ଅନ୍ତର୍ଜାତୀୟ

ରୁଷିଆରେ ଏହି ବଲିଉଡ୍‌ ଗୀତ ଗାଇ ଶୁଣାଇଲେ ମୋଦି

ମସ୍କୋ,୯।୭: ଆଜିକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ଗସ୍ତରେ ଅଛନ୍ତି। ସେ ମଙ୍ଗଳବାର ମସ୍କୋରେ ଭାରତୀୟମାନଙ୍କୁ ମଧ୍ୟ ସମ୍ବୋଧିତ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଭାରତ ଏବଂ ରୁଷିଆର ବନ୍ଧୁତାକୁ ଦର୍ଶାଇ ରାଜ କପୁରଙ୍କ ଫିଲ୍ମର ଗୀତ ‘ସର୍‌...

୬ ବର୍ଷର ଶିଶୁ ଦେହରେ କରାଗଲା ୨୨ କୋଟିର ଥେରାପି

ନୂଆଦିଲ୍ଲୀ,୦୯।୭: ସାଧାରଣତଃ ରୋଗ ହେଲେ କେତେ ଯେ ଟଙ୍କା ଖର୍ଚ୍ଚ ହୋଇଯାଏ ତାହା ଆଗୁଆ କହିବା ଅସମ୍ଭବ । ନିକଟରେ ଜଣେ ଶିଶୁର ଏକ ବିରଳ ଚିକିତ୍ସା କରାଯାଇଛି । ଏଥିରେ ପାଖାପାଖି ୨୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି...

ରକ୍ତକୁ ଆଲିଙ୍ଗନ କରୁଛନ୍ତି ସବୁଠୁ ବଡ ଗଣତନ୍ତ୍ରର ନେତା: ଜେଲନସ୍କି

କ୍ୱିଭ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ରୁଷିଆ ଗସ୍ତରେ ଅଛନ୍ତି। ରବିବାର ସାରେ ସେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଥି ସହିତ, ୨୨ତମ ଭାରତ-ରୁଷିଆ ଶିଖର ସମ୍ମିଳନୀରେ ଦୁଇ ନେତାଙ୍କ ମଧ୍ୟରେ ଏକ ବୈଠକ ହୋଇଛି। ସୂଚନାଯୋଗ୍ୟ,...

‘ମୁଁ ଏକା ଆସିନାହିଁ…’, ମସ୍କୋରେ ପ୍ରବାସୀ ଭାରତୀୟଙ୍କୁ ଭେଟିଲେ ମୋଦି

ମସ୍କୋ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ରୁଷିଆ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ମଙ୍ଗଳବାର ମସ୍କୋରେ ଉପସ୍ଥିତ ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କଥା ଶୁଣିବା ପାଇଁ ସମାରୋହରେ ଭାରତୀୟ ସମ୍ପ୍ରଦାୟର ବହୁ ସଂଖ୍ୟକ ଲୋକ ଉପସ୍ଥିତ...

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ: କହିଲେ…

ମସ୍କୋ,୯।୭:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ରୁଷିଆ ଏବଂ ଅଷ୍ଟ୍ରିଆ ଗସ୍ତରେ ଅଛନ୍ତି। ସେ ମସ୍କୋର ନୁକୋଭୋ-୨ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ପହଞ୍ଚି ସେଠାରେ ତାଙ୍କୁ ସ୍ବାଗତ କରାଯାଇଥିଲା। ରୁଷିଅର ଉପମୁଖ୍ୟମନ୍ତ୍ରୀ ଡେନିସ ମଣ୍ଟୁରୋଭ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ...

ମୋଦି-ପୁଟିନଙ୍କ ମଧ୍ୟରେ କିଏ ଏହି ମହିଳା ଯାହାଙ୍କୁ ନେଇ ବଢୁଛି ଚର୍ଚ୍ଚା

ମସ୍କୋ,୯।୭: ଦୁଇ ଦିନିଆ ରୁଷିଆ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସାରେ ମସ୍କୋରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରାଯାଇଥିଲା। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ସରକାରୀ ବାସଭବନରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ...

