ପୁଣି ନୂଆ ଷଡ଼ଯନ୍ତ୍ର କଲା କାନାଡା, ମୋଦି ସରକାରଙ୍କୁ ନେଇ ବଡ଼ କଥା କହିଦେଲା, ଯାହାକୁ ନେଇ…
ଓଟାଓ୍ବା,୨୧।୧୧: ଦୀର୍ଘ ଦିନ ଧରି ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ତିକ୍ତ ହୋଇ ରହିଛି। ଭାରତ ବିରୋଧରେ ଲଗାତାର ମିଥ୍ୟା ଅଭିଯୋଗ କରିଆସୁଥିବା କାନାଡା ସରକାର ଏବଂ ସେଠାରେ ଥିବା ଗଣମାଧ୍ୟମ ଏ ପର୍ଯ୍ୟନ୍ତ ଅଟକି ନାହାଁନ୍ତି। ଜଷ୍ଟିନ ଟ୍ରୁଡୋଙ୍କ…
କାନାଡ଼ା ସରକାରଙ୍କ ନୂଆ ଘୋଷଣା: ଭାରତୀୟ ଯାତ୍ରୀଙ୍କ ହେବ ବିଶେଷ ଯାଞ୍ଚ୍
ଓଟଓ୍ବା,୨୧।୧୧: ଭାରତ ଏବଂ କାନାଡା ମଧ୍ୟରେ ଗତବର୍ଷଠାରୁ ସମ୍ପର୍କ ତିକ୍ତ ହୋଇ ରହିଛି। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତ ବିରୋଧରେ ଅନେକ ଅଭିଯୋଗ କରିଥିଲେ। ଯାହାକୁ ନେଇ ଭାରତ ପକ୍ଷରୁ ମଧ୍ୟ ତୀବ୍ର ପ୍ରତିକ୍ରିୟା ଦିଆଯାଇଥିଲା। ଏଥିସହିତ ବର୍ତ୍ତମାନ କାନାଡା…
ଆମେରିକାକୁ ଡରାଇଦେଲେ ପୁଟିନ: କାହିଁକି ଆଣବିକ ସିଦ୍ଧାନ୍ତକୁ କଲେ ସଂଶୋଧନ
ମସ୍କୋ,୨୦।୧୧:ବିଶ୍ୱରେ ଏବେ ଆଣବିକ ଯୁଦ୍ଧ ଆଶଙ୍କା ବୃଦ୍ଧି ପାଉଛି। ରୁଷିଆ-ୟୁକ୍ରେନ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଏକ ନିଷ୍ପତ୍ତି ନେଇଛନ୍ତି। ଆମେରିକା ଯୋଗାଇଥିବା ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ଦ୍ୱାରା ରୁଷିଆ ଉପରେ ଆକ୍ରମଣ ଲାଗି ରାଷ୍ଟ୍ରପତି ଜୋ…
ଥାଇଲାଣ୍ଡରେ ୮୦ ଘଣ୍ଟା ଫସିଲେ ୧୦୦ ଭାରତୀୟ ଯାତ୍ରୀ
ବ୍ୟାଙ୍କକ୍, ୨୦।୧୧: ଥାଇଲାଣ୍ଡର ଫୁକେଟରେ ଏୟାର ଇଣ୍ଡିଆର ପ୍ରାୟ ୧୦୦ ଯାତ୍ରୀ ୮୦ ଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଛନ୍ତି। ଗତ ୧୬ରେ ଏୟାର ଇଣ୍ଡିଆର ବିମାନ ‘ଏଆଇ୩୭୭’କୁ ଫୁକେଟରୁ ଦିଲ୍ଲୀ ଆସିବାକୁ ଥିଲା। ତେବେ ବିମାନରେ ବୈଷୟିକ ତ୍ରୁଟି…
ଟେନଶନରେ ଭାରତ, ଆମେରିକା ସହ ହେବାକୁ ଯାଉଛି ବଡ଼ ଯୁଦ୍ଧ!
ନୂଆଦିଲ୍ଲୀ,୧୯।୧୧:ଡୋନାଲ୍ଡ ଟ୍ରମ୍ପଙ୍କ ଆଗମନ ପରେ ଭାରତ ସହ ସମ୍ପର୍କକୁ ନେଇ ଅନେକ ପ୍ରକାରର କଳ୍ପନାଜଳ୍ପନା କରାଯାଉଛି। ବର୍ତ୍ତମାନ ଆନ୍ତର୍ଜାତୀୟ ବଜାରରେ ଆସୁୁଥିବା ଖବର ହେଉଛି ଆମେରିକା କିମ୍ବା ଟ୍ରମ୍ପ ପ୍ରଶାସନ ଭାରତର ରପ୍ତାନି ଉପରେ ୧୦ ପ୍ରତିଶତ ଟ୍ୟାକ୍ସ ଲାଗୁ କରିପାରନ୍ତି।…
ଖୁବଶୀଘ୍ର ଭାରତ ଆସିବେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ଜାଣନ୍ତୁ କାରଣ
ନୂଆଦିଲ୍ଲୀ,୧୯।୧୧: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଖୁବଶୀଘ୍ର ଭାରତ ଗସ୍ତ କରିବେ। ପୁଟିନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଖବରକୁ ସୁନିଶ୍ଚିତ କରାଯାଇଛି। ଏହି ଗସ୍ତ ପାଇଁ ଖୁବଶୀଘ୍ର ନିର୍ଦ୍ଧିଷ୍ଟ ତାରିଖ ପ୍ରକାଶ କରାଯିବ ବୋଲି କ୍ରିମଲିନ୍ ମୁଖପାତ୍ର ଡିମିଟ୍ରି ପେସ୍କୋଭ୍ କହିଛନ୍ତି।…
ଖାଇବା-ପିଇବା ଭୁଲିଯିବେ ଟ୍ରମ୍ପ-ପୁଟିନ୍, ହେଲେ ଏହି ବ୍ରିଫକେସ୍ ନୁହେଁ, ଜାଣି ତାଜୁବ ହେବେ…
ନୂଆଦିଲ୍ଲୀ,୧୯।୧୧: ଆପଣ ନିଶ୍ଚୟ ନଜର ରଖିଥିବେ ଯେ ଯେତେବେଳେ ଭାରତ ସମେତ ଅନ୍ୟ ବଡ ଦେଶର ମୁଖ୍ୟମାନେ କୌଣସି ସ୍ଥାନକୁ ଯାଆନ୍ତି ସେତେବେଳ କିଛି ବିଶେଷ ବ୍ୟକ୍ତିଙ୍କ ଗ୍ରୁପ ସର୍ବଦା ସେମାନଙ୍କ ସହିତ ରହନ୍ତି। ଆଉ ସେମାନେ କିଛି ବ୍ରିଫକେସ ଧରିଥାନ୍ତି।…
ଆମେରିକାକୁ ପାନେ ଦେବ ରୁଷିଆ! ନୂଆ ପରମାଣୁ ନୀତିରେ ଦସ୍ତଖତ କଲେ ପୁଟିନ
ମସ୍କୋ,୧୯।୧୧: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସଂଶୋଧିତ ପରମାଣୁ ନୀତିରେ ଦସ୍ତଖତ କରିଛନ୍ତି। ଏହି ନୂତନ ନୀତି ଅନୁଯାୟୀ, ଯଦି କୌଣସି ଦେଶ ଆଣବିକ ସଶସ୍ତ୍ର ଦେଶ ସାହାଯ୍ୟରେ ରୁଷିଆ ଉପରେ ଆକ୍ରମଣ କରେ, ତେବେ…
ପାକିସ୍ତାନର ନିଦ ଉଡାଇଲା ଟ୍ରମ୍ପଙ୍କ ନୂଆ କ୍ୟାବିନେଟ
ଓ୍ବାଶିଂଟନ,୧୯।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପରେ ଡୋନାଲ୍ଡ ଟ୍ରମ୍ପ ତାଙ୍କର ଅନେକ କ୍ୟାବିନେଟ ସହକର୍ମୀଙ୍କୁ ଚୟନ କରିଛନ୍ତି। ଏହି ସମୟରେ ଆଗାମୀ ଟ୍ରମ୍ପ କ୍ୟାବିନେଟର ନାମ ଘୋଷଣାକୁ ନେଇ ପାକିସ୍ତାନ ଅତ୍ୟନ୍ତ ଅସନ୍ତୋଷ ପ୍ରକାଶ କରିଛି। ଏହାର କାରଣ ହେଉଛି…
ମୋଦିଙ୍କୁ ଭେଟିବା ପରେ ବଡ଼ ଘୋଷଣା କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ
ଲଣ୍ଡନ,୧୯।୧୧: ଆସନ୍ତା ବର୍ଷ ଭାରତ ସହ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫଟିଏ) ଉପରେ ଆଲୋଚନା ଆରମ୍ଭ ହେବ। ବ୍ରିଟେନ ପ୍ରଧାନମନ୍ତ୍ରୀ କିର ଷ୍ଟାରମର ଏନେଇ ସୂଚୁନା ଦେଇଛନ୍ତି। ବ୍ରାଜିଲରେ ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକ…
୪୫ ଲୋକଙ୍କୁ ୧୦ ବର୍ଷର ଜେଲଦଣ୍ଡ, ଜାଣନ୍ତୁ କ’ଣ ଏହି ମାମଲା
ଭିକ୍ଟୋରିଆ ସିଟି,୧୯।୧୧: ମଙ୍ଗଳବାର ହଂକଂର ହାଇକୋର୍ଟ ୪୫ ଜଣ ଗଣତନ୍ତ୍ର ସମର୍ଥକଙ୍କୁ ଜାତୀୟ ସୁରକ୍ଷା ମାମଲାରେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନାଯୋଗ୍ୟ, ଜାତୀୟ ସୁରକ୍ଷା ଟ୍ରଏଲରେ କାର୍ଯ୍ୟକର୍ତ୍ତାମାନେ ଗଣତନ୍ତ୍ର ଆନ୍ଦୋଳନର କ୍ଷତି କରିଥିଲେ ଏବଂ ଆନ୍ତର୍ଜାତୀୟ ସ୍ତରରେ…
ବ୍ରିଟେନ ରାଜ ପରିବାରରେ ସୁରକ୍ଷାରେ ତ୍ରୁଟି: ଓ୍ବିଣ୍ଡସର କ୍ୟାସେଲରୁ ଚୋରି
ଲଣ୍ଡନ,୧୯।୧୧: ଚୋରମାନେ କିଙ୍ଗ ଚାଲର୍ସ ତୃତୀୟଙ୍କ ବିଶାଳ ୱିଣ୍ଡସର୍ କ୍ୟାସେଲ ଇଷ୍ଟେଟରୁ ଫାର୍ମ ଗାଡି ଚୋରି କରିଛନ୍ତି। ଏହା ପ୍ରିନ୍ସ ୱିଲିୟମ ଏବଂ କେଟ ମିଡଲେଟନଙ୍କ ପାରିବାରିକ ଘର। ବ୍ରିଟିଶ ପୋଲିସ ସୋମବାର ଏହା ନିଶ୍ଚିତ କରିଛି। ‘ସନ୍’ ଖବରକାଗଜରେ ପ୍ରକାଶିତ…
Archives


