ଅନ୍ତର୍ଜାତୀୟ

ତୁରନ୍ତ ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପ୍‌ଙ୍କ ପରାମର୍ଶ: ଭାରତର କୂଟନୈତିକ ପ୍ରସ୍ତୁତି ଜୋର୍‌ଦାର

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ/ଇସ୍‌ଲାମାବାଦ,୧୦ା୫:ଭାରତ-ପାକିସ୍ତାନ ମଧ୍ୟରେ ୩ ଦିନ ଧରି ଯୁଦ୍ଧ ସ୍ଥିତି ଲାଗିରହିଥିବାବେଳେ ଦୁଇ ପଡ଼ୋଶୀ ତୁରନ୍ତ ଉତ୍ତେଜନା ହ୍ରାସ ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶୁକ୍ରବାର ରାତିରେ ଓଭାଲ ଅଫିସ୍‌ରୁ ପରାମର୍ଶ ଦେଇଛନ୍ତି। ଯଥାଶୀଘ୍ର ସମ୍ଭବ ଯୁଦ୍ଧ…

ଭାରତର ୨୬ସହର ଉପରେ ଆଟାକ୍‌ କଲା ପାକିସ୍ତାନ, ସେନାର ମୁହଁତୋଡ ଜବାବ

ନୂଆଦିଲ୍ଲୀ,୧୦।୫: ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ଏବଂ ନିୟନ୍ତ୍ରଣ ରେଖା (LoC) ନିକଟରେ ହଠାତ ବହୁ ସଂଖ୍ୟକ ଡ୍ରୋନ ଦେଖାଯାଇଛି। ପାକିସ୍ତାନ ଡ୍ରୋନ ମାଧ୍ୟମରେ ଲଗାତାର ଭାରତର ବାୟୁସୀମା ଉଲ୍ଲଂଘନ କରୁଛି। ଭାରତ-ପାକିସ୍ତାନ ସୀମାରେ ବାରାମୁଲ୍ଲାରୁ ଭୁଜ ପର୍ଯ୍ୟନ୍ତ ୨୬ରୁ ଅଧିକ ସ୍ଥାନରେ…

ବଡ଼ ଖବର: ଭାରତ ସହ ଯୁଦ୍ଧ ଘୋଷଣା କଲା ପାକିସ୍ତାନ ସେନା, ସରକାର ବି…

ନୂଆଦିଲ୍ଲୀ,୧୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ଏବେ ପାକିସ୍ତାନ ସେନା ସିଧାସଳଖ ଯୁଦ୍ଧ ଘୋଷଣା କରିଛି। ଅଲ ଜାଜିରା ଅନୁଯାୟୀ, ପାକିସ୍ତାନୀ ସେନା କହିଛି ଯେ ‘ଆମେ ଭାରତ ସହିତ ଯୁଦ୍ଧ ସ୍ଥିତିରେ ଅଛୁ।’ ଏହି ବୟାନ…

ପାକିସ୍ତାନକୁ ୧ ବିଲିୟନ ଡଲାରର ବେଲଆଉଟ ପ୍ୟାକେଜ ଦେଲା IMF, ଭାରତକୁ ଝଟ୍‌କା

ଇସଲାମବାଦ,୧୦।୫: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପାକିସ୍ତାନକୁ 1 ବିଲିୟନ ଡଲାରର ବେଲଆଉଟ ପ୍ୟାକେଜ ଘୋଷଣା କରିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ ଏହା ଘୋଷଣା କରାଯାଇଛି। ଶେହବାଜ ସରିଫଙ୍କ କାର୍ଯ୍ୟାଳୟ କହିଛି ଯେ ଶୁକ୍ରବାର (୯…

ପାକିସ୍ତାନ ସେନାକୁ ପଛଆଡୁ ଆଟାକ୍‌ କଲେ ବେଲୁଚ ବିଦ୍ରୋହୀ, ଏକାଥରେ ମାରିଲେ…

ଇସଲାମବାଦ,୯।୫: ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ପୁଣି ଥରେ ପାକିସ୍ତାନୀ ସେନାକୁ ଟାର୍ଗେଟ କରିଛି। ଟିଟିପି ଏକ ଭିଡିଓ ଜାରି କରିଛି ଯେଉଁଥିରେ ଏହାର ସ୍ନାଇପରମାନେ ଅନେକ ପାକିସ୍ତାନୀ ସୈନିକଙ୍କୁ ଆମ୍ବୁସ କରୁଛନ୍ତି ଏବଂ ଦାବି କରିଛି ଯେ ୧୦ ଜଣ ପାକିସ୍ତାନୀ…

ଯୁଦ୍ଧ ଭିତରେ ବଡ଼ ଖବର: ପାକିସ୍ତାନକୁ ଆଇଏମଏଫ ସହାୟତା, ଭୋଟ୍‌ ଦେଲାନି ଭାରତ

ନୂଆଦିଲ୍ଲୀ,୯।୫: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ପାକିସ୍ତାନକୁ ୨.୩ ବିଲିୟନ ଡଲାରର ନୂଆ ଋଣ ପ୍ରଦାନ ପ୍ରସ୍ତାବକୁ ବିରୋଧ କରିଛି। ଭାରତ କହିଛି ଯେ, ଏହି ଅର୍ଥ ରାଷ୍ଟ୍ରୀୟ ପୃଷ୍ଠପୋଷଣରେ ସୀମାପାର ଆତଙ୍କବାଦକୁ ଅର୍ଥଯୋଗାଣ କରିବା ପାଇଁ ଅପବ୍ୟବହାର ହୋଇପାରେ। ଏହି…

