ପାକିସ୍ତାନ ଏକ୍ସପର୍ଟଙ୍କ ବଡ଼ ଭବିଷ୍ୟବାଣୀ, କହିଲେ ୨୦୩୪ ପର୍ଯ୍ୟନ୍ତ ମୋଦି ରହିବେ…
ଇସଲାମାବାଦ/ନୂଆଦିଲ୍ଲୀ,୨୯।୧୧: ଭାରତୀୟ ରାଜନୀତି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ପାକିସ୍ତାନୀ ବିଶେଷଜ୍ଞ କମର ଚିମା ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ ନରେନ୍ଦ୍ର ମୋଦି ୨୦୩୪ ପର୍ଯ୍ୟନ୍ତ ଭାରତରେ କ୍ଷମତାରେ ରହିବେ କାରଣ ତାଙ୍କ ରାଜନୀତି ଶୈଳୀରେ…
ବିପଦରେ ଟ୍ରମ୍ପଙ୍କ ଜୀବନ…, କାହିଁକି ଆମେରିକା ରାଷ୍ଟ୍ରପତିଙ୍କୁ ନେଇ ଏତେ ଚିନ୍ତା କରୁଛନ୍ତି ପୁଟିନ
ମସ୍କୋ,୨୯।୧୧: ରୁଷିଆ-ୟୁକ୍ରେନ ଯୁଦ୍ଧରେ କିଛି ବଡ ଘଟଣା ଘଟିବାକୁ ଯାଉଛି କି? ଗୁରୁବାର ରାତିରେ ୟୁକ୍ରେନର ରାଜଧାନୀ କ୍ୱିଭ ଉପରେ ହୋଇଥିବା ମାରାତ୍ମକ ଆକ୍ରମଣ ମଧ୍ୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜୀବନ ପ୍ରତି…
ଦ୍ୱିତୀୟଥର ପାଇଁ କ୍ଷମା ମାଗିଲେ ପୁଟିନ, କହିଲେ ମୁଁ…
ମସ୍କୋ,୨୯ା୧୧: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କୁକୁରମାନଙ୍କୁ ବହୁତ ପସନ୍ଦ କରନ୍ତି। ଅନେକ ଥର ତାଙ୍କୁ ତାଙ୍କ ପୋଷା କୁକୁରମାନଙ୍କ ସହିତ ଦେଖିବାକୁ ମିଳିଥାଏ। କିନ୍ତୁ ଥରେ ତାଙ୍କ ପୋଷା କୁକୁରମାନେ ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲଙ୍କୁ ଭୟଭୀତ କରିଥିଲେ। ଏହି…
୧୬ ବର୍ଷରୁ କମ ବୟସର ପିଲାଙ୍କୁ ସୋସିଆଲ ମିଡିଆ ମନା, ଏମିତି ନ ହେଲେ ଦାୟୀ ରହିବେ କମ୍ପାନୀ
କାନବେରା,୨୯।୧୧: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ ଶୁକ୍ରବାର ଘୋଷଣା କରିଛନ୍ତି ଯେ ସୋସିଆଲ ମିଡିଆ କମ୍ପାନୀଗୁଡିକର ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ଏକ ସାମାଜିକ ଦାୟିତ୍ୱ ରହିଛି, କାରଣ ସଂସଦ ଏକ ଆଇନ ପ୍ରଣୟନ କରି ୧୬ ବର୍ଷରୁ କମ ବୟସର…
ଆକାଶରେ ରହସ୍ୟମୟ ଆଲୋକ ସ୍ତମ୍ଭ: କିପରି ହୁଏ ସୃଷ୍ଟି…
ଓଟ୍ଟାଓ୍ବା,୨୮ା୧୧: କାନାଡାର କେନ୍ଦ୍ରୀୟ ଆଲବର୍ଟା ଜନସାଧାରଣ ନିକଟରେ ରାତି ଆକାଶରେ ଶହ ଶହ ଆଲୋକ ସ୍ତମ୍ଭ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ରହସ୍ୟମୟ ଉଜ୍ଜ୍ୱଳ ଆଲୋକ ସ୍ତମ୍ଭଗୁଡ଼ିକ ଭୂମିସ୍ତରରୁ ବାହାରି ଆକାଶ ଆଡ଼କୁ ବିଚ୍ଛୁରିତ ହୋଇଥିଲା, ଯାହାକି ଅଲୌକିକ ତଥା ଦର୍ପଣ…
ଚିନ୍ମୟ ଦାସଙ୍କ ଗିରଫକୁ ନେଇ ଗର୍ଜିଲେ ଶେଖ ହସିନା
ନୂଆଦିଲ୍ଲୀ/ଢାକା,୨୮।୧୧: ବହିଷ୍କୃତ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶଦ୍ରୋହ ଅଭିଯୋଗରେ ହିନ୍ଦୁ ଭିକ୍ଷୁ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ତୀବ୍ର ନିନ୍ଦା କରିବା ସହ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରିଛନ୍ତି। ଆୱାମୀ ଲିଗ ସଭାପତି ବଙ୍ଗବନ୍ଧୁଙ୍କ ଝିଅ ଶେଖ…
ନିଜ ବନ୍ଧୁ ଉପରେ ଭରସା କରି ପାରୁନାହିଁ ଚାଇନା!
ବେଜିଂ,୨୮।୧୧: ପାକିସ୍ତାନ ଏବଂ ଚାଇନା ମଧ୍ୟରେ ବନ୍ଧୁତା ଭଲ ବୋଲି ବିବେଚନା କରାଯାଏ। ତେବେ ନିକଟ ଅତୀତରେ ଏଭଳି ଘଟଣା ଘଟିଛି ଯେଉଁଥିପାଇଁ ଚାଇନା ଆଉ ପାକିସ୍ତାନ ଉପରେ ବିଶ୍ୱାସ କରିପାରୁ ନାହିଁ। ସୂଚନାଯୋଗ୍ୟ, ଗତ କିଛି ବର୍ଷ ମଧ୍ୟରେ ଚାଇନା…
ଥରିଲା ଆଫଗାନିସ୍ତାନ, ଜମ୍ମୁ-କଶ୍ମୀରରେ ଦେଖାଗଲା ଏହାର ପ୍ରଭାବ
ଶ୍ରୀନଗର/କାବୁଲ,୨୮।୧୧: ଗୁରୁବାର (୨୮ ନଭେମ୍ବର) ଅପରାହ୍ନରେ ଜମ୍ମୁ କଶ୍ମୀରର କିଛି ଅଞ୍ଚଳରେ ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ ଆଫଗାନିସ୍ତାନରେ ୫.୮ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଛି। ରାତି ପ୍ରାୟ ୪ଟା ୧୯ରେ…
ଇସ୍ରାଏଲ୍-ଲେବାନନ୍ ଯୁଦ୍ଧବିରତି:ଶାନ୍ତି ଫେରାଇ ଆଣିବା ପାଇଁ ଆହ୍ବାନ
ତେଲ୍ଆଭିଭ/ବେରୁଟ୍,୨୮ା୧୧ ହେଜ୍ବୋଲ୍ଲା ବିରୋଧରେ ଅନେକ ମାସର ଯୁଦ୍ଧ ପରେ ମଧ୍ୟପ୍ରାଚ୍ୟକୁ ଶାନ୍ତି ଫେରାଇ ଆଣିବା ପାଇଁ ସାରା ବିଶ୍ୱରୁ ଆହ୍ବାନ ଦିଆଯିବାରୁ ଲେବାନନ୍ରେ ଇସ୍ରାଏଲ୍ ପକ୍ଷରୁ ଅସ୍ତ୍ରବିରତି କରାଯାଇଛି। କିନ୍ତୁ ଗାଜାରେ ପାଲେଷ୍ଟିନୀୟ ଆତଙ୍କବାଦୀ ସଙ୍ଗଠନ ହମାସ୍କୁ ସମୂଳେ ନିପାତ ନ…
ପ୍ରତି ୨୧ ଘଣ୍ଟାରେ ଗ୍ରହର ନୂଆ ବର୍ଷ
ବ୍ରିସ୍ବେନ୍, ୨୮।୧୧:ଜ୍ୟୋତିର୍ବିଜ୍ଞାନୀମାନେ ଆମ ସୌର ଜଗତ ବାହାରେ ଏକ ବିରଳ ଗ୍ରହର ଆବିଷ୍କାର କରିଛନ୍ତି, ଯାହାର ଗୋଟିଏ ବର୍ଷ ମାତ୍ର ୨୧ ଘଣ୍ଟାରେ ଶେଷ ହୋଇଥାଏ। ‘ଟିଓଆଇ-୩୨୬୧ ବି’ ନାମକ ଏହି ଗ୍ରହ ନେପଚ୍ୟୁନ ଆକାରର ହୋଇଥିବାବେଳେ ତା’ର ନକ୍ଷତ୍ର ମଣ୍ଡଳରେ…
ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତିଙ୍କ ପରଲୋକ: ଏତିକି ବର୍ଷ ବୟସରେ ନେଲେ ଶେଷ ବିଦାୟ
ଲଣ୍ଡନ,୨୭ା୧୧: ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତି ଜନ୍ ଆଲ୍ଫ୍ରେଡ୍ ଟିନିସ୍ଉଡ୍ଙ୍କର ୧୧୨ ବର୍ଷରେ ପରଲୋକ ହୋଇଯାଇଛି। ଇଂଲଣ୍ଡର ସାଉଥପୋର୍ଟ କେୟାର ହୋମ୍ରେ ସୋମବାର ତାଙ୍କର ଦେହାନ୍ତ ହୋଇଥିବା ପରିବାର ଲୋକେ କହିଛନ୍ତି।୧୯୧୨ ଅଗଷ୍ଟ ୨୬ରେ ଟିନିସ୍ଉଡ୍ଙ୍କ ଜନ୍ମ। ସେ ତାଙ୍କ ଜୀବନକାଳରେ…
ମହାକାଶରେ ୧୦୦ତମ ମହିଳା
ଓ୍ବାଶିଂଟନ୍, ୨୭ା୧୧:ଏମ୍ଆଇଟି ଇଞ୍ଜିନିୟର ଏବଂ ଟିଭି ଉପସ୍ଥାପିକାରୁ ମହାକାଶ ଯାତ୍ରା କରିବାରେ ୧୦୦ତମ ମହିଳା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଏମିଲି କାଲାଣ୍ଡ୍ରେଲି। ଜେଫ୍ ବେଜୋସ୍ଙ୍କ ଏରୋସ୍ପେସ୍ କମ୍ପାୀ ବ୍ଲ୍ୟୁ ଅରିଜିନ୍ର ୬ ଜଣିଆ ମହକାଶ ପର୍ଯ୍ୟଟକଙ୍କ ମଧ୍ୟରେ ଏମିଲି ସ୍ଥାନ…
Archives


