ବହିଷ୍କାର ନିର୍ଦ୍ଦେଶ ପରେ ଆମେରିକା ଛାଡ଼ି ନ ଥିଲେ ଦିନକୁ ଏତିକି ଟଙ୍କା ଜରିମାନା
ଓ୍ବାଶିଂଟନ,୯।୪:ବହିଷ୍କାର ନିର୍ଦ୍ଦେଶ ପରେ ଯେଉଁ ଆପ୍ରବାସୀମାନେ ଆମେରିକା ଛାଡ଼ି ନ ଥିବେ, ସେମାନଙ୍କ ଉପରେ ଡୋନାଲ୍ଡ ଟ୍ରମ୍ପ୍ ପ୍ରଶାସନ ଦୈନିକ ୯୯୮ ଡଲାର ଜରିମାନା ଲଗାଇବେ ବୋଲି ଯୋଜନା କରିଛି। ଯଦି ସେମାନେ ଜରିମାନା ପୈଠ ନ କରନ୍ତି, ତେବେ ସେମାନଙ୍କ…
ମ୍ୟାନ୍ମାର ଭୂକମ୍ପରେ ପୋତି ହୋଇଥିବା ଲୋକଙ୍କୁ ଖୋଜିବାକୁ ବାହାରିଲା ‘ଅସରପା’
ମ୍ୟାନ୍ମାର,୯।୪:ନିକଟରେ ମ୍ୟାନ୍ମାର୍ରେ ଆସିଥିବା ୭.୭ ତୀବ୍ରତାର ଭୂମିକମ୍ପ ପରେ ସେଠାରେ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏବେ ସାଇବର୍ଗ ଅସରପା ମଧ୍ୟ ଏହି ରିଲିଫ କାର୍ଯ୍ୟର ଏକ ଅଂଶ ହେବାକୁ ଯାଉଛି। ଭୂମିକମ୍ପ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ…
ଆରମ୍ଭ ହେଲା ଟାରିଫ୍ ଓ୍ବାର: ଚାଇନା ଉପରେ ୧୦୪% ଟାରିଫ୍ ଲଗାଇଲା ଆମେରିକା
ଓାଶିଂଟନ/ବେଜିଂ,୮।୪: ଚାଇନାକୁ ଶକ୍ତ ଝଟ୍କା ଦେଇଛନ୍ତି ଟ୍ରମ୍ପ ସରକାର। ଆମେରିକା ଆଜି ଚାଇନାରୁ ଆସୁଥିବା ସାମଗ୍ରୀ ଉପରେ ୧୦୪ ପ୍ରତିଶତ ଟାରିଫ ଲଗାଇ ଦେଇଛି। ଏହି ନିଷ୍ପତ୍ତି ଦୁଇ ଦେଶ ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧକୁ ଆହୁରି ତୀବ୍ର କରିଛି। ରାଷ୍ଟ୍ରପତି…
ମୁଁ ଖୁବଶୀଘ୍ର ଫେରୁଛି…ଶେଖ ହସିନାଙ୍କ ବଡ଼ ଘୋଷଣା
ଢାକା,୮।୪: ପ୍ରଥମ ଥର ପାଇଁ, ବାଂଲାଦେଶର ନିର୍ବାସିତ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ମହମ୍ମଦ ୟୁନୁସ ଏବଂ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି। ହସିନା ୟୁନୁସଙ୍କୁ ଚୋର ଏବଂ ବାଂଲାଦେଶ ସରକାରଙ୍କୁ ଆତଙ୍କବାଦୀଙ୍କ ସରକାର ବୋଲି କହିଛନ୍ତି। ହସିନା…
ପୁଣି ଅଜା ହେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ: ସାନ ଝିଅ ହେବେ ମା’
ଓ୍ବାଶିଂଟନ୍,୮।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାନ ଝିଅ ଟିଫାନି ଟ୍ରମ୍ପ ଖୁବ ଶୀଘ୍ର ମା’ ହେବାକୁ ଯାଉଛନ୍ତି। ୩୧ ବର୍ଷୀୟା ଟିଫାନି ଚଳିତ ବର୍ଷ ଏପ୍ରିଲରେ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ଟିଫାନିଙ୍କ ସନ୍ତାନ ହେବ ଡୋନାଲ୍ଡ…
ୟୁକ୍ରେନ ଯୁଦ୍ଧ ଶେଷ କରିବାକୁ ଚାହୁଁଛନ୍ତି ପୁଟିନ, ହେଲେ ରୁଷିଆ ଦାବିର ମିଳୁନାହିଁ ଜବାବ, ଟ୍ରମ୍ପ କହିଲେ ପ୍ରଥମେ…
ମସ୍କୋ,୮।୪: ରୁଷିଆ କହିଛି ଯେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନରେ ଯୁଦ୍ଧ ଶେଷ କରିବା ସପକ୍ଷରେ ଅଛନ୍ତି, କିନ୍ତୁ ରୁଷିଆ ଏ ସମ୍ପର୍କରେ ଆଶା କରାଯାଇଥିବା ଉତ୍ତର ପାଇନାହିଁ। ଆମେରିକା ନେତୃତ୍ୱାଧୀନ ସାମରିକ ସଂଗଠନ ନାଟୋରେ ୟୁକ୍ରେନକୁ କେବେବି ସାମିଲ କରାଯିବ…