ଭାରତ ବିରୋଧରେ ତୁର୍କି ଡ୍ରୋନ୍‌କୁ କାହିଁକି ବ୍ୟବହାର କରୁଛି ପାକିସ୍ତାନ? ଏ ହେଉଛି ପୁରା ପ୍ଲାନ୍‌…

ନୂଆଦିଲ୍ଲୀ,୯।୫: ଏଲ୍‌ଓସିରେ ଉତ୍ତେଜନା ମଧ୍ୟରେ, ପାକିସ୍ତାନ ଭାରତ ବିରୁଦ୍ଧରେ ତୁର୍କୀର ଡ୍ରୋନ ବ୍ୟବହାର କରୁଛି। ଶୁକ୍ରବାର ସାରେ ଅନୁଷ୍ଠିତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି। ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂ କହିଛନ୍ତି ଯେ ପାକିସ୍ତାନ ତୁର୍କୀର…

ରାତାରାତି ଷ୍ଟ୍ରାଟେଜି ବଦଳାଇଲା ପାକିସ୍ତାନ! ଆକାଶରେ ଦେଖାଗଲା…

ନୂଆଦିଲ୍ଲୀ,୯।୫: ଆଜି ମଧ୍ୟ ପାକିସ୍ତାନ ବେସାମରିକ ବିମାନର ଆବରଣ ତଳେ ଭାରତ ଉପରେ ଡ୍ରୋନ ଆକ୍ରମଣ କରିବାକୁ ଚେଷ୍ଟା କରିଛି। ଆଟାକ୍‌ର ୩ୟ ରାତିରେ ବଡ଼ ଆଟାକ୍‌ କରିଛି ପାକସ୍ତାନ। କିନ୍ତୁ ଭାରତ ଏହାକୁ ବିଫଳ କରିଦେଇଛି। ତେବେ ଏହାରି ଭିତରେ…

ପଠାନକୋଟ୍‌ରେ ପାକିସ୍ତାନର ମିସାଇଲ ମାଡ, ଭାରତର ୧୧ଟି ସ୍ଥାନରେ…

ନୂଆଦିଲ୍ଲୀ,୯।୫: ଭାରତର ୧୧ଟି ସ୍ଥାନରେ ଡ୍ରୋନ ଆକ୍ରମଣ କରିଛି ପାକିସ୍ତାନ। ଶୁକ୍ରବାର ରାତି ୯ଟାରେ ପାକିସ୍ତାନ କରିଛି ଆଟାକ୍‌। ରାଜସ୍ତାନ, ପଞ୍ଜାବ ଓ ଜମ୍ମୁରେ ଆକ୍ରବଣ ହୋଇଥିବା ସୂଚନା ମିଳିଛି। ଗୋଟିଏ ପରେ ଗୋଟିଏ ଡ୍ରୋନ ଧ୍ୱଂସ କରୁଛି ବାୟୁସେନା। #WATCH…

ଅପରେଶନ ସିନ୍ଦୂର ଡରରେ ମୋଷ୍ଟ ଓ୍ବାଣ୍ଟେଡ, ପାକିସ୍ତାନରୁ ଲୁଚି ପଳାଇଲେ ଦାଉଦ ଇବ୍ରାହିମ

ନୂଆଦିଲ୍ଲୀ,୯।୫: ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଦାଉଦ ଇବ୍ରାହିମଙ୍କୁୁ ନେଇ ଅପରେଶନ ସିନ୍ଦୂର ପରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଭାରତର ବାୟୁସେନାର ଆକ୍ରମଣ ପରେ ଦାଉଦ ଆତଙ୍କିତ ହୋଇ ପାକିସ୍ତାନ ଛାଡ଼ି ପଳାଇଥିବା ଚର୍ଚ୍ଚା…

Operation Sindoor 2.0: ସାନ ଭାଇଙ୍କୁ ବୁଝାଇବାକୁ ଲଣ୍ଡନରୁ ପାକିସ୍ତାନ ପଳାଇ ଆସିଲେ ନଓ୍ବାଜ ସରିଫ, କହିଲେ ଆମେ ଏମିତି ପୋଜିଶନରେ…

ଇସଲାମାବାଦ,୯।୫: ୨୨ ଏପ୍ରିଲ ୨୦୨୫ରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଦ୍ୱାରା ଆରମ୍ଭ ହୋଇଥିବା ଅପରେଶନ ସିନ୍ଦୁରକୁ ଦେଖି ପାକିସ୍ତାନ ଏକ ପ୍ରକାର ଭୟଭୀତ ହୋଇଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଲଣ୍ଡନରୁ ପାକିସ୍ତାନ ଫେରି ଆସି ବଢୁଥିବା ସଙ୍କଟର…

Operation Sindoor 2.0: କାଳେ ମୃତ୍ୟୁ ହେବ ଭାବି ଡରି ଗଲେଣି ଇମ୍ରାନ ଖାଁ! କହିଲେ, ‘ମୁକୁଳାଇ ଦିଅ, ଭାରତ ଯଦି…’

ଇସଲାମାବାଦ,୯।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧକୁ ନେଇ ସବୁଠି ଭୟର ବାତାବରଣ ରହିଛି। ଏବେ ପାକିସ୍ତାନ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୁକ୍ତି ପାଇଁ ଶୁକ୍ରବାର ପାକିସ୍ତାନର ଏକ କୋର୍ଟରେ ଏକ ଆବେଦନ ଦାଖଲ କରାଯାଇଥିଲା। ପାକିସ୍ତାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri