୫ ବର୍ଷ ପରେ ‘କୋଠରି’ରୁ ବାହାରିଲେ ଆଲିବାବାର ପ୍ରତିଷ୍ଠାତା: ଚାଇନାରେ ହେବ ପରିବର୍ତ୍ତନ
ବେଜିଂ,୨୧।୨: ଚାଇନାର ସବୁଠାରୁ ପ୍ରସିଦ୍ଧ ତଥା ପ୍ରଭାବଶାଳୀ ଉଦ୍ୟୋଗୀ ଜ୍ୟାକ ମା ପାଞ୍ଚ ବର୍ଷ ପରେ ଶେଷରେ ସାଧାରଣ ଲୋକଙ୍କ ସାମ୍ନାକୁ ଆସିଛନ୍ତି। ଏକଦା ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ବିବେଚିତ ହେଉଥିବା ଆଲିବାବାର ପ୍ରତିଷ୍ଠାତା ଜ୍ୟାକ ମା ୨୦୨୦…
ବଡ଼ ଦୁର୍ଘଟଣା, ବରଫ ହ୍ରଦରେ କ୍ରାସ ହେଲା ହେଲିକପ୍ଟର
ଓ୍ବାଶିଂଟନ,୨୧।୨: ବିମାନ ଦୁର୍ଘଟଣା ପରେ ଏବେ ଆମେରିକାରେ ଏକ ହେଲିକପ୍ଟର ଦୁର୍ଘଟଣା ଘଟିଛି। ଆମେରିକାର ଇଡାହୋରେ ଏକ ବରଫ ହ୍ରଦରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି। ବୋନେଭିଲ…
Company Rules: ଟଏଲେଟ୍ରେ ୨ ମିନିଟ୍ରୁ ଅଧିକ ରହିଲେ ପଡ଼ିବ ୧୨୦୦ ଟଙ୍କା ଜରିମାନା, ଜାଣନ୍ତୁ କାରଣ…
ବେଜିଂ,୨୧ା୨: ପଡ଼ୋଶୀ ଦେଶ ଚାଇନାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଯାହା ଲୋକଙ୍କୁ ସ୍ତବ୍ଧ କରିଦେଇଛି। ଏଠାକାର ଏକ କମ୍ପାନୀ ତା’ର କର୍ମଚାରୀଙ୍କ ପାଇଁ ୨ ମିନିଟ୍ର ଏକ ଅଜବ ଟଏଲେଟ୍ ନିୟମ ଲାଗୁ କରିଛି, ଯାହା ସୋସିଆଲ ମିଡିଆରେ ବହୁ…
ୟୁକ୍ରେନରେ କୋମଳମତି ଶିଶୁମାନେ ମରୁଥିବା ବେଳେ ପତ୍ନୀଙ୍କ ସହ ଫଟୋଶୁଟ କରୁଥିଲେ ଜେଲେନସ୍କି: ମସ୍କ
କ୍ୱିଭ,୨୧।୨: ଡୋନାଲ୍ଡ ଟ୍ରମ୍ପଙ୍କ ପରେ, ତାଙ୍କ ସହଯୋଗୀ ଏବଂ ଟେସଲାର ସିଇଓ ଏଲୋନ ମସ୍କ ମଧ୍ୟ ୟୁକ୍ରେନୀୟ ରାଷ୍ଟ୍ରପତି ଜେଲନସ୍କିଙ୍କୁ ଟାର୍ଗେଟ କରିଛନ୍ତି। ୨୦୨୨ ମସିହାରେ ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଜେଲେନସ୍କି ଏବଂ ତାଙ୍କ ପତ୍ନୀଙ୍କ ଦ୍ୱାରା ଏକ ପତ୍ରିକା ପାଇଁ…
‘କାହାକୁ ଛାଡିବୁ ନାହିଁ…’, ବସରେ ସିରିଜ ବିସ୍ଫୋରଣ ପରେ ତାତିଲା ଇସ୍ରାଏଲ
ଜେରୁଜେଲମ,୨୧।୨: ତିନୋଟି ବସରେ ସିରିଜ ବିସ୍ଫୋରଣ ସମଗ୍ର ଇସ୍ରାଏଲରେ ଆତଙ୍କ ସୃଷ୍ଟି କରିଛି। ଏବେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଜ ପଶ୍ଚିମ କୂଳରେ ଥିବା ଶରଣାର୍ଥୀ ଶିବିରଗୁଡ଼ିକରେ ଚଢାଉ କରିବାକୁ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି। ଇସ୍ରାଏଲ ସନ୍ଦେହ କରୁଛି ଯେ…
‘ଜଞ୍ଜିରରେ ବାନ୍ଧି ଆମେରିକାରୁ ବାହାରକୁ ପଠାଇଦେବୁ’, ଏମିତି କଥା ଶୁଣି ଆତ୍ମହତ୍ୟା କଲେ ୧୧ ବର୍ଷର ବାଳିକା
ଓ୍ବାଶିଂଟନ,୨୧।୨: ଆମେରିକାରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୧ବର୍ଷ ବୟସର ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଝିଅଟିର ମାଆ ଅଭିଯୋଗ କରିଛନ୍ତି ଯେ ସ୍କୁଲର ଅନ୍ୟ ଛାତ୍ରମାନେ ତାଙ୍କୁ ହଇରାଣ କରୁଥିଲେ। ସେମାନେ ତାଙ୍କୁ ଅପମାନିତ କରିଥିଲେ ଯେ…