ସୌଦି ଆରବ ପ୍ରିନ୍ସଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ! ୧୮୪୦୭ ଅବୈଧ ବିଦେଶୀଙ୍କୁ ପଠାଇଲେ ଜେଲ, ଜାଣନ୍ତୁ ଭାରତର ରହିଛନ୍ତି କେତେ
ଆବୁଧାବି,୮।୪: ୨୦୨୫ ହଜ ପୂର୍ବରୁ ସୌଦି ଆରବରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସାରା ଦେଶରେ ଏକ ବ୍ୟାପକ ଅଭିଯାନ ଚଳାଇ, ବେଆଇନ ଭାବରେ ରହୁଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସୌଦି ପ୍ରେସ ଏଜେନ୍ସି ରିପୋର୍ଟ ଅନୁଯାୟୀ, ମାତ୍ର…
୧୦୦ଟନ ଜୀବନ୍ତ କୁମ୍ଭୀର କାହିଁକି ନିଲାମ କରୁଛି ଚାଇନା? କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ବେଜିଂ,୮।୪: ଚାଇନାର ଶେନଜେନ ନାନଶାନ ପିପୁଲ୍ସ କୋର୍ଟ ଏକ ଅନନ୍ୟ ନିଷ୍ପତ୍ତି ନେଇ ୧୦୦ ଟନ ଜୀବନ୍ତ କୁମ୍ଭୀରର ଅନଲାଇନ ନିଲାମ ଆରମ୍ଭ କରିଛି। ଏହି ନିଲାମ ଆଲିବାବାର ନ୍ୟାୟିକ ନିଲାମ ପ୍ଲାଟଫର୍ମରେ କରାଯାଉଛି। ଏହି କୁମ୍ଭୀରମାନଙ୍କ ପାଇଁ ପ୍ରାରମ୍ଭିକ ନିଲାମ…
ଲିସବନରେ ସମ୍ମାନୀତ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଲିସବନ,୮।୪: ଲିସବନ ମେୟର କାର୍ଲୋସ ମୋଡାସ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ସିଟି କି ଅଫ ଅନର’ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଆୟୋଜିତ ଉତ୍ସବରେ ତାଙ୍କୁ ସ୍ବାଗତ କରିବା ସମୟରେ କାର୍ଲୋସ ମୋଏଡାସ କହିଥିଲେ, ‘ନମସ୍ତେ! ରାଷ୍ଟ୍ରପତି ମହାଶୟ।…
ଚାଇନା ଉପରେ ଅତିରିକ୍ତ ୫୦% ଟାରିଫ୍ ଘୋଷଣା କଲେ ଟ୍ରମ୍ପ୍
ଓ୍ବାଶିଂଟନ,୮।୪: ଆମେରିକାର ୩୪% ପାରସ୍ପରିକ ଶୁଳ୍କ ଜବାବରେ ଚାଇନା ସମାନ ପରିମାଣର ଜବାବୀ ଶୁଳ୍କ ଲଗାଇଥିଲା। ବେଜିଂ ଏହି ଟାରିଫ୍ ଘୋଷଣା କରିବାର ୨୪ ଘଣ୍ଟା ନ ପୂରୁଣୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଇନା ସାମଗ୍ରୀ ଉପରେ ଅତିରିକ୍ତ ୫୦%…
ଟ୍ରମ୍ପଙ୍କ ଟାରିଫ୍ ବୋମାରେ ଦୋହଲିଲା ଗ୍ଳୋବାଲ ମାର୍କେଟ୍: ଭାରତ ସମେତ ସାରା ବିଶ୍ୱର ଷ୍ଟକ ମାର୍କେଟ୍ରେ ହାହାକାର
ନୂଆଦିଲ୍ଲୀ,୭।୫: ଭାରତ ସମେତ ସାରା ବିଶ୍ୱର ଷ୍ଟକ ମାର୍କେଟ୍ରେ ସୋମବାର ହାହାକାର ଖେଳିଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲାଗୁ ହୋଇଥିବା ଟାରିଫ୍ ଏବଂ ଚୀନର ତୀବ୍ର ପ୍ରତିଶୋଧ ସାରା ବିଶ୍ୱର ଶେୟାର ବଜାରକୁ ଦୋହଲାଇ ଦେଇଥିଲା। ଚାଇନା ଆମେରିକାରୁ…
ଟ୍ରମ୍ପଙ୍କ ‘ଟାରିଫ୍ ଆକ୍ରମଣ’ରୁ ବର୍ତ୍ତି ପାରିଲା ନାହିଁ ଆମେରିକାର ଷ୍ଟକ୍ ମାର୍କେଟ, ଖୋଲିବା ମାତ୍ରେ କ୍ରାସ୍ ହେଲା
ନୂଆଦିଲ୍ଲୀ,୭ା୪: ସୋମବାର ଖୋଲିବା ମାତ୍ରେ ଆମେରିକୀୟ ଷ୍ଟକ୍ ବଜାର କ୍ରାସ୍ ହୋଇଛି, ଯାହା ପ୍ରାୟ 5 ପ୍ରତିଶତ ହ୍ରାସ ରେକର୍ଡ କରାଯାଇଥିଲା। ୱାଲ ଷ୍ଟ୍ରିଟରେ ଏକ ବଡ଼ ହ୍ରାସ ସହିତ କାରବାର ଆରମ୍ଭ ହୋଇଥିଲା ଏବଂ ସମସ୍ତ ପ୍ରମୁଖ ଷ୍ଟକ୍ ସୂଚକାଙ୍କ ଦ୍ରୁତ…
Archives


