିଟାଲ’ ପାଇଁ ୨୦୨୪ ବୁକର ପ୍ରାଇଜ୍ ହାତେଇଛନ୍ତି। ପୁରସ୍କାର ରାଶି ବାବଦକୁ ତାଙ୍କୁ ୫୦,୦୦୦ ପାଉଣ୍ଡ ପ୍ରଦାନ…
ମହାକାଶରୁ ବାର୍ତ୍ତା ପଠାଇଲେ ସୁନୀତା
ଓ୍ବାଶିଂଟନ, ୧୪।୧୧: ଆମେରିକୀୟ ମହାକାଶ ସଂସ୍ଥା(ନାସା)ର ଆଷ୍ଟ୍ରୋନଟ ସୁନୀତା ଓ୍ବିଲିୟମ୍ସ ବୁଧବାର ଆନ୍ତ୍ରର୍ଜାତୀୟ ମହାକାଶ କେନ୍ଦ୍ର(ଆଇଏସ୍ଏସ୍)ରୁ ନିଜ ସ୍ବାସ୍ଥ୍ୟ ସମ୍ବନ୍ଧରେ ସୂଚନା ଦେଇଛନ୍ତି। ଏକ ଭିଡିଓ ବାର୍ତ୍ତା ଜାରି କରି ସେ କହିଛନ୍ତି, ଗତ ଜୁନ୍ ମାସରେ ଆଇଏସ୍ଏସ୍କୁ ଆସିବା ସମୟରେ…
ଅନ୍ତରଙ୍ଗ ଭିଡିଓ ଭାଇରାଲ: ଆକାଉଣ୍ଟ ବନ୍ଦକଲେ ଇନ୍ଫ୍ଲୁଏନ୍ସର
ଇସ୍ଲାମାବାଦ, ୧୪।୧୧: ପାକିସ୍ତାନୀ ଇନ୍ଫ୍ଲୁଏନ୍ସର ତଥା ଟିକ୍ଟକ୍ ଷ୍ଟାର୍ ଇମ୍ଶା ରେହମାନଙ୍କର ଏକ ଅନ୍ତରଙ୍ଗ ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକରେ ଭାଇରାଲ ହେବାରେ ଲାଗିଛି, ଫଳରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏହା ଇମ୍ଶାଙ୍କର ଏକ ପବ୍ଲିସିଟି ଷ୍ଟଣ୍ଟ୍…
ନିର୍ବାଚନ ଫଳାଫଳ ପରେ ପ୍ରଥମ ଥର ସାକ୍ଷାତ କଲେ ବାଇଡେନ-ଟ୍ରମ୍ପ; କ୍ଷମତା ହସ୍ତାନ୍ତର ନେଇ ହେଲା ଆଲୋଚନା
ନୂଆଦିଲ୍ଲୀ,୧୩ା୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରେ ଜୋ ବାଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପ ପ୍ରଥମଥର ପାଇଁ ସାକ୍ଷାତ କରିଛନ୍ତି। ବୈଠକ ଆରମ୍ଭରେ ବାଇଡେନ ଟ୍ରମ୍ପଙ୍କୁ ସ୍ୱାଗତ କରିଥିଲେ ଏବଂ ଦୁହେଁ ଓଭାଲ କାର୍ଯ୍ୟାଳୟରେ ଆଲୋଚନା କରିଥିଲେ। ବାଇଡେନ ଟ୍ରମ୍ପଙ୍କୁ କହିଛନ୍ତି ଯେ…
ଯୌନ ମନ୍ତ୍ରଣାଳୟରୁ ଶୌଚ ମନ୍ତ୍ରଣାଳୟ, ଏହିସବୁ ଦେଶରେ ଅଛି ଅଜବ ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୧୩।୧୧: ବିଭିନ୍ନ ବିଷୟ ଉପରେ ଯୋଜନା ପ୍ରସ୍ତୁତ କରିବା ଏବଂ ସେଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯେକୌଣସି ଦେଶର ସରକାରରେ ମନ୍ତ୍ରଣାଳୟ ରହିଛି। ଉଦାହରଣ ସ୍ବରୂପ, ଭାରତ ସରକାରରେ ପ୍ରତିରକ୍ଷା ମନ୍ତ୍ରଣାଳୟ ସେନା ତଥା ଦେଶର ସୁରକ୍ଷା ସହ ଜଡିତ…
ଚାଇନାର ନୁଆ ଚାଲ୍: ପାକିସ୍ତାନକୁ ଦେଲା ଚେତାବନୀ
ବେଜିଂ,୧୩।୧୧:ନିକଟରେ ପାକିସ୍ତାନର କରାଚି ବିମାନବନ୍ଦର ନିକଟରେ ହୋଇଥିବା ବୋମା ବିସ୍ଫୋରଣରେ ଦୁଇ ଜଣ ଚାଇନାର ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ଏହା ପରେ ଚାଇନା ପାକିସ୍ତାନରେ କାର୍ଯ୍ୟ କରୁଥିବା ନାଗରିକଙ୍କ ସୁରକ୍ଷା ନିଶ୍ଚିତ କରିବାକୁ କଡା ପଦକ୍ଷେପ ନେବାକୁ ଯୋଜନା କରିଛି। ଏହି…
ଟ୍ରମ୍ପଙ୍କ ବିଜୟର ପ୍ରକୃତ ହିରୋ ହେଉଛନ୍ତି ଏହି ୧୮ ବର୍ଷୀୟ ଯୁବକ: ଜାଣନ୍ତୁ ସେ କିଏ
ଓ୍ବାଶିଂଟନ୍,୧୩।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ନିକଟରେ ଏକ ଐତିହାସିକ ବିଜୟ ହାସଲ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଏହାକୁ ନେଇ ସାରା ବିଶ୍ୱ ଗଣମାଧ୍ୟମରେ ଆଲୋଚନା କରାଯାଉଛି। କେହି କେହି ତାଙ୍କ ବିଜୟର କାରଣ ବିଷୟରେ କହୁଛନ୍ତି ଏବଂ କେହି କେହି ତାଙ୍କ…
ଶପଥ ନେବା ପୂର୍ବରୁ କ୍ୟାବିନେଟ୍ ପ୍ରସ୍ତୁତ କଲେଣି ଡୋନାଲ୍ଡ ଟ୍ରମ୍ପ, ଏଲନ ମସ୍କଙ୍କୁ ଦେଲେ ବଡ଼ ଦାୟିତ୍ୱ
ଓ୍ବାଶିଂଟନ୍,୧୩।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତିଥିବା ଡୋନାଲ୍ଡ ଟ୍ରମ୍ପ ୨୦୨୫ ଜାନୁଆରୀ ୨୦ରେ ପୁନର୍ବାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ତାଙ୍କ ସରକାରକୁ ପ୍ରଭାବଶାଳୀ ଏବଂ ଦକ୍ଷ କରିବା ପାଇଁ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଆରମ୍ଭ କରିଦେଇଛନ୍ତି।…
Archives