ଟ୍ରମ୍ପଙ୍କ ବଡ଼ ଦାବି: ଟାରିଫ୍ ଧମକ ପରେ ଭାରତ ସମେତ ୫ ଦେଶର…ବିଶ୍ୱରେ ଚହଳ
ଓ୍ବାଶିଂଟନ୍,୨୧।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦାବି କରିଛନ୍ତି ଯେ ଅଧିକ ଟାରିଫ୍ ଧମକ ଦେବା ପରେ ବ୍ରିକ୍ସ (ଯାହା ମଧ୍ୟରେ ଭାରତ ମଧ୍ୟ ଅନ୍ତର୍ଭୁକ୍ତ) ଭାଙ୍ଗି ଯାଇଛି। BRICS ହେଉଛି ଏକ ଆନ୍ତଃ-ସରକାରୀ ସଂଗଠନ ଯେଉଁଥିରେ ୧୦ ଟି…
Bus Blast in Israel: ପେଜର ଆକ୍ରମଣର ପ୍ରତିଶୋଧ ବସ୍ ବିସ୍ଫୋରଣରେ, ଇସ୍ରାଏଲରେ ରେଳ-ବସ୍ ସେବା ବନ୍ଦ
ନୂଆଦିଲ୍ଲୀ,୨୧।୨: ଇସ୍ରାଏଲର ତେଲ ଅଭିଭ ସହର ରେ ତିନୋଟି ବସ୍ ରେ ଗୋଟିଏ ପରେ ଗୋଟିଏ ଜୋରଦାର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ କୌଣସି ମୃତାହତର ଖବର ହୋଇନାହାନ୍ତି। ଇସ୍ରାଏଲୀ ପୋଲିସ ଏହାକୁ ଏକ ସନ୍ଦିଗ୍ଧ ଆତଙ୍କବାଦୀ ଆକ୍ରମଣ ଭାବରେ ବିଚାର…
ଡୋନାଲ୍ଡ ଟ୍ରମ୍ପଙ୍କ ବିଶ୍ୱସ୍ତ କାଶ ପଟେଲ ଏଫବିଆଇ ନିର୍ଦ୍ଦେଶକ, ସିନେଟରୁ ମିଳିଲା ଅନୁମୋଦନ
ନୂଆଦିଲ୍ଲୀ,୨୧।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଶ୍ୱସ୍ତ ଏବଂ ଭାରତୀୟ ବଂଶୋଦ୍ଭବ କାଶ ପଟେଲଙ୍କୁ ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (FBI)ର ନୂତନ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତିକୁ ଆମେରିକାର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାର ନେତୃତ୍ୱ ଗଠନରେ ଏକ…
ତୃତୀୟ ବିଶ୍ୱଯୁଦ୍ଧ ଆଉ ବେଶୀ ଦୂର ନୁହେଁ: ବଡ଼ ଦାବି କଲେ ଟ୍ରମ୍ପ
ଓ୍ବାଶିଂଟନ୍,୨୧ା୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ତୃତୀୟ ବିଶ୍ୱଯୁଦ୍ଧ ଆଉ ବେଶୀ ଦୂର ନୁହେଁ। ତେବେ ଏହାକୁ ଏଡ଼ାଇବା ପାଇଁ ମୋ ପାଖରେ ଯୋଜନା ରହିଛି। ମଧ୍ୟପ୍ରାଚ୍ୟ ଓ ୟୁକ୍ରେନ୍ରେ ଚାଲିଥିବା ସଂଘର୍ଷ ଉପରେ…
ପାନାମାରେ ପହଞ୍ଚିଲେ ଆମେରିକାରୁ ବିତାଡ଼ିତ ଭାରତୀୟ: ସହାୟତା ପାଇଁ ନିବେଦନ
ପାନାମା ସିଟି,୨୦।୨: ଆମେରିକାରୁ ବିତାଡ଼ିତ ହୋଇଥିବା ବେଆଇନ ପ୍ରବାସୀ ଭାରତୀୟମାନଙ୍କର ଆଉ ଏକ ଗ୍ରୁପ୍ ପାନାମାରେ ନିରାପଦର ସହ ପହଞ୍ଚି ଥିବା ସେଠାକାର ସରକାର ନୂଆଦିଲ୍ଲୀକୁ ଜଣାଇଛି। ସେଠାରେ ଥିବା ଭାରତୀୟ ମିଶନ କନ୍ସୁଲାର ଆକ୍ସେସ୍ ପାଇବା ପରେ ସେମାନଙ୍କ ସୁବିଧା…
୪ ଇସ୍ରାଏଲୀ ପଣବନ୍ଦୀଙ୍କ ମୃତଦେହ ହସ୍ତାନ୍ତର କଲା ହମାସ୍
ତେଲ୍ ଆଭିଭ୍,୨୦।୨: ଗାଜାର ଶାସକ ହମାସ୍ ଗୁରୁବାର ୪ଜଣ ଇସ୍ରାଏଲୀ ପଣବନ୍ଦୀଙ୍କ ମୃତଦେହ ହନ୍ତାନ୍ତର କରିଛି। ୨୦୨୩ ଅକ୍ଟୋବର ୭ରେ ହମାସ୍ ଆତଙ୍କବାଦୀମାନେ ଇସ୍ରାଏଲ୍ ଉପରେ ଅଚାନକ ଆକ୍ରମଣ କରି ସେମାନଙ୍କ ସହ ୨୫୦ ଜଣଙ୍କୁ ପଣବନ୍ଦୀ କରିନେଇଥିଲେ। ହନ୍ତାନ୍ତର ହୋଇଥିବା…
Archives