ମୋଦି-ପୁଟିନଙ୍କ ସାକ୍ଷାତକାରକୁ ନେଇ କାହିଁକି ଟେନସନରେ ଆମେରିକା

ମସ୍କୋ,୯।୭: ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ରୁଷିଆ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ରୁଷିଆ ଗସ୍ତ ଏବଂ ପୁଟିନଙ୍କୁ ଭେଟିବା ବର୍ତ୍ତମାନ ଆମେରିକା ପାଇଁ ଚିନ୍ତାର କାରଣ...

ପୁଟିନଙ୍କୁ ନେଇ ଏମିତି କଥା କହିଦେଲେ ମୋଦି

ମସ୍କୋ,୯।୭: ରୁଷିଆରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାକ୍ଷାତ ସମୟରେ ଦୁଇ ନେତାଙ୍କ ଏକ ସ୍ବତନ୍ତ୍ର ବନ୍ଧୁତା ଦେଖିବାକୁ ମିଳିଛି। ଗୋଟିଏ ପଟେ ମୋଦି ନିମନ୍ତ୍ରଣ ପାଇଁ ପୁଟିନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଅନ୍ୟ ପଟେ ରୁଷିଆ...

ନିଜେ ଗାଡି ଡ୍ରାଇଭ୍‌ କରି ମୋଦିଙ୍କୁ ବୁଲାଇଲେ ପୁଟିନ୍‌

ମସ୍କୋ,୯।୭:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ରୁଷିଆ ଗସ୍ତରେ ଯାଇ ମସ୍କୋରେ ପହଞ୍ଚତ୍ଛନ୍ତି। ସେ ମଙ୍ଗଳବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ, ଅନ୍ତର୍ଜାତୀୟ ଏବଂ ଆଞ୍ଚଳିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏଥିସହିତ ବିଭିନ୍ନ ପ୍ରତିନିଧିମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କର...

ଫ୍ରାନ୍ସରେ ଅଚଳାବସ୍ଥା ଆଶଙ୍କା

ପ୍ୟାରିସ୍‌,୯ା୭: ଫ୍ରାନ୍ସ ନିର୍ବାଚନରେ କୌଣସି ପ୍ରାର୍ଥୀଙ୍କୁ ଫ୍ରାନ୍ସ ନିର୍ବାଚନରେ କୌଣସି ଦଳକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିନାହିଁ। ଭୋଟଗୁଡ଼ିକ ଲେଫ୍ଟ, ସେଣ୍ଟର ଏବଂ ଫାର୍‌ ରାଇଟ୍‌ ଦଳ ମଧ୍ୟରେ ଭାଗ ଭାଗ ହୋଇଯାଇଛି। ସରକାର ଗଢ଼ିବା ପାଇଁ କେହି ମ୍ୟାଜିକ୍‌ ନମ୍ବର ୨୮୯...

ମୋଦିଙ୍କ କଥା ମାନି ପୁଟିନ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ/ମସ୍କୋ,୯।୭: ପ୍ରଧାନମନ୍ତ୍ରୀ ମୋଦି ଆଜିକାଲି ରୁଷିଆରେ ଅଛନ୍ତି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦି ମସ୍କୋ ଯାଇଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ଏହି କ୍ରମରେ ରୁଷିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଶିଶୁ ହସ୍ପିଟାଲ୍‌ ଉପରେ ମିଶାଇଲ୍‌ ମାଡ଼, ୨୪ ମୃତ

କିଓ଼୍ବ, ୦୮।୦୭: ରୁଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଦୁଇ ବର୍ଷରୁ ଅଧିକ ହେଲାଣି । ହେଲେ ଏ ପର୍ଯ୍ୟନ୍ତ ଯୁଦ୍ଧ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚି ପାରିନି । ରୁଷ୍‌ ସେନା ଲଗାତାର ୟୁକ୍ରେନ୍‌ ଉପରେ ଆକ୍ରମଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri